Search for:
  • Home/
  • Month: August 2024

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’ ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ମୋର ସମସ୍ତ ପରିଜନଙ୍କୁ ସ୍ୱାଗତ କରୁଛି । ଆଜି ପୁଣି ଥରେ ଆଲୋଚନା ହେବ – ଦେଶର ଉପଲବ୍ଧି ସମ୍ପର୍କରେ, ଦେଶର ସାମୂହିକ ପ୍ରଚେଷ୍ଟା ସମ୍ପର୍କରେ । ଏକବିଂଶ ଶତାବ୍ଦୀର ଭାରତରେ ଏଭଳି ବହୁତ କିଛି ଘଟୁଛି, ଯାହା ବିକଶିତ ଭାରତର ମୂଳଦୁଆକୁ ସୁଦୃଢ଼ [...]

ପାପଡ଼ାହାଣ୍ଡି ଘଟଣା ସ୍ୱାଧୀନତା ସଂଗ୍ରାମ ଇତିହାସରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାକ୍ଷର’: ମନ୍ତ୍ରୀ ଶ୍ରୀ ଗଣ୍ଡ

ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ପାଳିତ ‘ପାପଡ଼ାହାଣ୍ଡି ଘଟଣା ସ୍ୱାଧୀନତା ସଂଗ୍ରାମ ଇତିହାସରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାକ୍ଷର’: ମନ୍ତ୍ରୀ ଶ୍ରୀ ଗଣ୍ଡ ଭୁବନେଶ୍ୱର, ୨୪/୦୮/୨୦୨୪ସ୍ୱାଧୀନତା ସଂଗ୍ରାମ ସମୟରେ ନବରଙ୍ଗପୁରର ପାପଡ଼ାହାଣ୍ଡିର ତୁରୀ ନଦୀଠାରେ ବ୍ରିଟିଶ ପୋଲିସଙ୍କ ବର୍ବରୋଚିତ ଗୁଳିକାଣ୍ଡ ଯୋଗୁଁ ପ୍ରାୟ ୧୯ ଜଣ ସ୍ୱାଧୀନତା ସଂଗ୍ରାମୀ ନଦୀକୁ ଡେଇଁ ପ୍ରାଣ ହରାଇଥିବାବେଳେ ଅନେକ ସଂଗ୍ରାମୀ କାରାଦଣ୍ଡ ଭୋଗୁଥିବା ସମୟରେ ମୃତୁ୍ୟବରଣ କରିଥିଲେ । ତେଣୁ ଏହାକୁ ରକ୍ତତୀର୍ଥ ପାପଡ଼ାହାଣ୍ଡି [...]

ପାଠକ ମାନେହିଁ ଖବର କାଗଜର ମାଲିକ

ପାଠକ ମାନେହିଁ ଖବର କାଗଜର ମାଲିକ ଭୁବନେଶ୍ୱର :ଓଡ଼ିଶା ସାମ୍ବାଦିକ ସଂଗଠନ ପକ୍ଷରୁ ରାଜ୍ୟ ସ୍ତରୀୟ ପାଠକ ପର୍ବ -୨୦୨୪ ,ଗୀତଗୋବିନ୍ଦ ସଦନ ,ଭୁବନେଶ୍ୱର ଠାରେ ସମ୍ପାଦକ ପ୍ରସନ୍ନ କୁମାର ଦାଶଙ୍କ ସଭାତିତ୍ବରେ ଅନୁଷ୍ଟିତ ହୋଇଯାଇଛି ।ଆଜିର ଏହି ବର୍ଣ୍ଣାଢ଼୍ୟ ସମାରୋହରେ ପ୍ରଥମ ଅଧିବେଶନରେ ଅବସରପ୍ରାପ୍ତ ଅଧ୍ୟାପିକା ପ୍ରିୟମ୍ବଦା ଦାଶ,ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରର ଉଦ୍ଘୋଷିକା ସୁକାନ୍ତି ମହାନ୍ତି,ବିଶିଷ୍ଟ ଶିକ୍ଷାବିତ୍ ଲକ୍ଷ୍ମୀ ଆମା ନନ୍ଦଡା,ବରିଷ୍ଠ ସାମଦିକ ସୋମନାଥ ମହାନ୍ତି ଓ ପରିବେଶବିତ [...]

