Search for:
  • Home/
  • Month: September 2024

ପୂର୍ବର ସମସ୍ତ ବେଆଇନ କାରବାରକୁ ମୂଳପୋଛ କରାଯିବ: ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ବେଆଇନ ମଦ କାରବାର ନେଇ ରାଜ୍ୟରେ ଦୀର୍ଘ ଓ ସର୍ବବୃହତ ଚଢ଼ାଉ ଅଭିଯାନ ପୂର୍ବର ସମସ୍ତ ବେଆଇନ କାରବାରକୁ ମୂଳପୋଛ କରାଯିବ: ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ – ଭଙ୍ଗା ହେଲା ୧୪୪୩ ବେଆଇନ ଭାଟି – ୧୯୫୭ ଜଣ ଗିରଫ ୧୮୩ ଗାଡି ଜବତ ଭୁବନେଶ୍ୱର,୦୩/୦୯/୨୦୨୪:ବେଆଇନ ମଦ କାରବାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଅଗଷ୍ଟ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଚଢ଼ାଉ ଅଭିଯାନ ଆଜିବି ଜାରି [...]

ବିଏମ୍ ସି ରିକ୍ରିଏସନ କ୍ଲବ ପକ୍ଷରୁ ନାଟକ ‘ସତ୍ୟ ଶିବ ସୁନ୍ଦର’ ମଞ୍ଚସ୍ଥ

ବିଏମ୍ ସି ରିକ୍ରିଏସନ କ୍ଲବ ପକ୍ଷରୁ ନାଟକ ‘ସତ୍ୟ ଶିବ ସୁନ୍ଦର’ ମଞ୍ଚସ୍ଥ ଭୁବନେଶ୍ୱର;ତା 02।09।2024ରିଖ:ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ରିକ୍ରିଏସନ୍ କ୍ଲବ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମଞ୍ଚସ୍ଥ ହୋଇଯାଇଛି ପାରିବାରିକ ସାମାଜିକ ନାଟକ ‘ସତ୍ୟ ଶିବ ସୁନ୍ଦର’। ରବୀନ୍ଦ୍ର ମଣ୍ଡପଠାରେ ମଞ୍ଚସ୍ଥ ଏହି ନାଟକକୁ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଡେପୁଟି ମେୟର [...]

ଆକ୍ରମଣ କଲେ ବିଜେପି ମହିଳା ନେତ୍ରୀ:ସୁନୀତି ମୁଣ୍ଡ

ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ପାର୍ଟି ଅଫିସରେ ଆକ୍ରମଣ କଲେ ବିଜେପି ମହିଳା ନେତ୍ରୀ ବିଜେପିରେ ମହିଳାଙ୍କୁ ସମ୍ମାନ ନାହିଁ : ସୁନୀତି ଭୁବନେଶ୍ବର : ବିଜେପିର ଭୁବନେଶ୍ବର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆକ୍ରମଣ ହୋଇଛି। ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଧକ୍କା ମାରି ବିଜେପି ପାର୍ଟି ଅଫିସରୁ ବାହାର କରିଛନ୍ତି ବିଜେପି ମହିଳା ନେତ୍ରୀ। ଗତକାଲି ବିଜେପିରୁ ନିଲମ୍ବିତ ହେବା [...]

ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ସାମିଲ ନକଲେ ଆନ୍ଦୋଳନ ହେବ: ବିଜେଡି

ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ସାମିଲ ନକଲେ ଆନ୍ଦୋଳନ ହେବ: ବିଜେଡି ପ୍ରତ୍ୟେକ ମହିଳାଙ୍କୁ ସାମିଲ କରିବାକୁ ପ୍ରତିଶ୍ରୁତି ଦେଇ କିଛି କିଛି ମହିଳାଙ୍କୁ ସାମିଲ କରିବା କେବଳ ପ୍ରବଞ୍ଚନା ୧୮ରୁ ୨୦ ବର୍ଷର ମହିଳାଙ୍କୁ ସାମିଲ କରିବା ନିହାତି ଜରୁରୀ ଭୁବନେଶ୍ୱର, ୦୨/୦୯/୨୦୨୪: ସୁଭଦ୍ରା ଯୋଜନାର ଏସଓପିକୁ ନେଇ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଆଜି ରାଜ୍ୟ ବିଜେପି ସରକାରଙ୍କ ଉପରେ [...]

