Search for:
  • Home/
  • Month: August 2024

ବିଶ୍ୱ ସ୍ତନ୍ୟପାନ ସପ୍ତାହ ଶୁଭାରମ୍ଭ।

ବିଶ୍ୱ ସ୍ତନ୍ୟପାନ ସପ୍ତାହ ଶୁଭାରମ୍ଭ  କର୍ମଜୀବୀ ମା’ମାନଙ୍କ ପାଇଁ କ୍ରେଚ୍‌ ସହ ସ୍ତନ୍ୟପାନ ଗୃହ କରିବାକୁ ଦେଲେ ନିର୍ଦ୍ଦେଶ  ଜନସାଧାରଣ ସ୍ଥାନରେ ସ୍ତନ୍ୟପାନ ଗୃହର ରହିଛି ଆବଶ୍ୟକତା  ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ଲାଗିବ ସ୍ତନ୍ୟପାନ ସଚେତନତା ବ୍ୟାନର ଭୁବନେଶ୍ୱର, ୦୨/୦୮/୨୦୨୪ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ସମାଜ କଲ୍ୟାଣ ବୋର୍ଡରେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଶୁଭାରମ୍ଭ କରାଯାଇଛି । ଏହି [...]

ବିଜେପି ପ୍ରଲୋଭନରେ ବିଜେଡି ଛାଡ଼ିଛନ୍ତି ମମତା: ବିଜେଡି

ବିଜେପି ପ୍ରଲୋଭନରେ ବିଜେଡି ଛାଡ଼ିଛନ୍ତି ମମତା: ବିଜେଡି କୁଡୁମି ସମାଜକୁ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି ନବୀନ ସରକାର ମହିଳା ସଶକ୍ତିକରଣ ପଦକ୍ଷେପ ଭାବେ ଜିଲ୍ଲା ପରିଷଦରୁ ରାଜ୍ୟସଭା ସାଂସଦ ହୋଇଥିଲେ ମମତା ଭୁବନେଶ୍ୱର, ୦୧/୦୮/୨୦୨୪: ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଲକ୍ଷ୍ୟରେ ଚଞ୍ଚକତା କରି ବିଜେଡ଼ି ତଥା ରାଜ୍ୟସଭାର ସଦସ୍ୟ ପଦରୁ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି ବୋଲି ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି [...]

ଉତ୍ତରପ୍ରଦେଶରୁ ଆସିବ ଆଳୁ।

ଉତ୍ତରପ୍ରଦେଶରୁ ଆସିବ ଆଳୁ ପଶ୍ଚିମବଙ୍ଗର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି:ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ଭୁବନେଶ୍ୱର,୦୧/୦୮/୨୦୨୪: ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆଣିବା ବ୍ୟବସ୍ଥା କରାଯିବ । ଏ ସଂକ୍ରାନ୍ତରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ [...]

ସ୍ତ୍ରୀ ହତ୍ୟାକାରୀ ସ୍ବାମୀକୁ ଫାଶୀ ଦଣ୍ଡ

ସ୍ତ୍ରୀ_ହତ୍ୟାକାରୀ_ସ୍ବାମୀକୁ_ଫାଶୀ_ଦଣ୍ଡ. ଭୁବନେଶ୍ୱର:-ନିଶା ପାଇଁ ସ୍ତ୍ରୀ ଓ ଛୁଆର ତଣ୍ଟି କାଟିଥିଲା ସ୍ବାମୀ . -ଶିଶୁଟି ବଞ୍ଚିଯାଇଥିବାବେଳେ ସ୍ତ୍ରୀର ମୃତ୍ୟୁ ହୋଇଥିଲା -ଘଟଣାରେ ରାୟ ପ୍ରକାଶ କରି ଫାଶୀ ଦଣ୍ଡ ଶୁଣାଇଲେ କୋର୍ଟ . -୨୦୨୨ ମସିହା ଜୁନ ୯ରେ ଖଣ୍ଡଗିରି ଘାଟିକିଆରେ ତଣ୍ଟି କାଟି ହତ୍ୟା କରିଥିଲା ସ୍ବାମୀ. [...]

