Search for:
  • Home/
  • Month: October 2024

ଏଜୁକ୍ୟୁଟିଭ୍ ଇଞ୍ଜିନିୟର (ଏଇଇ) ପଦବୀ ପାଇଁ ଓଡ଼ିଶା ଇଞ୍ଜିନିୟରିଂ ସର୍ଭିସ୍ ନିଯୁକ୍ତି କେବେ?

  ଭୁବନେଶ୍ୱର:ଓପିଏସ୍ଟି ସିଭିଲ୍, ମେକାନିକାଲ୍ ଏବଂ ଇଲେକ୍ଟ୍ରି କାଲ୍ ଇଞ୍ଜିନିୟରିଂ ବିଭାଗର ଆସିଷ୍ଟାଣ୍ଟ ଏଜୁକ୍ୟୁଟିଭ୍ ଇଞ୍ଜିନିୟର (ଏଇଇ) ପଦବୀ ପାଇଁ ଓଡ଼ିଶା ଇଞ୍ଜିନିୟରିଂ ସର୍ଭିସ୍ ନିଯୁକ୍ତି ପ୍ରଣାଳୀ ଏବଂ ସେବା ନିୟମ, 2012 ଦ୍ଵାରା ଏକ ସାଧାରଣ ଲିଖିତ ପରୀକ୍ଷା ମାଧ୍ୟମରେ ନିଯୁକ୍ତି ପକ୍ରିୟା ସମ୍ପାଦନ କରୁଥିଲେ। କିନ୍ତୁ 2021 ମସିହାରେ, ପୂର୍ବତନ ସରକାର OES ନିୟମ, 2012 ରେ ସଂଶୋଧନ କରିଥିଲେ ଏବଂ ଚୟନ ପ୍ରକ୍ରିୟାରେ OPSC ର [...]

ରାଜଧାନୀ ନୀଳଶୈଳ ଓ ସୁଧନ୍ଯା ର ମିଳିତ ଆନୁକୂଲ୍ୟରେ ଶାରଦୀୟ ମିଳନୋତ୍ସବ।

ରାଜଧାନୀ ନୀଳଶୈଳ ଓ ସୁଧନ୍ଯା ର ମିଳିତ ଆନୁକୂଲ୍ୟରେ ଶାରଦୀୟ ମିଳନୋତ୍ସବ। ଭୁବନେଶ୍ୱର:ତା ୭.୧୦.୨୪ ରାଜଧାନୀ ନୀଳଶୈଳ ଓ ପାରିବାରିକ ପତ୍ରିକା ସୁଧନ୍ଯା ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ୟୁନିଟ- ୩ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଏକ ମନୋଙ୍ଗ୍ଯ ବଂଧୁ ମିଳନୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବେଦପାଠ ଓ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପାର୍ପଣ ମନ୍ତ୍ରୋଚାରଣ ମଧ୍ଯରେ ପାରିବାରିକ ପତ୍ରିକା ସୁଧନ୍ଯା ର ଶାରଦୀୟ ବିଶେଷାଙ୍କ ଉନ୍ମୋଚନ ହୋଇଥିଲା। ଯୁବ [...]

ନୀତି ଆୟୋଗ ଦ୍ୱାରା ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ନୀତି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ପୋରେଟ୍ ହସ୍ତାନ୍ତରରୁ ରାଜ୍ୟ ସରକାର କ୍ଷାନ୍ତ ରୁହନ୍ତୁ

ଲୋହିଆ ଏକାଡେମୀରେ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ଅଧିକାର ସମ୍ମିଳନୀ ନୀତି ଆୟୋଗ ଦ୍ୱାରା ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ନୀତି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ପୋରେଟ୍ ହସ୍ତାନ୍ତରରୁ ରାଜ୍ୟ ସରକାର କ୍ଷାନ୍ତ ରୁହନ୍ତୁ ଭୁବନେଶ୍ୱର (୭/୧୦) : ଭାରତୀୟ ସମ୍ବିଧାନ ଏହାର ନାଗରିକମାନଙ୍କୁ ଜୀବନ ଜିଇଁବାର ଅଧିକାର ପ୍ରଦାନ କରିଛି। ହେଲେ ପ୍ରତିଟି ମଣିଷକୁ ସ୍ଵାସ୍ଥ୍ୟ ସେବା ଯୋଗାଇ ନଦେଲେ ଏହି ମୌଳିକ ଅଧିକାର କାର୍ଯ୍ୟକ୍ଷମ ହେବା ସମ୍ଭବପର ନୁହେଁ। କରୋନା [...]

