Search for:
  • Home/
  • Month: August 2024

ଜିଲ୍ଲାସ୍ତରକୁ ସ୍ବାଧୀନତା ଦିବସ ପାଇଁ ଅଧିକ ଅର୍ଥ ବରାଦ କରାଯିବ

ଏବର୍ଷ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହେବ ପ୍ରାୟ ୪୦ଟି କଣ୍ଟିଜେଣ୍ଟ ପରେଡରେ ଭାଗ ନେବେ ଜିଲ୍ଲାସ୍ତରକୁ ସ୍ବାଧୀନତା ଦିବସ ପାଇଁ ଅଧିକ ଅର୍ଥ ବରାଦ କରାଯିବ ଭୁବନେଶ୍ୱର : ଅଗଷ୍ଟ ୨୦୨୪ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ। ଆଜି ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସହିତ ଏକ ବୈଠକରେ [...]

ବିଜେପି ସରକାରଙ୍କ ଅଭିଯୋଗ ଶୁଣାଣି କେବଳ ବିଜେପି କର୍ମୀଙ୍କ ପାଇଁ ସୀମିତ ନରହୁ: ବିଜେଡି

ବିଜେପି ସରକାରଙ୍କ ଅଭିଯୋଗ ଶୁଣାଣି କେବଳ ବିଜେପି କର୍ମୀଙ୍କ ପାଇଁ ସୀମିତ ନରହୁ: ବିଜେଡି ରାଜ୍ୟର ସମସ୍ତ ନାଗରିକଙ୍କ ଅଭିଯୋଗ ଶୁଣିବା ରାଜ୍ୟ ସରକାରଙ୍କ ପ୍ରାଥମିକ ଦାୟିତ୍ୱ ଅଭିଯୋଗ ଶୁଣାଣି ନାମରେ ନିଜ ଦଳୀୟ କାର୍ଯ୍ୟାଳୟକୁ ଆସିବାକୁ ବାଧ୍ୟ କରିବା କେତେଦୂର ଯୁକ୍ତିଯୁକ୍ତ ? ଭୁୁବନେଶ୍ୱର, ୦୫/୦୮/୨୦୨୪: ବିଜେଡି ମୁଖ୍ୟାଳୟ ଶଙ୍ଖ ଭଵନଠାରେ ଆଜି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ବିଜେପି [...]

ଜଳ-ଜମି-ଜଙ୍ଗଲ ଅଧିକାର ପାଇଁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ଜନ ଆନ୍ଦୋଳନ ମାନଙ୍କ ନେତୃତ୍ଵରେ ୯ ଅଗଷ୍ଟରେ ରାୟଗଡ଼ାରେ ସମାବେଶ

  ଜଳ-ଜମି-ଜଙ୍ଗଲ ଅଧିକାର ପାଇଁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ଜନ ଆନ୍ଦୋଳନ ମାନଙ୍କ ନେତୃତ୍ଵରେ ୯ ଅଗଷ୍ଟରେ ରାୟଗଡ଼ାରେ ସମାବେଶ ରାୟଗଡ଼ା, ତା ୦୫/୦୮/୨୪: ବିଶ୍ୱ ଆଦିବାସୀ ଦିବସ ତଥା ଭାରତଛାଡ ଆନ୍ଦୋଳନର ସ୍ମାରକୀ ଦିବସ ଅବସରରେ ଦକ୍ଷିଣ ଓଡ଼ିଶାର ପ୍ରମୁଖ ଜନ ଆନ୍ଦୋଳନ ମାନଙ୍କ ନେତୃତ୍ଵରେ ୯ ଅଗଷ୍ଟ, ୨୦୨୪ ରେ ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଏକ ସମାବେଶ ଓ ଶୋଭାଯାତ୍ରା ଆୟୋଜନ କରାଯିବ । ଏହି [...]

କପିଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ବନ୍ଧୁତା ଦିବସ

ଭୁବନେଶ୍ୱର:କପିଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ବନ୍ଧୁତା ଦିବସ ୧୯୮୬ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଯୋଗ ଦେଲେ ଏହି ବ୍ୟାଚର ଛାତ୍ର ଏକାମ୍ର ବିଧାୟକ ବାବୁ ସିଂ ବନ୍ଧୁତା ଦିବସରେ ଜଣାଇଲେ ପରସ୍ପରକୁ ଶୁଭେଚ୍ଛା l ଭୁବନେଶ୍ୱର ତା ୦୪.୦୮.୨୦୨୪ ଅଗଷ୍ଟ ମାସ ପ୍ରଥମ ରବିବାର ବନ୍ଧୁତା ଦିବସ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରସ୍ଥିତ କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ ୧୯୮୬ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବନ୍ଧୁ [...]

ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ବର୍ଷା-ବଜ୍ରପାତ ନେଇ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଓ ବର୍ଷା ସମ୍ଭାବନା ରହିଛି । ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏ ନେଇ କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଓ ପୁରୀ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ [...]

