Search for:
  • Home/
  • Month: September 2024

ସୁଭଦ୍ରା ଯୋଜନା କାର୍ଯ୍ୟକାରିତାରେ ବି ଏମ୍ ସି ର ତତ୍ପରତା

ସୁଭଦ୍ରା ଯୋଜନା କାର୍ଯ୍ୟକାରିତାରେ ବି ଏମ୍ ସି ର ତତ୍ପରତା ଭୁବନେଶ୍ବର, ତା 1 ସେପ୍ଟେମ୍ବର୍ 2024: ଆରମ୍ଭ ହୋଇଯାଉଛି ସୁଭଦ୍ରା ଯୋଜନାର କାର୍ଯ୍ୟକ୍ରମ। ଭୁବନେଶ୍ବର ମହାନଗର ନିଗମର(ବିଏମ୍ ସି) ବିଭିନ୍ନ ଅଞ୍ଚଳର ହିତାଧିକାରୀ ପାଇବେ ଏହି ଯୋଜନାର ଉପକାରୀତା। ସରକାରଙ୍କ ସ୍ଥିରୀକୃତ ନୀତି ଅନୁସରଣ ପୂର୍ବକ ଆଜି ବିଏମ୍ସିର ମୁଖ୍ୟାଳୟର ଏକାମ୍ର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି ସୁଭଦ୍ରା ଯୋଜନା କାର୍ଯ୍ୟକାରିତା ବିଷୟକ ପ୍ରଶିକ୍ଷଣ ଶିବିର l ଆଜି [...]

ପରିଚୟ ସଂକଟ” ର ଶିକାର ହୋଇଛନ୍ତି ବିଜେଡିର ନେତ୍ରୀ ଶ୍ରୀମତୀ ସୁଲତା ଦେଓ : କସ୍ତୁରୀ ମିଶ୍ର

ପରିଚୟ ସଂକଟ” ର ଶିକାର ହୋଇଛନ୍ତି ବିଜେଡିର ନେତ୍ରୀ ଶ୍ରୀମତୀ ସୁଲତା ଦେଓ : କସ୍ତୁରୀ ମିଶ୍ର ଭୁବନେଶ୍ୱର, ତା.୨/୦୮: ଅଜ୍ଞତାର କୈାଣସି ଜବାବ ନାହିଁ ଏବଂ ବିଭ୍ରାନ୍ତ ସୃଷ୍ଟିକାରୀଙ୍କୁ ଆଦୈା କ୍ଷମା ନାହିଁ । ମାତ୍ର ଦୁର୍ଭାଗ୍ୟର ବିଷୟ, ଆଜି ଏଭଳି କିଛି ଦେଖିବାକୁ ଓ ଶୁଣିବାକୁ ମିଳିଛି କୁହାଳିଆ ବିଜେଡି ନେତ୍ରୀ ତଥା ସାଂସଦ ଶ୍ରୀମତୀ ସୁଲତା ଦେଓଙ୍କ କ୍ଷେତ୍ରରେ ବୋଲି ରାଜ୍ୟ ସଂପାଦିକା ଶ୍ରୀମତୀ କସ୍ତୁରୀ [...]

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୨ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୨ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୨ତମ ପ୍ରତିଷ୍ଠା ଦିବସ ଆଜି ଜୟଦେବ ଭବନରେ ପାଳିତ ହୋଇଯାଇଛି। ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ଭୁବନେଶ୍ୱର [...]

ବନ୍ଧା ହେଲା ନକଲି ପୁଲିସ

ବନ୍ଧା ହେଲା ନକଲି ପୁଲିସ ଭୁବନେଶ୍ବର: ଅସଲି ପୋଲିସ ହାତରେ ନକଲି ପୁଲିସ । ଭୁବନେଶ୍ବର ଖଣ୍ଡଗିରି ପୁଲିସ ଜଣେ ନକଲି ପୁଲିସକୁ ଗିରଫ କରିଛି । ଅଭିଯୁକ୍ତର ନାଁ ସୁବାସ ଚନ୍ଦ୍ର କହଁର । ଠକ ବ୍ୟକ୍ତି ଜଣଙ୍କ ଘର ଭଦ୍ରକରେ । ସେ ତାଙ୍କ ପରିଚୟ ମନୋଜ କୁମାର ମିଶ୍ର ଭାବେ ଦେବା ସହ ନିଜକୁ ଇନ୍ସପେକ୍ଟର କହୁଥିଲେ । ଫେସବୁକରେ ନିଜକୁ ରାଉରକେଲାରେ ପୁଲିସ ଇନ୍ସପେକ୍ଟର [...]

ବାଲେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଦୁର୍ଭାଗ୍ୟଜନକ: ବିଜେଡି

ବାଲେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଦୁର୍ଭାଗ୍ୟଜନକ: ବିଜେଡି ସରକାରକୁ ଆସିବାର ତିନି ମାସ ପରେ ବି ମଧୁଚନ୍ଦ୍ରିକା ସମୟ ଶେଷ ହୋଇ ନାହିଁ ସରକାର ଆଦିବାସୀ ବିରୋଧୀ, ମହିଳା ବିରୋଧୀ ଓ ଶିଶୁ ବିରୋଧୀ ପକ୍‌ସୋ ଆଇନ ଅନୁଯାୟୀ ପରିବାରକୁ ତୁରନ୍ତ ଦଶ ଲକ୍ଷ ଟଙ୍କା ପ୍ରଦାନ କରାଯାଉ ଭୁବନେଶ୍ୱର, ୦୧/୦୯/୨୦୨୪: ବାଲେଶ୍ୱର ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଘଟିଥିବା ଆଦିବାସୀ [...]

ରେଭେନ୍ସା ବିଶ୍ୱବିଦ୍ୟାଳୟର ଅସଲ ନିର୍ମାତାଙ୍କୁ ସମ୍ମାନ ଦେବାର ସମୟ ଆସିଛି: ଅନିଲ ବିଶ୍ୱାଳ

_ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରସଙ୍ଗ_ ରେଭେନ୍ସା ବିଶ୍ୱବିଦ୍ୟାଳୟର ଅସଲ ନିର୍ମାତାଙ୍କୁ ସମ୍ମାନ ଦେବାର ସମୟ ଆସିଛି: ଅନିଲ ବିଶ୍ୱାଳ  ଉପନିବେଶବାଦର ଲିଗାସିରୁ ମୁକ୍ତି ପାଇଁ ପ୍ରୟାସ ହେବା ସ୍ୱାଗତଯୋଗ୍ୟ  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବକ୍ତବ୍ୟକୁ ବୁଝିବା ପାଇଁ ହେଲେ ବିରୋଧୀ ଦଳମାନେ ସେମାନଙ୍କର ବୌଦ୍ଧିକ ସକ୍ଷମତାକୁ ବୃଦ୍ଧି କରିବାକୁ ପଡ଼ିିବ  ନଅଙ୍କ ଦୁର୍ଭିକ୍ଷ ସମୟରେ ଥୋମାସ ରେଭେନ୍ସାଙ୍କର ଭୂମିକା କ’ଣ ଥିଲା ତାହା [...]

ରଙ୍ଗ ଓ ନାମ ବଦଳାଇବାର ସଂକୀର୍ଣ୍ଣ ମାନସିକତାରେ ପରିବର୍ତନ ଆଣୁ ବିଜେପି : କଂଗ୍ରେସ

ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତନ ପ୍ରୟାସକୁ ରାଜ୍ୟ କଂଗ୍ରେସର ଦୃଢ଼ ନିନ୍ଦା ରଙ୍ଗ ଓ ନାମ ବଦଳାଇବାର ସଂକୀର୍ଣ୍ଣ ମାନସିକତାରେ ପରିବର୍ତନ ଆଣୁ ବିଜେପି : କଂଗ୍ରେସ ଭୁବନେଶ୍ୱର ତା. ୧.୯- ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତନ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବକୁ ବିରୋଧ କରି ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । କଂଗ୍ରେସ ନେତା [...]

ୱିନର ଆସୋସିଏସନ୍ ସହିଦନଗର ବଡ ଗଣେଶ ପୂଜା ନିମନ୍ତେ ସାରା ଓଡିଶା ରେ ପରିଚିତ,

ୱିନର ଆସୋସିଏସନ୍ ସହିଦନଗର ବଡ ଗଣେଶ ପୂଜା ନିମନ୍ତେ ସାରା ଓଡିଶା ରେ ପରିଚିତ, ଭୁବନେଶ୍ୱର:ୱିନର ଆସୋସିଏସନ୍ ପକ୍ଷରୁ ୨୦୦୭ ମସିହାରୁ ବିଘ୍ନରାଜ ପୂଜା ଶାନ୍ତି ଶୃଙ୍ଖଳାର ସହିତ ହୋଇ ଆସୁଅଛି । ଅନୁଷ୍ଠାନ ଗତ ୯ ବର୍ଷ କାଳଧରି ଓଡ଼ିଶାରେ ବଡ ଗଣେଷ କରୁଥ‌ିବା ଅନୁଷ୍ଠାନ ଭାବେ ପରିଚିତ, ବାହ୍ୟ ଆଡମ୍ବରରେ ନ ମାତି ପ୍ରଭୁ ଗଣେଷଙ୍କ ପୂକାର୍ଜନା ରୀତିନୀତି କିପରି ଠିକ୍ ହୋଇପାରିବ ସର୍ବଦା ଚେଷ୍ଟା କରାଯାଇ [...]