Search for:
  • Home/
  • Month: September 2024

କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ‘ଉକଳ ରତ୍ନ’, ରବି ରଥ ପାଇବେ ‘ଉଦୟନାଥ ଷଡ଼ଙ୍ଗୀ ସାମ୍ୱାଦିକତା ସମ୍ମାନ’

ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଘୋଷିତ କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ‘ଉକଳ ରତ୍ନ’, ରବି ରଥ ପାଇବେ ‘ଉଦୟନାଥ ଷଡ଼ଙ୍ଗୀ ସାମ୍ୱାଦିକତା ସମ୍ମାନ’ କଟକ, 10/9 : ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ଚଳିତବର୍ଷ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ପ୍ରଦାନ କରାଯିବ। ଅନ୍ୟମାନଙ୍କ ମଧ୍ୟରେ ନବୀନର ସମ୍ପାଦକ ରବି ରଥଙ୍କୁ ‘ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ, କୃପାସାଗର ସାହୁଙ୍କୁ [...]

ମିଥ୍ୟା କେସ ବିରୁଦ୍ଧରେ ପୋଲିସ କମିଶନର ଙ୍କୁ ଭେଟିଲା ରେଭେନ୍ସା ହେରିଟେଜ ଫୋରମ୍ l

ରେଭେନ୍ସା ନାମ ପରିବର୍ତ୍ତନ ଆନ୍ଦୋଳନ l ମିଥ୍ୟା କେସ ବିରୁଦ୍ଧରେ ପୋଲିସ କମିଶନର ଙ୍କୁ ଭେଟିଲା ରେଭେନ୍ସା ହେରିଟେଜ ଫୋରମ୍ l ଭୁବନେଶ୍ୱର:୨୦.୦୯.୨୪ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ବିରୁଦ୍ଧରେ କଟକ ଠାରେ ଅନୁଷ୍ଠିତ ମଶାଲ ଶୋଭାଯାତ୍ରା ରେ ଯୋଗ ଦେଇଥିବା ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ନେତାଙ୍କ ବିରୁଦ୍ଧରେ ହୋଇଥିବା ପୋଲିସ କେସ ବିରୁଦ୍ଧରେ ଆଜି ଆଜି ରେଭେନ୍ସା ହେରିଟେଜ ଫୋରମ୍ ପକ୍ଷରୁ ଦୈତ୍ୟ ନଗରୀ ର ପୋଲିସ କମିଶନର [...]

ବଢ଼େଇବାଙ୍କ ଛକରେ ଏକାମ୍ର ରାଜା ଗଣେଶ, କମାଲ କଲେ କଣ୍ଠଶିଳ୍ପୀ ଆସିମା ପଣ୍ଡା,

ବଢ଼େଇବାଙ୍କ ଛକରେ ଏକାମ୍ର ରାଜା ଗଣେଶ, କମାଲ କଲେ କଣ୍ଠଶିଳ୍ପୀ ଆସିମା ପଣ୍ଡା, ଭୁବନେଶ୍ୱର,୯/୯ : ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଅଙ୍ଗଲାଗି ସେବକଙ୍କ ଦ୍ବାରା “ଏକାମ୍ର ରାଜା ଚାରିଟେବ୍ୟୁଲ ଟ୍ରଷ୍ଟ” ଆନୂକୁଲ୍ୟରେ ଏକାମ୍ର ରାଜା ଗଣେଶ ପୂଜା ବଢ଼େଇବାଙ୍କ ଛକ ସ୍ଥିତ ଦେବୀ ମଣ୍ଡପରେ ଆଜି କମାଲ କରିଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା । ସେ ତାଙ୍କ କଣ୍ଠରେ ତୁ ଥିଲେ ଓ ଜାନା ମୌସମ ଲଗେ ସୁହାନା…, ମହୁଆ [...]