ପଶ୍ଚିମବଙ୍ଗରୁ ଆଳୁ ଆସିବା ବେଳେ ଟିଏମସି ଗୁଣ୍ଡା ହଇରାଣ କରୁଛନ୍ତି’: ମନ୍ତ୍ରୀ

ପଶ୍ଚିମବଙ୍ଗରୁ_ଆସିବନି_ଆଳୁ- ମନ୍ତ୍ରୀ ଓଡ଼ିଶାକୁ ଆସିଲା ଉତ୍ତରପ୍ରଦେଶର ଆଳୁ ୟୁପିରୁ ଆଳୁ ଆସିଥିବା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଧୀରେଧୀରେ ପଶ୍ଚିମବଙ୍ଗରୁ ଆଳୁ ଆସିବା କମ୍‌ କରାଯିବ କହିଲେ ମନ୍ତ୍ରୀ ‘ପରେ ପଶ୍ଚିମବଙ୍ଗରୁ ଆଳୁ ଆସିବା ସମ୍ପୂର୍ଣ୍ଣ ବନ୍ଦ କରାଯିବ’ ପଶ୍ଚିମବଙ୍ଗରୁ ଆଳୁ ଆସିବା ବେଳେ ଟିଏମସି ଗୁଣ୍ଡା ହଇରାଣ କରୁଛନ୍ତି’ସୀମାରେ ଗାଡ଼ି ଅଟକାଇ ଜୋର ଜବରଦସ୍ତି ଟଙ୍କା ଆଦାୟ କରୁଛନ୍ତି’ [...]

ଲୋକଙ୍କ ହିତ ପାଇଁ “ନେମ୍ ଚେଞ୍ଜର” ବି “ଗେମ୍ ଚେଞ୍ଜର” ବି ହେବ ବିଜେପି: ଟଙ୍କଧର ତ୍ରିପାଠୀ

ଲୋକଙ୍କ ହିତ ପାଇଁ “ନେମ୍ ଚେଞ୍ଜର” ବି “ଗେମ୍ ଚେଞ୍ଜର” ବି ହେବ ବିଜେପି: ଟଙ୍କଧର ତ୍ରିପାଠୀ  ଅନ୍ୟକୁ ଜୁମଲା ସରକାର କହୁଥିବା ନବୀନ ବାବୁ ନିଜେ ଜଣେ ବଡ ଜୁମଲା  କ୍ଷମତାରୁ ଯିବା ପରେ ନବୀନ ବାବୁ ବିରୋଧୀ ଆସନରେ ବସି ଧର୍ଯ୍ୟ ହରାଇବା ସହ ବାଉଳା ଚାଉଳା ହେଉଛନ୍ତି  ୧୪୦ଟି ଯୋଜନା କରି ନିଜର ଦଳୀୟ କର୍ମୀ ଓ ନେତାଙ୍କୁ ପୋଷୁଥିଲା ବିଜେଡି [...]

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସହ ବିଜେପି କୃଷକମୋର୍ଚ୍ଚାର ବୈଠକ

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସହ ବିଜେପି କୃଷକମୋର୍ଚ୍ଚାର ବୈଠକ *ବିଜେପିି ସରକାର ଚାଷୀଙ୍କ ପାଇଁ ସମର୍ପିତ: ମହେଶ୍ୱର ସାହୁ*  ଧାନ ମଣ୍ଡିଗୁଡ଼ିକରେ ଭିତିଭୂମିର ବିକାଶ ପାଇଁ ଆଲୋଚନା ଭୁବନେଶ୍ୱର, ତା.୩୦/୦୭: ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ କୃଷି ଓ କୃଷକମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେଇଛି । ଏନେଇ ପୂର୍ବ ସରକାର ତୁଳନାରେ ମୋହନ ମାଝୀଙ୍କ ସରକାର କୃଷି ବଜେଟ ପରିମାଣ ୩୬ ପ୍ରତିଶତ [...]

