Search for:
  • Home/
  • Month: September 2024

ମହାପ୍ରସାଦ ପାଇଁ ଅନୁପଯୋଗୀ ଚାଉଳକୁ ଟେଣ୍ଡର ଡାକି କରାଯିବ ବିକ୍ରି

ଭୁବନେଶ୍ୱର:ଅର୍ପଣ ଚାଉଳକୁ ନେଇ ବଡ଼ ନିଷ୍ପତ୍ତି; ମହାପ୍ରସାଦ ପାଇଁ ଅନୁପଯୋଗୀ ଚାଉଳକୁ ଟେଣ୍ଡର ଡାକି କରାଯିବ ବିକ୍ରି ମହାପ୍ରସାଦ ପାଇଁ ଯୋଗ୍ୟ ଚାଉଳ ବ୍ୟବହାର ହୋଇଛି । ଏବେ ବଳକା ଚାଉଳକୁ ଟେଣ୍ଡର କରି ନିଲାମ କରିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।ଅର୍ପଣ ଚାଉଳକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ମହାପ୍ରସାଦ ପାଇଁ ଯୋଗ୍ୟ ଚାଉଳ ବ୍ୟବହାର ହୋଇଛି । ଏବେ ବଳକା ଚାଉଳକୁ ଟେଣ୍ଡର କରି [...]

ପୂର୍ବତଟ ରେଳପଥ ଜନ ଭାଗିଦାରୀ ଏବଂ ସ୍ୱଚ୍ଛତା ଅଭିଯାନକୁ ପ୍ରୋତ୍ସାହିତ

ପୂର୍ବତଟ ରେଳପଥ ଜନ ଭାଗିଦାରୀ ଏବଂ ସ୍ୱଚ୍ଛତା ଅଭିଯାନକୁ ପ୍ରୋତ୍ସାହିତ କରେ | ଭୁବନେଶ୍ୱର, 30.09.2024 ସମୁଦାୟର ଯୋଗଦାନକୁ ସୁଦୃଢ଼ କରିବା ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ପ୍ରମୁଖ ରେଳ ଷ୍ଟେସନରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ​​| ଜନସାଧାରଣଙ୍କ କଲ୍ୟାଣ ତଥା ପରିବେଶ ସ୍ୱଚ୍ଛତା ପାଇଁ ରେଳପଥର ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ଏହି ପଦକ୍ଷେପ [...]

“ସଦସ୍ୟତା ଅଭିଯାନ – ୨୦୨୪” ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ

“ସଦସ୍ୟତା ଅଭିଯାନ – ୨୦୨୪” ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ *ସଦସ୍ୟତା ଅଭିଯାନକୁ ସର୍ବସ୍ପର୍ଶୀ ଓ ସର୍ବସମାବେଶୀ କରିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନକୁ ଆହୁରି ଗତିଶୀଳ କରାଯିବ*  ପ୍ରଥମ ପର୍ଯ୍ୟାୟର ସମୀକ୍ଷା ହେବା ସହିତ ଆସନ୍ତା ଅକ୍ଟୋବର ୧ ରୁ ୧୫ ପର୍ଯ୍ୟନ୍ତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ସଦସ୍ୟତା ଅଭିଯାନ ପାଇଁ ରୂପରେଖ ପ୍ରସ୍ତୁତ  ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ବିଭିନ୍ନ ସାମାଜିକ ସଂଗଠନ, କ୍ଲବ, [...]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୧୪ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ_

_ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୧୪ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ_ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନିରନ୍ତର ପ୍ରୟାସ ଜାରୀ ରଖିଛନ୍ତି : ମନମୋହନ ସାମଲ  ମାତୃଭାଷା ସାନ୍ତାଳୀ ଭାଷାକୁ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଲୋକଙ୍କ ପାଖକୁ ଆଣିଥିବା ମୟୂରଭଞ୍ଜର ରାମଜିତ୍ ଟୁଡୁଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟ ସଭାପତି  ଆମେରିକାରୁ ୩୦୦ ପ୍ରାଚୀନ ଓ ଦୁର୍ଲଭ କଳାକୃତି ଫେରାଇ ଆଣିବା ପ୍ରତ୍ୟେକ ଭାରତୀୟଙ୍କ [...]

ନବୀନ ବାବୁ ରାଜନୈତିକ ଫାଇଦା ପାଇଁ ସାମ୍ପ୍ରଦାୟିକ ବୟାନବାଜି କରୁଛନ୍ତି : ଅନିଲ ବିଶ୍ୱାଳ

ନବୀନ ବାବୁ ରାଜନୈତିକ ଫାଇଦା ପାଇଁ ସାମ୍ପ୍ରଦାୟିକ ବୟାନବାଜି କରୁଛନ୍ତି : ଅନିଲ ବିଶ୍ୱାଳ ଭୁବନେଶ୍ୱର, ତା.୩୦/୦୯: ଭାଙ୍ଗି ପଡିଥିବା ବିଜେଡି କର୍ମୀଙ୍କୁ ବୋଧ ଦେବାକୁ ଯାଇ ବିଜେଡି ସଭାପତି ନବୀନ ବାବୁ ନିଜେ ଶେଷରେ ଏତେ ତଳକୁ ଖସିଯିବେ ତାହା ଆଶ୍ଚର୍ଯ୍ୟ ଲାଗୁଛି । ନବୀନ ବାବୁଙ୍କ ବକ୍ତବ୍ୟରୁ ଏହା ପ୍ରମାଣିତ ହେଉଛି ଯେ ନବୀନ ବାବୁ ନିଜେ ଓଡିଶାକୁ ଅଶାନ୍ତି କରିବା ପାଇଁ ଚାହୁଁଛନ୍ତି । ନବୀନ [...]