କୃଷି ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ନୂତନ ଜ୍ଞାନକୌଶଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର 63 ତମ ପ୍ରତିଷ୍ଠା ଦିବସ ଓଡିଶାରେ ଶସ୍ୟ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ OUATର ବହୁତ ବଡ ଅବଦାନ ଅଛି ପନିପରିବା, ମାଛ ଓ ତୈଳବୀଜ ଉତ୍ପାଦନରେ ସ୍ବାବଲମ୍ବୀ ହେବା ପାଇଁ କୃଷି ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ନୂତନ ଜ୍ଞାନକୌଶଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ 58ଟି ସବଡିଭିଜନରେ ଶୀତଲଭଣ୍ଡାର କରିବାପାଇଁ ପଦକ୍ଷପ ନିିଆଯାଇଛି, ଆଗାମୀ ପାଞ୍ଚ ବର୍ଷରେ ପ୍ରତି ବ୍ଲକରେ ଶୀତଳଭଣ୍ଡାର କରିବାକୁ ଲକ୍ଷ୍ୟ [...]

ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ନିଜ ଦଳର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ରାହୁଲ ଗାନ୍ଧୀ : ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

_ଜାମ୍ମୁ ଓ କାଶ୍ମୀର ନିର୍ବାଚନ ଉପଲକ୍ଷେ କଂଗ୍ରେସ ଓ ତାର ସହଯୋଗୀ ନ୍ୟାସନାଲ କନଫରେନ୍ସର ନିର୍ବାଚନ ପ୍ରତିଶୃତି ପ୍ରସଙ୍ଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ୧୦ଟି ପ୍ରଶ୍ନ_ *ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ନିଜ ଦଳର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ରାହୁଲ ଗାନ୍ଧୀ : ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ* ଭୁବନେଶ୍ୱର, ତା.୨୪/୦୮: “ଜଳ ବିନା ମାଛ – କ୍ଷମତା ବିନା କଂଗ୍ରେସ ଦଳ” ! [...]

ସୁଭଦ୍ରା ଯୋଜନାରେ ଓଡ଼ିଶାର ମହିଳାଙ୍କୁ ଛଳନା କରିଛନ୍ତି ରାଜ୍ୟ ସରକାର- କଂଗ୍ରେସ

ସୁଭଦ୍ରା ଯୋଜନାରେ ଓଡ଼ିଶାର ମହିଳାଙ୍କୁ ଛଳନା କରିଛନ୍ତି ରାଜ୍ୟ ସରକାର- କଂଗ୍ରେସ ଭୁବନେଶ୍ୱର ତା. ୨୪.୮- ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଥିବା ସୁଭଦ୍ରା ଯୋଜନା ପ୍ରସଙ୍ଗରେ ବିଜେପି ସରକାରର ଲୁଚିକିଥିବା ଅସଲ ଉଦ୍ଦେଶ୍ୟ ଆଜି ପଦାରେ ପଡ଼ିଛି । ଏ ସରକାର ଓଡ଼ିଶାର ସୁଭଦାର ସ୍ୱରୁପା ମା’ ଭଉଣୀମାନଙ୍କୁ ସୁଭଦ୍ରା ଯୋଜନା ନାମରେ ଭଣ୍ଡାଇଛନ୍ତି, ମିଛ କହି ଭୋଟ ଲୁଟିଛନ୍ତି, ଠକିଛନ୍ତି ସେମାନଙ୍କୁ ପ୍ରତାରିତ କରିଛନ୍ତି, ସେମାନଙ୍କ [...]

ନବୀନ ନିବାସ ରେ ହିଞ୍ଜିଳି ବ୍ଲକ ସରପଞ୍ଚ ମାନେ ଭେଟି ନବୀନ ପଟ୍ଟନାୟକ ଙ୍କ ସହ ବିକାଶ ସମ୍ପର୍କ ରେ କଲେ ଆଲୋଚନା.

