Search for:
  • Home/
  • Month: September 2024

ରାୟଗଡ଼ା ତିଜିମାଳିରେ ଖଣି ବିରୋଧୀ ଆନ୍ଦୋଳନର କର୍ମୀ କାର୍ତ୍ତିକ ନାଏକଙ୍କ ଗିରଫକୁ ନିନ୍ଦା

ରାୟଗଡ଼ା ତିଜିମାଳିରେ ଖଣି ବିରୋଧୀ ଆନ୍ଦୋଳନର କର୍ମୀ କାର୍ତ୍ତିକ ନାଏକଙ୍କ ଗିରଫକୁ ନିନ୍ଦା ଭୁବନେଶ୍ଵର ତା୩୦/୦୯ : ଦକ୍ଷିଣ ଓଡ଼ିଶାରେ ବେଦାନ୍ତର ବକ୍ସାଇଟ୍ ଖନନ ବିରୋଧରେ ସଂଗ୍ରାମର ଅନ୍ୟତମ ସ୍ୱର ଓ ପ୍ରତିବଦ୍ଧ ନେତା କାର୍ତ୍ତିକ ନାଏକଙ୍କ ଗିରଫକୁ ବିଭିନ୍ନ ଗଣ ସଂଗଠନ ଓ ସାମାଜିକ ତଥା ମାନବାଧିକାର କର୍ମୀମାନେ ଦୃଢ଼ ନିନ୍ଦା କରିଛନ୍ତି । ୨୦୨୪ ସେପ୍ଟେମ୍ବର ୧୯ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ କାଶୀପୁର [...]

ପ୍ରଦର୍ଶନୀ ପଡିଆ ପରିସରରେ ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ଅକ୍ଟୋବର ମାସ ୮ ରୁ ୧୩

ଭୁବନେଶ୍ୱର : ଜଗତ୍ ଜନନୀ ମା ଦୁର୍ଗାଙ୍କ ଶାରଦୀୟ ପୂଜା ଅବସରରେ ମା’ଙ୍କୁ ସମର୍ପିତ ଏକାଦଶ ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ଅକ୍ଟୋବର ମାସ ୮ ରୁ ୧୩ ତାରିଖ ( ସନ୍ଧ୍ୟା ୬ଟା ରୁ ୧୦ଟା) ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ରାଜଧାନୀ ଭୁବନେଶ୍ଵରର କେନ୍ଦ୍ରସ୍ଥଳ ତଥା ମହୋତ୍ସବର ପ୍ରାଣକେନ୍ଦ୍ର ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡିଆ ପରିସରରେ ପ୍ରୟାସ ନବରାତ୍ର ଦାଣ୍ଡିଆ ସାଂସ୍କୃତିକ ବିଧବିଧାନ ଓ ସମ୍ପୂର୍ଣ ପାରିବାରିକ ବାତାବରଣରେ [...]

ଓଡ଼ିଶାର ଯୁବ ସମାଜ ଏବଂ ଓଡ଼ିଆ ଅସ୍ମିତା

୭୮ ତମ ସଂସ୍କୃତି ଚର୍ଚ୍ଚା ସମାରୋହ ବିଷୟ- ଦକ୍ଷତା ବିକାଶ:ଓଡ଼ିଶାର ଯୁବ ସମାଜ ଏବଂ ଓଡ଼ିଆ ଅସ୍ମିତା ଭୁବନେଶ୍ୱର- ତା୩୦.୦୯.୨୦୨୪ରିଖ । ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୭୮ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ଶ୍ରୀଯୁକ୍ତ ସମ୍ବିତ ତ୍ରିପାଠୀ, ପୂର୍ବତନ ଭାରତୀୟ ରାଜସ୍ୱ ସେବା ଅଧିକାରୀ, ଲାଇଭ୍‌ଲିହୁଡ଼ ଅଲଟରନେଟିଭ ତଥା ପେସ ଫାଉଣ୍ଡେସନ । ମୁଖ୍ୟ [...]

