Search for:
  • Home/
  • Month: December 2024

ଅମିତ ଶାହଙ୍କୁ ଗିରଫ ଦାବିରେ ସିପିଆଇର ରାସ୍ତାରୋକୋ ଓ ବିକ୍ଷୋଭ

ଅମିତ ଶାହଙ୍କୁ ଗିରଫ ଦାବିରେ ସିପିଆଇର ରାସ୍ତାରୋକୋ ଓ ବିକ୍ଷୋଭ ଆମ୍ବେଦକରଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟର ପ୍ରତିବାଦ ଭୁବନେଶ୍ୱର, ୨୦/୧୨-ସଂସଦରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ଅସମ୍ମାନଜନକ ମନ୍ତବ୍ୟର ପ୍ରତିବାଦରେ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଭାରତୀୟ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ରାଜମହଲ ଛକଠାରେ ରାସ୍ତାରୋକୋ ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ବିକ୍ଷୋଭକାରୀଙ୍କୁ ଭୁବନେଶ୍ୱର ସିପିଆଇ ଜୋନ ସମ୍ପାଦକ [...]

କଂଗ୍ରେସ ହିଂସାର ବାହକ: ଅଭିଳାଷ ପଣ୍ଡା

_ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଆକ୍ରମଣ ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ_ କଂଗ୍ରେସ ହିଂସାର ବାହକ: ଅଭିଳାଷ ପଣ୍ଡା  ରାହୁଲ ଗାନ୍ଧୀ ଓଡ଼ିଶାର ପବିତ୍ର ଭୂମିରେ ପାଦ ଦେବା ପୂର୍ବରୁ କ୍ଷମା ମାଗନ୍ତୁ  ଗଣତନ୍ତ୍ରର ସର୍ବେର୍ାଚ୍ଚ ମନ୍ଦିର ସଂସଦରେ ବିଜେପିର ଜଣେ ବରିଷ୍ଠ ସାଂସଦଙ୍କୁ ରକ୍ତାକ୍ତ କରି ସଂସଦରେ ଯେଉଁ ରକ୍ତର ଛିଟା ପକାଇଲେ ଇତିହାସରେ ଲିପିବଦ୍ଧ ହୋଇ ରହିବ  ବିଜେପି ଯୁବମୋର୍ଚ୍ଚା କର୍ମୀ ଭୁବନେଶ୍ୱର [...]

ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଇଏନ୍‌ଟିୟୁସିର ବିକ୍ଷୋଭ

ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଇଏନ୍‌ଟିୟୁସିର ବିକ୍ଷୋଭ ଭୁବନେଶ୍ୱର, ୧୯.୧୨ : ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେବା ପ୍ରତିବାଦରେ ଗୁରୁବାର ଆଇଏନ୍‌ଟିୟୁସିର ରାଷ୍ଟ୍ରୀୟ ସମ୍ପାଦକ ମାନସ ଚୌଧୁରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ଶାଖାର ଏକ ପ୍ରତୀକାତ୍ମକ ପ୍ରତିବାଦ ଓ ବିିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏଜି ଛକସ୍ଥିତ ବାବା ସାହେବ ଆମ୍ବେଦକରଙ୍କ ପ୍ରତିର୍ମୂି ତଳେ ସଂଗଠନର କର୍ମର୍କାମାନେ ସ୍ୱରାଷ୍ଟ୍ରମନ୍ତ୍ରୀ କ୍ଷମା ମାଗ, ନଚେତ ଇସ୍ତଫା [...]

