କୋ-ଅପରେଟିଭ୍ ନା କରପ୍ସନ୍ ବିଭାଗ ! ସବୁ ଜାଣିଶୁଣି କାହିଁକି ଚୁପ୍ ବସିଥିଲା
କୋ-ଅପରେଟିଭ୍ ନା କରପ୍ସନ୍ ବିଭାଗ ! ସବୁ ଜାଣିଶୁଣି କାହିଁକି ଚୁପ୍ ବସିଥିଲା ତତ୍କାଳୀନ ବିଜେଡି ସରକାର ? ଭୁବନେଶ୍ୱର:ବିଜେଡି ସରକାରରେ କୋପରେଟିଭ୍ ବିଭାଗ ପାଲଟିଥିଲା କରପ୍ସନ ବିଭାଗ। ଜାଲ୍ ଚାଷୀଙ୍କ ଜାଲ୍ ଦସ୍ତଖତରେ ଚଳୁ ହୋଇଛି ସରକାରୀ ତହବିଲ୍। ସମବାୟ ବ୍ୟାଙ୍କଗୁଡିକରେ ହୋଇଛି ୨୦୦ କୋଟିରୁ ଅଧିକ ଦୁର୍ନୀତି। ଆଶ୍ଚର୍ଯ୍ୟର କଥା ହେଲା ଦୁର୍ନୀତି ପ୍ରତି ତତ୍କାଳୀନ ବିଜେଡି ସରକାରଙ୍କ ସହନଶୀଳତା ନୀତି । କାହିଁକି ନା ୨୦୦ [...]