Search for:
  • Home/
  • Month: November 2024

ବିନ୍ଦୁ ସାଗର ସଫେଇ

ଭୁବନେଶ୍ୱର:ବିନ୍ଦୁ ସାଗର ସଫେଇ କଲେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଶନିବାର ଭୁବନେଶ୍ବରରେ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ସମସ୍ତ ସଦସ୍ୟ ମାନେ ପବିତ୍ର ବିନ୍ଦୁ ସାଗର ସଫେଇ କାର୍ଯ୍ୟ କରିଥିଲେ । କାର୍ତ୍ତିକ ପୂର୍ଣ୍ଣିମା ରେ ଶ୍ରଦ୍ଧାଳୁ ଭକ୍ତମାନେ ପୁଷ୍କରିଣୀ ରେ ଡଙ୍ଗା ଭସେଇ ଥିବା ସବୁ ଡଙ୍ଗା ବିନ୍ଦୁ ସାଗର କଦଳୀ ପାଟୁଆ,କାଗଜ ଡଙ୍ଗା,ସୋଲୋ,ଫୁଲ,ପାନ,ଗୁଆ,ଦିପ,ଆଦି ରେ ପରିପୂର୍ଣ ହେଇଥିବାରୁ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ [...]

ଭୁବନେଶ୍ୱରରେ ଟିମ ‘ଗୋନାସିକା’ ଘୋଷଣା ସହ ଅଫିସିଆଲ ୱେବସାଇଟ୍ ଉନ୍ମୋଚିତ

ଭୁବନେଶ୍ୱରରେ ଟିମ ‘ଗୋନାସିକା’ ଘୋଷଣା ସହ ଅଫିସିଆଲ ୱେବସାଇଟ୍ ଉନ୍ମୋଚିତ ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଘୋଷଣା ହେଲା ‘ଗୋନାସିକା’ ଟିମ। ଏହାସହ ଦଳର ଅଫିସିଆଲ ୱେବସାଇଟ୍ ମଧ୍ୟ ଉନ୍ମୋଚିତ ହୋଇଛି। ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ନିଜର ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି । ପୂର୍ବରୁ ଅନେକ ଥର ସ୍ବର୍ଣ୍ଣ ପଦକ ହାସଲ କରିଥିବା ଭାରତ ନିକଟରେ ମଧ୍ୟ ଲଗାତାର ଦୁଇ ଦୁଇ ଥର ଅଲିମ୍ପିକ୍ସରେ ପଦକ ହାସଲ କରିଛି [...]

ଛାତ୍ରଛାତ୍ରୀ ଙ୍କୁ ବହି, ଖାତା, କଲମ ଓ ବିସ୍ଳୁଟ ବଣ୍ଟନ

ପୁଣ୍ୟାତ୍ମା ଖତୀବେୱl ଙ୍କ ଏକାଦଶ ତମ ଶ୍ରାଦ୍ଧ ବାର୍ଷିକୀ ରେ ପାଠ ଉପକରଣ ବଣ୍ଟନ l ଭୁବନେଶ୍ୱର:ବାଙ୍କୀ –ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତଦୁଲଣାପୁର ଗ୍ରାମ ର ସେହ୍ନି, ଧର୍ମପରାୟଣ ତଥା ଦୁଲଣାପୁର ଗ୍ରାମ ର ସୁକନ୍ୟା ଖତୀବେୱ। ଙ୍କ ଏକାଦଶ ଶ୍ରାଦ୍ଧ ବାର୍ଷିକୀ ରେ ପାଠ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୁଲଣାପୁର ପଞ୍ଚାୟତ ର ବାରବାଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ର 31 ଜଣ ଛାତ୍ରଛାତ୍ରୀ ଙ୍କୁ [...]

ଦୟାନଦୀ କଳିଙ୍ଗ ଘାଟ “ବୋଇତ ବନ୍ଦାଣ” ମହୋତ୍ସବ ଉଦ୍ଘାଟିତ।

ଦୟାନଦୀ କଳିଙ୍ଗ ଘାଟ “ବୋଇତ ବନ୍ଦାଣ” ମହୋତ୍ସବ ଉଦ୍ଘାଟିତ। ଭୁବନେଶ୍ୱର,ତା.୧୫/୧୧: ପବିତ୍ର କାର୍ତିକ ପୂର୍ଣ୍ଣିମା ପାଇଁ ଆଜି ଗାଁରୁ ସହର ସବୁ ଚଳଚଂଚଳ ହୋଇଉଠିଛି । ଏହି କାର୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବ ପ୍ରାଚୀନ ଉତ୍କଳ ତଥା କଳିଙ୍ଗର ସାଧବ ପୁଅମାନଙ୍କର ବାଣିଜ୍ୟ ସଫଳତାକୁ ମନେ ପକାଏ । ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ପକ୍ଷରୁ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧଉଳୀ ଦୟାନଦୀ କଳିଙ୍ଗ ଘାଟ [...]

_ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ ମହା ଆଡ଼ମ୍ବରରେ ଉଦ୍ଘାଟିତ

_ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ ମହା ଆଡ଼ମ୍ବରରେ ଉଦ୍ଘାଟିତ ହେଲା।_  ଓଡ଼ିଶାର ସାଧବ ପୁଅଙ୍କ ଗାଥା ଯୁବପୀଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛି:ନିତ୍ୟାନନ୍ଦ ଗଣ୍ଡ ଓଡ଼ିଶାର ପୁରାତନ ଅର୍ଥନୈତିକ ଓ ଗରିମାମୟ ଇତିହାସର ମୁକସାକ୍ଷୀ ହେଉଛି ବୋଇତ ବନ୍ଦାଣ ଉତ୍ସବ:ଅପରାଜିତା ଷଡ଼ଙ୍ଗୀ ଓଡ଼ିଆ ଅସ୍ମିତାର ସୁରକ୍ଷା ହେଉଛି ଏହି ଏକାମ୍ର ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ ର ମୂଳ ଲକ୍ଷ୍ୟ: ବାବୁ ସିଂ ଭୁବନେଶ୍ୱର,ତା.୧୫/୧୧: ଏକାମ୍ର ବାଲିଯାତ୍ରା ମହୋତ୍ସବ ଉଦ୍ଘାଟିତ [...]

ୟୁଥ ଫର ସେବା ତରଫରୁ ବିନ୍ଦୁ ସାଗର ଠାରେ “ସ୍ଵଚ୍ଛ ବିନ୍ଦୁ ସାଗର ଅଭିଯାନ

ୟୁଥ ଫର ସେବା ତରଫରୁ ବିନ୍ଦୁ ସାଗର ଠାରେ “ସ୍ଵଚ୍ଛ ବିନ୍ଦୁ ସାଗର ଅଭିଯାନ ଭୁବନେଶ୍ୱର ତା ୧୫.୧୧.୨୪ ରିଖଭୁବନେଶ୍ବର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅବସରରେ ୟୁଥ ଫର ସେବା ତରଫରୁ ବିନ୍ଦୁ ସାଗର ଠାରେ “ସ୍ଵଚ୍ଛ ବିନ୍ଦୁ ସାଗର ଅଭିଯାନ” ଅନୁଷ୍ଠିତ ହୋଇଯାଇଛି। ଲିଙ୍ଗରାଜ ମନ୍ଦିର ନିକଟସ୍ଥ ପ୍ରସିଦ୍ଧ ପୁଷ୍କରିଣୀ ବିନ୍ଦୁ ସାଗର ଠାରେ ପ୍ରତି ବର୍ଷ ବହୁ ସଂଖ୍ଯାରେ ଭକ୍ତ ମାନେ ଏକାଠି ହୋଇ ପୂଜାର୍ଚ୍ଚନା [...]

ବିନ୍ଦୁସାଗର ବୋଇତ ବନ୍ଦାଣ ଉତ୍ସବ ଓ ଏକାମ୍ର ସଂସ୍କୃତି ସମ୍ମାନ

ବିନ୍ଦୁସାଗର ବୋଇତ ବନ୍ଦାଣ ଉତ୍ସବ ଓ ଏକାମ୍ର ସଂସ୍କୃତି ସମ୍ମାନ ଭୁବନେଶ୍ୱର:ଆଜି ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ପବିତ୍ର ବିନ୍ଦୁସାଗର ଠାରେ ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବ ଓ ଏକାମ୍ର ସଂସ୍କୃତି ସମ୍ମାନ ପାଳିତ ହୋଇଯାଇଛି। ଏହି ଅବସରରେ ଭୋର୍ ଚାରିଟା ରୁ ଆରାଧନା ଭଜନ ସନ୍ଧ୍ୟାର ସୁନାମଧନ୍ୟ କଳାକାର ଓ ଉଦଘୋଷକ ଶ୍ରୀନିବାସ ଘଟୁଆରି,ଆଲୋକ କୁଣ୍ଡୁ,ଅଲିଭା ରଥ ଙ୍କ ଦ୍ଵାରା ଭଜନ ରେ ବିନ୍ଦୁ ସାଗର ଉତ୍ତରେସ୍ୱର [...]

