Search for:
  • Home/
  • Month: November 2024

ଭୋକ ବିକଳରେ ଆମ୍ବ ଟାକୁଆ ଜାଉ ଖାଉଛନ୍ତି : ବାମପନ୍ଥୀ

ଭୋକ ବିକଳରେ ଆମ୍ବ ଟାକୁଆ ଜାଉ ଖାଉଛନ୍ତି : ବାମପନ୍ଥୀ ଦଳର ତଥ୍ୟାନୁସନ୍ଧାନ କମିଟିଘଟଣା ପାଇଁ ସରକାରୀ ଦାୟିତ୍ବହୀନତା ମୁଖ୍ୟ କାରଣ ଭୁବନେଶ୍ୱର : (ତା୦୪/୧୧/୨୦୨୪ରିଖ) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଜାଉ ଖାଇ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଛଅଜଣ ଚିକିତ୍ସିତ ହେଉଛନ୍ତି । ଲିଭର ସଂକ୍ରମିତ ହୋଇଥବବାରୁ ଦୁଇଜଣ ମହିଳାଙ୍କୁ ଗତ ୨ ତାରିଖ ରାତିରେ କଟକ ବଡ଼ ଡ଼ାକ୍ତରଖାନାକୁ ଆବଶ୍ୟକୀୟ [...]

ଆଜାଦି କା ଅମ୍ରିତ୍ ମହୋତ୍ସବ ୨୦୨୪ ଅବସରରେ ହରିଦ୍ୱାରଠାରେ ଦେବ ମେହେରଙ୍କ ନିର୍ଦ୍ଦେଶିତ ଗୀତ ପରିବେଷଣ

ଆଜାଦି କା ଅମ୍ରିତ୍ ମହୋତ୍ସବ ୨୦୨୪ ଅବସରରେ ହରିଦ୍ୱାରଠାରେ ଦେବ ମେହେରଙ୍କ ନିର୍ଦ୍ଦେଶିତ ଗୀତ ପରିବେଷଣ ଭୁବନେଶ୍ୱର:ଆଜାଦି କା ଅମ୍ରିତ୍ ମହୋତ୍ସବ ଅବସରରେ ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ହରିଦ୍ୱାର ଚାନ୍ଦି ଘାଟରେ ନ୍ୟାଶନାଲ ମିଶନ ଫର କ୍ଲିନ ଗଙ୍ଗା ଦ୍ୱାରା “ଗଙ୍ଗା ଉତ୍ସବ ୨୦୨୪” ଆୟୋଜିତ ହୋଇଛି l ଏହି ଉତ୍ସବରେ ଜଣେ ଓଡ଼ିଆ ପୁଅ ତଥା ସୁଦକ୍ଷ ନିର୍ଦ୍ଦେଶକ ଦେବ ମେହେରଙ୍କ ନିର୍ଦ୍ଦେଶନାରେ ତିନିଟି ଗୀତର ନୃତ୍ୟ [...]

ବାମପନ୍ଥୀ ଦଳର ତଥ୍ୟାନୁସନ୍ଧାନ କମିଟିଘଟଣା ପାଇଁ ସରକାରୀ ଦାୟିତ୍ବହୀନତା ମୁଖ୍ୟ କାରଣ

ଭୋକ ବିକଳରେ ଆମ୍ବ ଟାକୁଆ ଜାଉ ଖାଉଛନ୍ତି : ବାମପନ୍ଥୀ ଦଳର ତଥ୍ୟାନୁସନ୍ଧାନ କମିଟିଘଟଣା ପାଇଁ ସରକାରୀ ଦାୟିତ୍ବହୀନତା ମୁଖ୍ୟ କାରଣ ଭୁବନେଶ୍ୱର : (ତା୦୪/୧୧/୨୦୨୪ରିଖ) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଜାଉ ଖାଇ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଛଅଜଣ ଚିକିତ୍ସିତ ହେଉଛନ୍ତି । ଲିଭର ସଂକ୍ରମିତ ହୋଇଥବବାରୁ ଦୁଇଜଣ ମହିଳାଙ୍କୁ ଗତ ୨ ତାରିଖ ରାତିରେ କଟକ ବଡ଼ ଡ଼ାକ୍ତରଖାନାକୁ ଆବଶ୍ୟକୀୟ [...]