  ନବୀନ ନିବାସ ରେ ହିଞ୍ଜିଳି ବ୍ଲକ ସରପଞ୍ଚ ମାନେ ଭେଟି ନବୀନ ପଟ୍ଟନାୟକ ଙ୍କ ସହ ବିକାଶ ସମ୍ପର୍କ ରେ କଲେ ଆଲୋଚନା.   ଭୁବନେଶ୍ୱର 23/8/24 ହିଞ୍ଜିଳି ବ୍ଲକ ର 16 ଟି ପଂଚାୟତ ର ସରପଞ୍ଚ ମାନେ ଆଜି ନବୀନ ନିବାସ ଠାରେ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ଶ୍ରୀ ନବୀନ ପଟନାୟକ ଙ୍କୁ ଭେଟି ହିଞ୍ଜିଳି ର ବିକାଶ ସମ୍ପର୍କରେ ଆଲୋଚନା [...]

ମହିଳାକୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କ୍ଷେତ୍ରରେ ବିଜେଡି ଉଦାହରଣ ସୃଷ୍ଟି କରିଛି

ବାଚସ୍ପତିଙ୍କୁ ଅସମ୍ମାନ ଅଭିଯୋଗ ଭିତ୍ତିହୀନ: ବିଜେଡି ରାଜ୍ୟର ପ୍ରଥମ ମହିଳା ବାଚସ୍ପତିଙ୍କୁ ବିଜେପି ବିଧାୟକ ଅସମ୍ମାନ ପ୍ରଦର୍ଶନ କରିଥିଲେ ମହିଳାକୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କ୍ଷେତ୍ରରେ ବିଜେଡି ଉଦାହରଣ ସୃଷ୍ଟି କରିଛି ଭୁୁବନେଶ୍ୱର, ୨୩/୦୮/୨୦୨୪: ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀମତୀ ଇପ୍ସିତା ସାହୁ ଓ ଶ୍ରୀମତୀ ସୋଫିଆ ଆଲମ ବାଚସ୍ପତିକୁ ଅସମ୍ମାନ ଅଭିଯୋଗକୁ ଖଣ୍ଡନ କରିଛନ୍ତି। [...]

ପାଞ୍ଚ ବର୍ଷରେ ୫୦,୦୦୦ ଅର୍ଥାତ ମାସକୁ ୮୩୩ ଟଙ୍କା ଓ ଦିନକୁ ୨୭ ଟଙ୍କା ଏକ ପ୍ରହସନ

ସୁଭଦ୍ରା ଯୋଜନା ବହୁ ଆଡ଼ମ୍ବରରେ ଲଘୁ କ୍ରିୟା: ବିଜେଡି ପାଞ୍ଚ ବର୍ଷରେ ୫୦,୦୦୦ ଅର୍ଥାତ ମାସକୁ ୮୩୩ ଟଙ୍କା ଓ ଦିନକୁ ୨୭ ଟଙ୍କା ଏକ ପ୍ରହସନ ଭତ୍ତାଧାରୀଙ୍କ ପରେ ସୁଭଦ୍ରାରେ ମହିଳାଙ୍କୁ ପ୍ରଵଂଚନା ଭୁବନେଶ୍ୱର: 23/08/2024: ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖଭଵନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ କହିଲେ, ଆଜି ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର ଏସଓପି ଆସିବା ପରେ [...]

ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କା ଦିଆଯିବବୋଲି କୁହାଯାଇଥିଲା ଏବେ ଅଲଗା କଥା :ଜନତା

୫ ବର୍ଷରେ ମିଳିବ ୫୦ ହଜାର ‘ସୁଭଦ୍ରା’ ଯୋଜନାର ରୂପରେଖ ଘୋଷଣା ଭୁବନେଶ୍ୱର:ରାଜ୍ୟ ବିଜେପି ସରକାରଙ୍କ ବହୁ ଆଲୋଚିତ “ସୁଭଦ୍ରା” ଯୋଜନାର ରୂପରେଖ(ଏସଓପି) ଚୂଡ଼ାନ୍ତ ହୋଇଛି । ରାଜ୍ୟ କ୍ୟାବିନେଟ୍ ରେ ଅନୁମୋଦିତ ଏହି ଯୋଜନାକୁ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ଏହି ଯୋଜନାରେ ୨୧ ବର୍ଷରୁ ୬୦ ବର୍ଷ ବୟସର ମହିଳାଙ୍କୁ ଦୁଇଟି ପର୍ଯ୍ୟାୟରେ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ମିଳିବ [...]