Search for:
  • Home/
  • Month: November 2024

ବିଧାନ ସଭା ଅଧିବେଶନ ସମୟରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଚେତାବନୀ ।

ଅଙ୍ଗନୱାଡ଼ି କର୍ମୀଙ୍କୁ ଆର୍ଥିକ ଶୋଷଣ ଓ ଅନାବଶ୍ୟକୀୟ କାର୍ଯ୍ୟଭାର ପ୍ରତ୍ୟାହାର କରିବା ସହ ଭତ୍ତା ବୃଦ୍ଧିର ପ୍ରତିଶୃତି ପୁରଣ ନକଲେ ଆଗାମୀ ୧୯ ଡ଼ିସେମ୍ବର ବିଧାନ ସଭା ଅଧିବେଶନ ସମୟରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଚେତାବନୀ । ଭୁବନେଶ୍ୱର ତା.୧୮/୧୧ : ନୂତନ ସରକାର କ୍ଷମତାକୁ ଆସିବା ପରେ ଅଙ୍ଗନୱାଡ଼ି କର୍ମୀଙ୍କ ଉପରେ ଅନାବଶ୍ୟକ ଭାବେ ଦୈନଦିନ କାର୍ଯ୍ୟଭାର ବୃଦ୍ଧି କରିଚାଲିଛନ୍ତି । ନୂତନ ପ୍ରଯୁକ୍ତି ଆଳରେ ଅନ୍‌ଲାଇନରେ [...]

କାର୍ତ୍ତିକ ପୂର୍ଣ୍ଣିମାରେ ଉଦାହରଣ ସୃଷ୍ଟି କଲେ ଯୁବବର୍ଗ।

ଡ଼ଙ୍ଗା କଢ଼ା ଅଭିଯାନ। *କାର୍ତ୍ତିକ ପୂର୍ଣ୍ଣିମାରେ ଉଦାହରଣ ସୃଷ୍ଟି କଲେ ଯୁବବର୍ଗ।* ଭୁବନେଶ୍ୱର:ଅତୀତରେ ଓଡ଼ିଶାର ସାଧଵମାନଙ୍କ ବାଣିଜ୍ୟ କୀର୍ତ୍ତିରାଜିକୁ ମନେପକାଇ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଜନସାଧାରଣ ଜଳାଶୟମାନଙ୍କରେ କଦଳୀ ପଟୁଆରେ, ସୋଲ ତଥା ରଙ୍ଗିନ କାଗଜର ଡଙ୍ଗା ଛାଡି ଆନନ୍ଦ ଉଲ୍ଲାସରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଥାଆନ୍ତି। ଏହି ଧର୍ମ ମାସର ଶେଷ ଏହି କାର୍ତ୍ତିକ ପୂର୍ଣ୍ଣିମା ଦିନ ହବିଷ୍ୟାଳିମାନେ ଡଙ୍ଗା ଭସାଇ ନିଜର ବ୍ରତ ମଧ୍ୟ ଉଦଯାପିତ କରିଥାଆନ୍ତି। [...]

ସିପିଆଇର ୨ଦିନିଆ ରାଜ୍ଯ ସାଂଗଠନିକ ସମ୍ମେଳନ ଭୁଵନେଶ୍ଵରରେ ଉଦଘାଟିତ।

ସିପିଆଇର ୨ଦିନିଆ ରାଜ୍ଯ ସାଂଗଠନିକ ସମ୍ମେଳନ ଭୁଵନେଶ୍ଵରରେ ଉଦଘାଟିତ। ଭୁଵନେଶ୍ଵର: ୧୬/୧୧/୨୦୨୪ରିଖ: ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ୨ଦିନିଆ ରାଜ୍ଯ ସାଂଗଠନିକ ସମ୍ମେଳନ ୟୁନିଟ -୧ ସ୍ଥିତ କସ୍ତୁରଵା ନାରୀ ସେଵା ସଦନଠାରେ ପୁର୍ଵାହ୍ନରେ ଆରମ୍ଭ ହୋଇଅଛି।ଏହି ସମ୍ମେଳନକୁ ସିପିଆଇ ର ସର୍ଵଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ୍ ଡି ରାଜା ଉଦଘାଟନ କରିଛନ୍ତି। ଆଗାମୀ ଡିସେମ୍ଵର ୨୬ ତାରିଖ ରେ ଶତଵାର୍ଶିକୀରେ ପଦାର୍ପଣ କରୁଥିଵା ସିପିଆଇ ଵ୍ରିଟିଶ ଉପନିଵେଶଵାଦୀ ଶାସନ କଵଳରୁ [...]

