ଲିଙ୍ଗରାଜ ମନ୍ଦିର ନିକଟରେ ଶ୍ରାବଣ ଶେଷ ସୋମବାର ଦିନବନ୍ଧୁ ମଲିଆଙ୍କୁ ଜୀବନବ୍ୟାପି ସାଧନା ପାଇଁ “ଶିବ ଭଜନ ସମ୍ମାନ”
ଲିଙ୍ଗରାଜ ମନ୍ଦିର ନିକଟରେ ଶ୍ରାବଣ ଶେଷ ସୋମବାର ଦିନବନ୍ଧୁ ମଲିଆଙ୍କୁ ଜୀବନବ୍ୟାପି ସାଧନା ପାଇଁ “ଶିବ ଭଜନ ସମ୍ମାନ” ଭୁବନେଶ୍ୱର,୧୯/୮- ଶ୍ରାବଣ ଶେଷ ସୋମବାର ଉପଲକ୍ଷେ ଲିଙ୍ଗରାଜ ମନ୍ଦିର ନିକଟରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପୂର୍ବ ରାତିରୁ କାଉଡ଼ିଆମାନେ ଧାଡ଼ିବାନ୍ଧି ମନ୍ଦିର ସିଂହଦ୍ୱାର ନିକଟରେ ଅପେକ୍ଷା କରି ଭୋରୁ ମନ୍ଦିରକୁ ପ୍ରବେଶ କରି ମହାଦେବଙ୍କୁ ପାଣି ଢ଼ାଳିଥିଲେ । ଏହି ଅବସରରେ ବୋଲବମ୍ ସାଂସ୍କୃତିକ ମହୋତ୍ସବ ଆୟୋଜିତ [...]