Search for:
  • Home/
  • Month: August 2024

ନବୀନ ନିବାସରେ ‘ଦମନ’ ଟିମ୍ ଅଧିକ

  ନବୀନ ନିବାସରେ ‘ଦମନ’ ଟିମ୍ ଅଧିକ ସାମାଜିକ ସଚେତନତା ଧର୍ମୀ ଚଳଚିତ୍ର ନିର୍ମାଣ ଉପରେ ନବୀନ ପଟ୍ଟନାୟକଙ୍କ ଗୁରୁତ୍ୱ. ଭୁବନେଶ୍ୱର 17/8/24 ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଆଜି ନବୀନ ନିବାସଠାରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ । ଦମନ ଶ୍ରେଷ୍ଠ [...]

ଅହଂକାରୀ ଓ ଦରବାରୀ ମାନସିକତାର ପରିଚୟ ଦେଇଛି ବିଜେଡି: ସତ୍ୟବ୍ରତ ପଣ୍ଡା

*ନବାଗତ ବିଧାୟକଙ୍କ ଜ୍ଞାନପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିରୋଧୀଙ୍କ ବହିଷ୍କାର ପ୍ରସଙ୍ଗ…* ଅହଂକାରୀ ଓ ଦରବାରୀ ମାନସିକତାର ପରିଚୟ ଦେଇଛି ବିଜେଡି: ସତ୍ୟବ୍ରତ ପଣ୍ଡା  ନବୀନ ପଟ୍ଟନାୟକ ଏହି ପରମ୍ପରାକୁ ଭାଙ୍ଗି ଗଣତାନ୍ତ୍ରିକ ମହାପାପ କରିଛନ୍ତି  “କାଳିଗାଈର ଅଲଗା ଗୋଠ” ଭଳି ସମାନ୍ତରାଳ କାର୍ଯ୍ୟକ୍ରମ କରିବା ବିଜେଡିର ଅସୁସ୍ଥ ମାନସିକତା  ଗଣତାନ୍ତ୍ରିକ ପରମ୍ପରାକୁ ଉଭୟ ବିଜେଡି ଓ କଂଗ୍ରେସ ସଂକୀର୍ଣ୍ଣ ଦଳୀୟ ରାଜନୀତିର ଦୃଷ୍ଟିକୋଣରୁ ପରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ [...]

ମୋଦି ସରକାର ଙ୍କ ନୂଆ ନିୟମ ଗହମ ବନ୍ଦ କଲେ ଫୁଣି ଦେବେ ଚାଉଳ ସହିତ ମିଳିବ ଗହମ

ହିତାଧିକାରୀଙ୍କୁ ଚାଉଳ ସହିତ ମିଳିବ ଗହମ ଭୁବନେଶ୍ୱର: ହିତାଧିକାରୀଙ୍କୁ ଚାଉଳ ସହିତ ମିଳିବ ଗହମ। ଯେତିକି ଚାଉଳ ମିଳୁଛି ତାହାର ୨୦ ପ୍ରତିଶତ ଗହମ ଯୋଗାଇ ଦିଆଯିବ। ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏ ନେଇ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିବା ମନ୍ତ୍ରୀ ପାତ୍ର ଜଣାଇଛନ୍ତି। ବର୍ତ୍ତମାନ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କିଲୋଗ୍ରାମ ଲେଖାଏଁ [...]

ରାଷ୍ଟ୍ରଭକ୍ତିର ଅଫୁରନ୍ତ ମହକରେ ଉତ୍କଳ ବିଶ୍ବବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଶିକ୍ଷାର ନିରନ୍ତର ବିକାଶ ଦିଗରେ ଉତ୍କଳ ସବୁବେଳେ ଅଗ୍ରଣୀ ଭୂମିକା ନିର୍ବାହ କରିବ ରାଷ୍ଟ୍ରଭକ୍ତିର ଅଫୁରନ୍ତ ମହକରେ ଉତ୍କଳ ବିଶ୍ବବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ଜାତୀୟ ପତାକା ଉତ୍ତୋଳନ କଲେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଭୁବନେଶ୍ୱର: ରାଷ୍ଟ୍ରଭକ୍ତିର ଅଫୁରନ୍ତ ମହକରେ ଉତ୍କଳ ବିଶ୍ବବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା [...]

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ତୈଳ ନିଗମ ନିର୍ଦ୍ଦେଶକ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ତୈଳ ନିଗମ ନିର୍ଦ୍ଦେଶକ ଭୁବନେଶ୍ୱର ୧୬ ଅଗଷ୍ଟ ୨୦୨୪ ଭାରତୀୟ ତୈଳ ନିଗମର ନିର୍ଦ୍ଦେଶକ ( ଯୋଜନା ଓ ବାଣିଜ୍ୟ ବିକାଶ) ଶ୍ରୀ ସୁଜୟ ଚୌଧୁରୀ ଆଜି ସନ୍ଧ୍ୟାରେ ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ଚୌଧୁରୀ ମୁଖ୍ୟମନ୍ତ୍ରୀଙ୍କୁ ନିଗମ ପକ୍ଷରୁ ଓଡ଼ିଶାରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ସଂପର୍କରେ ଅବଗତ [...]

