Search for:
  • Home/
  • Month: September 2024

ୱିନର ଆସୋସିଏସନ୍ ସହିଦନଗର ବଡ ଗଣେଶ ପୂଜା ନିମନ୍ତେ ସାରା ଓଡିଶା ରେ ପରିଚିତ,

ୱିନର ଆସୋସିଏସନ୍ ସହିଦନଗର ବଡ ଗଣେଶ ପୂଜା ନିମନ୍ତେ ସାରା ଓଡିଶା ରେ ପରିଚିତ, ଭୁବନେଶ୍ୱର:ୱିନର ଆସୋସିଏସନ୍ ପକ୍ଷରୁ ୨୦୦୭ ମସିହାରୁ ବିଘ୍ନରାଜ ପୂଜା ଶାନ୍ତି ଶୃଙ୍ଖଳାର ସହିତ ହୋଇ ଆସୁଅଛି । ଅନୁଷ୍ଠାନ ଗତ ୯ ବର୍ଷ କାଳଧରି ଓଡ଼ିଶାରେ ବଡ ଗଣେଷ କରୁଥ‌ିବା ଅନୁଷ୍ଠାନ ଭାବେ ପରିଚିତ, ବାହ୍ୟ ଆଡମ୍ବରରେ ନ ମାତି ପ୍ରଭୁ ଗଣେଷଙ୍କ ପୂକାର୍ଜନା ରୀତିନୀତି କିପରି ଠିକ୍ ହୋଇପାରିବ ସର୍ବଦା ଚେଷ୍ଟା କରାଯାଇ [...]

କଏଦୀଙ୍କୁ ମାଡ଼ମାରି ଲହୁଲୁହାଣ ମେଡ଼ିକାଲ ଭର୍ତି।

କଏଦୀଙ୍କୁ ମାଡ଼ମାରି ଲହୁଲୁହାଣ ଭୁବନେଶ୍ୱର: ଝାରପଡ଼ା ଜେଲର ଭିତିରି କଥା ଡିଏଲ୍‌ଏସ୍‌‌ ମ୍ୟାଡାମ୍‌‌ଙ୍କୁ କହିବା ଜଣେ କଏଦୀଙ୍କ ପାଇଁ ମହଙ୍ଗା ପଡ଼ିଛି। ତାଙ୍କୁ ଗ୍ୟାଙ୍ଗ୍‌‌ଷ୍ଟର ହାଇଦରର ପୁଅ ମୁନ୍ନା ଏବଂ ତା’ର ସହଯୋଗୀମାନେ ଆକ୍ରମଣ କରିଛନ୍ତି। ଏଥିରେ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କ ମୁଣ୍ଡ ଫାଟିଯାଇଛି। ମୁନ୍ନା ଏବଂ ସହଯୋଗୀମାନେ କାଠ ଫାଳିଆରେ ଆକ୍ରମଣ କରିଥିବା ସୌମ୍ୟକାନ୍ତି ଅଭିଯୋଗ କରିଛନ୍ତି। ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ [...]

ରାଜଧାନୀ ରାସ୍ତାରେ ବୁଲାଗୋରୁ ହନ୍ତସନ୍ତ ଯାତ୍ରୀ।

ରାଜଧାନୀରେ ବେଲଗାମ୍‌‌ ବୁଲାଗୋରୁ : କିଏ ପିଉଛି କ୍ଷୀର; ଦଣ୍ଡ ଭୋଗୁଛନ୍ତି ଯାତ୍ରୀ ଭୁବନେଶ୍ୱର : ରାଜଧାନୀରେ ଅନେକ ଗୋପାଳକ ସେମାନଙ୍କ ପାଳିତ ଗୋରୁଙ୍କୁ ଅଜବ ଅଭ୍ୟାସ ପକାଇ ଦେଇଛନ୍ତି। ଗୋରୁଙ୍କ ବେକରେ କେବେ ହେଲେ ପଘା ଲାଗୁନି। ଖୁଣ୍ଟରେ କେବେ ବନ୍ଧା ହେବାର କେହି ଦେଖିନାହାନ୍ତି। ନା ଗୋରୁଙ୍କ ରହିବା ପାଇଁ ମାଲିକମାନେ କୌଣସି ଗୁହାଳ ତିଆରି କରୁଛନ୍ତି। ଏପରି ପୂର୍ବରୁ ଗୋରୁ ଗୁହାଳ ଥିବା ସ୍ଥାନରେ ଘର [...]

ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶା ତରଫରୁ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଯାତ୍ରା

ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶା ତରଫରୁ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଯାତ୍ରା ଭୁବନେଶ୍ୱର, ୧.୯ : କୋଲକତାର ଆର.ଜି. କର ହସ୍ପିଟାଲର ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ମିଳିବା ପାଇଁ ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶା ତରଫରୁ ଭୁବନେଶ୍ୱର ମାଷ୍ଟରକ୍ୟାିନ ଛକଠାରେ ଏକ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାରେ କ୍ଲବର ସଭାପତି ଲାୟନ ଡଃ ବିପିନ ବିହାରୀ ମିଶ୍ର, ଏମ୍‌.ଜେ.ଏଫ୍‌, ସମ୍ପାଦକ ଲାୟନ ଇଂ (ଡଃ) ଅଶ୍ୱିନୀ [...]

ଶ୍ରୀ ରାହୁଲ କର୍ଣ୍ଣ ଆଇଆରଏସ ଓଡ଼ିଶାର ଆୟକର ମୁଖ୍ୟ କମିଶନର ଭାବେ ଯୋଗ ଦେଇଛନ୍ତି

ଶ୍ରୀ ରାହୁଲ କର୍ଣ୍ଣ ଆଇଆରଏସ ଓଡ଼ିଶାର ଆୟକର ମୁଖ୍ୟ କମିଶନର ଭାବେ ଯୋଗ ଦେଇଛନ୍ତି ଭୁବନେଶ୍ୱର:ସେପ୍ଟେମ୍ବର 1, 2024 ରେ ଶ୍ରୀ ରାହୁଲ କର୍ଣ୍ଣ, ଆଇଆରଏସ , ଓଡିଶାର ପ୍ରଧାନ ମୁଖ୍ୟ ଆୟକର କମିଶନର ଭାବରେ ଦାୟିତ୍। ଗ୍ରହଣ କରିଛନ୍ତି। ଶ୍ରୀ କର୍ଣ୍ଣ 1989 ବ୍ୟାଚର ଭାରତୀୟ ରାଜସ୍ୱ ସେବା ଅଧିକାରୀ। ଓଡିଶାରେ ଦାୟିତ୍। ଗ୍ରହଣ କରିବା ପୂର୍ବରୁ ସେ ଆୟକର (ଅନୁସନ୍ଧାନ), ବିହାର ଏବଂ ଝାଡ଼ଖଣ୍ଡ ର ମହାନିର୍ଦ୍ଦେଶକ [...]

ସାମ୍ବାଦିକଙ୍କୁ ନାଲି ଆଖି ଦେଖାଉଥିବା ଏ ଅସାମାଜିକ ବ୍ୟକ୍ତି କିଏ???

ମୁଖ୍ୟ ମନ୍ତ୍ରୀଙ୍କ ବିଧାନସଭା ପ୍ରକୋଷ୍ଟ ନିକଟରେ ବେଆଇନ ଭାବେ ପ୍ରବେଶ କରି ସୁରକ୍ଷା କର୍ମୀ ଓ ସାମ୍ବାଦିକଙ୍କୁ ନାଲି ଆଖି ଦେଖାଉଥିବା ଏ ଅସାମାଜିକ ବ୍ୟକ୍ତି କିଏ??? ଭୁବନେଶ୍ୱର 3.8.24 ଜାତୀୟ ଟିଭି ସାମ୍ବାଦିକଙ୍କୁ ମନ୍ତ୍ରୀଙ୍କ ଚାମ୍ବର କୁ ବାଇଟ ପାଇଁ ଯିବାକୁ ହେଲେ ପାସ୍ ଥିଲେ ମଧ୍ୟ ବିଧାନସଭା ଏସପି ଙ୍କ ଅନୁମତି ନେବାକୁ ପଡେ.ଏପରିକି ଉପ ମୁଖ୍ୟମନ୍ତ୍ରୀ ନିଜ ସୁରକ୍ଷା କର୍ମୀଙ୍କୁ ପଠାଇଲେ ମଧ୍ୟ ମୁଖ୍ୟ ଦ୍ୱାର [...]

ତେଲେଙ୍ଗାନାରେ ୧୨ ପଇସାରେ ବିକ୍ରି ହେଉଛି ଦୁଷ୍କର୍ମ ଭିଡିଓ

ପଶ୍ଚିମବଙ୍ଗ ହାୱଡାରେ ନାବାଳିକାଙ୍କୁୁ ହସ୍ପିଟାଲ କର୍ମଚାରୀଙ୍କ ଅସଦାଚରଣ । ତେଲେଙ୍ଗାନାରେ ୧୨ ପଇସାରେ ବିକ୍ରି ହେଉଛି ଦୁଷ୍କର୍ମ ଭିଡିଓ ଭୁବନେଶ୍ୱର:ପୁଣି ଥରେ ମହିଳା ଦୁଷ୍କର୍ମ ମାମଲାରେ ଦେଶର ମୁଣ୍ଡ ତଳକୁ ହୋଇଛି ।ପଶ୍ଚିମବଙ୍ଗ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛି। ଆର.ଜି. କର ମେଡିକାଲ ବିବାଦ ଥମିନଥିବା ବେଳେ ଦୁଇଟିଯାକ ଘଟଣା ହସ୍ପିଟାଲରେ ହିଁ ଘଟିଛି। ହାୱଡାରେ ହସ୍ପିଟାଲ କର୍ମଚାରୀ ଜଣେ ନାବାଳିକାଙ୍କୁ ଦୁର୍ବ୍ୟବହାର କରିଥିବାବେଳେ ବୀରଭୂମରେ ନର୍ସଙ୍କୁ ଦୁର୍ବ୍ୟବହାର କରିଛନ୍ତି [...]