କାହାଣୀ ସୁପର ଚିପ୍ ମିନିଷ୍ଟର ଉପରେ ଏକ ଆଲୋଚନା

ଭୁବନେଶ୍ୱର:ଏକ ସୁସ୍ଥ ସମାଜର ପରିକଳ୍ପନା କୁ ନେଇ ସତ୍ୟ ଜେନାଙ୍କ ରଚିତ ଏକ ଡକ୍ୟୁମେଣ୍ଟାରୀ କାହାଣୀ ସୁପର ଚିପ୍ ମିନିଷ୍ଟର ଉପରେ ଏକ ଆଲୋଚନା ଚକ୍ର ବୁଲନ ଭାଇ ସେବା ସଦନରେ ଅନୁଷ୍ଠିତ ହୋଇଯାଇଛି । ଏହି କାହାଣୀଟି କୌଣସି ରାଜନୈତିକ ଭିତ୍ତିକ ଆଲୋଚନା ନୁହେଁ କି କେଉଁ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା ମଧ୍ୟ ନୁହେଁ । ଜଣେ ସାଧାରଣ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ କିପରି ହେବା ଉଚିତ ଏହି କାହାଣୀ [...]

ଭତ୍ତାବୃଦ୍ଧି ଦାବିରେ ପି. ଏମ. ଜି. ରେ ଗର୍ଜିଲେ ହିତାଧିକାରୀ ଓ ଦେଲେ ଗଣଧାରଣା.

ଭତ୍ତାବୃଦ୍ଧି ଦାବିରେ ପି. ଏମ. ଜି. ରେ ଗର୍ଜିଲେ ହିତାଧିକାରୀ ଓ ଦେଲେ ଗଣଧାରଣା. ଭୁବନେଶ୍ୱର ଆଜି ତା ୧୭.୧ ୨.୨୪ ଓଡିଶା ଭତ୍ତାପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ଲୋୟର ପି. ଏମ. ଜି. ଠାରେ ଶତାଧିକ ବୃଦ୍ଧି. ବୃଦ୍ଧା, ଦିବ୍ୟାଙ୍ଗ, କଳାକାର,ବିଧବା ଓ ଅସହାୟ ମହିଳା ମାନେ ବିଶାଳ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା.ଏହି ପ୍ରତିବାଦ ସଭାରେ ଭତ୍ତା ପ୍ରଦାନ ସଂଘର୍ଷ ସମିତିର ରାଜ୍ୟ ସଭାପତି [...]

ନୂତନ ସଭାପତି ରୂପେ ଅଧ୍ୟାପିକା ଡଃ ସ୍ଵୟଂପ୍ରଭା ମିଶ୍ର ଓ ସମ୍ପାଦକ ରୂପେ ଛାତ୍ରନେତା ଶ୍ରୀ ପଙ୍କଜ ମହାନ୍ତି l

ନୂତନ ସଭାପତି ରୂପେ ଅଧ୍ୟାପିକା ଡଃ ସ୍ଵୟଂପ୍ରଭା ମିଶ୍ର ଓ ସମ୍ପାଦକ ରୂପେ ଛାତ୍ରନେତା ଶ୍ରୀ ପଙ୍କଜ ମହାନ୍ତି l ଭୁବନେଶ୍ୱର:ଆଜି ଏବିଭିପି ଭୁବନେଶ୍ବର ମହାନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ପୂର୍ବ କ୍ଷେତ୍ର କ୍ଷେତ୍ରୀୟ ସହ ସଂଗଠନ ମନ୍ତ୍ରୀ ଶ୍ରୀ ବୈଲୋଚନ ସାହୁ, ରାଜ୍ୟ ସଭାପତି ଗାର୍ଗୀ ବାନାର୍ଜୀ ଅଖିଳ ଭାରତୀୟ ଜନଜାତି କାର୍ଯ୍ୟ ପ୍ରମୁଖ ଶ୍ରୀ ପ୍ରମୋଦ ରାଉତ ଭାଇ ଅତିଥି ରୂପେ ଯୋଗ ଦେଇଥିଲେ l [...]