ପ୍ରଶାସନକୁ ମାର୍ଗଦର୍ଶନ କରିଥାଏ ଶାସନ।

ପ୍ରଶାସନକୁ ମାର୍ଗଦର୍ଶନ କରିଥାଏ ଶାସନ ଭୁବନେଶ୍ୱର: ଶାସନ କହିଲେ ନିୟମ, ପ୍ରକ୍ରିୟା, ଏବଂ ଅନୁଷ୍ଠାନଗୁଡିକର କାର୍ଯ୍ୟପ୍ରଣାଳୀକୁ ବୁଝାଏ; ଯାହା ଏକ ଦେଶ, ରାଜ୍ୟ କିମ୍ବା ସଂଗଠନର ପରିଚାଳନା ଏବଂ ପ୍ରଶାସନକୁ ମାର୍ଗଦର୍ଶନ କରିଥାଏ। ଏହା ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା, ଉତ୍ତରଦାୟିତ୍ୱ, ସ୍ୱଚ୍ଛତା ଏବଂ ନାଗରିକଙ୍କ ଆବଶ୍ୟକତା ପ୍ରତି ପ୍ରତିକ୍ରିୟାଶୀଳତାକୁ ଅନ୍ତର୍ଭୁକ୍ତ କରେ। ଶାସନ ପରିଚାଳନା ଗତିଶୀଳତା, ଏକ ସଂଘୀୟ ବ୍ୟବସ୍ଥା ସହିତ ଏକାଧିକ ସରକାରୀ ସ୍ତର ଏବଂ ଏକ ବୃହତ [...]

ବନମାଳୀ ଦାସ ସ୍ମାରକୀ ବତ୍କୃତା

କୃଷକ-କୃଷି ସଙ୍କଟ ଏକ ବ୍ୟବସ୍ଥାଗତ ସଙ୍କଟ ରେ ପରିଣତ ହୋଇଛି, ବନମାଳୀ ଦାସ ସ୍ମାରକୀ ବତ୍କୃତା ରେପ୍ରଫେସର ଆର୍ ରାମ କୁମାରଙ୍କ ମତ ପ୍ରକାଶ ଭୁବନେଶ୍ୱର:ଐତିହାସିକ ନୀଳଗିରି ପ୍ରଜା ଆନ୍ଦୋଳନ ର ଅନ୍ୟତମ ଯୋଦ୍ଧା,ପ୍ରଖ୍ୟାତ କମ୍ୟୁନିଷ୍ଟ ନେତା,ପୂର୍ବତନ ବିଧାୟକ,ସି ପି ଆଇ(ଏମ୍) ଓଡିଶା ରାଜ୍ୟ କମିଟି ର ପ୍ରଥମ ରାଜ୍ୟ ସମ୍ପାଦକ ପ୍ରୟାତ ଜନନେତା କମ୍ରେଡ ବନମାଳୀ ଦାସଙ୍କ ୧୦୭ତମ ଜୟନ୍ତୀ ଅବସରରେ କମ୍ରେଡ ବନମାଳୀ ଦାସ ସ୍ମାରକୀ ବତ୍କୃତାମାଳା [...]

ଶିମିଳିପାଳରେ ହାତୀ ଛୁଆ ମୃତ୍ୟୁ

ଶିମିଳିପାଳରେ ହାତୀ ଛୁଆ ମୃତ୍ୟୁ ଭୁବନେଶ୍ୱର:ବାରିପଦା- ଶିମିଳିପାଳ ଅଭୟାରଣ୍ୟରେ ହାତୀ ଛୁଆର ମୃତ୍ୟଦେହ ଠାବ ହୋଇଛି। ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ସମୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଜେନାବିଲ ରେଞ୍ଜ ଅଞ୍ଚଳରୁ ମୃତ୍ୟ ଦେହ ଉଦ୍ଧାର କରାଯାଇଛି। ୧ବର୍ଷର ହାତୀ ଛୁଆଟିର ସଂକ୍ରମଣ ଜନିତ ମୃତ୍ୟୁ ଘଟିଥିବା ତଦନ୍ତରୁ ଜଣାପଡିଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ [...]