ମଧ୍ୟାହ୍ନ ଭୋଜନର ମୂଲ୍ୟରେ ଏକ ଟଙ୍କା ବୃଦ୍ଧି କରାଯିବ- ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

  ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ ବିଦ୍ୟାର୍ଥୀମାନେ ନିଜ ଭିତର ଲୁକ୍କାୟିତ ଗୁଣାବଳୀ ଏବଂ ଦକ୍ଷତାକୁ ଚିହ୍ନଟ କରନ୍ତୁ-ମୁଖ୍ୟମନ୍ତ୍ରୀ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଏବଂ ଐତିହ୍ୟ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ ମଧ୍ୟାହ୍ନ ଭୋଜନର ମୂଲ୍ୟରେ ଏକ ଟଙ୍କା ବୃଦ୍ଧି କରାଯିବ- ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଭୁବନେଶ୍ବର ୧୪ ନଭେମ୍ବର ୨୦୨୪ ଆଜି ୟୁନିଟ-୩ ସ୍ଥିତ କ୍ୟାପିଟାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ [...]

ରଂଗୋଲି ବା ମୁରୁଜ ପକାଇବା ଓଡ଼ିଶାର ନିଆରା ପରମ୍ପରା ।

ଭୁବନେଶ୍ୱର:ରଂଗୋଲି ବା ମୁରୁଜ ପକାଇବା ଓଡ଼ିଶାର ନିଆରା ପରମ୍ପରା । ସେ ଦିପବଳୀ ହେଉ ଅବା କାର୍ତ୍ତିକ ପୂର୍ଣ୍ଣିମାରେ ଘରର ଚଉରା(ବୃନ୍ଦାବତୀ)ଙ୍କ ଆଗରେ ମୁରୁଜ ପକାଇବା ରହିଛି ପରମ୍ପରା । ଏହି ପରମ୍ପରାକୁ କିଭଳି ଲୋକେ ଭୁଲି ନଯିବେ ସେଥିଲାଗି ଅନେକ ଯାଗରେ ରଂଗୋଲି ଇଭେଣ୍ଟ ମଧ୍ୟ କରାଯାଇଥାଏ । ଏହି କ୍ରମରେ ଭୁବନେଶ୍ୱର ସହିଦ ନଗର ରମାଦେବୀ ବିଶ୍ୱ ବିଦ୍ୟାଳୟ ସମ୍ମୁଖରେ ( ଗୁରୁବାର)ରଂଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି [...]

ହାପି ଥଟ୍‌ସ ନାମରେ ସୁପରିଚିତ ତେଜଜ୍ଞାନ ଫାଉଣ୍ଡେସନ ତରଫରୁ “ବ୍ଲିସ୍ ୱାକ୍ – ମେରା ଉତ୍ଥାନ” ମେଡିଟେସନ ଚେଲେଞ୍ଜ

  ହାପି ଥଟ୍‌ସ ନାମରେ ସୁପରିଚିତ ତେଜଜ୍ଞାନ ଫାଉଣ୍ଡେସନ ତରଫରୁ “ବ୍ଲିସ୍ ୱାକ୍ – ମେରା ଉତ୍ଥାନ” ମେଡିଟେସନ ଚେଲେଞ୍ଜ : ଧ୍ୟାନର ବଳକୁ ମହିମାନ୍ୱିତ କରିବା ନିମନ୍ତେ ଏକ ଶାନ୍ତି ପଦଯାତ୍ରା ଆୟୋଜିତ ହୋଇସାରିଛି। ଭୁବନେଶ୍ୱର:୧୦ ନଭେମ୍ବର ୨୦୨୪ ଦିନକୁ ତେଜଜ୍ଞାନ ଫାଉଣ୍ଡେସନ ତରଫରୁ “ବ୍ଲିସ୍ ୱାକ୍ – ମେରା ଉତ୍ଥାନ” ମେଡିଟେସନ ଚେଲେଞ୍ଜର ଘୋଷଣା କରାଯାଇଥିଲା। ଏହି ଉପଲକ୍ଷରେ ଧ୍ୟାନର ରୂପାନ୍ତରଣକାରୀ ଶକ୍ତି ସମ୍ବନ୍ଧରେ ଜାଗରୁକତା ପ୍ରସାରିତ [...]