Search for:
  • Home/
  • Month: September 2024

କିମ୍ବଦନ୍ତୀ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୁତିରେ ଆନ୍ତର୍ଜାତିୟ ତ୍ରୀନେତ୍ର ସମ୍ମାନ

କିମ୍ବଦନ୍ତୀ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରୀନେତ୍ର କଳା କୁଞ୍ଜ ଦ୍ୱାରା ଆୟୋଜିତ ୪ତମ ଆନ୍ତର୍ଜାତିୟ ତ୍ରୀନେତ୍ର ସମ୍ମାନ ଉତ୍ସବ ୨୦୨୪ରେ ଦେଖିବାକୁ ମିଳିଥିଲା ପୁରସ୍ମାର ବିତରଣ ସହିତ ଓଡ଼ିଶୀ ନୃତ୍ୟର ସମ୍ଭାର ଭୁବନେଶ୍ୱର (୧୪.୦୯.୨୦୨୪): ଭୁବନେଶ୍ୱରର ଭଞ୍ଜ କଳା ମଣ୍ଡପରେ କିମ୍ବଦନ୍ତି ଗୁରୁ ଦେବପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀକୁ ବଜାୟ ରଖୁଥିବା ଏକ ଅଗ୍ରଣୀ ଅନୁଷ୍ଠାନ ତ୍ରୀନେତ୍ର କଳା କୁଞ୍ଜ ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ [...]

ମୁଖ୍ୟମନ୍ତ୍ରୀଙ୍କୁ_ଅପରାଜିତାଙ୍କ_୪_ପ୍ରସ୍ତାବ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କୁ_ଅପରାଜିତାଙ୍କ_୪_ପ୍ରସ୍ତାବ -ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୪ ପ୍ରସ୍ତାବ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଜଟଣୀରେ ପ୍ରସ୍ତାବିତ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଯୋଗ କାମ ଆରମ୍ଭ ହେଉ’ -ତୁରନ୍ତ ୨୦ ଏକର ଜମି ଯୋଗାଇ କାମ ଆରମ୍ଭ କରିବାକୁ ପ୍ରସ୍ତାବ -ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟର ବ୍ରାଞ୍ଚ ଖୋଲିବା ପ୍ରସଙ୍ଗରେ ଆଲୋଚନା -ଭୁବନେଶ୍ବରରେ ବ୍ରାଞ୍ଚ ଖୋଲିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ପ୍ରସ୍ତାବ -ମା’ ଉଗ୍ରତାରାଙ୍କ ଅଟକି ରହିଥିବା କାମ [...]

୧୭ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍କୁଲ କଲେଜ ଗୁଡିକ ସମ୍ପୂର୍ଣ୍ଣ ଛୁଟି ରହିବ

  ୧୭ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍କୁଲ କଲେଜ ଗୁଡିକ ସମ୍ପୂର୍ଣ୍ଣ ଛୁଟି ରହିବ ସରକାରୀ କାର୍ଯ୍ୟାଳୟ ଗୁଡିକର ପ୍ରଥମାର୍ଦ୍ଧ ଛୁଟି ରହିବ ଭୁବନେଶ୍ବର ୧୪ ସେପ୍ଟେମ୍ବର ୨୦୨୪ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱର ଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରୁଛନ୍ତି।ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜ ଗୁଡିକ [...]

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସ୍ତାବ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଦିଅନ୍ତୁ

ଚାପର ବଶବର୍ତ୍ତୀ ହୋଇ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ୟୁ ଟର୍ଣ୍ଣ ନେଲେ ମୁଖ୍ୟମନ୍ତ୍ରୀ: ବିଜେଡି ଦଳୀୟ ନେତାଙ୍କ ଚାପରେ ଅସହାୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସ୍ତାବ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଦିଅନ୍ତୁ ଭୁବନେଶ୍ୱର, ୧୪/୦୯/୨୦୨୪: ଓଡ଼ିଶା ରାଜନୈତିକ ଇତିହାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜ ଦଳୀୟ ନେତା ଓ ବିଧାୟକଙ୍କ ଦ୍ୱାରା ଚାପଗ୍ରସ୍ତ ହୋଇ ଜଣେ [...]

ମହାସଂଘ ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ୩ ଜଣ ପ୍ରତିନିଧିଙ୍କ ଦିଲ୍ଲୀ ଯାତ୍ରା।

ପୁରୁଣା ପେନସନ ଲାଗି ଦିଲ୍ଲୀ ଠାରେ ଅନୁଷ୍ଠିତ ହେବ ଜାତୀୟ କାର୍ଯ୍ୟକାରିଣୀ ବୈଠକ ମହାସଂଘ ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ୩ ଜଣ ପ୍ରତିନିଧିଙ୍କ ଦିଲ୍ଲୀ ଯାତ୍ରା। ଭୁବନେଶ୍ୱର:ଓଡିଶା ସହିତ ସବୁ ରାଜ୍ୟ ଏନ. ପି. ଏସ(ନ୍ୟାସନାଲ ପେନସନ ସ୍କିମ )କୁ ବିରୋଧ କରି ଆନ୍ଦୋଳନ ମାଧ୍ୟମରେ ଗତ ବର୍ଷ ଦିଲ୍ଲୀ ଠାରେ ସବୁ ରାଜ୍ୟର ୧୦ ଲକ୍ଷରୁ ଅଧିକ କର୍ମଚାରୀ ଯୋଗ ଦେଇ ପୁରୁଣା ପେନସନ ଲାଗୁ କରିବା [...]

