Search for:
  • Home/
  • Month: September 2024

ଡିଜେ-ମଦ ଓ ପ୍ଲାଷ୍ଟିକ ମୁକ୍ତ ପୂଜା, ବଟି ମାଗିଲେ ବନ୍ଧା ହେବେ

ଡିଜେ-ମଦ ଓ ପ୍ଲାଷ୍ଟିକ ମୁକ୍ତ ପୂଜା, ବଟି ମାଗିଲେ ବନ୍ଧା ହେବେ କମିଟି ସଦସ୍ୟ ଭୁବନେଶ୍ବର: ଏଥର ଡିଜେ, ମଦ ଓ ପ୍ଲାଷ୍ଟିକ ମୁକ୍ତ ହେବ ପୂଜା। ବଟି ମାଗିଲେ ବନ୍ଧାହେବେ ପୂଜା କମିଟି ସଦସ୍ୟ । ପ୍ରଥମ ଥର ପାଇଁ ସଦସ୍ୟଙ୍କୁ ଶପଥ ପାଠ କରାଇବ କମିଶନରେଟ ପୁଲିସ । ମୁତୟନ ହେବେ ମହିଳା ପୁଲିସ, ସିସିଟିଭିରେ ଛାଉଣୀ ହେବ ମଣ୍ଡପ । ଖୁସି ଓ ଉତ୍ସାହ ନେଇ [...]

ଧନ୍ଦାମୂଳକ ଶିକ୍ଷକଙ୍କ ଲୋୟର ପିଏମଜି ରେ ପ୍ରତିବାଦ।ତିନି ଦଫା ଦାବି ନେଇ ଆନ୍ଦୋଳନ

ଭୁବନେଶ୍ୱର: ଧନ୍ଦାମୂଳକ ଶିକ୍ଷକଙ୍କ ଲୋୟର ପିଏମଜି ରେ ପ୍ରତିବାଦ।ତିନି ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରାଜ୍ୟର ହଜାର ହଜାର ଧନ୍ଦାମୂଳକ ଶିକ୍ଷକ।ଡିସେମ୍ବର 2016 ରୁ NSOF ପ୍ରକଳ୍ପ ଅଧୀନରେ ଥିବା ବିଭିନ୍ନ ମାଧ୍ଯମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଏହି ଶିକ୍ଷକ ମାନେ ପ୍ରତିବାଦକୁ ଉହ୍ଲାଇଛନ୍ତି।ଏହାପୂର୍ବରୁ ବିଭିନ୍ନ ସମୟରେ ସରକାରଙ୍କ ନିକଟରେ ଦାବି ପୁରଣ ସମ୍ପର୍କରେ ଅନେକ ଅଭିଯୋଗ ଦାଖଲ କରିବା ସହିତ ଲୋୟର ପିଏମଜିରେ [...]

ମଧୁରମୟୀରେ ରଷ୍ଟ୍ରୀୟ ପୋଷଣ ମାହ ‘ଶିଶୁଙ୍କୁ ଜଙ୍କ ଫୁଡଠାରୁ ଦୂରେଇ ରଖ, ପୋଷଣଯୁକ୍ତ ଖାଦ୍ୟ ଦିଅ’

ମଧୁରମୟୀରେ ରଷ୍ଟ୍ରୀୟ ପୋଷଣ ମାହ ‘ଶିଶୁଙ୍କୁ ଜଙ୍କ ଫୁଡଠାରୁ ଦୂରେଇ ରଖ, ପୋଷଣଯୁକ୍ତ ଖାଦ୍ୟ ଦିଅ’ ଭୁବନେଶ୍ୱର, ୨୫/୯(): ଶିଶୁର ଶାରୀରିକ ଓ ମାନସିକ ବିକାଶ ପାଇଁ ପୋଷଣଯୁକ୍ତ ଖାଦ୍ୟ ନିତାନ୍ତ ଆବଶ୍ୟକ। ଜଙ୍କ ଫୁଡଠାରୁ ଦୂରେଇ ରଖି ଶିଶୁକୁ ସୁଷମ ପୋଷଣ ଖାଦ୍ୟ ଯୋଗାଇଦେବା ପ୍ରତିଟି ପିତାମାତାଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ଶିଶୁ ବିଶେଷଜ୍ଞ ଡାକ୍ତର ଆଶୁତୋଷ ମହାପାତ୍ର। ଓଡ଼ିଶା ପତିତା ଉଦ୍ଧାର ସମିତି ଏବଂ ମ୍ୟାନକାଇଣ୍ଡ ପକ୍ଷରୁ [...]