ବିଜେଡିକୁ ବୁଡାଇବାକୁ ଚେଷ୍ଠା କରୁଛନ୍ତି ଅଶୋକ ଏବଂ ଅନନ୍ତ

ଭୁବନେଶ୍ୱର:କ୍ଷମତାରୁ ଯିବା ପରେ ବିଜେଡିରେ ଅନ୍ତଃଦ୍ୱନ୍ଦ୍ୱ ବଢିବାରେ ଲାଗିଛି । ରାଜ୍ୟସାରା ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଥିବା ବେଳେ ଭୁବନେଶ୍ୱରରେ କଥା ହାତାହାତି ପର୍ଯ୍ୟନ୍ତ ଗଲାଣି । ନିଜ ବ୍ୟକ୍ତିଗତ ବିବାଦକୁ ନେଇ କିଛି ଯୁବନେତାଙ୍କୁ ଦଳରୁ ନିଲମ୍ବନ କରିବାକୁ ନେଇ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଅନନ୍ତ ନାରାୟଣ ଜେନା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ବ୍ଲାକମେଲ୍ କରୁଛନ୍ତି । ବିଶେଷ କରି ମେୟରଙ୍କ [...]

ସୁପର ଚିପ ମିନିଷ୍ଟର” ବୁଲନ ଭାଇ ସେବା ସଦନ ଠାରେ ଲୋକାର୍ପିତ

ଭୁବନେଶ୍ୱର – ଆଜିର ରାଜନୀତିରେ ରାଜନେତାଙ୍କ ଚରିତ୍ର, ରାଜନୀତି ର ପସାପାଲି ରେ ସାଧାରଣ ଲୋକ ଅସ୍ତବ୍ୟସ୍ତ । ରାଜନୀତି କୁ ସଠିକ ଦିଶା ଦେବା ଓ ଏକ ସୁସ୍ଥ ସମାଜ ଗଠନ କିପରି ହୋଇପାରିବ ଓ ରାଜନୀତିରେ ନେତାମାନଙ୍କ ଦାଇତ୍ୱ ଓ କର୍ତ୍ତବ୍ୟ କଣ ରହିବା ଦରକାର ଏହାକୁ ନେଇ ସତ୍ୟ ଜେନାଙ୍କ ପରିକଳ୍ପନା ଓ ରଚନାର କାହାଣୀ “ସୁପର ଚିପ ମିନିଷ୍ଟର” ବୁଲନ ଭାଇ ସେବା ସଦନ [...]

ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ପିସିସି ଷ୍ଟିୟରିଂ କମିଟି ପ୍ରତିନିଧିଦଳ

ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ପିସିସି ଷ୍ଟିୟରିଂ କମିଟି ପ୍ରତିନିଧିଦଳ କଟକ ତା. ୨୮.୯- ସାରା ରାଜ୍ୟରେ ଜାରି ରହିଥିବା ନର୍ସିଂ ଅଫିସରଙ୍କ ସିରିଞ୍ଜ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇଛି ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି । ପିସିସି ଷ୍ଟିୟରିଂ କମିଟିର ସଦସ୍ୟ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଏସସିବି ମେଡିକାଲ ଓ କ୍ୟାନ୍ସର ମେଡିକାଲାରେ ଆନ୍ଦୋଳନରେ ବସିଥିବା ନର୍ସିିଂ ଅଫିସରମାନଙ୍କୁ [...]

ସ୍ୱଚ୍ଛତା ହିଁ ସେବା।

  ବିଭିନ୍ନ ଆରଟିଓ କାର୍ଯ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ରାଜ୍ୟ ପରିବହନ ପ୍ରାଧିକରଣର ସକ୍ରିୟ ଅଂଶଗ୍ରହଣ ଭୁବନେଶ୍ୱର/କଟକ28-09-2024 ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସକ୍ରିୟତାରେ ସହ ଭାଗ ନେଇଛି ରାଜ୍ୟ ପରିବହନ ପ୍ରାଧିକରଣ । ରାଜ୍ୟର ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ଆରଟିଓ-1 ପରିସରରେ ଆୟୋଜିତ ସଫେଇ କାର୍ଯ୍ୟକ୍ରମରେ ପରିବହନ ଆୟୁକ୍ତ ଅମିତାଭ ଠାକୁର, ଅତିରିକ୍ତ ପରିବହନ [...]

ଓଡିଶା ରେ ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ।

ନର୍ସଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନର ଦ୍ବିତୀୟ ଦିନ, ରାଜ୍ୟବ୍ୟାପୀ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ… ଭୁବନେଶ୍ବର: ଦ୍ୱିତୀୟ ଦିନରେ ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ। ରୋଗୀ ସେବା ଉପରେ ଏହାର ଗୁରୁତର ପ୍ରଭାବ ପଡିଛି। ଭୁବନେଶ୍ୱରରୁ ବ୍ରହ୍ମପୁର, ରାଉରକେଲାରୁ ସମ୍ବଲପୁର ସବୁଠି ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ। ସମସ୍ତ ହସ୍ପିଟାଲରେ ଇଞ୍ଜେକ୍ସନ ଦେବାକୁ ଖୋଜିଲେ ବି ନର୍ସ ମିଳୁନାହାନ୍ତି। ରାଜ୍ଯରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ । [...]