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ପ୍ରବେଶ ଉତ୍ସବ-୨୦୨୪’

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ପ୍ରବେଶ ଉତ୍ସବ-୨୦୨୪’ ଶିକ୍ଷା ହିଁ ଅର୍ଥନୀତିକୁ ଆଗକୁ ଯିବା ପାଇଁ ସୁଯୋଗ ଦେଇଥାଏ: ଉଚ୍ଚ ଶିକ୍ଷା ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୁରଜ ଦେଶର ଶ୍ରେଷ୍ଠ ୧୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବା ନେଇ ଉତ୍କଳକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ରାଜ୍ୟ ସରକାର- ଉଚ୍ଚ ଶିକ୍ଷା ସଚିବ ତଥା କମିଶନର ଅରବିନ୍ଦ ଅଗ୍ରୱାଲ ଭୁବନେଶ୍ୱର : ୨୦୨୪-୨୫  ଶିକ୍ଷା ବର୍ଷରେ ନାମ ଲେଖାଇ ଥିବା ନବାଗତ ଛାତ୍ରଛାତ୍ରୀମାନଙ୍କ ପାଇଁ [...]

ନନ୍ଦନକାନନ- ଜୟଦେବ ବିହାର ରାସ୍ତା ଅବରୋଧ କରିବାକୁ ଚେତାବନୀ

ସରକାରୀ ରାସ୍ତାକୁ ଜବରଦଖଲ ମୁକ୍ତ କରିବା ପାଇଁ ବିଡିଏ କଲୋନୀବାସୀଙ୍କ ବିକ୍ଷୋଭ ନନ୍ଦନକାନନ- ଜୟଦେବ ବିହାର ରାସ୍ତା ଅବରୋଧ କରିବାକୁ ଚେତାବନୀ ଭୁବନେଶ୍ୱର,୩୦ା୯ ବିଡିଏ କଲୋନୀରୁ ନାଲକୋ ଛକ- ରେଲୱେ କଲୋନୀ ରାସ୍ତାକୁ ସଂଯୋଗ କରୁଥିବା ସରକାରୀ ରାସ୍ତାକୁ ଜବରଦଖଲ ମୁକ୍ତ କରିବା ପାଇଁ ଅଜି ବିଡିଏ କଲୋନୀ ବାସିନ୍ଦାମାନେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କୁ ପ୍ରତିବାଦ ଜଣାଇଛନ୍ତି । ୧୫ ଦିନ ମଧ୍ୟରେ ହେମଲତା ହସ୍ପିଟାଲ ରାସ୍ତା [...]

ଜଗତପୁର ଥାନା ଠୁ ଆରମ୍ଭ କରି କଟକ ସାଇବର ଥାନା ସବୁଠି ଦେଇଛନ୍ତି ଲିଖିତ ଅଭିଯୋଗ |

କଟକ ପୋଲିସ କୁ ଲାଗିଲାକି କଳଙ୍କ ? ବାହା ହୋଇଥିବା ଲୋକ ନାବାଳିକାର ଫୋଟ ରଖି ବ୍ଲାକମେଲ କରି ବାହାହବାକୁ ଜିଦି ଧରିଛି | ପରିବାର ଲୋକଙ୍କ ମୁଣ୍ଡରେ ବଦନାମୀର ଡର ପ୍ରଥମେ ପାଗା ଫାଣ୍ଡି ପରେ ଜଗତପୁର ଥାନା ଠୁ ଆରମ୍ଭ କରି କଟକ ସାଇବର ଥାନା ସବୁଠି ଦେଇଛନ୍ତି ଲିଖିତ ଅଭିଯୋଗ | କାହା ଚାପରେ ଜଗତପୁର ଆଇଆଇସି ଫୋଟ ଗୁଡିକ ଏବେ ସେ ବିବାହିତ ବ୍ୟକ୍ତି [...]

