Search for:
  • Home/
  • Month: September 2024

ଯୌନ ନିର୍ଯାତନା ପୀଡିତାଙ୍କୁ ଶୀଘ୍ର ନ୍ୟାୟ ଦେବା ପାଇଁ ଅଧିକ ଫାର୍ଷ୍ଟ ଟ୍ରାର୍କ କୋର୍ଟ ପାଇଁ ଆବେଦନ l

ଯୌନ ନିର୍ଯାତନା ପୀଡିତାଙ୍କୁ ଶୀଘ୍ର ନ୍ୟାୟ ଦେବା ପାଇଁ ଅଧିକ ଫାର୍ଷ୍ଟ ଟ୍ରାର୍କ କୋର୍ଟ ପାଇଁ ଆବେଦନ l ଭୁବନେଶ୍ୱର:ନିକଟରେ ନୂଆଦିଲ୍ଲୀରେ ଏକ ତିନି ଦିନିଆ କର୍ମଶାଳାରେ “ଫାର୍ଷ୍ଟ ଟ୍ରାକିଙ୍ଗ ଜଷ୍ଟିସ ” ରିପୋର୍ଟ ଉନ୍ନ୍ମୋଚିତ ହୋଇଯାଇଛି l ଏହି ରିପୋର୍ଟର ଅନୁସନ୍ଧାନ ପରେ ଫାର୍ଷ୍ଟ ଟ୍ରାର୍କ ସ୍ପେସିଆଲ କୋର୍ଟ ହେଉଛି ଏକମାତ୍ର ଉପାୟ ଯାହା ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ପୀଡିତା ନ୍ୟାୟ ପାଇପାରିବେ ବୋଲି ରୁଚିକା [...]

ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୦ ତମ ଜୟନ୍ତୀ ପାଳିତ l

ଭୁଦାନ ଆନ୍ଦୋଳନ ଆତ୍ମନିର୍ଭର ଭାରତ ଗଠନର ମୂଳଦୁଆ ଥିଲା :ରାମଦାସ ଆଠୱାଲେ ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୦ ତମ ଜୟନ୍ତୀ ପାଳିତ l ଭୁବନେଶ୍ୱର:ତା 11ରିଖ ଭୁବନେଶ୍ୱର l ଆଜି ଜୟଦେବ ଭବନ ଠାରେ ଭାରତ ରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୦ତମ ଜୟନ୍ତୀ ପାଳିତ ହୋଇଯାଇଛି l ଏଥି ସହିତ” ଆତ୍ମନିର୍ଭର ଭାରତରୁ ବିକଶିତ ଭାରତ :ଭୁଦାନ ଆନ୍ଦୋଳନ ର ଅବଦାନ” ବିଷୟ ସମ୍ପର୍କିତ ଜାତୀୟ ସ୍ତରର ଆଲୋଚନା [...]

ସୁଜିତ କୁମାରଙ୍କ ଯୋଗଦାନରେ ବିଜେପିର ସ୍ଥିତି ଅଧିକ ସୁଦୃଢ଼ ହେବ: ମନମୋହନ ସାମଲ

ବିଜେଡି ବରିଷ୍ଠ ନେତା ତଥା ସାଂସଦ ଶ୍ରୀ ସୁଜିତ କୁମାରଙ୍କ ବିଜେପିରେ ଯୋଗଦାନ ସୁଜିତ କୁମାରଙ୍କ ଯୋଗଦାନରେ ବିଜେପିର ସ୍ଥିତି ଅଧିକ ସୁଦୃଢ଼ ହେବ: ମନମୋହନ ସାମଲ  ବିଜେଡିର ଅସଲି ମୁଖା ଖୋଲି ଦେଲେ ସୁଜିତ୍ କୁମାର  ବିଜେଡିର ଅନେକ ଲାଂଚୁଆ ନେତା ଦୁର୍ନୀତିରେ ସମ୍ପୃକ୍ତ ଭୁବନେଶ୍ୱର, ତା.୦୬/୦୯: ଦୁର୍ନୀତିରେ ଲିପ୍ତ ଥିବା ବିଜେଡିର ଦୁର୍ଗ ଭାଙ୍ଗିବାରେ ଲାଗିଛି । ଅପରପକ୍ଷେ ବିଜେପିର ସାଂଗଠନିକ ସ୍ଥିତି ଦିନକୁ [...]