ମାନସିକ ବିକୃତମହିଳା ନିଖୋଜ ।

ମାନସିକ ବିକୃତମହିଳା ନିଖୋଜ । ବାଲିପାଟଣା : ବାଲିପାଟଣା ଥାନା ଅଧୀନ କୁଳନ୍ତିରା ଗ୍ରାମର ଜଣେ ମାନସିକ ବିକୃତ ମହିଳା ନିଖୋଜ ଅଛନ୍ତି। ସୂଚନା ମୁତାବକ କୁଳନ୍ତିରା ଗ୍ରାମର ଭବାନୀ ଶଙ୍କର ରାୟ ଙ୍କ ଏକମାତ୍ର କନ୍ୟା ବିଜୟଲକ୍ଷ୍ମୀ ରାୟ(୨୫) (ରାଧା)ସେ ବାଲିପାଟଣା ବଜାର କୁ ଆସି ଗତ ଶୁକ୍ରବାର ସନ୍ଧ୍ୟା ଠାରୁ ନିଖୋଜ ଅଛନ୍ତି। ଏନେଇ ତାଙ୍କର ପରିବାର ଲୋକେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ [...]

ଓଡ଼ିଶୀ ଦଳଗତ ନୃତ୍ୟରେ ଦର୍ଶକ ବିଭୋର

ସଂରଚନା ଉତ୍ସବ ୨୦୨୪ ଉଦ୍‍ଯାପିତ ସୁର ମନ୍ଦିର ଓ ନୃତ୍ୟପୁରୀ ଅନୁଷ୍ଠାନ ଦ୍ୱାରା ଅନୁଷ୍ଠିତ ଓଡ଼ିଶୀ ଦଳଗତ ନୃତ୍ୟରେ ଦର୍ଶକ ବିଭୋର ଭୁବନେଶ୍ୱର (୦୩.୧୧.୨୦୨୪) : କଟକର ଏକ ପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନ ସୁର ମନ୍ଦିର ଦ୍ୱାରା ଦୁଇଦିନ ଧରି ଆୟୋଜିତ ସଂରଚନା ଉତ୍ସବ ୨୦୨୪ ଆଜି ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଉଦ୍‍ଯାପନୀ ସନ୍ଧ୍ୟାରେ ସୁର ମନ୍ଦିର ଓ ନୃତ୍ୟପୁରୀ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ଦଳଗତ [...]

ହତ୍ୟା ଧମକ ଦେଇ ଯୁବତୀ ଗିରଫ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କୁ ହତ୍ୟା ଧମକ ଦେଇ ଯୁବତୀ ଗିରଫ। Mumbai ରେ ରହୁଥିବା ଏବଂ ସୂଚନା ପ୍ରଯୁକ୍ତି ରେ ସ୍ନାତକ କରିଥିବା ଫାତିମା ଖାନ ନାମ୍ନୀ ଜୈନକା ୨୪ ବର୍ଷୀୟା ଯୁବତୀକୁ ମୁମ୍ବାଇ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ରୁ ଜଣା ପଡିଛି ଯେ, ଯୁବତୀ ଜଣକ ମୁମ୍ବାଇ ପୋଲିସ କୁ ଫୋନ କରି କହିଥିଲେ ଯେ, ଯଦି ଯୋଗୀ [...]

