Search for:
  • Home/
  • Month: August 2024

ସଙ୍ଗୀତ ଓ କବିତାରେ ବର୍ଷାର ଅନୁଭବ:ସଂଭାବନାର ଵର୍ଷା ଆସର

ସଙ୍ଗୀତ ଓ କବିତାରେ ବର୍ଷାର ଅନୁଭବ:ସଂଭାବନାର ଵର୍ଷା ଆସର ଭୂବନେଶ୍ୱର ତା ୩୦/୮- ପ୍ରକୃତିର ବିଭିନ୍ନ ଋତୁ ମଧ୍ୟରେ ଅତି ସୁନ୍ଦର ଓ ଉପାଦେୟ ଋତୁ ହେଉଛି ବର୍ଷା । ବର୍ଷା ସଦାସର୍ବଦା ମଣିଷକୁ ଆନମନା ଓ ଭାବୁକ କରିଛି । ସେଥିପାଇଁ କବିତା ଓ ଗୀତରେ ସେ ପ୍ରକାଶ କରିଛି ନିଜର ଭାବ ଓ ଭାବନା । ବର୍ଷା ସମୟକୁ ଅଧିକ ରୋମାଞ୍ଚକର କରିବା ସହ ଅନୁଭବ କରିବାପାଇଁ [...]

ସେବା, ସ୍ୱାଭିମାନ ସଂଗ୍ରାମ ଓ ସଚେତନତା ଆମର ଆଦର୍ଶ ।

  ସେବା, ସ୍ୱାଭିମାନ ସଂଗ୍ରାମ ଓ ସଚେତନତା ଆମର ଆଦର୍ଶ । ସଫଳତା ପାଇଁ ଶୁଭେଚ୍ଛା ଜଣାଇଲେ ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲୀଙ୍କୁ । ସୋସିଆଲମିଡିଆରେ ସକ୍ରିୟ ରୁହ, ବିଜେପିର ମିଛ ପ୍ରତିଶୃତି ବିଷୟ ରେ ଲୋକଙ୍କୁ ସଚେତନ କର । ଲୋକଙ୍କ ସେବା କର, ଓଡ଼ିଆ ସ୍ୱାଭିମାନ ପାଇଁ ସଂଗ୍ରାମ ଜାରିରଖ । ଛାତ୍ରମାନେ ହେଉଛନ୍ତି ଭବିଷ୍ୟତର କର୍ଣ୍ଣଧାର । ତୁମମାନଙ୍କ ନିଷ୍ଠାପର କାର୍ଯ୍ୟ ଏକ ସଶକ୍ତ ଓଡ଼ିଶା [...]

ମଙ୍ଗଳାଙ୍କୁ ଲାପଟପ୍‌ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

  ଏମ୍‌.ବି.ବି.ଏସ୍‌ ପାଠ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ବଣ୍ଡା ଜନଜାତି ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମଙ୍ଗଳାଙ୍କୁ ଲାପଟପ୍‌ ଉପହାର ଦେଲେ ମୁଖ୍ୟମନ୍ତ୍ରୀ ମଙ୍ଗଳାଙ୍କ ମେଡିକାଲ ପାଠ୍ୟକ୍ରମ ଜାରି ରଖିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର :୩୦ ଅଗଷ୍ଟ ୨୦୨୪ଆଜି ଲୋକସେବା ଭବନଠାରେ ବ୍ରହ୍ମପୁର ଏମ୍‌.କେ.ସି.ଜି ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ନିଟ୍‌-୨୦୨୪ ଦ୍ବାରା ଯୋଗ୍ୟ ବିବେଚିତ ହୋଇଥିବା ମାଲକାନଗିରି ଜିଲ୍ଲା [...]

