ଭାରତ ବନ୍ଦକୁ ସମର୍ଥନ ଘୋଷଣା: ମହାପ୍ରତିବାଦ କରାଯିବ
ସୁପ୍ରିମକୋର୍ଟ ରାୟ ଏସ୍ସି-ଏସ୍ଟି ସଂରକ୍ଷଣ ବ୍ୟବସ୍ଥା ଅକାମୀ କରିଦେବ ଭାରତ ବନ୍ଦକୁ ସମର୍ଥନ ଘୋଷଣା: ମହାପ୍ରତିବାଦ କରାଯିବ ଭୁବନେଶ୍ଵର, ୨୧.୮ : ଗତ ଅଗଷ୍ଟ ୧ ତାରିଖରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏସସି-ଏସଟି ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ଯେଉଁ ରାୟ ପ୍ରଦାନ କରିଛନ୍ତି, ତାହା ଅନୁସୂଚିତନର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ଅକାମୀ କରିଦେବ ଓ ଅଧିକ ସଂଖ୍ୟକ ସାଧାରଣବର୍ଗର ବ୍ୟକ୍ତିମାନେ ଏହାଦ୍ୱାରା ଉପକୃତ ହେବେ; ଓଡ଼ିଶା ରାଜ୍ୟ ଅନୁସୂଚିତ ଜାତି, ଜନଜାତି, [...]