ଦ୍ୱିତୀୟ ସଂଧ୍ୟାରେ _ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ।_

ଦ୍ୱିତୀୟ ସଂଧ୍ୟାରେ _ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ।_ •ଲୋକପ୍ରିୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଓ ଓଡ଼ିଆ ଚଳଚିତ୍ର ଅଭିନେତ୍ରୀ ପ୍ରିୟା ଚୌଧୁରୀ ଶୀତୁଆ ସଂଧ୍ୟାରେ ଲୋକଙ୍କୁ ବାନ୍ଧି ରଖିଥିଲେ ଭୁବନେଶ୍ୱର,ତା.୧୬/୧୧: ଏକାମ୍ର ବାଲିଯାତ୍ରା ମହୋତ୍ସବ ଉଦ୍ଘାଟିତ ହେବା ପରଠାରୁ ଚଳଚଞ୍ଚଳ ହୋଇଛି ଏକାମ୍ର ନିର୍ବାଚନ ମଣ୍ଡଳୀର କୁଆଖାଇ ନଦୀପଠା। ଆଜି ଦ୍ଵିତୀୟ ଦିନରେ ମହୋତ୍ସବ ରେ ଜନ ସମୁଦ୍ର ଦେଖିବାକୁ ମିଳିଥିଲା। ପ୍ରଥମ ଥର ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା [...]

ବାଳକର ପାଦତଳେ ଲାଗି ହେଉଛି ତୁଳସୀ; ଫଟୋ ଭାଇରାଲ, ଥାନାରେ ଅଭିଯୋଗ

ବାଳକର ପାଦତଳେ ଲାଗି ହେଉଛି ତୁଳସୀ; ଫଟୋ ଭାଇରାଲ, ଥାନାରେ ଅଭିଯୋଗ ଭୁବନେଶ୍ୱର:ପ୍ୟାଣ୍ଟସାର୍ଟ ପିନ୍ଧି ଏକ ଚୌକିରେ ବସିଥିବା ବାଳକକୁ ଦିଆଯାଉଛି ଭଗବାନ ଅନନ୍ତ ମାଧବଙ୍କ ଆଖ୍ୟା। ଏଥପାଇଁ ତାଙ୍କ ପାଦ ତଳେ ତୁଳସୀ ଓ ଫୁଲମାଳ ଲାଗି କରାଯାଉଛି। ଏଭଳି କିଛି ଫଟୋ ଏବେ ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଏପରି ଅଭିଯୋଗ ଆଣି ଥାନାରେ ଫେରାଦ ହୋଇଛନ୍ତି ରାଜ୍ୟ ସମାଜସେବୀ ମହାସଂଘର କର୍ମକର୍ତ୍ତା। ଏଭଳି ଘଟଣା [...]

ବିନ୍ଦୁ ସାଗର ସଫେଇ

ଭୁବନେଶ୍ୱର:ବିନ୍ଦୁ ସାଗର ସଫେଇ କଲେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଶନିବାର ଭୁବନେଶ୍ବରରେ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ସମସ୍ତ ସଦସ୍ୟ ମାନେ ପବିତ୍ର ବିନ୍ଦୁ ସାଗର ସଫେଇ କାର୍ଯ୍ୟ କରିଥିଲେ । କାର୍ତ୍ତିକ ପୂର୍ଣ୍ଣିମା ରେ ଶ୍ରଦ୍ଧାଳୁ ଭକ୍ତମାନେ ପୁଷ୍କରିଣୀ ରେ ଡଙ୍ଗା ଭସେଇ ଥିବା ସବୁ ଡଙ୍ଗା ବିନ୍ଦୁ ସାଗର କଦଳୀ ପାଟୁଆ,କାଗଜ ଡଙ୍ଗା,ସୋଲୋ,ଫୁଲ,ପାନ,ଗୁଆ,ଦିପ,ଆଦି ରେ ପରିପୂର୍ଣ ହେଇଥିବାରୁ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ [...]

