Search for:
  • Home/
  • Month: August 2024

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ମୃତ କଲିକତା ମହିଳା ଡାକ୍ତରଙ୍କ ଉଦ୍ଦ୍ୟେଶରେ କ୍ୟାଣ୍ଡେଲ ଯାତ୍ରା

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ମୃତ କଲିକତା ମହିଳା ଡାକ୍ତରଙ୍କ ଉଦ୍ଦ୍ୟେଶରେ କ୍ୟାଣ୍ଡେଲ ଯାତ୍ରା ଭୁବନେଶ୍ୱର ତା. ୧୬.୮- କଲିକତାର ଆରଜିକର ମେଡିକାଲ କଲେଜ ଆଣ୍ଡ ହସପିଟାଲ ର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ପ୍ରସଙ୍ଗରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନଙ୍କ ନେତୃତ୍ୱରେ ଏକ ମହମବତୀ ଶୋଭାଯାତ୍ରା ସତ୍ୟନଗର କାଳି ମନ୍ଦିର ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା । ରାମ ମନ୍ଦିର [...]

୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଯୋଗେଶ ବାହାଦୂର ଖୁରାନିଆ ଓଡ଼ିଶାର ନୂଆ ପୁଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ

ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ୱାବି ଖୁରାନିଆ ଭୁବନେଶ୍ୱର: ୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଯୋଗେଶ ବାହାଦୂର ଖୁରାନିଆ ଓଡ଼ିଶାର ନୂଆ ପୁଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶୁକ୍ରବାର ଅପରାହ୍ଣରେ କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ପୋଲିସ ଡିଜି ଅରୁଣ ଷଢଙ୍ଗୀଙ୍କ ଠାରୁ ସେ ଦାୟିତ୍ୱ ନେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ଅପରାଧ ନିୟନ୍ତ୍ରଣ, [...]

ଇଷ୍ଟ କୋଷ୍ଟ ରେଲ୍ଵେ ପୋର୍ଟର୍ସ ୟୁନିୟନ ପକ୍ଷରୁ ଖୋର୍ଦ୍ଧା ଡିଆରଏମ ଏଵଂ ସିନିୟର ଡିସିଏମଙ୍କଠାରେ ଦାଵିପତ୍ର

ଇଷ୍ଟ କୋଷ୍ଟ ରେଲ୍ଵେ ପୋର୍ଟର୍ସ ୟୁନିୟନ ପକ୍ଷରୁ ଖୋର୍ଦ୍ଧା ଡିଆରଏମ ଏଵଂ ସିନିୟର ଡିସିଏମଙ୍କଠାରେ ଦାଵିପତ୍ର ଉପସ୍ଥାପିତ। ଖୋର୍ଦ୍ଧା: ତା ୧୬/୮: ଆଜି “ଇଷ୍ଟ କୋଷ୍ଟ ରେଲ୍ଵେ ପୋର୍ଟର୍ସ ୟୁନିୟନ” ପକ୍ଷରୁ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅଞ୍ଚଳରେ କାର୍ଯରତ ଶହ ଶହ ଲାଇସେନସଡ୍ ପୋର୍ଟର ଵା ଷ୍ଟେସନ କୁଲିଙ୍କ ସମସ୍ଯା ନେଇ ୯ଦଫା ଦାଵି ଉପସ୍ଥାପିତ ହୋଇ ଅଛି। ଦାବିଗୁଡିକ ମଧ୍ଯରେ ପ୍ରତ୍ଯେକ ପୁର୍ଣ୍ଣାଙ୍ଗ ରେଳ ଷ୍ଟେସନରେ ଷ୍ଟେସନ [...]