ସେବା ପଦକ ପ୍ରଦାନ।

ଭୁବନେଶ୍ୱର:ବିଶିଷ୍ଟ ସେବା ପଦକ ପ୍ରଦାନ ବେସାମାରିକ ପ୍ରତିରକ୍ଷା ସଂଗଠନ ଭୁବନେଶ୍ୱରର ଶ୍ରୀ ଜ୍ୟୋତି ରଞ୍ଜନ ମହାପାତ୍ର ଦୀର୍ଘ 1995 ମସିହାରୁ ଆଜି ପର୍ଯ୍ୟନ୍ତ ନିରବଛୀର୍ଣ୍ଣ ଭାବେ ନିସ୍ଵାର୍ଥପର ସେବାପାଇଁ ବିଶିଷ୍ଟ ସେବା ପଦକ ପାଇଛନ୍ତି.ଶ୍ରୀ ମହାପାତ୍ର ଏହି ସଂଗଠନରେ ଯୋଗ ଦେବା ପରଠାରୁ ପ୍ରତେକ ବିପର୍ଯୟ ଯଥା 1999 ମସିହା ମହାବାତ୍ୟା, 2013 ମସିହା ଫାଇଲିନ, 2014 ମସିହା ହୁଡହୁଡ ଏବଂ 2019 ମସିହା ଫନି ବାତ୍ୟା ଓ ତାର [...]

ଋତୁସ୍ରାବ ପାଇଁ ମହିଳା କର୍ମଚାରୀଙ୍କ ଦିନେ ଛୁଟି ଘୋଷଣା କରିଥିବାରୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଋତୁସ୍ରାବ ପାଇଁ ମହିଳା କର୍ମଚାରୀଙ୍କ ଦିନେ ଛୁଟି ଘୋଷଣା କରିଥିବାରୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପିତୃତ୍ୱ ଏକ ମାସ ଏବଂ ମାତୃତ ଛୁଟି ଏକ ବର୍ଷ ହଉ ଭୁବନେଶ୍ୱର:ଗତକାଲି ସ୍ୱାଧୀନତା ଦିବସ ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କଟକ ଠାରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀ ମାନଙ୍କ କ୍ଷେତ୍ରରେ ଋତୁଶ୍ରାବ କାଳୀନ ଛୁଟି ମାସକୁ ଗୋଟିଏ ଦିନ ଘୋଷଣା କରିଥିବାରୁ ରାଜ୍ୟର ହଜାର ହଜାର କର୍ମଚାରୀ ବିଶେଷ କରି ମହିଳା [...]

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୬ତମ ପୂଣ୍ୟତିଥି ପାଳିତ

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୬ତମ ପୂଣ୍ୟତିଥି ପାଳିତ ଭୁବନେଶ୍ୱର, ୧୬.୮ : ଅଟଳ ବିହାରୀ ବାଜପେୟୀ ରିସର୍ଚ୍ଚ ଅନୁଷ୍ଠାନ ତରଫରୁ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଷଷ୍ଠତମ ପୂଣ୍ୟତିଥି ପାଳିତ ହୋଇଯାଇଛି । ଏହି ଉତ୍ସବରେ ମାନ୍ୟବର ଆଇନ, ଅବକାରୀ ଓ ର୍ପୂ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପ୍ରାକ୍ତନ ନ୍ୟାୟଧିଶ ସମ୍ବିଧାନ ଓ [...]

ଭୁବନେଶ୍ୱର ମହାନିଗର ନିଗମର କର୍ପୋରେଟର୍ ତଥା ବିଜେଡି ନେତ୍ରୀ ଶ୍ରମତୀ ବନ୍ଦିତା ପାଲ ନିଜ ଜସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ

  ବିଜେପି ସରକାର ଉପରେ ଓଡିଶାବାସିଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି : ମନମୋହନ ସାମଲ  ରାୟଗଡା ଜିଲ୍ଲା ବିଜେଡିର ବରିଷ୍ଠ ସଂଗଠକ ଶ୍ରୀ ୟାଲା ଭେଙ୍କେଟେଶ୍ୱର ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ  ଭୁବନେଶ୍ୱର ମହାନିଗର ନିଗମର କର୍ପୋରେଟର୍ ତଥା ବିଜେଡି ନେତ୍ରୀ ଶ୍ରମତୀ ବନ୍ଦିତା ପାଲ ନିଜ ଜସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ଭୁବନେଶ୍ୱର, ତା.୧୬/୦୮: [...]

ବିଜେଡିର ବରିଷ୍ଠ ନେତାମାନଙ୍କ ଷଡଯନ୍ତ୍ର ପାଇଁ ନୂଆ ବିଧାୟକମାନେ ପ୍ରଶିକ୍ଷଣରୁ ବଂଚିତ ନହୁଅନ୍ତୁ :ଡ.ମୁକେଶ ମହାଲିଙ୍ଗ୍‌

_ବିଧାନସଭାର ‘ଜ୍ଞାନ ସଂସ୍କାର ଅଭ୍ୟାସ’ କାର୍ଯ୍ୟକ୍ରମକୁ ବିଜେଡ଼ିର ବହିଷ୍କାର ପ୍ରସଙ୍ଗରେ_ ବିଜେଡିର ବରିଷ୍ଠ ନେତାମାନଙ୍କ ଷଡଯନ୍ତ୍ର ପାଇଁ ନୂଆ ବିଧାୟକମାନେ ପ୍ରଶିକ୍ଷଣରୁ ବଂଚିତ ନହୁଅନ୍ତୁ :ଡ.ମୁକେଶ ମହାଲିଙ୍ଗ୍‌  ବିଧାନସଭାର ପରମ୍ପରାକୁ ସମ୍ମାନ ଦିଅନ୍ତୁ ବିରୋଧୀ ଦଳ  ନୂଆ କରି ନିର୍ବାଚିତ ହୋଇଥିବା ୮୪ ଜଣ ବିଧାୟକମାନଙ୍କୁ ପ୍ରଶିକ୍ଷଣ ପାଇଁ ସମସ୍ତେ ସହଯୋଗ କରିବା ଉଚିତ୍  ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢୀ, ଉପବାଚସ୍ପତି ଭବାନୀ ଭୋଇ, [...]