ଭୁବନେଶ୍ୱର ରେଳଓ୍ବେ ଟିକଟ କାଉଣ୍ଟର ସମ୍ମୁଖରେ ଦୁର୍ବୁତଙ୍କ ଆତଙ୍କରାଜ

ଭୁବନେଶ୍ୱର ରେଳଓ୍ବେ ଟିକଟ କାଉଣ୍ଟର ସମ୍ମୁଖରେ ଦୁର୍ବୁତଙ୍କ ଆତଙ୍କରାଜ ଭୁବନେଶ୍ଵର, ତା ୩୦/୦୯. ଭୁବନେଶ୍ଵର ରେଳଓ୍ବେ ଷ୍ଟେସନ ଟିକେଟ କାଉଣ୍ଟରରୁ ବାହାରକୁ ବାହାରିବା ସମୟରେ କାଳୀ ନାମ୍ନୀ ଜଣେ ମହିଳା ଧକ୍କା ମାରି ଜୋର୍ ଜବରଦସ୍ତ ୬୫୦ ଟଙ୍କା ଲୁଟି ନେଇଥିବା ସଂପର୍କରେ ଛାତ୍ର ନେତା ଶଶାଙ୍କ ପାତ୍ର ଆଜି ରେଳଓ୍ବେ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଅଖିଳ ଭାରତ କ୍ରାନ୍ତିକାରୀ ଛାତ୍ର ସଂଗଠନର ରାଜ୍ୟ ନେତା ଶଶାଙ୍କ ପାତ୍ର [...]

ଗୋରାପୁର-ଦର୍ଲିପୁଟ ସେକ୍ସନ ଦୋହରୀକରଣ ପୂର୍ବତଟ ରେଳପଥ ପାଇଁ ମାଇଲଖୁଣ୍ଟ ଉପଲବ୍ଧିl

ଗୋରାପୁର-ଦର୍ଲିପୁଟ ସେକ୍ସନ ଦୋହରୀକରଣ ପୂର୍ବତଟ ରେଳପଥ ପାଇଁ ମାଇଲଖୁଣ୍ଟ ଉପଲବ୍ଧିl ଭୁବନେଶ୍ୱର:ପୂର୍ବତଟ ରେଳପଥର ୱାଲ୍ଟିୟର ଡିଭିଜନ ଆଜି ୧୨.୬୪୯ କିଲୋମିଟର ଗୋରାପୁର-ଦର୍ଲିପୁଟ ସେକ୍ସନ ଦୋହରୀକରଣ କାର୍ଯ୍ୟକ୍ଷମ ହେବା ସହ ରେଳ ସୁରକ୍ଷା କମିଶନର (ଦକ୍ଷିଣ ପୂର୍ବ ସର୍କଲ) ଶ୍ରୀ ବ୍ରିଜେଶ କୁମାର ମିଶ୍ରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଯାଞ୍ଚ କରାଯାଇଥିଲା। ସମୁଦାୟ ୧୨.୬୪୯ କିଲୋମିଟର ମଧ୍ୟରୁ ୨ କିଲୋମିଟର ଆନ୍ଧ୍ରପ୍ରଦେଶରେ ଥିବା ବେଳେ [...]

ଅକ୍ଟୋବର ୫ ସୁଦ୍ଧା ଦୈତନଗରୀର ସମସ୍ତ ରାସ୍ତା ଶେଷ କରିବା ଉପରେ ପୂର୍ତ୍ତ ମନ୍ତ୍ରୀଙ୍କ ଗୁରୁତ୍ୱ

ଅକ୍ଟୋବର ୫ ସୁଦ୍ଧା ଦୈତନଗରୀର ସମସ୍ତ ରାସ୍ତା ଶେଷ କରିବା ଉପରେ ପୂର୍ତ୍ତ ମନ୍ତ୍ରୀଙ୍କ ଗୁରୁତ୍ୱ  ଗୁଣବତ୍ତା ତଦାରଖ କରିବେ ବିଭାଗର ସ୍ୱତନ୍ତ୍ର ଟିମ୍‌  ନିମ୍ନ ମାନର କାର୍ଯ୍ୟ ହେଲେ ଯନ୍ତ୍ରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ  ଆଜି ରାତି ସୁଦ୍ଧା ପେଭର ଏଜେନ୍ସିକୁ କାର୍ଯ୍ୟରେ ଲଗାଇବାକୁ ନିର୍ଦ୍ଦେଶ ଭୁବନେଶ୍ୱର,୩୦/୦୯/୨୦୨୪:ଆଗାମୀ ଅକ୍ଟୋବର ୫ ତାରିଖ ସୁଦ୍ଧା କଟକ ଓ ଭୁବନେଶ୍ୱର ସହରର ସମସ୍ତ ରାସ୍ତା ନିର୍ମାଣ ଓ [...]