ରାଜ୍ୟସାରା ଚାଲୁଛି ‘ସୁଭଦ୍ରା’ କାର୍ଯ୍ୟକାରିତାର ତାଲିମ କାର୍ଯ୍ୟକ୍ରମ

ରାଜ୍ୟସାରା ଚାଲୁଛି ‘ସୁଭଦ୍ରା’ କାର୍ଯ୍ୟକାରିତାର ତାଲିମ କାର୍ଯ୍ୟକ୍ରମ  -ଲୋକଙ୍କ ପାଖରେ ଠିକ ଖବର ପହଞ୍ଚାଇବାକୁ ଦିଆଯାଉଛି ଗୁରୁତ୍ୱ  -ତାଲିମ ମାଧ୍ୟମରେ ସୁଭଦ୍ରା ମାର୍ଗଦର୍ଶିକାକୁ ଘରେ ଘରେ ପହଞ୍ଚାଇବାର ଉଦ୍ୟମ ଭୁବନେଶ୍ୱର, ତା ୦୧/୦୯/୨୦୨୪ରିଖ “ସୁଭଦ୍ରା” ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। “ସୁଭଦ୍ରା” ଯୋଜନାର ମାର୍ଗଦର୍ଶିକା ଜାରି [...]

ସନମାର୍ଗ ପକ୍ଷରୁ ଶଶି ପ୍ରେରଣା ଆୱାର୍ଡ 2024

ସନମାର୍ଗ ପକ୍ଷରୁ ଶଶି ପ୍ରେରଣା ଆୱାର୍ଡ 2024 ମହିଳା ସଶକ୍ତ ହେଲେ ସମାଜ ଆଗକୁ ବଢିବ ଭୁବନେଶ୍ୱର : ଦୈନିକ ଜାତୀୟ ଖବର କାଗଜ ସନମାର୍ଗ ଓଡ଼ିଶା ସଂସକରଣ ପକ୍ଷରୁ ଭୁବନେଶ୍ୱରରେ ଫେମ ଫେଷ୍ଟ ତଥାଶଶି ପ୍ରେରଣା ଆୱାର୍ଡ- 2024 ଅନୁଷ୍ଠିତ ହୋଇଯାଇଛି. ରାଜ୍ୟର ବିଭିନ୍ନ ସମାଜର ମହିଳାମାନଙ୍କୁ ନେଇ ଏହି ଉତ୍ସବ ଆୟୋଜନ ହୋଇଥିଲା. ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ମହିଳା ଓ ମହିଳା ସମାଜକୁ ଆଗକୁ [...]

ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳର ସଦସ୍ୟ ଭାବେ ପ୍ରତ୍ୟେକ କାର୍ଯ୍ୟକର୍ତା ନିଜ ଆଚରଣ ଓ ଉଚାରଣକୁ ସଠିକ ରଖନ୍ତୁ

_ରାଜ୍ୟ ଶୃଙ୍ଖଳା କମିଟି ବୈଠକ_ ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳର ସଦସ୍ୟ ଭାବେ ପ୍ରତ୍ୟେକ କାର୍ଯ୍ୟକର୍ତା ନିଜ ଆଚରଣ ଓ ଉଚାରଣକୁ ସଠିକ ରଖନ୍ତୁ  ଦଳୀୟ ଅନୁଶାସନ ଭଙ୍ଗ ଓ ବିଶୃଙ୍ଖଳା ସୃଷ୍ଟି ପ୍ରସଙ୍ଗରେ ହସ୍ତଗତ ହୋଇଥିବା ସମସ୍ତ ଅଭିଯୋଗକୁ ବିଚାର କରାଯାଇ ବିହୀତ ପଦକ୍ଷେପ ନେବା ପାଇଁ ବୈଠକରେ ନିଷ୍ପତି ଭୁବନେଶ୍ୱର, ତା.୦୧/୦୯: ନିର୍ବାଚନ ଏବଂ ନିର୍ବାଚନ ପରବର୍ତୀ ସମୟରେ ଦଳୀୟ ଅନୁଶାସନ ଭଙ୍ଗ ଓ [...]