Search for:
  • Home/
  • Month: October 2024

ନବୀନ ସରକାରଙ୍କ ଦ୍ୱାରା ସମ୍ପୂର୍ଣ ହୋଇଥିବା କନିଷ୍ଠ ଶିକ୍ଷକ ନିଯୁକ୍ତିକୁ କେବଳ ବିତରଣ କଲେ ମୋହନ ସରକାର: ବିଜେଡି

ନବୀନ ସରକାରଙ୍କ ଦ୍ୱାରା ସମ୍ପୂର୍ଣ ହୋଇଥିବା କନିଷ୍ଠ ଶିକ୍ଷକ ନିଯୁକ୍ତିକୁ କେବଳ ବିତରଣ କଲେ ମୋହନ ସରକାର: ବିଜେଡି ମଲା ହରିଣକୁ ପାହାର ପକାଇ କହୁଛନ୍ତି ଆମେ ଶିକାର କରିଛୁ ନବୀନଙ୍କ ସମୟରେ ୩୧୩ ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଚୁକ୍ତିଭିତ୍ତିକ ନିଯୁକ୍ତି କହି ଏହାକୁ ବିରୋଧ କରୁଥିଲା ବିଜେପି, ଏବେ ସେହି ନିଯୁକ୍ତି ଦେଇ ବାହାଦୁରି ନେବାକୁ ଅପଚେଷ୍ଟା ଭୁବନେଶ୍ୱର, ୦୫/୧୦/୨୦୨୪: ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା ୧୬,୦୦୯ [...]

୯୦୦ ବର୍ଷର ପୁରାତନ ବିଷ୍ଣୁ ମନ୍ଦିର ଯାହାର ନାମ ଆଙ୍କରୱାଟ୍ ଦୃଶ୍ୟ

  ଭୁବନେଶ୍ୱର:ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ୨୦୨୪ ମସିହାରେ ପୁରୁଣା ଷ୍ଟେସନ ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତି ୧୯୫୫ ମସିହାରୁ ଆରମ୍ଭ ହୋଇଥିବା ପୂଜା ସମିତି ଚଳିତ ଥର ୬୯ ବର୍ଷରେ ପଦାର୍ପଣ କରିଛି, ପ୍ରତ୍ୟେକ ବର୍ଷ ନୂଆ ରୂପ ଓ ପରିକଳ୍ପନା ନେଇ ତୋରଣ ନିର୍ମାଣ ନେଇ ଚର୍ଚ୍ଚାରେ ରହୁଥିବା ପୂଜା ସମିତି ଏଥର ବାହାର ଓ ଭିତର ପାର୍ଶ୍ଵରେ କମ୍ବୋଡ଼ିଆ ସ୍ଥିତ ଆଙ୍କରଓ୍ବାଟକୁ ଏଥର ସ୍ଥାନ [...]

ପିସିସି ପକ୍ଷରୁ ଜାତୀର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ପାଳିତ

ଭାରତ ବର୍ଷରେ ଗାନ୍ଧୀ ବାଦକୁ ମାରିବା ପାଇଁ ଚକ୍ରାନ୍ତ ଚାଲିଛି ପିସିସି ପକ୍ଷରୁ ଜାତୀର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ପାଳିତ ଭୁବନେଶ୍ୱର ତା. ୨.୧୦- ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଅହିଂସାର ପୂଜାରୀ, ଶାନ୍ତିର ମୂର୍ତିମନ୍ତ ପ୍ରତୀକ ଜାତୀର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୫ ତମ ଜୟନ୍ତୀ ଉତ୍ସବ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ [...]

ବିଦେଶ ମାଟିରେ ଜାତିର ପିତାଙ୍କୁ ଅସମ୍ମାନ ନେଇ ପ୍ରତିବାଦ

ବିଦେଶ ମାଟିରେ ଜାତିର ପିତାଙ୍କୁ ଅସମ୍ମାନ ନେଇ ପ୍ରତିବାଦ ଭୁବନେଶ୍ୱର,୨/୧୦- ମଧୁ ବାବୁଙ୍କୁ ଭାରତ ରତ୍ନ ଦାବିରେ ଦସ୍ତଖତ ସଂଗ୍ରହ ପାଇଁ ୨୦ଟି ରାଜ୍ୟ ପରେ ବିଦେଶ ମାଟିରେ ଦସ୍ତଖତ ସଂଗ୍ରହ ପାଇଁ ଯାଇଥିଲେ ଅଲ୍ ଓଡିଶା ଲୟର୍ସ ଫୋରମର ଆବାହକ ଡ଼ ଲିଙ୍ଗରାଜ ସାହୁ। ଥାଇଲାଣ୍ଡ ଯାଇଥିବା ବେଳେ ସେଠାରେ ଦେଖିବାକୁ ମିଳିଥିଲା ଏକ ହୋଟେଲ ସମ୍ମୁଖରେ ସୁରକ୍ଷାଧାରୀ ପରି ଦୁଇ ପାଶ୍ୱରେ ଠିଆ କରାଯାଇଛି ମହାତ୍ମା ଗାନ୍ଧୀ [...]