ରାଜ୍ୟ ବିଜେପି ସରକାର କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଛାଡ଼ ପାଇଁ କେନ୍ଦ୍ର ପାଖରେ ଦାବି ରଖନ୍ତୁ: ବିଜେଡି

ରାଜ୍ୟ ବିଜେପି ସରକାର କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଛାଡ଼ ପାଇଁ କେନ୍ଦ୍ର ପାଖରେ ଦାବି ରଖନ୍ତୁ: ବିଜେଡି ସୁନା ଉପରେ ୩% ଜିଏସ୍‌ଟି ଥିଲାବେଳେ କେନ୍ଦୁପତ୍ର ଉପରେ ୧୮% ଜିଏସ୍‌ଟି କେତେଦୂର ଯୁକ୍ତିଯୁକ୍ତ ୨୦୧୯ରେ କେନ୍ଦ୍ର ବିଜେପିର କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଛାଡ଼ ପ୍ରତିଶ୍ରୁତି ପାଣିର ଗାର ହୋଇଥିଲା ଭୁବନେଶ୍ୱର, ୦୫/୦୮/୨୦୨୪: ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡ଼ିର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ପୂର୍ବତନ [...]

ବ୍ୟଙ୍ଗ ଚିତ୍ରଶିଳ୍ପୀ ଜ୍ଞାନ ରଥଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ବ୍ୟଙ୍ଗ ଚିତ୍ରଶିଳ୍ପୀ ଜ୍ଞାନ ରଥଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ ଭୁବନେଶ୍ୱର, ତା.୫/୦୮: ପ୍ରସିଦ୍ଧ ବ୍ୟଙ୍ଗ ଚିତ୍ରଶିଳ୍ପୀ ଜ୍ଞାନ ରଥଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ସେ ଗତ ରବିବାର ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିଲେ । ସ୍ୱର୍ଗତଃ ରଥଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାର କେଶରପୁର ଗ୍ରାମରେ । ସେ ଦୈନିକ [...]

ଚଳିତ ବଜେଟ୍‌ରେ ବିକାଶକୁ ମୁଖ୍ୟ ଆଧାର କରାଯାଇଛି : ମନମୋହନ ସାମଲ

ପାରଳାଖେମୁଣ୍ଡିରେ ରାଜ୍ୟ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ ଚଳିତ ବଜେଟ୍‌ରେ ବିକାଶକୁ ମୁଖ୍ୟ ଆଧାର କରାଯାଇଛି : ମନମୋହନ ସାମଲ  ସଂକଳ୍ପପତ୍ରର ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ  ଜାତି, ବର୍ଣ୍ଣ ଓ ଦଳଗତ ନିର୍ବିଶେଷରେ ସମସ୍ତ ବାସହୀନଙ୍କୁ ପକ୍କାଘର ଯୋଗାଇ ଦିଆଯିବ  ଗରିବ, ଯୁବକ, କୃଷକ ଓ ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ପ୍ରସ୍ତୁତ ହୋଇଛି ବଜେଟ  ଶ୍ରୀମନ୍ଦିର ପାଇଁ ୫୦୦ [...]

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ସମ୍ବର୍ଦ୍ଧନା ସମାରୋହ

  ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ସମ୍ବର୍ଦ୍ଧନା ସମାରୋହ ସାମାଜିକ ବିକାଶର ମୂଳ ସୋପାନ ହେଉଛି ଶିକ୍ଷା ଓ ସଚେତନତା ସାମଗ୍ରୀକ ଭାବେ ଓଡିଶାକୁ ଆଗକୁ ନେବାକୁ ହେଲେ ଆମ ସମସ୍ତଙ୍କୁ ସମ୍ମିଳିତ ଉଦ୍ୟମ କରିବାକୁ ପଡିବ ଇଚ୍ଛାଶକ୍ତି ବଳରେ ସବୁ କାମ ସମ୍ଭବ ହୋଇପାରିବ- ମୁଖ୍ୟମନ୍ତ୍ରୀ   ଭୁବନେଶ୍ୱର ୦୪ ଅଗଷ୍ଟ ୨୦୨୪ ସାମାଜିକ ବିକାଶର ମୂଳ ସୋପାନ ହେଉଛି ଶିକ୍ଷା [...]

ଗୋଟିଏ ଗଛର ଦାୟିତ୍ବ ନିଅନ୍ତୁ ପ୍ରତ୍ୟେକ ବିଦ୍ୟାର୍ଥୀ : ଜଗନ୍ନାଥ ପ୍ରଧାନ

ଝାରପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମା’ ପାଇଁ ଗଛଟିଏ ଗୋଟିଏ ଗଛର ଦାୟିତ୍ବ ନିଅନ୍ତୁ ପ୍ରତ୍ୟେକ ବିଦ୍ୟାର୍ଥୀ : ଜଗନ୍ନାଥ ପ୍ରଧାନ   ଭୁବନେଶ୍ବର,୦୪,୦୮…. ଜଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ଆଜି ମଧ୍ୟ ଭୁବନେଶ୍ୱର, ଝାରପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମା’ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଚି ା “ଝାରପଡା ୱେଲଫେୟାର ଆସୋସିଏସନ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ମିଳିତ ସହଯୋଗରେ [...]