ଭାଷା ଓ ସାହିତ୍ୟର ଉନ୍ନତି ଓ ଅଗ୍ରଗତି ପାଇଁ ଏକ ବ୍ୟାପକ ସାମାଜିକ ଆନ୍ଦୋଳନ ଲୋଡା

ଭାଷା ଓ ସାହିତ୍ୟର ଉନ୍ନତି ଓ ଅଗ୍ରଗତି ପାଇଁ ଏକ ବ୍ୟାପକ ସାମାଜିକ ଆନ୍ଦୋଳନ ଲୋଡା ଶ୍ରୀ ଅଚ୍ୟୁତାନନ୍ଦ ପତି ଗଳ୍ପସମ୍ମାନ ପ୍ରଦାନ ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନଙ୍କର ମତ ଭୁବନେଶ୍ୱର ତା ୦୨/୦୯/୨୦୨୪ ଅତିବଡି ଜଗନ୍ନାଥ ଦାସ ଓ ଶାରଳା ପୁରସ୍କାର ବିଜେତା ଓଡିଶାର ବର୍ଷିୟାନ କଥାକାର ଅଚ୍ୟୁତାନନ୍ଦ ପତିଙ୍କ ୯୮ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଅଚ୍ୟୁତାନନ୍ଦ ପତି ଗଳ୍ପସମ୍ମାନ ପ୍ରଦାନ ସମାରୋହ ସ୍ଥାନୀୟ ବୁଦ୍ଧ ମନ୍ଦିର ଠାରେ [...]

ସୁସ୍ଥ ସ୍ବାସ୍ଥ୍ୟ ସୁସ୍ଥ ସମାଜ ଗଠନର ମୁଖ୍ୟ ବିନ୍ଧାଣି ସାଜିବ ଏଭଳି ସ୍ୱାସ୍ଥ୍ୟ ଶିବିର:- ଅମରେଶ ଜେନା

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ୱାର୍ଡ ୪୫ରେ ହେଲ୍ପମେଟ ଓ ସନସାଇନ୍ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର:ସୁସ୍ଥ ସ୍ବାସ୍ଥ୍ୟ ସୁସ୍ଥ ସମାଜ ଗଠନର ମୁଖ୍ୟ ବିନ୍ଧାଣି ସାଜିବ ଏଭଳି ସ୍ୱାସ୍ଥ୍ୟ ଶିବିର:- ଅମରେଶ ଜେନା, ବରିଷ୍ଠ କର୍ପୋରେଟର ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଆଜି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ୪୫ ରେ ବରିଷ୍ଠ କର୍ପୋରେଟର ଅମରେଶ ଜେନାଙ୍କ ନେତୃତ୍ବରେ [...]

ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ରାଜନୀତି ବନ୍ଦ କର

ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ରାଜନୀତି ବନ୍ଦ କର ଭୁବନେଶ୍ୱର ୨/୯/୨୪: ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ରାଜନୀତି ବନ୍ଦ କରି ରେଭେନ୍ସାରେ ଖାଲିପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ କରିବା ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦେବାକୁ ଦାବି କରିଛନ୍ତି ରେଭେନ୍ସା ଛାତ୍ର ସଂସଦର ପୂର୍ବତନ ନିର୍ବାଚିତ ପ୍ରତିନିଧି ମାନେ। ଏକ ପ୍ରେସ ବିବୃତିରେ ରେଭେନ୍ସାର ପୂର୍ବତନ ସଭାପତି ଗଣେଶ ତ୍ରିପାଠୀ, ଶିବାଶିଷ ପ୍ରହରାଜ, [...]