ୟୁଥ ଫର ସେବା ତରଫରୁ ବିନ୍ଦୁ ସାଗର ଠାରେ “ସ୍ଵଚ୍ଛ ବିନ୍ଦୁ ସାଗର ଅଭିଯାନ
ୟୁଥ ଫର ସେବା ତରଫରୁ ବିନ୍ଦୁ ସାଗର ଠାରେ “ସ୍ଵଚ୍ଛ ବିନ୍ଦୁ ସାଗର ଅଭିଯାନ ଭୁବନେଶ୍ୱର ତା ୧୫.୧୧.୨୪ ରିଖଭୁବନେଶ୍ବର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅବସରରେ ୟୁଥ ଫର ସେବା ତରଫରୁ ବିନ୍ଦୁ ସାଗର ଠାରେ “ସ୍ଵଚ୍ଛ ବିନ୍ଦୁ ସାଗର ଅଭିଯାନ” ଅନୁଷ୍ଠିତ ହୋଇଯାଇଛି। ଲିଙ୍ଗରାଜ ମନ୍ଦିର ନିକଟସ୍ଥ ପ୍ରସିଦ୍ଧ ପୁଷ୍କରିଣୀ ବିନ୍ଦୁ ସାଗର ଠାରେ ପ୍ରତି ବର୍ଷ ବହୁ ସଂଖ୍ଯାରେ ଭକ୍ତ ମାନେ ଏକାଠି ହୋଇ ପୂଜାର୍ଚ୍ଚନା [...]