୧୮ଟି ଜେଲରେ ବନ୍ଦୀ ପିତାମାତାଙ୍କ ପିଲାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ

=୧୮ଟି ଜେଲରେ ବନ୍ଦୀ ପିତାମାତାଙ୍କ ପିଲାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯିବ: ମନ୍ତ୍ରୀ =ମଧୁରମୟୀରେ ଶିକ୍ଷା ନିକେତନରେ ଗାନ୍ଧୀ ଜୟନ୍ତୀ ଭୁବନେଶ୍ୱର, ୨/୧୦(): ୧୮ଟି ଜେଲରେ ବନ୍ଦୀ ଜୀବନ କାଟୁଥିବା ପିତାମାତାଙ୍କ ସନ୍ତାନ ସନ୍ତନ୍ତିଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ। ସେମାନଙ୍କୁ ଥଇଥାନ ସହ ଶିକ୍ଷା ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ। ପିତାମାତାଙ୍କ ମାମଲା ଲଢ଼ିବା ପାଇଁ ମୁକ୍ତ ଆଇନ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି [...]

ବିଦେଶ ମାଟିରେ ଜାତିର ପିତାଙ୍କୁ ଅସମ୍ମାନ

ବିଦେଶ ମାଟିରେ ଜାତିର ପିତାଙ୍କୁ ଅସମ୍ମାନ ଭୁବନେଶ୍ୱର,୧/୧୦- ମଧୁ ବାବୁଙ୍କୁ ଭାରତ ରତ୍ନ ଦାବିରେ ଦସ୍ତଖତ ସଂଗ୍ରହ ପାଇଁ ୨୦ଟି ରାଜ୍ୟ ପରେ ବିଦେଶ ମାଟିରେ ଦସ୍ତଖତ ସଂଗ୍ରହ ପାଇଁ ଯାଇଥିଲେ ଅଲ୍ ଓଡିଶା ଲୟର୍ସ ଫୋରମର ଆବାହକ ଡ଼ ଲିଙ୍ଗରାଜ ସାହୁ। ଥାଇଲାଣ୍ଡ ଯାଇଥିବା ବେଳେ ସେଠାରେ ଦେଖିବାକୁ ମିଳିଥିଲା ଏକ ହୋଟେଲ ସମ୍ମୁଖରେ ସୁରକ୍ଷାଧାରୀ ପରି ଦୁଇ ପାଶ୍ୱରେ ଠିଆ କରାଯାଇଛି ମହାତ୍ମା ଗାନ୍ଧୀ ଓ ରବୀନ୍ଦ୍ର [...]

ଗତକାଲି ସାରା ରାଜ୍ୟ ଦେଖିଲା ଅସଲ ମୁଖା ।

ଭୁବନେଶ୍ୱର:ଗତକାଲି ସାରା ରାଜ୍ୟ ଦେଖିଲା ଅସଲ ମୁଖା । ଆମେ ଆଗରୁ ବାରମ୍ବାର ଅଭିଯୋଗ କରି ଆସୁଥିଲୁ କିଭଳି ଭାବରେ ନିଯୁକ୍ତିରେ ଦୁର୍ନୀତି ହେଉଛି । ସରକାରଙ୍କୁ ଦୃଷ୍ଟି ଦେବାକୁ ଅନୁରୋଧ ମଧ୍ୟ କରିଥିଲୁ । ରାଜ୍ୟରେ ର୍ବମାନ ଚାଲୁଥିବା ଜଓ, ଇଜଓ, ଇଜ୍ଞସଦ୍ଭ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସୁଛି  ସଂସ୍ଥାକୁ ନିିଯୁକ୍ତି ଦାୟିତ୍ୱ ଟେକି ଦେଇଛି । ଯେଉଁ ସଂସ୍ଥା ପୂର୍ବରୁ ପ୍ରଶ୍ନପତ୍ର [...]