ନୂତନ ଫୌଜଦାରୀ ଆଇନ ବ୍ୟକ୍ତି ସ୍ବାଧିନତା ଓ ଗଣତାନ୍ତ୍ରିକ ଆନ୍ଦୋଳନ ପ୍ରତି ଅଧିକ ବିପଦଜନକ: ବିଚାରପତି ଚନ୍ଦ୍ରୁ

ନୂତନ ଫୌଜଦାରୀ ଆଇନ ବ୍ୟକ୍ତି ସ୍ବାଧିନତା ଓ ଗଣତାନ୍ତ୍ରିକ ଆନ୍ଦୋଳନ ପ୍ରତି ଅଧିକ ବିପଦଜନକ: ବିଚାରପତି ଚନ୍ଦ୍ରୁ ଭୁବନେଶ୍ୱର ତା ୦୮/୦୯/୨୦୨୪- ନୂତନ ଭାବେ ପ୍ରଣୀତ ଫୌଜଦାରୀ ଆଇନ ବ୍ୟକ୍ତି ସ୍ବାଧିନତା ଓ ଗଣତାନ୍ତ୍ରିକ ଆନ୍ଦୋଳନ ପ୍ରତି ଅଧିକ ବିପଦଜନକ ବୋଲି ମାଡ୍ରାସ ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି କେ. ଚନ୍ଦ୍ରୁ, ମତବ୍ୟକ୍ତ କରିଛନ୍ତି । ଭାରତର ଛାତ୍ର ଫେଡେରେସନ୍ ( ଏସ.ଏଫ୍.ଆଇ) ପକ୍ଷରୁ ଭୁବନେଶ୍ୱର ପ୍ରେସକ୍ଲବ ସମ୍ମିଳନୀ କକ୍ଷରେ [...]

ଅମ୍ବି ଓ ବିନ୍ଦୁ ସୁବ୍ରମଣ୍ୟମ୍‍ଙ୍କ ବାଦ୍ୟ ସଂଚାଳନ (ମ୍ୟୁଜିକାଲ୍‍ ଫ୍ୟୁଜନ୍‍)ରେ ଦର୍ଶକ ମନ୍ତ୍ରମୁଗ୍ଧ

ଅମ୍ବି ଓ ବିନ୍ଦୁ ସୁବ୍ରମଣ୍ୟମ୍‍ଙ୍କ ବାଦ୍ୟ ସଂଚାଳନ (ମ୍ୟୁଜିକାଲ୍‍ ଫ୍ୟୁଜନ୍‍)ରେ ଦର୍ଶକ ମନ୍ତ୍ରମୁଗ୍ଧ (୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବର ଚତୁର୍ଥ ସଂଧ୍ୟା) ଭୁବନେଶ୍ୱର (ତା ୯.୯.୨୦୨୪) : ସୃଜନ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଆଜି ଥିଲା ଚତୁର୍ଥ ସଂଧ୍ୟା । ଏହି ଚତୁର୍ଥ ସଂଧ୍ୟାରେ [...]

ବିଜେବି ନଗର “ଫାଷ୍ଟ୍ କ୍ରାଇ” – “ଇଣ୍ଟେଲି ଟଟ୍ସ୍”ର ଶୁଭାରମ୍ଭ

ବିଜେବି ନଗର “ଫାଷ୍ଟ୍ କ୍ରାଇ” – “ଇଣ୍ଟେଲି ଟଟ୍ସ୍”ର ଶୁଭାରମ୍ଭ ଭୁବନେଶ୍ୱର – ୦୮-୦୯-୨୦୨୪:ଛୋଟ ଛୋଟ ପିଲାମାନଙ୍କ ପରିଧାନ, ସ୍ଵାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ସୁପରିଚିତ “ଫାଷ୍ଟ୍ କ୍ରାଇ”ର pre-school & day-care “ଇଣ୍ଟେଲି ଟଟ୍ସ୍”, BJB Nagar centreର ଶୁଭଉଦ୍ଘାଟନ ଶ୍ରୀଗଣେଶ ପୂଜା ଦିନ ହୋଇଥିଲା।ଏହାର ମୁଖ୍ୟ ଉଦ୍ଦେଶ୍ୟ, ଖେଳ ମାଧ୍ୟମରେ, ସୁନ୍ଦର ଭାବରେ କୋମଳ ଶିଶୁଟିର ପୂର୍ଣ୍ଣାଙ୍ଗ ବିକାଶ ସହିତ ଭଲ ମଣିଷଟିଏ ଗଢ଼ି ତୋଳିବା। ଆଧୁନିକ [...]