ଭୁବନେଶ୍ୱରରେ ଟିମ ‘ଗୋନାସିକା’ ଘୋଷଣା ସହ ଅଫିସିଆଲ ୱେବସାଇଟ୍ ଉନ୍ମୋଚିତ

ଭୁବନେଶ୍ୱରରେ ଟିମ ‘ଗୋନାସିକା’ ଘୋଷଣା ସହ ଅଫିସିଆଲ ୱେବସାଇଟ୍ ଉନ୍ମୋଚିତ ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଘୋଷଣା ହେଲା ‘ଗୋନାସିକା’ ଟିମ। ଏହାସହ ଦଳର ଅଫିସିଆଲ ୱେବସାଇଟ୍ ମଧ୍ୟ ଉନ୍ମୋଚିତ ହୋଇଛି। ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ନିଜର ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି । ପୂର୍ବରୁ ଅନେକ ଥର ସ୍ବର୍ଣ୍ଣ ପଦକ ହାସଲ କରିଥିବା ଭାରତ ନିକଟରେ ମଧ୍ୟ ଲଗାତାର ଦୁଇ ଦୁଇ ଥର ଅଲିମ୍ପିକ୍ସରେ ପଦକ ହାସଲ କରିଛି [...]

ଛାତ୍ରଛାତ୍ରୀ ଙ୍କୁ ବହି, ଖାତା, କଲମ ଓ ବିସ୍ଳୁଟ ବଣ୍ଟନ

ପୁଣ୍ୟାତ୍ମା ଖତୀବେୱl ଙ୍କ ଏକାଦଶ ତମ ଶ୍ରାଦ୍ଧ ବାର୍ଷିକୀ ରେ ପାଠ ଉପକରଣ ବଣ୍ଟନ l ଭୁବନେଶ୍ୱର:ବାଙ୍କୀ –ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତଦୁଲଣାପୁର ଗ୍ରାମ ର ସେହ୍ନି, ଧର୍ମପରାୟଣ ତଥା ଦୁଲଣାପୁର ଗ୍ରାମ ର ସୁକନ୍ୟା ଖତୀବେୱ। ଙ୍କ ଏକାଦଶ ଶ୍ରାଦ୍ଧ ବାର୍ଷିକୀ ରେ ପାଠ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୁଲଣାପୁର ପଞ୍ଚାୟତ ର ବାରବାଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ର 31 ଜଣ ଛାତ୍ରଛାତ୍ରୀ ଙ୍କୁ [...]

ଦୟାନଦୀ କଳିଙ୍ଗ ଘାଟ “ବୋଇତ ବନ୍ଦାଣ” ମହୋତ୍ସବ ଉଦ୍ଘାଟିତ।

ଦୟାନଦୀ କଳିଙ୍ଗ ଘାଟ “ବୋଇତ ବନ୍ଦାଣ” ମହୋତ୍ସବ ଉଦ୍ଘାଟିତ। ଭୁବନେଶ୍ୱର,ତା.୧୫/୧୧: ପବିତ୍ର କାର୍ତିକ ପୂର୍ଣ୍ଣିମା ପାଇଁ ଆଜି ଗାଁରୁ ସହର ସବୁ ଚଳଚଂଚଳ ହୋଇଉଠିଛି । ଏହି କାର୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବ ପ୍ରାଚୀନ ଉତ୍କଳ ତଥା କଳିଙ୍ଗର ସାଧବ ପୁଅମାନଙ୍କର ବାଣିଜ୍ୟ ସଫଳତାକୁ ମନେ ପକାଏ । ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ପକ୍ଷରୁ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧଉଳୀ ଦୟାନଦୀ କଳିଙ୍ଗ ଘାଟ [...]

_ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ ମହା ଆଡ଼ମ୍ବରରେ ଉଦ୍ଘାଟିତ

_ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ ମହା ଆଡ଼ମ୍ବରରେ ଉଦ୍ଘାଟିତ ହେଲା।_  ଓଡ଼ିଶାର ସାଧବ ପୁଅଙ୍କ ଗାଥା ଯୁବପୀଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛି:ନିତ୍ୟାନନ୍ଦ ଗଣ୍ଡ ଓଡ଼ିଶାର ପୁରାତନ ଅର୍ଥନୈତିକ ଓ ଗରିମାମୟ ଇତିହାସର ମୁକସାକ୍ଷୀ ହେଉଛି ବୋଇତ ବନ୍ଦାଣ ଉତ୍ସବ:ଅପରାଜିତା ଷଡ଼ଙ୍ଗୀ ଓଡ଼ିଆ ଅସ୍ମିତାର ସୁରକ୍ଷା ହେଉଛି ଏହି ଏକାମ୍ର ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ ର ମୂଳ ଲକ୍ଷ୍ୟ: ବାବୁ ସିଂ ଭୁବନେଶ୍ୱର,ତା.୧୫/୧୧: ଏକାମ୍ର ବାଲିଯାତ୍ରା ମହୋତ୍ସବ ଉଦ୍ଘାଟିତ [...]