Search for:
  • Home/
  • Month: November 2024

ଶୁଭ୍ରାଂଶୁ ପଣ୍ଡା ପାଇବେ ୪ର୍ଥ ଅକ୍ଷୟ ସ୍ମାରକୀ ଉପନ୍ୟାସ ପୁରସ୍କାର

ଶୁଭ୍ରାଂଶୁ ପଣ୍ଡା ପାଇବେ ୪ର୍ଥ ଅକ୍ଷୟ ସ୍ମାରକୀ ଉପନ୍ୟାସ ପୁରସ୍କାର ପ୍ରତିଭା ରାୟ ଟ୍ରଷ୍ଟ ପକ୍ଷରୁ ୫୧ ହଜାର ଟଙ୍କାର ପୁରସ୍କାର ଘୋଷଣା ଭୁବନେଶ୍ବର: ପ୍ରତିଭା ରାୟ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ପକ୍ଷରୁ ୨୦୨୪ ମସିହା ପାଇଁ ଚତୁର୍ଥ ‘ଅକ୍ଷୟ ସ୍ମାରକୀ ଉପନ୍ୟାସ ପୁରସ୍କାର’ ଘୋଷିତ ହୋଇଛି। ଚଳିତ ବର୍ଷର ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଁ କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଯୋଗ୍ୟ ବିବେଚିତ ହୋଇଛନ୍ତି। ତାଙ୍କର ତୃତୀୟ ଉପନ୍ୟାସ [...]

ଇଞ୍ଜିନିୟରିଂ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ସମ୍ପର୍କିତ ପୋଷ୍ଟର ଉନ୍ମୋଚନ ।

ଭୁବନେଶ୍ୱର:କେଏଲ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଡିସେମ୍ବର ୬ତାରିଖରୁ ୫ ଦିନ ଧରି ଜାତୀୟସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଇଞ୍ଜିନିୟରିଂ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ସମ୍ପର୍କିତ ପୋଷ୍ଟର କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇଞ୍ଜିନିୟରିଂ ସହ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ହେବାକୁ ଥିବା ବିଭିନ୍ନ ପ୍ରବେଶିକା ପରୀକ୍ଷା ସମ୍ପର୍କିତ ପୋଷ୍ଟର ଉନ୍ମୋଚନ କରିଥିଲେ। ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା [...]

ଓଡିଶାରେ ସର୍ବୋଦୟ ଆନ୍ଦୋଳନ ପୁସ୍ତକ ଲୋକାର୍ପିତ ସର୍ବୋଦୟ ହେଉଛି ତ୍ୟାଗ ଓ ନିର୍ମାଣର ଗାଥା – ଚନ୍ଦନ ପାଲ

ଓଡିଶାରେ ସର୍ବୋଦୟ ଆନ୍ଦୋଳନ ପୁସ୍ତକ ଲୋକାର୍ପିତ ସର୍ବୋଦୟ ହେଉଛି ତ୍ୟାଗ ଓ ନିର୍ମାଣର ଗାଥା – ଚନ୍ଦନ ପାଲ ଭୁବନେଶ୍ଵର,ତା୦୯/୧୧: ସ୍ଵାଧୀନତା ପରେ କ୍ଷମତାକୁ ପାଦରେ ଆଡେଇ ଦେଇ ସମତା ଓ ସର୍ବୋଦୟ ମୂଳକ ନୂଆ ଭାରତର ନିର୍ମାଣ ନିମନ୍ତେ ଗାନ୍ଧୀ ପ୍ରଦର୍ଶିତ ପଥରେ ବିନୋବା ଭାବେ, ଲୋକନାୟକ ଜୟପ୍ରକାଶ ତଥା ଓଡିଶାରେ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ଆଚାର୍ଯ୍ୟ ହରିହର, କୃପାସିନ୍ଧୁ ହୋତା, ମାଳତୀ ଦେବୀ, ନବକୃଷ୍ଣ ଚୌଧୁରୀ ଆଦିଙ୍କ [...]

ଅରୋମିରା ଚିତ୍ତବିନୋଦନ ଜାତୀୟ ଅତିବ ଲୋଭନୀୟ ବ୍ରାଣ୍ଡ ଷ୍ଟୋରିଜ୍ ପୁରସ୍କାର ୨୦୨୪

ଅରୋମିରା ଚିତ୍ତବିନୋଦନ ଜାତୀୟ ଅତିବ ଲୋଭନୀୟ ବ୍ରାଣ୍ଡ ଷ୍ଟୋରିଜ୍ ପୁରସ୍କାର ୨୦୨୪ ଭୁବନେଶ୍ୱର:ଓଡିଶାର କ୍ରିଏଟିଭ୍ ଇଣ୍ଡଷ୍ଟ୍ରି ପାଇଁ ଆରୋମୀରାର ଏହା ପ୍ରଥମ ସମ୍ମାନ | ଓଡ଼ିଶା ଭିତ୍ତିକ ଥିଙ୍କ ଟ୍ୟାଙ୍କ ଏବଂ ବିଜ୍ଞାପନ ଏଜେନ୍ସି ବରଗଡ ହ୍ୟାଣ୍ଡଲୁମ୍ ସମ୍ମିଳନୀ ୨୦୨୪ ସହିତ ଇତିହାସ ସୃଷ୍ଟି କରି ବିଶ୍ୱକୁ ସୃଜନଶୀଳ ମାନଚିତ୍ରରେ ସ୍ଥାନିତ କରିଛି l ଓଡ଼ିଶା, ଭାରତ ୨୩ ଅକ୍ଟୋବର , ୨୦୨୪ ଓଡ଼ିଶାର ପ୍ରମୁଖ ସୃଜନଶୀଳ ଥିଙ୍କ ଟ୍ୟାଙ୍କ [...]

ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ଆରମ୍ଭ

ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ଆରମ୍ଭ ଭୁବନେଶ୍ୱର, ୮/୧୧: ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ କସ୍ତୁରବା ପଡ଼ିଆରେ ଶୁକ୍ରବାରଠାରୁ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ଆରମ୍ଭ ହୋଇଯାଇଛି । ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ଆସିବା ପରେ ଆଜି ପୂର୍ବାହ୍ନରେ କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ରାଜ୍ୟର ବିଭିନ୍ନ ଅଞ୍ଚଳର ପାଞ୍ଚଶହରୁ ଊର୍ଦ୍ଧ୍ୱ ମହିଳା ଏହି କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ନୟାପଲ୍ଲୀ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଥିବା [...]

ସାହୁ ଭାଉଜ ଏବଂ ନିଶା ମହାରଣା ନାଁରେ ସାଇବର ଥାନାରେ ଲିଖିତ ଅଭିଯୋଗ

ଭୁବନେଶ୍ୱର:ସାହୁ ଭାଉଜ ଏବଂ ନିଶା ମହାରଣା ନାଁରେ ସାଇବର ଥାନାରେ ଲିଖିତ ଅଭିଯୋଗ, ଅସିଳ ନୃତ୍ୟ,ଅସିଳ ଭାଷା ଏବଂ ଲଙ୍ଗୁଳି ଦେହ ଦେଖେଇ ସମାଜକୁ ନଷ୍ଟ କରାଯାଇଛି, ସେଥିରେ ଛୋଟ ପିଲାମାନେ ବି ଆକ୍ରୋଶର ଶିକାର ହେଇଛନ୍ତି,ପରିବାର ସହିତ ଥିବା ବେଳେ ଫୋନ୍ ଖୋଲିବକୁ ଡର ଲାଗୁଛି ବହୁତ କିଛି ଖରପ ଭିଡ଼ିଓ, ଫୋଟ ଭାଷା ସୋସିଆଲ ମିଡ଼ିଆ, ୟୁଟୁବରେ ଆସୁଛି ଯାହାକି ସମାଜ ଉପରେ କୁ ପ୍ରଭାହ ପଡୁଛି [...]

କନ୍ଧମାଳ ଜିଲ୍ଲାରେ ଆମ୍ଭ ଟାକୁଆ ଜାଉ ଖାଇ ମୃତ୍ୟୁବରଣ ଘଟଣା

କନ୍ଧମାଳ ଜିଲ୍ଲାରେ ଆମ୍ଭ ଟାକୁଆ ଜାଉ ଖାଇ ମୃତ୍ୟୁବରଣ ଘଟଣାରେ ମାନ୍ୟବର ରାଜ୍ୟପାଳଙ୍କ ହସ୍ତକ୍ଷେପ ନିମନ୍ତେ କଂଗ୍ରେସ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ ଭୁବନେଶ୍ୱର, ତା. ୦୫/୧୧ ରିଖ : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ଷ୍ଟିୟରିଂ କମିଟି ସଦସ୍ୟ ଏବଂ କଂଗ୍ରେସ ବିଧାୟକ ମାନଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳି ରାଜଭବନ ଠାରେ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ [...]

୫ ଲକ୍ଷ ଛାତ୍ର ଛାତ୍ରୀଙ୍କୁ ଦଳରେ ସାମିଲ କରିବ ବିଜୁ ଛାତ୍ର ଜନତା ଦଳ

ସମସ୍ତ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ସଭ୍ୟ ସଂଗ୍ରହ କର୍ମଶାଳା ଅନୁଷ୍ଠିତ। ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରି ଦେଲେ: ଶ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଛାତ୍ର ଛାତ୍ରୀଙ୍କୁ ଦଳରେ ସାମିଲ କରିବ ବିଜୁ ଛାତ୍ର ଜନତା ଦଳ : ଛାତ୍ର ବିଜେଡ଼ି ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଆଜି ଶଙ୍ଖଭବନ ଠାରେ ବିଜୁ [...]

ବିଜେପିରେ ଯୋଗଦେଲେ ବିଭୂତି ପଟ୍ଟନାୟକ

ବିଜେପିରେ ଯୋଗଦେଲେ ବିଭୂତି ପଟ୍ଟନାୟକ ଭୁବନେଶ୍ୱର, ୭.୧୧ : ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାପୁର ବ୍ଲକ ଅଧିନ ଖଇରିଗାଡ଼ିଆ ଗ୍ରାମର ବିଜେଡ଼ି ନେତା ତଥା ଦକ୍ଷ ଯୁବ ସଂଗଠକ ବିଭୂତି ଭୂଷଣ ପଟ୍ଟନାୟକ ବିଜେଡ଼ି ଛାଡ଼ି ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗ ଦେଇଛନ୍ତି । ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଦଳର ବହୁ ତୁଙ୍ଗ [...]

ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ।

ଭୁବନେଶ୍ୱର:ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ। ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।ସେ କହିଛନ୍ତି, ଗହମ ଆସିଛି କିନ୍ତୁ ସରକାରୀ ସ୍ତରରେ କାମ ସାରି ନଥିବାରୁ ଦୁଇ ମାସ ବିଳମ୍ୱ ହେବ। କିଛି ଲୋକ ଚାଉଳ ସହ ଗହମ ନେବାକୁ ଚାହୁଁ ନାହାନ୍ତି। ଆଉ କିଛି ଲୋକ ଗହମ ନେବାକୁ ଚାହୁଁଛନ୍ତି। କେଉଁ ଜିଲ୍ଲାରୁ କେତେ ହିତାଧିକାରୀ ଗହମ [...]