Search for:
  • Home/
  • Month: August 2024

ରାଜଧାନୀରେ ପ୍ରେମ କୁ ନେଇ ମର୍ଡର।

ରାଜଧାନୀରେ_ମର୍ଡର -ଭୁବନେଶ୍ବର ଖଣ୍ଡଗିରିରେ ଯୁବକଙ୍କୁ ବିଭତ୍ସ ହତ୍ୟା -ଜଗନ୍ନାଥନଗର ନିକଟରେ ଖଣ୍ଡାରେ ହାଣି ହତ୍ୟା -ଅଭିଯୁକ୍ତ +୨ ଛାତ୍ର ସୂଚନା, ହତ୍ୟା ପରେ ଥାନାରେ ଅଟକ -ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା [...]

ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଅତୁଳନୀୟ – ମୁଖ୍ୟମନ୍ତ୍ରୀ

  ଓଡିଶା ପାଇଁ ଆଉ ଦୁଇଟି ରେଳପ୍ରକଳ୍ପ ମଞ୍ଜୁର ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଅତୁଳନୀୟ – ମୁଖ୍ୟମନ୍ତ୍ରୀ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଭୁବନେଶ୍ୱର ୨୮ ଅଗଷ୍ଟ ୨୦୨୪ଆଜି କେନ୍ଦ୍ର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟି ବୈଠକରେ ଓଡିଶା ପାଇଁ ଦୁଇଟି ନୂଆ ରେଳ ପ୍ରକଳ୍ପ ମଞ୍ଜୁର କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ [...]

ନନ୍ଦନକାନନକୁ ପ୍ରାଣୀ ଅଦଳ ବଦଳ ନୂଆ ଅତିଥି।

ଭୁବନେଶ୍ୱର:ନନ୍ଦନକାନନକୁ ପ୍ରାଣୀ ଅଦଳ ବଦଳ ପ୍ରକ୍ରିୟାରେ ନୂଆ ଅତିଥି ଆସିଛନ୍ତି । ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନା ଏବଂ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ପଶୁ ଅଦଳବଦଳ ପ୍ରକ୍ରିୟା ସଫଳ ହୋଇଛି । ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନାରୁ ଆସିଥିବା ଅତିଥି ମାନେ ହେଲେ ୨ଟି ଫିସିଂ କ୍ୟାଟ୍, ୮ଟି ଗ୍ରୀନ୍ ଇଗୁଆନା, ୬ଟି ୱାଟର ମନିଟର୍ ଲିଜାର୍ଡ, ୨ଟି ଜିରାଫ ଓ ୨ଟି ସ୍ପୁନ୍ ବିଲ୍ସ ଚଢେଇ ଆସିଛନ୍ତି । [...]

ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନିତ କରିବା ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲା

ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନିତ କରିବା ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲା : ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଭୁବନେଶ୍ୱର, ତା. ୨୮/୦୮ ରିଖ : ସାରା ବିଶ୍ୱର ଠାକୁର ମହାପ୍ରଭୁ ଜଗନ୍ନାଥଙ୍କୁ ବିଜେପିର ସରକାର ଏବଂ ବିଜେପିର ନେତାମାନେ ଅପମାନିତ କରିଆସୁଅଛନ୍ତି । ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ସରକାରକୁ ଆସିଥିବା ବିଜେପି ସରକାର କ୍ଷମତା ଲୋଭରେ ଅନ୍ଧ ହୋଇ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜକୁ ଜଗନ୍ନାଥଙ୍କ [...]

୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ ପାଇଁ ପାଣ୍ଡୁଲିପି ଆହ୍ବାନ

୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ ପାଇଁ ପାଣ୍ଡୁଲିପି ଆହ୍ବାନ ଭୁବନେଶ୍ବର : ଓଡ଼ିଆ ସାହିତ୍ୟ ଜଗତର ଅନ୍ୟତମ ପ୍ରମୁଖ ଓ ପ୍ରତୀକ୍ଷିତ ସମ୍ମାନ ‘ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୨୪’ ପାଇଁ ପାଣ୍ଡୁଲିପି ଆହ୍ବାନ କରାଯାଇଛି। ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୨୦୧୭ ମସିହା ଠାରୁ ପ୍ରତିବର୍ଷ ୧୦ ଜଣ ଯୁବ ଲେଖକଙ୍କୁ ସେମାନଙ୍କ ଅପ୍ରକାଶିତ ପାଣ୍ଡୁଲିପି [...]