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ l

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ l ​ସ୍ଵାଧିନତା ଦିବସ ପ୍ୟାରେଡ ରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରଜ୍ଞାପନ ମେଢ଼ ଶ୍ରେଷ୍ଠ ବିବେଚନା ଭୁବନେଶ୍ୱର:୭୮ତମ ସ୍ଵାଧିନତା ଦିବସ କାର୍ଯ୍ୟକ୍ରମ ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରଜ୍ଞାପନ ମେଢ଼ ପାଇଁ ଶ୍ରେଷ୍ଠ ବିବେଚନା ହେଇଛି I ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ପ୍ରଜ୍ଞାପନ ମେଢ଼ କୁ ବିଭାଗର ମୁଖ୍ୟ ଶାସନ [...]

ରାଜଧାନୀ ଭୁବନେଶ୍ୱରରେ ୫୦ ହଜାରରୁ ୬୦ ହଜାର ଅନୁପ୍ରବେଶକାରୀଙ୍କୁ ଆଡ୍ଡା ଜମାଇଛନ୍ତି

ଓଡିଶାରେ ଥିବା ବଙ୍ଗଳାଦେଶୀ, ରୋହିଙ୍ଗିଆ ଅନୁପ୍ରବେଶକାରୀଙ୍କୁ ତୁରନ୍ତ ଚିହ୍ନଟ ପାଇଁ ଭାରତ ରକ୍ଷା ମଞ୍ଚର ଦାବି ରାଜଧାନୀ ଭୁବନେଶ୍ୱରରେ ୫୦ ହଜାରରୁ ୬୦ ହଜାର ଅନୁପ୍ରବେଶକାରୀଙ୍କୁ ଆଡ୍ଡା ଜମାଇଛନ୍ତି ଭୁବନେଶ୍ୱର, ତା ୧୬/୧୮: ଓଡିଶାରେ ପ୍ରାୟ ୪ ରୁ ୫ ଲକ୍ଷ ବଙ୍ଗଳାଦେଶୀ ଓ ରୋହିଙ୍ଗିଆ ଅନୁପ୍ରବେଶକାରୀ ରହୁଛନ୍ତି । ସେମାନଙ୍କୁ ତୁରନ୍ତ ଚିହ୍ନଟ କରିବା ସହିତ ସେମାନେ ପାଉଥିବା ବିଭିନ୍ନ ସରକାରୀ ସୁବିଧା ଓ ସୁଯୋଗକୁ ତୁରନ୍ତ ବନ୍ଦ [...]

ସୂଚନା ଅଧିକାର କର୍ମୀ ଦାଶରଥି ପଢିଆରୀ ସମ୍ବର୍ଦ୍ଧିତ

ସୂଚନା ଅଧିକାର କର୍ମୀ ଦାଶରଥି ପଢିଆରୀ ସମ୍ବର୍ଦ୍ଧିତ ବାଙ୍କୀ – ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମ ର ଜଣାଶୁଣା ସୂଚନା ଅଧିକାର କର୍ମୀ ଦାଶରଥି ପଢିଆରୀ ଙ୍କୁ ‘ବାଙ୍କୀ ପ୍ରତିଭା ସମ୍ମାନ 2024’ (ସେବାରତ୍ନ) ସମ୍ମାନ ପ୍ରଦାନ କରାଯାଇଛି। ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସାପ୍ତାହିକ ସମ୍ବାଦପତ୍ର ଭୋକିଲା ପେଟରେ ଏକ ସମ୍ବର୍ଦ୍ଧନା ସମାରୋହ ରେ ଭୋକିଲା ପେଟରେ ସଂପାଦକ ସୁଧିର ଚନ୍ଦ୍ର ନାୟକ, [...]