ସୁଭଦ୍ରା ରଥର ଶୁଭ ଉଦଘାଟନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ହେଲା ଶୁଭାରମ୍ଭ ସୁଭଦ୍ରା ଯୋଜନା ହେବ ଆମ ଅସ୍ମିତାର ପରିଚୟ- ମୁଖ୍ୟମନ୍ତ୍ରୀ

ସୁଭଦ୍ରା ରଥର ଶୁଭ ଉଦଘାଟନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ହେଲା ଶୁଭାରମ୍ଭ ସୁଭଦ୍ରା ଯୋଜନା ହେବ ଆମ ଅସ୍ମିତାର ପରିଚୟ- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର :୭ସେପ୍ଟେମ୍ବର ୨୦୨୪ଆଗାମୀ ୧୭ ତାରିଖରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା। ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ। ଏହି ଯୋଜନା ସମ୍ପର୍କରେ ରାଜ୍ୟବ୍ୟାପୀ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗଠାରେ ସୁଭଦ୍ରା [...]

ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ର ବିଭିନ୍ନ ଗଣେଶ ପୂଜା ମଣ୍ଡପ ବୁଲି ଦେଖୁଛନ୍ତି.

ଭୁବନେଶ୍ୱର ର ବିଭିନ୍ନ ଗଣେଶ ପୂଜା ମଣ୍ଡପ ପରିଦର୍ଶନ. ଭୁବନେଶ୍ୱର7/9/24ଆଜି ଗଣେଶ ଚତୁର୍ଥୀ. ଭୁବନେଶ୍ୱର ର ବିଭିନ୍ନ ପୂଜା ମଣ୍ଡପ ରେ ପୂଜା ପାଉଛନ୍ତି ସିଦ୍ଧିଦାତା ଗଜାନନ.ଏହି ଅବସରରେ ଗଣେଶ ଭଗବାନ ଙ୍କ ଆଶୀର୍ବାଦ ପାଇଁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ରେ ପୂଜା ମଣ୍ଡପ ଯାଇ ପ୍ରଭୃଙ୍କ ଦର୍ଶନ କରି ଓଡିଶା ବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ. ପ୍ରଥମେ ପୁରୁଣା [...]

ଗଣେଶ ପୂଜାରେ ମାଧ୍ୟମିକ ଶିକ୍ଷା ବୋର୍ଡର ବଡ଼ ଘୋଷଣା 

ଗଣେଶ ପୂଜାରେ ମାଧ୍ୟମିକ ଶିକ୍ଷା ବୋର୍ଡର ବଡ଼ ଘୋଷଣା  ଭୁବନେଶ୍ୱର:ଏଣିକି ସ୍କୁଲ ଦେବ ଯୁକ୍ତ ଦୁଇ ନାମଲେଖା ପାଇଁ ସାମ୍ସରେ ଛାତ୍ରଛାତ୍ରୀଙ୍କ ତଥ୍ୟ. ନବମରେ ପଢିଥିବା ପିଲାମାନଙ୍କ ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା ଅଛି. ବାପା, ମାଆଙ୍କ ନାଁ, ଜନ୍ମ ତାରିଖ ପରି ତଥ୍ୟ ପୋର୍ଟାଲରେ ଅପଲୋଡ଼ ହେବ. ଦଶମ ପରୀକ୍ଷାରେ ଏହି ତଥ୍ୟ ପୁଣି ରହିବ. ସାର୍ଟିଫିକେଟ ପାଇବା ସମୟରେ ଏହି ସମୟରେ ତଥ୍ୟ ସବୁ ସାମସକୁ ସ୍କୁଲ ଦେବ. [...]

ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ଓଡ଼ିଶାର ଢ଼ିଙ୍କିଆରେ ଜବରଦସ୍ତ ଜମି ଅଧିଗ୍ରହଣ

ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ଓଡ଼ିଶାର ଢ଼ିଙ୍କିଆରେ ଜବରଦସ୍ତ ଜମି ଅଧିଗ୍ରହଣ ଏବଂ ପୋଲିସ ଦମନ ଉପରେ ଜନ ଆୟୋଗର ରିପୋର୍ଟ ଉନ୍ମୋଚନ ।। ନୂଆଦିଲ୍ଲୀ, ତା ୬/୦୯/୨୪: ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ଢ଼ିଙ୍କିଆରେ ଜବରଦସ୍ତ ଜମି ଅଧିଗ୍ରହଣ ଏବଂ ପୋଲିସର ଦମନ ଉପରେ ତଥ୍ୟ ଅନୁସନ୍ଧାନ ପାଇଁ ଢ଼ିଙ୍କିଆ ପୀଡିତଙ୍କ ପାଇଁ ସଂହତି ମଞ୍ଚ, ଲୋକ ଶକ୍ତି ଅଭିଯାନ, ଓଡିଶା ପାଇଁ ଏକତା ଫୋରମ୍ [...]