ନଭେମ୍ବର ୮ ରୁ ଆନ୍ତର୍ଜାତୀୟ ଜଗନ୍ନାଥ ମହୋତ୍ସବ ୨୦୨୪

ନଭେମ୍ବର ୮ ରୁ ଆନ୍ତର୍ଜାତୀୟ ଜଗନ୍ନାଥ ମହୋତ୍ସବ ୨୦୨୪ ଭୁବନେଶ୍ବର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ଵର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ନଭେମ୍ବର ୮ ତାରିଖ ରୁ ୧୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ନୟାପଲ୍ଲୀ ଅଞ୍ଚଳରେ ଥିବା କସ୍ତୁରବା (ରାବଣ ପୋଡି) ପଡିଆ ଠାରେ ଆୟୋଜିତ ହେବାକୁ ଯାଉଅଛି । ଏହି ଅବସରରେ ଶ୍ରୀଜଗନ୍ନାଥଙ୍କର [...]

ରାଷ୍ଟ୍ରୀୟ ଲୋକଅଦାଲତରେ ୮୩,୬୭୫ ମାମଲାର ଫଇସଲା

ରାଷ୍ଟ୍ରୀୟ ଲୋକଅଦାଲତରେ ୮୩,୬୭୫ ମାମଲାର ଫଇସଲା ଭୁବନେଶ୍ୱର, ୧୪/୦୯/୨୦୨୪ ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର ଯଥା-ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା ଓ ବେଗୁନିଆ ଏବଂ ଗ୍ରାମ୍ୟ ନ୍ୟାୟାଳୟ ଟାଙ୍ଗୀ ପରିସରରେ ଏକ ରାଷ୍ଟ୍ରୀୟ ଅଦାଲତ ମାନ୍ୟବର ଜିଲ୍ଲା ଓ [...]

ଖଣ୍ଡଗିରିରେ ଥିବା ଏକ ଆପାର୍ଟମେଣ୍ଟର ଆଉଟ୍‌ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ ; ପ୍ରେମିକ ଫେରାର

ଖଣ୍ଡଗିରିରେ ଥିବା ଏକ ଆପାର୍ଟମେଣ୍ଟର ଆଉଟ୍‌ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ ; ପ୍ରେମିକ ଫେରାର ଭୁବନେଶ୍ୱର:କୋରାପୁଟ ଦାମନଯୋଡ଼ି ଥାନା ମାଥାଲପୁଟ ଗାଁର ଜ୍ୟୋତିରେଖା ପରିଡ଼ା ଏମ୍‌ସିଏ ପାସ୍‌ କରିଛନ୍ତି। ତାଙ୍କୁ ଭଲ ପାଉଥିଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବଣତୁମ୍ୱ ଗାଁର ପ୍ରିୟ ରଞ୍ଜନ ପାତ୍ର। ଉଭୟଙ୍କ ଭଲ ପାଇବା ଦୀର୍ଘ ଦିନର। କିନ୍ତୁ ଏଥିରେ ପରିବାର ଲୋକେ ରାଜି ନଥିଲେ। ଯେଉଁଥିପାଇଁ ଉଭୟଙ୍କ ପ୍ରେମରେ ସାମାନ୍ୟ ଭଟ୍ଟା ପଡ଼ିଥିଲା। [...]

ଅନ୍ୟାନ୍ୟ ଦାବିରେ ଡି.ୱାଇ.ଓ.ର ରେଳ ସଦନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଖାଲି ପଡିଥିବା ପଦବୀ ଗୁଡିକ ପୂରଣ କରିବା, ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଓ ଅନ୍ୟାନ୍ୟ ଦାବିରେ ଡି.ୱାଇ.ଓ.ର ରେଳ ସଦନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଭୁବନେଶ୍ୱର:ଅନୁଗୁଳ-୧୨/୦୯ । ରେଳ ବିଭାଗର ଘରୋଇକରଣ ବନ୍ଦ କରିବା, ଖାଲିପଡିଥିବା ପଦବୀଗୁଡିକ ପୂରଣ କରିବା, ଅଣସଂରକ୍ଷିତ ଓ ଦ୍ୱିତୀୟ ଶ୍ରେଣୀ ବଗି ଗୁଡିକ ସଂଖ୍ୟା ବୃଦ୍ଧି କରିବା ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପୂର୍ଣ୍ଣ ଅଣସଂରକ୍ଷିତ ବଗିଥିବା ରେଳସେବା ଦେଶର [...]

୨୫ ବର୍ଷ ଧରି ଓଡ଼ିଶାରେ ଛାତ୍ରମାନଙ୍କର ସ୍ୱାର୍ଥ ଉପେକ୍ଷିତ ହୋଇଛି

ପ୍ରଦେଶ ଛାତ୍ର କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ୨୫ ବର୍ଷ ଧରି ଓଡ଼ିଶାରେ ଛାତ୍ରମାନଙ୍କର ସ୍ୱାର୍ଥ ଉପେକ୍ଷିତ ହୋଇଛି ଭୁବନେଶ୍ୱର ତା. ୧୨/୦୯ ରିଖ : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦ୍ଦିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପ୍ରଦେଶ ଛାତ୍ର କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଛାତ୍ର କଂଗ୍ରେସ ପକ୍ଷରୁ ନବନିର୍ବାଚିତ ସଭାପତି ଉଦ୍ଦିତ ପ୍ରଧାନ ଏବଂ ଓଡ଼ିଶା ପ୍ରଭାରୀ ଶ୍ରୀ [...]