ଓଡ଼ିଆ ଅସ୍ମିତାକୁ ଆପଣ ଯେଉଁ ଅବସ୍ଥାରେ ଛାଡି ଯାଇଛନ୍ତି, ଓଡ଼ିଶାର ଜନତା ତା’କୁ ବୁଝି ଠିକଣା ଜବାବ୍ ଦେଇଛନ୍ତି,

@Naveen_Odisha ବାବୁ, ଓଡ଼ିଆ ଅସ୍ମିତାର ମର୍ମ ବୁଝିବା ପାଇଁ ଆପଣଙ୍କୁ ଆହୁରି ଗୋଟିଏ ଜନ୍ମ ଲାଗିବ । 25 ବର୍ଷରେ ଓଡ଼ିଆ ଅସ୍ମିତାକୁ ଆପଣ ଯେଉଁ ଅବସ୍ଥାରେ ଛାଡି ଯାଇଛନ୍ତି, ଓଡ଼ିଶାର ଜନତା ତା’କୁ ବୁଝି ଠିକଣା ଜବାବ୍ ଦେଇଛନ୍ତି, ସେଥିପାଇଁ ଆପଣଙ୍କ ନେତୃତ୍ୱାଧୀନ ସରକାରକୁ ବିଦା କରିଛନ୍ତି । ପୁରୀର ମଠ, ମନ୍ଦିର, ରଘୁନନ୍ଦନ ଲାଇବ୍ରେରୀ ସହ ଓଡ଼ିଆ ଅସ୍ମିତାର ଚିହ୍ନ ଥିବା ଐତିହ୍ୟ ପ୍ରମାଣକୁ ଧୂଳିସାତ୍ କଲା [...]

ସୁଭଦ୍ରା ଫର୍ମ ଓ ପଞ୍ଜୀକରଣ ପାଇଁ ଅର୍ଥ ଦାବି କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ସୁଭଦ୍ରା ଫର୍ମ ଓ ପଞ୍ଜୀକରଣ ପାଇଁ ଅର୍ଥ ଦାବି କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର:ମହିଳା ଶିଶୁ ବିକାଶ ବିଭାଗ ତରଫରୁ ସମସ୍ତ କେନ୍ଦ୍ରକୁ ପ୍ରତି ଫର୍ମର ଉପଲୋଡ଼ିଂ ପାଇଁ ୧୫ ଟଙ୍କା ପ୍ରଦାନ କରାଯାଉଛି । ଭୁବନେଶ୍ୱର,ତା ୧୦/୦୯/୨୦୨୪ରିଖ ମହିଳାମାନଙ୍କୁ ସଶକ୍ତ ଓ ସ୍ଵାବଲମ୍ବୀ କରିବା ନିମନ୍ତେ ରାଜ୍ୟ ସରକାର ସୁଭଦ୍ରା ଯୋଜନା ପ୍ରଣୟନ କରିଛନ୍ତି | ଏହି ଯୋଜନା ପାଇଁ ଓଡ଼ିଶାର ଘରେ ଘରେ ଉତ୍ସାହ ଦେଖିବାକୁ [...]

ନିଜର ଦୋଷ ଲୁଚାଇବା ପାଇଁ ହୀନ ରାଜନୀତି କରୁଛି ବିଜେଡି: ବଳଭଦ୍ର ମାଝି

_ପୋଲାଭରମ୍ ପ୍ରସଙ୍ଗ_ ନିଜର ଦୋଷ ଲୁଚାଇବା ପାଇଁ ହୀନ ରାଜନୀତି କରୁଛି ବିଜେଡି: ବଳଭଦ୍ର ମାଝି  ପ୍ରକଳ୍ପ ଅଂଚଳ ଗସ୍ତ କରି ସେଠାକାର ଲୋକଙ୍କୁ ଭୟଭୀତ କରି ସରକାରଙ୍କୁ ବିରୋଧ କରିବାକୁ ଚକ୍ରାନ୍ତ କରୁଛି ବିଜେଡି  ଗତ ୨୪ ବର୍ଷ ଧରି ପୋଲାଭରମ ପ୍ରକଳ୍ପ ପାଇଁ କୌଣସି ପଦକ୍ଷେପ ନ ନେଇ କୁମ୍ଭକର୍ଣ୍ଣ ନିଦ୍ରାରେ ବିଜେଡି ସରକାର ଶୋଇଥିଲା  ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଭୁଲ୍ [...]