ସରକାରୀ ଚାକିରୀ ଆବେଦନ ସର୍ବୋଚ୍ଚ ବୟସ ସୀମା ୪୩ ବର୍ଷ କୁ ବୃଦ୍ଧି ଦାବି

ସରକାରୀ ଚାକିରୀ ଆବେଦନ ସର୍ବୋଚ୍ଚ ବୟସ ସୀମା ୪୩ ବର୍ଷ କୁ ବୃଦ୍ଧି ଦାବି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବି ଜଣାଇଲେ ଯୁବ କଂଗ୍ରେସ ନେତା ଡ.ସ୍ମୃତି ରଞ୍ଜନ ଲେଙ୍କା । ଭୁବନେଶ୍ୱର ତା ୧୬.୧୨. ସରକାରୀ ଚାକିରିରେ ଆବେଦନର ବୟସ ସୀମା ସ୍ଥାୟୀ ଭାବେ ୪୩ବର୍ଷକୁ ବୃଦ୍ଧି କରିବା ପାଇଁ ରାଜ୍ୟରେ ଯୁବକମାନଙ୍କର ବହୁ ଦିନର ଦାବୀ ହୋଇ ଆସୁଅଛି । ପୂର୍ବ ସରକାର ସର୍ବୋଚ୍ଚ [...]

ବିଜେବି କଲେଜ ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡ୍ ସ ” ର ବାର୍ଷିକ ବନ୍ଧୁ ମିଳନ

*ବିଜେବି କଲେଜ ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡ୍ ସ ” ର ବାର୍ଷିକ ବନ୍ଧୁ ମିଳନ ଉତ୍ସବରେ ମାନ୍ୟବର ଆଇନ ଓ ପୂର୍ତବିଭାଗ ମନ୍ତ୍ରୀ ପୃଥୀବିରାଜ ହରିଚନ୍ଦନ ଓ ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ନର ଟି. ରବିଶଙ୍କର ସମ୍ବର୍ଦ୍ଧିତ।* ଭୁବନେଶ୍ୱର ୧୫/ ୧୨:  ଭୁବନେଶ୍ୱର : ବିଜେବି କଲେଜ  ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ ” ର ବାର୍ଷିକ ବନ୍ଧୁ ମିଳନ ରବିବାର ଡିସେମ୍ବର ୧୫ ତାରିଖ ଦିନ [...]

ହଲରେ ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନ ଗିରଫ

  ଅଲ୍ଲୁ_ଅର୍ଜୁନ_ଗିରଫ -ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ -ହଲରେ ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନ ଗିରଫ -ପୁଷ୍ପା-୨ର ସ୍କ୍ରିନିଂ ବେଳେ ଦଳାଚକଟା ହୋଇଥିଲା -ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଲ୍ଲୁ ଅର୍ଜୁନ ହାଇଦ୍ରାବାଦ : ଜେଲ୍ ଗଲେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ।ପୁଷ୍ପା-୨ର ସ୍କ୍ରନିଙ୍ଗ ସମୟରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟର [...]

ଆଜି ଉଦ୍‌ଘାଟିତ ହୋଇଥିବା ବ୍ୟାଡ଼ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର ନବୀନଙ୍କ ଵିକାଶ ମୂଳକ କାମର ଜ୍ୱଳନ୍ତ ଉଦାହରଣ: ବିଜେଡି

ଆଜି ଉଦ୍‌ଘାଟିତ ହୋଇଥିବା ବ୍ୟାଡ଼ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର ନବୀନଙ୍କ ଵିକାଶ ମୂଳକ କାମର ଜ୍ୱଳନ୍ତ ଉଦାହରଣ: ବିଜେଡି ୨୦୧୮ ଏହାର ନିର୍ମାଣ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ୨୦୧୯ରେ ନବୀନ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ନବୀନଙ୍କ ସମୟରେ କ୍ରୀଡା ଭିତିଭୂମି ଵିକାଶ କ୍ଷେତ୍ରରେ ଏହି ସେଣ୍ଟର ଆଉ ଏକ ମାଇଲଖୁଣ୍ଟ ଭୁବନେଶ୍ୱର, ୧୨/୧୨/୨୦୨୪: କଳିଙ୍ଗ ଷ୍ଟାଡିଅମ ପରିସରରେ ଆଜି ବ୍ୟାଡ଼ମିଣ୍ଟନର ଏକ ହାଇ ପରଫର୍ମାନ୍ସ ସେଣ୍ଟର ଉଦଘାଟିତ [...]