୨କୋଟି ଟଙ୍କାର ଷ୍ଟାମ୍ପ୍‌ ଡ୍ୟୁଟି ପାଇଁ ବରମୁଣ୍ଡାସ୍ଥିତ ବିଶସ୍ତରୀୟ ବାବାସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ (ବିଏସ୍‌‌ଏବିଟି) ସଂପ୍ରସାରଣ କାମ ଅଧାରେ ଅଟକି ଯାଇଛି।

ଷ୍ଟାମ୍ପ ଡ୍ୟୁଟି ପାଇଁ ଅଟକିଛି ବିଏସ୍‌ଏବିଟି ସଂପ୍ରସାରଣ : ବିଡିଏ କୁନ୍ଥକୁନ୍ଥ, ସରକାର ବି ଚୁପ୍‌ ଭୁବନେଶ୍ୱର : ମାତ୍ର ୨କୋଟି ଟଙ୍କାର ଷ୍ଟାମ୍ପ୍‌ ଡ୍ୟୁଟି ପାଇଁ ବରମୁଣ୍ଡାସ୍ଥିତ ବିଶସ୍ତରୀୟ ବାବାସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ (ବିଏସ୍‌‌ଏବିଟି) ସଂପ୍ରସାରଣ କାମ ଅଧାରେ ଅଟକି ଯାଇଛି। ଟଙ୍କା ଦେବାକୁ ବିଡିଏ କୁନ୍ଥକୁନ୍ଥ ହେଉଥିବା ବେଳେ ବର୍ତ୍ତମାନର ରାଜ୍ୟ ସରକାର ବି ବଡ଼ ହୃଦୟ ଦେଖାଇ ଏହାକୁ ଛାଡ଼ କରୁନାହାନ୍ତି। ଫଳରେ [...]

ଶ୍ରମ କୋର୍ଡକୁ ବାତିଲ ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଭୁବନେଶ୍ୱରରେ ପାଳିତ

ଶ୍ରମ କୋର୍ଡକୁ ବାତିଲ ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଭୁବନେଶ୍ୱରରେ ପାଳିତ ଭୁବନେଶ୍ୱର ତା.୨୩/୦୯ରିଖ : କେନ୍ଦ୍ର ସରକାରଙ୍କୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବାରମ୍ବାର ଶ୍ରମ କୋର୍ଡକୁ ବାତିଲ କରିବା ଲାଗି ଦାବି ଜଣାଉଥିଲେ ସୁଧା କେନ୍ଦ୍ର ସରକାର ଶ୍ରମ କୋର୍ଡକୁ ଲାଗୁ କରିବାକୁ ଉଦ୍ୟମ ଜାରି ରଖିବା ଏକ ନିନ୍ଦନୀୟ ଘଟଣା । ଏଠାରେ ଉଲ୍ଲେଖଥାଉ କି ମୋଦୀ ସରକାର ୨୦୨୦ ସେପ୍ଟେମ୍ବର ୨୨ରେ ଶ୍ରମ [...]

ଭରତପୁର ଥାନ ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ –ରାଜ୍ୟ କଂଗ୍ରେସ

ଭରତପୁର ଥାନ ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ –ରାଜ୍ୟ କଂଗ୍ରେସ ଭୁବନେଶ୍ୱର ତା. ୨୩.୯.୨୪- ଭରତପୁର ଥାନାରେ ଘଟିଯାଇଥିବା ଘଟଣାରେ ରାଷ୍ଟ୍ରପତିଙ୍କର ହସ୍ତକ୍ଷେପ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ରାଜ୍ୟ କଂଗ୍ରେସର ଏକ ସ୍ୱତନ୍ତ୍ର ମହିଳା ଦଳ ଷ୍ଟିୟରିଂ କମିଟିର ସଦସ୍ୟା ଇଂ ସସ୍ମିତା ବେହେରାଙ୍କ ନେତୃତ୍ୱରେ ରାଜଭବନରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଭରତପୁର ଘଟଣାରେ ପୋଲିସ [...]