ଓଡ଼ିଶାରେ ଚାଲିବ ୩ ଟି ନୂତନ ବନ୍ଦେ ଭାରତ ଟ୍ରେନ

  ଓଡ଼ିଶାରେ ଚାଲିବ ୩ ଟି ନୂତନ ବନ୍ଦେ ଭାରତ ଟ୍ରେନ ନୂତନ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଭୁବନେଶ୍ୱର 10 ସେପ୍ଟେମ୍ବର 2024ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷ ରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଗାମୀ 15 ତାରିଖରେ ଯଶସ୍ବୀ [...]

ବିତର୍କ ବନ୍ଦ ହେଉ, ରେଭେନ୍ସାର ନାମ ଅପରିବତ୍ତିତ ରହୁ

ରେଭେନ୍ସା ହେରିଟେଜ୍ ଫୋରମର ସାମ୍ବାଦିକ ସମ୍ମିଳନୀ • ବିତର୍କ ବନ୍ଦ ହେଉ, ରେଭେନ୍ସାର ନାମ ଅପରିବତ୍ତିତ ରହୁ • ବିଶିଷ୍ଟ ବ୍ୟକ୍ତି ବିଶେଷ ଚିଠି ଲେଖିବେ ରଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀଙ୍କୁ • ଦେଶ ବିଦେଶରେ ଥିବା ରେଭେନ୍ସିୟ ମାନଙ୍କୁ ଏକାଠି କରାଯିବ • ସାଧାରଣ ଜନତାଙ୍କ ପାଖକୁ ଯିବ ଫୋରମ୍   ଏ ମଧ୍ୟରେ ରେଭେନ୍ସାର ନାମ ପରିବର୍ତ୍ତନ ପ୍ରସ୍ତାବକୁ ନେଇ ବହୁ ବିତର୍କ ହୋଇଗଲାଣି । ବିଭିନ୍ନ [...]

ସୁଭଦ୍ରା ଯୋଜନା: ଫର୍ମ ନ ଦେବା ଓ ଟଙ୍କା ମାଗିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର:ସୁଭଦ୍ରା ଯୋଜନା: ଫର୍ମ ନ ଦେବା ଓ ଟଙ୍କା ମାଗିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ୩ ଜଣଙ୍କ ବିରୋଧରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଅଙ୍ଗନବାଡ଼ି କର୍ମୀ ପୁଷ୍ପଲତା ପଣ୍ଡାଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଡେରାବିଶ ସରଦେଈପୁର ଅଙ୍ଗନବାଡ଼ି କର୍ମୀ ପୁଷ୍ପଲତାଙ୍କ ଦରମା ବନ୍ଦ ହିତାଧିକାରୀଙ୍କୁ ଫର୍ମ ନ ଦେବା ଅଭିଯୋଗରେ ଦରମା ବନ୍ଦ ଟଙ୍କା ମାଗୁଥିବାରୁ ଡେରାବିଶର ୨ ଜନସେବା କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠନା [...]

ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ କ୍ଷୟକ୍ଷତି ଓ ମୁକାବିଲା ସଂକ୍ରାନ୍ତ ରେ ମୁଖ୍ୟମନ୍ତ୍ରୀ ଙ୍କ ସମୀକ୍ଷା

  ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ କ୍ଷୟକ୍ଷତି ଓ ମୁକାବିଲା ସଂକ୍ରାନ୍ତ ରେ ମୁଖ୍ୟମନ୍ତ୍ରୀ ଙ୍କ ସମୀକ୍ଷା ଭୁବନେଶ୍ୱର ୧୦ ସେପ୍ଟେମ୍ୱର ୨୦୨୪ ଆଜି ବିଧାନସଭା ପ୍ରକୋଷ୍ଠ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କ ରେ ସମୀକ୍ଷା କରିଛନ୍ତି । ରାଜସ୍ବ ଓ [...]