୧୯୨୧ ମସିହାରୁ ଗାନ୍ଧିଜୀଙ୍କର ଓଡ଼ିଶା ଆଗମନ ମଧ୍ୟ ଆରମ୍ଭ

୭୭ ତମ ସଂସ୍କୃତି ଚର୍ଚ୍ଚା ସମାରୋହ ଭୁବନେଶ୍ୱର:ତା୨୯.୦୮.୨୦୨୪ରିଖ ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଭୁବନେଶ୍ୱର । ବିଷୟ- ଅଗଷ୍ଟ ଆନ୍ଦୋଳନର ଅନାଲୋଚିତ ଅଧିନାୟକ ଭୁବନେଶ୍ୱର- ତା୨୯.୦୮.୨୦୨୪ରିଖ । ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୭୭ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ଶ୍ରୀଯୁକ୍ତ ବିରୂପାକ୍ଷ ତ୍ରିପାଠୀ, ଗାନ୍ଧୀ ଚେତନା ପ୍ରଚାରକ ଓ ବିଶିଷ୍ଟ ସାମ୍ବାଦିକ ତଥା କାର୍ଯ୍ୟ ନିର୍ବାହୀ [...]

ଦୁଇ କୃତୀ ଶିକ୍ଷକ ଙ୍କ ସହ କଥା ହେଲେ. ନବୀନ ପଟ୍ଟନାୟକ.

ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଓଡିଶା ର ଦୁଇ କୃତୀ ଶିକ୍ଷକ ଙ୍କ ସହ କଥା ହେଲେ. ନବୀନ ପଟ୍ଟନାୟକ. ଆପଣଙ୍କ ମାନଙ୍କ ନିଷ୍ଠା ଓ ସାଧନା ପାଇଁ ଆମେ ଗର୍ବିତ. ଭୁବନେଶ୍ୱର29/8/24ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଓଡିଶା ର ଦୁଇ କୃତଵିଦ୍ୟ ଶିକ୍ଷକ ଡ଼କ୍ଟର ଦ୍ବିତୀଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର କରଙ୍କୁ ଙ୍କୁ ନବୀନ ପଟ୍ଟନାୟକ ଆଜି ବ୍ୟକ୍ତିଗତ ଭାବେ ଫୋନ କରି କଥା [...]

ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

  ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର୨୯ ଅଗଷ୍ଟ ୨୦୨୪ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ସୂଚନା ଯୋଗ୍ୟ ଯେ ନୂଆଖାଇ ସେପ୍ଟେମ୍ବର ୮ ତାରିଖ ରବିବାର ଛୁଟି ଦିବସ ହୋଇଥିବାରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟ ଛୁଟି ରହିବ। ଏହି ଦିନ ରାଜ୍ୟର ସମସ୍ତ ସରକାରୀ [...]

ବିଜୁ ଜନତା ଦଳରେ ରହିଛି ଭିକେ ପାଣ୍ଡିଆନଙ୍କ ଦବ୍‌ଦବା

-ଏବେ ବି ବି ବିଜୁ ଜନତା ଦଳରେ ରହିଛି ଭିକେ ପାଣ୍ଡିଆନଙ୍କ ଦବ୍‌ଦବା -ପାଣ୍ଡିଆନଙ୍କୁ ପ୍ରୋଟେକ୍ସନ ଦେବାକୁ ଖୋଲାଖୋଲି ଆଗେଇ ଆସିଲା ବିଜେଡି -ପ୍ରେସମିଟ୍‌ରେ ପାଣ୍ଡିଆନଙ୍କୁ ଖୋଲା ପ୍ରୋଟେକ୍ସନ ଦେଲେ ବିଜେଡି ନେତା -ପାଣ୍ଡିଆନଙ୍କ ପାଇଁ ଖୋଲାଖୋଲି ବାହାରିଲେ ସୁଲତା ଦେଓ, ଲେନିନ୍‌ ମହାନ୍ତି -ବିଧାନସଭା ଉତ୍ତର ନେଇ ଖୋଲାଖୋଲି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ -ପାଣ୍ଡିଆନ ଏନେଇ ଖୋଲା ଚାଲେଂଜ ଦେଇଥିବା ପ୍ରେସମିଟରେ କହିଲେ ଉଭୟ -କେଉଁଠି ତାଙ୍କ ଫଟୋ [...]