ସେବାପକ୍ଷ ଅବସରରେ ମଧ୍ୟ ଭୁବନେଶ୍ବରରେ ନିଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର

ସେବାପକ୍ଷ ଅବସରରେ ମଧ୍ୟ ଭୁବନେଶ୍ବରରେ ନିଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର   ଭୁବନେଶ୍ବର,୨୩,୦୯… ବିଜେପି ତରଫରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନମାସକୁ ରାଷ୍ଟୀୟ ସେବାପକ୍ଷ ଭାବେ ପାଳନ କରାଜାଉଅଛି ା ଏହି ଅବସରରେ ବରିଷ୍ଟ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ବରେ ଝାରପଡା ସ୍ଥିତ ମଧ୍ୟ ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଚି ା ଡ଼ଃ କୈଳାଶ ବିଶ୍ୱାଳ ଏବଂ ଶୁଶ୍ରୁତ [...]

ଖୋର୍ଦ୍ଧା ତହସିଲଦାର, ଆରାଇ ଓ ଜମି ଲୁଟେରାଙ୍କ ମଧୁଚନ୍ଦ୍ରିକାରେ ବଳିପଡ଼ୁଛନ୍ତି ଚାଷୀ !

ଖୋର୍ଦ୍ଧା ତହସିଲଦାର, ଆରାଇ ଓ ଜମି ଲୁଟେରାଙ୍କ ମଧୁଚନ୍ଦ୍ରିକାରେ ବଳିପଡ଼ୁଛନ୍ତି ଚାଷୀ ! ଭୁବନେଶ୍ୱର :ସୂଚନା ଯୋଗ୍ୟ ଭୁବନେଶ୍ୱର ରୁ ଯାଇ ଖୋର୍ଦ୍ଧା ତହସିଲ ଅଧୀନରେ ଯାଉଥିବା ବରସାହି ପଂଚାୟତ ରେ ପାଖାପାଖି ୨୦ ରୁ ୩୦ ଏକର ଜାଗାକୁ ମାଡ଼ିବସିଛନ୍ତି ମହେନ୍ଦ୍ର ପ୍ରସାଦ | ଭୁବନେଶ୍ୱର ତରିକରେ ତହସିଲଦାର ଓ ଆରାଇ ଙ୍କୁ ହାତକରୀ ୧୬ ଜଣ ଚାଷୀ କାଜୁନିଗମ ଜମି ଓ ଗାଁ ଠାକୁରାଣୀ ଙ୍କ ଜମିକୁ [...]

ଚାପରେ ମୁଣ୍ଡ ନୁଆଇଁ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଲେ: ବିଜେଡି

ଭରତପୁର ଥାନା ଘଟଣା ଚାପରେ ମୁଣ୍ଡ ନୁଆଇଁ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଲେ: ବିଜେଡି ବିଜେଡିର ୨୪ ତାରିଖରେ ହେବାକୁ ଥିବା ୬ ଘଣ୍ଟିଆ ଭୁବନେଶ୍ୱର ହରତାଳ ପ୍ରତ୍ୟାହାର ଦାୟିତ୍ୱସମ୍ପନ୍ନ ଦଳ ଭାବେ ଜନ ସାଧାରଣଙ୍କୁ ଅସୁବିଧାରେ ପକାଇବା ଚାହୁଁନାହୁଁ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲେ ପୁଣି ଆନ୍ଦୋଳନ ଭୁବନେଶ୍ୱର, ୨୩/୦୯/୨୦୨୪: ଭରତପୁର ଠାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦିଆଯାଇଥିବା ଅକଥନୀୟ ଓ ଅମାନବୀୟ [...]

ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

  ଭରତପୁର ଥାନା ଘଟଣା ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ହେବ ତଦନ୍ତ, ୬୦ ଦିନ ମଧ୍ୟରେ ଆସିବ ରିପୋର୍ଟ କୋର୍ଟ ତଦାରଖରେ ତଦନ୍ତ ପାଇଁ ହାଇକୋର୍ଟଙ୍କୁ ଅନୁରୋଧ ଭୁବନେଶ୍ୱର,22.୦୯.୨୦୨୪ଭରତପୁର ଥାନା ଘଟଣା ପରିପ୍ରେକ୍ଷୀରେ ଆଜି କେନ୍ଦୁଝର ଗସ୍ତରୁ ଫେରିବା ପରେ [...]