ସ୍ଵାଧୀନତା ଦିବସରେ “ଅମୃତ ବିନ୍ଦୁ” ରକ୍ତଦାନ ଶିବିର

ସ୍ଵାଧୀନତା ଦିବସରେ “ଅମୃତ ବିନ୍ଦୁ” ରକ୍ତଦାନ ଶିବିର ଭୁବନେଶ୍ୱର: ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ ପକ୍ଷରୁ “ଅମୃତ ବିନ୍ଦୁ” ରକ୍ତଦାନ ଶିବିର କ୍ୟାପିଟାଲ ହସ୍ପିଟାଲ ରକ୍ତକେନ୍ଦ୍ର ଠାରେ ଗୁରୁବାର ଅନୁଷ୍ଠିତ ହୋଇଥିଲା । ଏହି ଶିବିର ରେ ରାଜ୍ୟ ରକ୍ତ ନିରାପତ୍ତା ନିର୍ଦ୍ଦେଶକ ଡ. ପ୍ରଦୀପ କୁମାର ପାତ୍ର, କ୍ୟାପିଟାଲ ହସ୍ପିଟାଲ ବ୍ଲଡ୍ ବ୍ୟାଙ୍କ ଅଧିକାରୀ ଡ. ଦେବାଶିଷ ମିଶ୍ର ଓ ଅନୁଷ୍ଠାନ ର ମ୍ୟାନେଜିଂ [...]

ସ୍ୱାଧୀନତା ଦିବସରେ ବୃକ୍ଷ ବଣ୍ଟନ

ସ୍ୱାଧୀନତା ଦିବସରେ ବୃକ୍ଷ ବଣ୍ଟନ ଭୁବନେଶ୍ୱର;୧୬/୦୮; ପ୍ରକୃତି କୁ ରକ୍ଷା କରିବା ସାଧାରଣତଃ ଆମର କର୍ତ୍ତବ୍ୟ । ଯେଉଁଭଳି ଭାବରେ ପ୍ରକୃତିର ତାଣ୍ଡବ ହେଉଛି ଆଗକୁ ଏହା କବଳରୁ ବଞ୍ଚିବା ପାଇଁ ହେଲେ ଏବେ ଠାରୁ ସତର୍କ ହେବା ଦରକାର । ଏହାକୁ ଦୃଷ୍ଟି ରେ ରଖି ସ୍ବେଛାସେବୀ ସେବା କେନ୍ଦ୍ର ଭୁବନେଶ୍ୱର ତରଫରୁ ଭୁବନେଶ୍ୱରର ରୂପାଲି ଟ୍ରାଫିକ ଛକ , ନିକୋ ପାର୍କ ଛକ ଓ କଳିଙ୍ଗ ଷ୍ଟାଡିୟମ୍ [...]

ହଂସପାଳ ଓଭରବ୍ରିଜରେ ନିମ୍ନ ମାନର କାର୍ଯ୍ୟ ଏବଂ କାର୍ଯ୍ୟକ୍ଷମରେ ବିଳମ୍ବ ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ

ହଂସପାଳ ଓଭରବ୍ରିଜରେ ନିମ୍ନ ମାନର କାର୍ଯ୍ୟ ଏବଂ କାର୍ଯ୍ୟକ୍ଷମରେ ବିଳମ୍ବ ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ଧାରଣା ଏବଂ ପ୍ରତିବାଦ ଭୁବନେଶ୍ୱର ତା. ୧୬.୮- ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ସ୍ଥିତ ହଂସପାଳ ବ୍ରିଜ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଏବଂ ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ ଯୁବ କଂଗ୍ରେସ ଅଭିଯୋଗ କରିବା ସହ ଧାରଣା ଏବଂ ପ୍ରତିବାଦ ଜଣାଇ ହଂସପାଳ ଓଭରବ୍ରିଜ ନିକଟରେ ରାସ୍ତାରୋକ କରି ପ୍ରତିବାଦ [...]

ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ -୨୦୨୪ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉଦବୋଧନ

ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ -୨୦୨୪ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉଦବୋଧନ   ଜୟ ଜଗନ୍ନାଥ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆଜି, ଭାରତ ବର୍ଷର ପବିତ୍ର ୭୮ତମ ସ୍ୱାଧୀନତା ଦିବସ ଅବସରରେ ଦେଶ ଓ ରାଜ୍ୟ ତଥା ସାରା ବିଶ୍ବରେ ରହୁଥିବା ପ୍ରତ୍ୟେକ ଭାରତବାସୀଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଭୁବନେଶ୍ୱର:ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ [...]