୬ ଅକ୍ଟୋବର ରୁ ମେ ଫେୟାର ହୋଟେଲ ରେ ବିରାଟ ଦାଣ୍ଡିଆ ରାସ୍ ଇଭେଣ୍ଟର ଆରମ୍ଭ

୬ ଅକ୍ଟୋବର ରୁ ମେ ଫେୟାର ହୋଟେଲ ରେ ବିରାଟ ଦାଣ୍ଡିଆ ରାସ୍ ଇଭେଣ୍ଟର ଆରମ୍ଭ ଭୁବନେଶ୍ୱର:ରାଜଧାନୀର ମଧ୍ୟ ଭାଗରେ ଥିବା ହୋଟେଲ ମେ ଫେୟାର ରେ ୬ ଅକ୍ଟୋବର ରୁ ୧୩ ପର୍ଯ୍ୟନ୍ତ ବିରାଟ ଦାଣ୍ଡିଆ ରାସ୍ ଆୟୋଜନ ହୋଇଛି ଯାହା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ମେ ଫେୟାର ହୋଟେଲ ର ମ୍ୟାନେଜିଂ ପାର୍ଟନର, ଇଭେଣ୍ଟ ଏବଂ ପ୍ରମୋସନ ର ସରୋଜ ମଲିଆ ଜଣାଇଛନ୍ତି l ମେ [...]

ନବୀନ ସରକାରଙ୍କ ଦ୍ୱାରା ସମ୍ପୂର୍ଣ ହୋଇଥିବା କନିଷ୍ଠ ଶିକ୍ଷକ ନିଯୁକ୍ତିକୁ କେବଳ ବିତରଣ କଲେ ମୋହନ ସରକାର: ବିଜେଡି

ନବୀନ ସରକାରଙ୍କ ଦ୍ୱାରା ସମ୍ପୂର୍ଣ ହୋଇଥିବା କନିଷ୍ଠ ଶିକ୍ଷକ ନିଯୁକ୍ତିକୁ କେବଳ ବିତରଣ କଲେ ମୋହନ ସରକାର: ବିଜେଡି ମଲା ହରିଣକୁ ପାହାର ପକାଇ କହୁଛନ୍ତି ଆମେ ଶିକାର କରିଛୁ ନବୀନଙ୍କ ସମୟରେ ୩୧୩ ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଚୁକ୍ତିଭିତ୍ତିକ ନିଯୁକ୍ତି କହି ଏହାକୁ ବିରୋଧ କରୁଥିଲା ବିଜେପି, ଏବେ ସେହି ନିଯୁକ୍ତି ଦେଇ ବାହାଦୁରି ନେବାକୁ ଅପଚେଷ୍ଟା ଭୁବନେଶ୍ୱର, ୦୫/୧୦/୨୦୨୪: ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା ୧୬,୦୦୯ [...]

୯୦୦ ବର୍ଷର ପୁରାତନ ବିଷ୍ଣୁ ମନ୍ଦିର ଯାହାର ନାମ ଆଙ୍କରୱାଟ୍ ଦୃଶ୍ୟ

  ଭୁବନେଶ୍ୱର:ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ୨୦୨୪ ମସିହାରେ ପୁରୁଣା ଷ୍ଟେସନ ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତି ୧୯୫୫ ମସିହାରୁ ଆରମ୍ଭ ହୋଇଥିବା ପୂଜା ସମିତି ଚଳିତ ଥର ୬୯ ବର୍ଷରେ ପଦାର୍ପଣ କରିଛି, ପ୍ରତ୍ୟେକ ବର୍ଷ ନୂଆ ରୂପ ଓ ପରିକଳ୍ପନା ନେଇ ତୋରଣ ନିର୍ମାଣ ନେଇ ଚର୍ଚ୍ଚାରେ ରହୁଥିବା ପୂଜା ସମିତି ଏଥର ବାହାର ଓ ଭିତର ପାର୍ଶ୍ଵରେ କମ୍ବୋଡ଼ିଆ ସ୍ଥିତ ଆଙ୍କରଓ୍ବାଟକୁ ଏଥର ସ୍ଥାନ [...]