ଡୁଡନୁ ଫାଉଣ୍ଡେସନ୍ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ‘ମାନସିକ ଅନଗ୍ରସର କୌଣସି ଗୁଣରେ କମ୍ ନୁହଁନ୍ତି’

ଡୁଡନୁ ଫାଉଣ୍ଡେସନ୍ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ‘ମାନସିକ ଅନଗ୍ରସର କୌଣସି ଗୁଣରେ କମ୍ ନୁହଁନ୍ତି’ ଭୁବନେଶ୍ୱର, ୨୬ା୮: ମାନସିିକ ଅନଗ୍ରସର ହୋଇ ମଧ୍ୟ ସେମାନେ କୌଣସି ଗୁଣରେ କମ୍ ନୁହଁନ୍ତି  । ସବୁବେଳେ ସେମାନଙ୍କୁ ଭଗବାନ ସହାୟ ହୋଇଥାନ୍ତି  । ସେମାନେ ଯେଉଁ କାର୍ଯ୍ୟରେ ହାତ ଦିଅନ୍ତି ତାହା ସଫଳତାର ଶୀର୍ଷରେ ପହଞ୍ôଚପାରିଥାଏ  । ସେମାନେ ସବୁବେଳେ ସମସ୍ତଙ୍କଠାରୁ ସ୍ୱତନ୍ତ୍ର  । ତେଣୁ ସେମାନଙ୍କୁ ସମାଜର ସବୁବର୍ଗର ଲୋକମାନେ [...]

Guru ଶ୍ରୀମତୀ ସିକତା ଦାସଙ୍କୁ ତୃତୀୟ ପଦ୍ମାବତୀ ସମ୍ମାନରେ ସମ୍ମାନୀତ

ଭୁବନେଶ୍ୱର:“ସୁନୟନା ଚାରିଟେବୁଲ୍ ଟ୍ରଷ୍ଟ” ଏକ ଓଡିଶୀ ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଦ୍ବାରା ତୃତୀୟ ପଦ୍ମାବତୀ ଉତ୍ସବ ସ୍ଥାନୀୟ ଭଞ୍ଜକଳା ମଣ୍ଡପ ଠାରେ ତା.୨୫.୦୮.୨୦୨୪ରିଖ (ରବିବାର) ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ସଂସ୍କୃତି, କ୍ରୀଡା ଓ ଯୁବବ୍ୟପାର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ, ଶ୍ରୀଯୁକ୍ତ ପ୍ରବୋଧ ରଥ ସଚିବ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଗୁରୁ ଶ୍ରୀମତୀ କୁମ୍‌କୁମ୍ ମହାନ୍ତି [...]

ଶଙ୍ଖ ଭବନ ରେ ବିଜେଡି ର ନବ ନିର୍ବାଚିତ ବିଧାୟକ ମାନଙ୍କ ପ୍ରଶିକ୍ଷଣ ଶିବିର

  ଶଙ୍ଖ ଭବନ ରେ ବିଜେଡି ର ନବ ନିର୍ବାଚିତ ବିଧାୟକ ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟନ କଲେ ନବୀନ ପଟ୍ଟନାୟକ. ଗଣତନ୍ତ୍ର ର ଶ୍ରେଷ୍ଠ ସୁରକ୍ଷାକାରୀ ହେଉଛି ସକ୍ରିୟ ବିରୋଧୀ ଦଳ. ଓଡିଶା ତଥା ଓଡିଶା ବାସୀଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ ଲଢେଇ ଜାରି ରଖିବାକୁ ବିଧାୟକ ଙ୍କୁ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ. ଭୁବନେଶ୍ୱର 25/8/24ଶଙ୍ଖ ଭବନ ରେ ଆଜି ଆରମ୍ଭ ହେଲା ବିଜେଡି ର [...]

ଟାଟା ପାୱାର ର ଚିଙ୍ଗୁଡ଼ି ରପ୍ତାନୀ ସଂସ୍ଥା ଉପରେ ମନମୁଖୀ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧ ରେ ଆଜିଠାରୁ ପ୍ରତୀକାତ୍ମକ ହରତାଳ ଆରମ୍ଭ .

ଟାଟା ପାୱାର ର ଚିଙ୍ଗୁଡ଼ି ରପ୍ତାନୀ ସଂସ୍ଥା ଉପରେ ମନମୁଖୀ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧ ରେ ଆଜିଠାରୁ ପ୍ରତୀକାତ୍ମକ ହରତାଳ ଆରମ୍ଭ ..!! ଭୁବନେଶ୍ୱର:ବର୍ତ୍ତମାନ ସମୟରେ ଆନ୍ତର୍ଜାତିକ ବଜାରରେ ଚିଙ୍ଗୁଡ଼ିର ଅହେତୁକ ମୂଲ୍ୟ ହ୍ରାସ ସାଙ୍ଗ କୁ ଇଉରୋପ ଓ ଆମେରିକା ବଜାରର ମାନ୍ଦା ଅବସ୍ଥା ଓ ତତ୍ ସହିତ Equador ର ଆନ୍ତର୍ଜାତିକ ବଜାରରେ ଚିଙ୍ଗୁଡ଼ି ଦର ହ୍ରାସ ଯୋଗୁଁ ସମ୍ପୂର୍ଣ୍ଣ ଉଦ୍ୟୋଗ ବର୍ତ୍ତମାନ ଭୟଙ୍କର ମାନ୍ଦା ଅବସ୍ଥା ଦେଇ [...]

ଆଜି ଲଘୁଚାପର ରୂପ ନେଇପାରେ ଘୂର୍ଣ୍ଣିବଳୟ, ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା

ଆଜି ଲଘୁଚାପର ରୂପ ନେଇପାରେ ଘୂର୍ଣ୍ଣିବଳୟ, ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ଏହି ଲଘୁଚାପ ପଛକୁ ଆଉ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟରେ ପ୍ରାୟ ମାସ ଶେଷ [...]