ରାଜଧାନୀ ଦିଲ୍ଲୀରେ ସମବେତ ହେବା ଓ ପ୍ରତିବାଦ କରିବା ଭଳି ମୈାଳିକ ଅଧିକାର ବାତିଲ୍ ଅଗଣତାନ୍ତ୍ରିକ-ମିଥ୍ୟା ମକଦ୍ଦମା

ରାଜଧାନୀ ଦିଲ୍ଲୀରେ ସମବେତ ହେବା ଓ ପ୍ରତିବାଦ କରିବା ଭଳି ମୈାଳିକ ଅଧିକାର ବାତିଲ୍ ଅଗଣତାନ୍ତ୍ରିକ-ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ଭୁବନେଶ୍ୱର ତା୧/୧୦: ୩୦ ସେପ୍ଟେମ୍ବରରେ ଦିଲ୍ଲୀ ପୋଲିସ କମିଶନର ଦିଲ୍ଲୀ, ଉତ୍ତର ଦିଲ୍ଲୀ , କେନ୍ଦ୍ରୀୟ ଏବଂ ସୀମାନ୍ତ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବି.ଏନ୍.ଏନ୍.ଏସ୍)ର ଧାରା ୧୬୩କୁ ୬ଦିନ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶରେ ଦିଲ୍ଲୀ ପୋଲିସ ଏକତ୍ରିତ ହେବା ଏବଂ ବିରୋଧ [...]

ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ପୁସ୍ତକ ‘ଅନ୍ୱେଷଣ’ ଉନ୍ମୋଚିତ ସତ୍ୟର ଅନ୍ୱେଷଣ ହିଁ ସତ୍ୟାଗ୍ରହ

ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ପୁସ୍ତକ ‘ଅନ୍ୱେଷଣ’ ଉନ୍ମୋଚିତ ସତ୍ୟର ଅନ୍ୱେଷଣ ହିଁ ସତ୍ୟାଗ୍ରହ ଭୁବନେଶ୍ୱର,1/10: ଗାନ୍ଧୀ ଜୟନ୍ତୀର ଅବ୍ୟବାହିତ ପୂର୍ବରୁ ଯୁବ ଲେଖକ, ସ୍ତମ୍ଭକାର ତଥା ଯୁବନେତା ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ପ୍ରଥମ ପୁସ୍ତକ ‘ଅନ୍ୱେଷଣ: ସତ୍ୟର ସନ୍ଧାନ’ ଅକ୍ଟୋବର 1ତାରିଖ (ମଙ୍ଗଳବାର) ସ୍ଥାନୀୟ ଲୋହିଆ ଏକାଡେମୀ ସମ୍ମିଳନୀ କକ୍ଷରେ ଉନ୍ମୋଚିତ ହୋଇଯାଇଛି. କାର୍ଯ୍ୟକ୍ରମରେ ବିଶିଷ୍ଟ କଂଗ୍ରେସ ନେତା ଡ. ବିଶ୍ୱରଂଜନ ମହାନ୍ତି, ପ୍ରଗତିବାଦୀର ସମ୍ପାଦକ ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ [...]

ରାଜଧାନୀରେ ମାତିଲେ ଏଟିଏମ ଲୁଟେରା

ପୁଣି ରାଜଧାନୀରେ ମାତିଲେ ଏଟିଏମ ଲୁଟେରା, ଟଙ୍କା ବାହାରୁଥିବା ସ୍ଥାନରେ ଟେପ ଲଗାଇ କରୁଛନ୍ତି ଲୁଟ୍ ଭୁବନେଶ୍ବର: କିଛିଦିନ ବ୍ୟବଧାନରେ ପୁଣି ରାଜଧାନୀରେ ମାତିଲେ ଏଟିଏମ ଲୁଟେରା। ଏଟିଏମ ଲୁଟେରାଙ୍କ Exclusive ଭିଜୁଆଲ କଏଦ ହୋଇଛି। ଏଟିଏମ ମେସିନରୁ ଟଙ୍କା ବାହାରୁଥିବା ସ୍ଥାନରେ ଟେପ ଲଗାଇ ଲୁଟ କରୁଛନ୍ତି ଲୁଟେରା। ଏଟିଏମରେ କେହି ନ ଥିବା ବେଳେ କଳା ଟେପ ବ୍ୟବହାର କରୁଛନ୍ତି। ଆଉ ପରବର୍ତ୍ତୀ ସମୟରେ ଲୁଟି ନେଉଛନ୍ତି [...]