ଚାରିଜଣ ପାଇବେ ଏକାମ୍ର ସାଂସ୍କୃତି ସମ୍ମାନ

ଚାରିଜଣ ପାଇବେ ଏକାମ୍ର ସାଂସ୍କୃତି ସମ୍ମାନ ଭୁବନେଶ୍ୱର:ଆଜି ତା ୩/୧୧/୨୪ ରିଖ ରବିବାର ପୂର୍ବାହ୍ନରେ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ବାସଭବନରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ର ଚଳିତ ବର୍ଷ ବିନ୍ଦୁସାଗର ଠାରେ ବୋଇତ ବନ୍ଦାଣ ଉତ୍ସବ ଓ ଏକାମ୍ର ସଂସ୍କୃତି ସମ୍ମାନ ପାଇଁ ସମାଜରେ ବିଭିନ୍ନ ସଫଳ ବ୍ୟକ୍ତିତ୍ଵ ଙ୍କୁ ପ୍ରତିବର୍ଷ ଭଳି ସମ୍ମାନିତ କରାଯିବା ପାଇଁ ଶ୍ରୀ ପଣ୍ଡାଙ୍କ ସଭାପତିତ୍ବରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ [...]

ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ଶ୍ରାଦ୍ଧ ସଭାରେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସମ୍ବର୍ଦ୍ଧିତ।

ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ଶ୍ରାଦ୍ଧ ସଭାରେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସମ୍ବର୍ଦ୍ଧିତ ଭୁବନେଶ୍ୱର: ମୂଲ୍ୟବୋଧ ଭିତିକ ରାଜନୀତିର ମୂର୍ତିମନ୍ତ ପ୍ରତୀକ, ପୂର୍ବତନ ସାଂସଦ ତଥା ଜଗତସିଂହପୁର ଜିଲ୍ଲା ପରିଷଦର ପ୍ରଥମ ସଭାପତି ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ସ୍ୱର୍ଗତ ମଲ୍ଲିକଙ୍କ କର୍ମଭୂମି ଜଗତସିଂହପୁର ସଂସ୍କୃତି ଭବନ ଠାରେ ଲକ୍ଷ୍ମଣ ମଲ୍ଲିକ ସ୍ମୃତି କମିଟି ପକ୍ଷରୁ କମିଟିର ଅଧ୍ୟକ୍ଷ ପୂର୍ବତନ ଜଗତସିଂହପୁର ପୌରପାଳିକାର [...]

ହବିଶ୍ୟାଳୀ ଗୁରୁତ୍ୱର।

ଧର୍ମ ମାସ କାର୍ତିକ ରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୟଥପଲା ଗ୍ରାମର 8ଜଣ ହବିଷ୍ୟାଳି ଯାଉଥିଲେ ପୁରୀ.. କରିଥାନ୍ତେ ଜଗା ଦର୍ଶନ.. ହେଲେ ବାଟରେ ଛକି ବସିଥିଲା ମୃତ୍ୟୁ.. ନୋହିଲା ଜଗନ୍ନାଥ ଦର୍ଶନ…. ବାଟରେ ଭାରସାମ୍ୟ ହରାଇ 16 ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ଦୀକ୍ଷିତ ପଡା ନିକଟରେ ଓଲଟି ପଡିଲା ଯାତ୍ରୀ ବାହୀ ଅଟୋ ରିକ୍ସା… ଜଣେ ହବିଶ୍ୟାଳୀ ମହିଳା ମୃତ… ଅଟୋ ରିକ୍ସା ଚାଳକ ସହ [...]

୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ।

୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ *ସରକାରଙ୍କ ନିଷ୍ପତ୍ତିକୁ ଓଡ଼ିଶା ପ୍ରକାଶକ ସଂଘର ସ୍ବାଗତ* *ସଂଘ ପକ୍ଷରୁ ୧୫୦ ଷ୍ଟଲ୍‌ ନେବା ପାଇଁ ନିଷ୍ପତ୍ତି* ଭୁବନେଶ୍ବର: ୨/୧୧: ଓଡ଼ିଶା ପ୍ରକାଶକ ସଂଘର ଏକ ଜରୁରୀ ବୈଠକରେ ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଥିବା ୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ସମ୍ପର୍କରେ ଆଲୋଚନା ହୋଇଛି। ଡିସେମ୍ବର ୬ରୁ ୧୭ ଯାଏଁ ହେବାକୁ ଥିବା ଏ ମେଳାରେ ଏଥର ବେସରକାରୀ ଅନୁଷ୍ଠାନ [...]