Search for:
  • Home/
  • Month: September 2024

ରେଭେନ୍ସା ନାମ ପରିବର୍ତ୍ତନର ହୀନ ଉଦ୍ୟମ ବନ୍ଦ କରିବା ଦାବିରେ ଏଆଇଡିଏସ୍‌ଓ ର ବିକ୍ଷୋଭ

ରେଭେନ୍ସା ନାମ ପରିବର୍ତ୍ତନର ହୀନ ଉଦ୍ୟମ ବନ୍ଦ କରିବା ଦାବିରେ ଏଆଇଡିଏସ୍‌ଓ ର ବିକ୍ଷୋଭ ଭୁବନେଶ୍ୱର ତା୦୬.୦୯.୨୦୨୪ ରେଭେନ୍ସା ନାମ ପରିବର୍ତ୍ତନର ହୀନ ଷଡଯନ୍ତ ବନ୍ଦ କରି ରେଭେନ୍ସାରେ ଖାଲି ପଡିଥିବା ଅଧ୍ୟାପକ, ପ୍ରଫେସର ପଦବୀ ତୁରନ୍ତ ପୂରଣ କରିବା ସହ ଗୁଣାତ୍ମକ ବିକାଶ ପାଇଁ ରେଭେନ୍ସାର ଭିତିଭୂମି ସୁଦୃଢ କରିବା, ରେଭେନ୍ସା ଆଲୁମୁନିମାନଙ୍କ ନାମରେ ମିଛ ଏତଲା ପ୍ରତ୍ୟାହର ଦାବିରେ ଆଜି ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। [...]

ଗଜଲ ଗାୟନରୁ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଘାଟିତ

ଗଜଲ ଗାୟନରୁ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଘାଟିତ ଭୁବନେଶ୍ୱର – ତା ୦୫.୦୯.୨୦୨୪ : ସୃଜନ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ୨୦୨୪ ଏକ ଭବ୍ୟ ସମାରୋହରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଘାଟିତ ହୋଇଯାଇଅଛି । ନୃତ୍ୟ ସଙ୍ଗୀତରେ ଆମର ଶାସ୍ତ୍ରୀୟ ପରମ୍ପରାର ସଚେତନତା ସୃଷ୍ଟି [...]

ବିଜେପି ର ମିଛ କୁ expose କରିବାକୁ ନବୀନ ପଟନାୟକ ଙ୍କ ଆହ୍ୱାନ.

ଶଙ୍ଖ ଭବନ ରେ ବିଜୁ ମହିଳା ଜନତା ଦଳ ଜିଲ୍ଲା କର୍ମକର୍ତ୍ତା ମାନଙ୍କ ସମାବେଶ. ଦଳ ରେ ମହିଳା ମାନଙ୍କୁ ଅଧିକ ଦାୟିତ୍ୱ ଦିଆଯିବ. ବିଜେଡି ମହିଳା ମାନଙ୍କ ସ୍ୱର ହୋଇ ରହିଛି ଓ ରହିବ. ମା ମାନଙ୍କ ବିଶ୍ୱାସ ସହ ବିଜେପି ଖେଳୁଛି. ମା ମାନେ ଉଚିତ ଜବାବ ଦେବେ. ନିର୍ବାଚନ ରେ ହାତୀ ଦେବୁ ଘୋଡା ଦେବୁ କହିଲେ କିନ୍ତୁ କାମ ରେ zero.ମିଛ ବିଜେପି ର [...]

ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ତରଫରୁ ଛାତ୍ର ସଂସଦ ନିର୍ବାଚନ ଦାବିରେ ବିଧାନସଭା ଘେରାଉ

ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ତରଫରୁ ଛାତ୍ର ସଂସଦ ନିର୍ବାଚନ ଦାବିରେ ବିଧାନସଭା ଘେରାଉ ଭୁବନେଶ୍ୱର ତା. ୪.୯- ଆଜି ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ କରାଯାଇଥିଲା । ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ସରକାର ନେତୃତ୍ୱ ସୃଷ୍ଟି କରିବାପାଇଁ ଚାହୁଁ ନାହାନ୍ତି [...]

ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷାନୀତିର ପ୍ରଣୟନ

ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷାନୀତିର ପ୍ରଣୟନ ନିମନ୍ତେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ଜାତୀୟ ଶିକ୍ଷାନୀତି ପ୍ରଣୟନ ଦ୍ୱାରା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ସଂସ୍କୃତି ବଜାୟ ରହିବ, ମାତୃଭାଷାରେ ପାଠପଢା ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ବିକାଶରେ ସହାୟକ ହେବ-ଉଚ୍ଚଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର: ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷାନୀତିର ପ୍ରଣୟନ ନିମନ୍ତେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ଦୀକ୍ଷାନ୍ତ ଭବନ ଠାରେ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି [...]

ଦାବି ପୂରଣ ନହେଲେ ଆଗାମୀ ଦିନରେ ମନ୍ତ୍ରୀ ଘରେ ପଶିବୁ।

  ମଧ୍ୟାହ୍ନ ଭୋଜନ କର୍ମୀଙ୍କର ସିଆଇଟିୟୁ ନେତୃତ୍ବରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ଭୁବନେଶ୍ୱର:ଓଡିଶା ମଧାହ୍ନ ଭୋଜନ ପାଚିକା ସହାୟାକା ସଂଘ (ସିଆଘଟିସ୍) ନେତୃତ୍ବରେ ଆଜି ଭୁବନେଶ୍ୱଠାରେ ବିକ୍ଷୋଗ ପ୍ରଦାର୍ଶନ କରାଯାଇ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପାର୍ଟିକା ସହାୟାକା ମାନଙ୍କୁ ଶ୍ରମକର ମାନ୍ୟତା, ତାମିଲନାଡୁ ସରକାରଙ୍କ ଭଳି ଶିକ୍ଷା ବିଭାଗରେ ୪ର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା, ମାସିକ ୨୬,୦୦୦ ଟଙ୍କା [...]

ଦାବି ପୁରଣ ନହେଲେ ୧୦ ସେପ୍ଟେମ୍ବରରେ ବିଧାନସଭା ଘେରିବେ ୫୦ହଜାରରୁ ଊର୍ଦ୍ଧ ଗାଁସାଥୀ

ମାସିକ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଣି ଓ ଯୋଗ୍ୟ ଗାଁସାଥୀ (ମେଟ୍)ଙ୍କୁ ଜି.ଆର.ଏସ୍. ପଦବୀ ପ୍ରଦାନ ଦାବିରେ ଗାଁସାଥୀଙ୍କ ସାମ୍ବାଦିକ ସମ୍ମିଳନୀ ଦାବି ପୁରଣ ନହେଲେ ୧୦ ସେପ୍ଟେମ୍ବରରେ ବିଧାନସଭା ଘେରିବେ ୫୦ହଜାରରୁ ଊର୍ଦ୍ଧ ଗାଁସାଥୀ (ମେଟ୍) ଗାଁସାଥୀ (ମେଟ୍)ଙ୍କ ଦାବି ପୂରଣ ପାଇଁ ବିଧାନସଭାରେ ସ୍ତର ନଭୋଳନ ପାଇଁ ବିଧାୟକ/ବିଧାରିକାମାନଙ୍କୁ ସଂଘର ନିବେଦନ ଭୁବନେଶ୍ଵର, ତା ୪.୯ : ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, [...]

ଆଜି ବିଧାନସଭା ଘେରିବ ଛାତ୍ର କଂଗ୍ରେସ।

ଛାତ୍ର ସଂସଦ ନିର୍ବାଚନ ଦାବିରେ ରାସ୍ତାକୁ ଓହ୍ଲାଇବ ଛାତ୍ର କଂଗ୍ରେସ ଭୁବନେଶ୍ୱର ତା. ୪.୯- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ ଆଇନ ମନ୍ତ୍ରୀ ଏବର୍ଷ ଛାତ୍ର ସଂସଦ ନିର୍ବାଚନ ନ ହେବା ନେଇ ଘୋଷଣା କରିବା ଦୁର୍ଭାଗ୍ୟଜନକ । ବିଜେଡ଼ି ରାସ୍ତାରେ ବିଜେପି ସରକାର ଯାଉଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । [...]