_ପ୍ରଧାନମନ୍ତ୍ରୀ ଫସଲ ବୀମା ପଂଜୀକରଣ ସମୟସୀମା ଅବଧି ବୃଦ୍ଧି_

_ପ୍ରଧାନମନ୍ତ୍ରୀ ଫସଲ ବୀମା ପଂଜୀକରଣ ସମୟସୀମା ଅବଧି ବୃଦ୍ଧି_ *ରାଜ୍ୟର ଅଗଣିତ ଚାଷୀ ଭାଇଭଉଣୀଙ୍କ ମନରେ ଖୁସି ଆଣିଦେଇଛି : ମନମୋହନ ସାମଲ*  ପ୍ରଧାନମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କଲେ ରାଜ୍ୟ ସଭାପତି ଭୁବନେଶ୍ୱର, ତା.୦୧/୦୮: ବିଜେପି ସରକାର କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ପ୍ରତିଶୃତିବଦ୍ଧ । ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତିରୁ ଚାଷୀମାନଙ୍କୁ ଫସଲର ସୁରକ୍ଷା ଓ ଚିନ୍ତାମୁକ୍ତ ରଖିବା ପାଇଁ ୨୦୧୬, ଫେବୃଆରୀ ୧୬ ତାରିଖ [...]

_ପୂର୍ବତନ ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତଙ୍କ ବିଜେପିରେ ଯୋଗଦାନ_

_ପୂର୍ବତନ ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତଙ୍କ ବିଜେପିରେ ଯୋଗଦାନ_ *ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ବିଜେପି ଉପରେ ମିଥ୍ୟାରୋପ କରୁଛି ବିଜେଡି: ବିଶେଶ୍ୱର ଟୁଡୁ*  ଶ୍ରୀମତୀ ମମତା ମହନ୍ତଙ୍କ ବିଜେପିରେ ଯୋଗଦାନକୁ ସ୍ୱାଗତ କରୁଛୁ  କୁଡୁମି ସଂପ୍ରଦାୟର ଭାଇଭଉଣୀଙ୍କୁ ନ୍ୟାୟ ଦେଇ ନାହିଁ ବିଜେଡି  ଭୋଟବ୍ୟାଂକ ଭାବେ ବ୍ୟବହାର କରି ନିଜ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରିଛି ବିଜେଡି [...]

ବ୍ରାଣ୍ଡିଂ ରାଜନୀତିରେ ମାହିର ନବୀନ ପଟ୍ଟନାୟକଙ୍କ ବୟାନବାଜି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ହାସ୍ୟାସ୍ପଦ: ଦିଲୀପ ମହାନ୍ତି

ବ୍ରାଣ୍ଡିଂ ରାଜନୀତିରେ ମାହିର ନବୀନ ପଟ୍ଟନାୟକଙ୍କ ବୟାନବାଜି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ହାସ୍ୟାସ୍ପଦ: ଦିଲୀପ ମହାନ୍ତି  ଭାରତୀୟ ଜନତା ପାର୍ଟି “ନାମ ନୁହେଁ, କାମ ଉପରେ ବିଶ୍ୱାସ କରେ”  ବିଜେପି ସରକାରର ପ୍ରଥମ ବଜେଟ୍‌କୁ ସବୁ ବର୍ଗର ଲୋକ, ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନ ସ୍ୱାଗତ କରିଛନ୍ତି  ନାମ ପରିବର୍ତନ କରି ଓଡ଼ିଶାବାସୀଙ୍କୁ ବାରମ୍ବାର ଧୋକା ଦେବାରେ ଓସ୍ତାଦ୍ ହେଉଛନ୍ତି ନବୀନ ପଟ୍ଟନାୟକ ଭୁବନେଶ୍ୱର, ତା.୨୯/୦୭: [...]