ପିସିସି ପକ୍ଷରୁ ଜାତୀର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ପାଳିତ

ଭାରତ ବର୍ଷରେ ଗାନ୍ଧୀ ବାଦକୁ ମାରିବା ପାଇଁ ଚକ୍ରାନ୍ତ ଚାଲିଛି ପିସିସି ପକ୍ଷରୁ ଜାତୀର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ପାଳିତ ଭୁବନେଶ୍ୱର ତା. ୨.୧୦- ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଅହିଂସାର ପୂଜାରୀ, ଶାନ୍ତିର ମୂର୍ତିମନ୍ତ ପ୍ରତୀକ ଜାତୀର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୫ ତମ ଜୟନ୍ତୀ ଉତ୍ସବ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ [...]

ବିଦେଶ ମାଟିରେ ଜାତିର ପିତାଙ୍କୁ ଅସମ୍ମାନ ନେଇ ପ୍ରତିବାଦ

ବିଦେଶ ମାଟିରେ ଜାତିର ପିତାଙ୍କୁ ଅସମ୍ମାନ ନେଇ ପ୍ରତିବାଦ ଭୁବନେଶ୍ୱର,୨/୧୦- ମଧୁ ବାବୁଙ୍କୁ ଭାରତ ରତ୍ନ ଦାବିରେ ଦସ୍ତଖତ ସଂଗ୍ରହ ପାଇଁ ୨୦ଟି ରାଜ୍ୟ ପରେ ବିଦେଶ ମାଟିରେ ଦସ୍ତଖତ ସଂଗ୍ରହ ପାଇଁ ଯାଇଥିଲେ ଅଲ୍ ଓଡିଶା ଲୟର୍ସ ଫୋରମର ଆବାହକ ଡ଼ ଲିଙ୍ଗରାଜ ସାହୁ। ଥାଇଲାଣ୍ଡ ଯାଇଥିବା ବେଳେ ସେଠାରେ ଦେଖିବାକୁ ମିଳିଥିଲା ଏକ ହୋଟେଲ ସମ୍ମୁଖରେ ସୁରକ୍ଷାଧାରୀ ପରି ଦୁଇ ପାଶ୍ୱରେ ଠିଆ କରାଯାଇଛି ମହାତ୍ମା ଗାନ୍ଧୀ [...]

୧୮ଟି ଜେଲରେ ବନ୍ଦୀ ପିତାମାତାଙ୍କ ପିଲାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ

=୧୮ଟି ଜେଲରେ ବନ୍ଦୀ ପିତାମାତାଙ୍କ ପିଲାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯିବ: ମନ୍ତ୍ରୀ =ମଧୁରମୟୀରେ ଶିକ୍ଷା ନିକେତନରେ ଗାନ୍ଧୀ ଜୟନ୍ତୀ ଭୁବନେଶ୍ୱର, ୨/୧୦(): ୧୮ଟି ଜେଲରେ ବନ୍ଦୀ ଜୀବନ କାଟୁଥିବା ପିତାମାତାଙ୍କ ସନ୍ତାନ ସନ୍ତନ୍ତିଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ। ସେମାନଙ୍କୁ ଥଇଥାନ ସହ ଶିକ୍ଷା ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ। ପିତାମାତାଙ୍କ ମାମଲା ଲଢ଼ିବା ପାଇଁ ମୁକ୍ତ ଆଇନ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି [...]

ବିଦେଶ ମାଟିରେ ଜାତିର ପିତାଙ୍କୁ ଅସମ୍ମାନ

ବିଦେଶ ମାଟିରେ ଜାତିର ପିତାଙ୍କୁ ଅସମ୍ମାନ ଭୁବନେଶ୍ୱର,୧/୧୦- ମଧୁ ବାବୁଙ୍କୁ ଭାରତ ରତ୍ନ ଦାବିରେ ଦସ୍ତଖତ ସଂଗ୍ରହ ପାଇଁ ୨୦ଟି ରାଜ୍ୟ ପରେ ବିଦେଶ ମାଟିରେ ଦସ୍ତଖତ ସଂଗ୍ରହ ପାଇଁ ଯାଇଥିଲେ ଅଲ୍ ଓଡିଶା ଲୟର୍ସ ଫୋରମର ଆବାହକ ଡ଼ ଲିଙ୍ଗରାଜ ସାହୁ। ଥାଇଲାଣ୍ଡ ଯାଇଥିବା ବେଳେ ସେଠାରେ ଦେଖିବାକୁ ମିଳିଥିଲା ଏକ ହୋଟେଲ ସମ୍ମୁଖରେ ସୁରକ୍ଷାଧାରୀ ପରି ଦୁଇ ପାଶ୍ୱରେ ଠିଆ କରାଯାଇଛି ମହାତ୍ମା ଗାନ୍ଧୀ ଓ ରବୀନ୍ଦ୍ର [...]