ବେଦ ସ୍ୱାଧ୍ୟାୟର ଅନନ୍ୟ ପର୍ବ ଶ୍ରାବଣୀ ଉପାକର୍ମ ଉଦ୍‌ଯାପିତ

ବେଦ ସ୍ୱାଧ୍ୟାୟର ଅନନ୍ୟ ପର୍ବ ଶ୍ରାବଣୀ ଉପାକର୍ମ ଉଦ୍‌ଯାପିତ ସାରା ଓଡ଼ିଶାରେ ମହାସମାରୋହରେ ପାଳିତ ଭୁବନେଶ୍ୱର, ୨୯.୮ : ଆର୍ଯ୍ୟ ସମାଜ, ଓଡ଼ିଶାର ଆହ୍ୱାନରେ ଶ୍ରାବଣ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ବୈଦିକ ପରମ୍ପରାର ଅନନ୍ୟ ପର୍ବ “ଶ୍ରାବଣୀ ଉପାକର୍ମ” ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଉଦ୍‌ଯାପିତ ହୋଇଯାଇଛି । ଆର୍ଯ୍ୟସମାଜ, ଓଡ଼ିଶା ପକ୍ଷରୁ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପରେ ଭୁବନେଶ୍ୱରର ୭ଜଣ ବିଶିଷ୍ଟ ବ୍ୟକ୍ତିଙ୍କ [...]

ଅନ୍ତର୍ଜାତୀୟ ଶ୍ରୀ-ଅନ୍ନ ସମ୍ମିଳନୀ ଆୟୋଜନ ନେଇ ପ୍ରସ୍ତୁତି ବୈଠକ

ଅନ୍ତର୍ଜାତୀୟ ଶ୍ରୀ-ଅନ୍ନ ସମ୍ମିଳନୀ ଆୟୋଜନ ନେଇ ପ୍ରସ୍ତୁତି ବୈଠକ ସବୁ ଜିଲ୍ଲାରୁ ଗୋଟିଏ କିମ୍ବା ତତୋଧିକ ପାରମ୍ପରିକ ଶସ୍ୟ/ପନିପରିବା/ଫଳ ବଛାଯାଇ ପ୍ରଦର୍ଶନ କରାଯିବ : ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଭୁବନେଶ୍ୱର, ୨୯/୦୮/୨୦୨୪ଚଳିତ ନଭେମ୍ବର ୧୦ ତାରିଖ ଦିନ ଅନ୍ତର୍ଜାତୀୟ ଶ୍ରୀ-ଅନ୍ନ ସମ୍ମିଳନୀ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ [...]

ୟୁନିଫାଏଡ ପେନସନ ନୁହେଁ ଅବିକଳ ପୁରୁଣା ପେନସନ ଦରକାର

ଓଡ଼ିଶାରେ ପୁରୁଣା ପେନସନ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ୟୁନିଫାଏଡ ପେନସନ ନୁହେଁ ଅବିକଳ ପୁରୁଣା ପେନସନ ଦରକାର ଭୁବନେଶ୍ୱର:ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିଳମ୍ୱରେ ହେଲେ ମଧ୍ୟ କର୍ମଚାରୀ ମାନଙ୍କ ଦାବିକୁ ବିଚାରକୁ ନେଇ ୟୁନିଫାଏଡ ପେନସନ ସ୍କିମକୁ ଅନୁମୋଦନ କରାଯାଇଛି ଯାହାକୁ କର୍ମଚାରୀ ମାନଙ୍କ ତରଫରୁ ସ୍ୱାଗତ କରାଯାଉଅଛି କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ [...]