Search for:
  • Home/
  • Month: August 2024

ନିର୍ବାଚନ ଫଳାଫଳର ଦୁଇମାସ ପରେ କଂଗ୍ରେସ ଆଣିଲା ସାଂଘାତିକ ଅଭିଯୋଗ

ନିର୍ବାଚନ ଫଳାଫଳର ଦୁଇମାସ ପରେ କଂଗ୍ରେସ ଆଣିଲା ସାଂଘାତିକ ଅଭିଯୋଗ: ଭାଜପା ମାତ୍ର… ନୂଆଦିଲ୍ଲୀ,୫।୮: ଲୋକ ସଭା ନିର୍ବାଚନର ଫଳାଫଳ ଆସିବାର ଦୁଇ ମାସ ବିତିଗଲାଣି। ନିର୍ବାଚନ ଫଳାଫଳରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନାହାଁନ୍ତି, କିନ୍ତୁ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରାଯାଇଥିଲା। ଏନଡିଏରେ ଅନ୍ତର୍ଭୁକ୍ତ ଦଳଗୁଡିକ ଜିତିଥିବା ଆସନ ସଂଖ୍ୟାଗରିଷ୍ଠତାଠାରୁ ଅଧିକ ଥିଲା। ତେବେ ଏହି ନିର୍ବାଚନରେ କଂଗ୍ରେସ, ସମାଜବାଦି ପାର୍ଟି, ଡିଏମକେ ଭଳି ଦଳ [...]

ବିକାଶର ଲକ୍ଷ୍ୟ ହାସଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ

  ମୁଖ୍ୟମନ୍ତ୍ରୀଙ୍କ ସହିତ ନୀତି ଆୟୋଗ ସି.ଇ.ଓଙ୍କ ଆଲୋଚନା ନୀତି ଆୟୋଗ ସହଯୋଗରେ ବିକଶିତ ଓଡିଶା ପାଇଁ Vision Document ୨୦୩୬ ଏବଂ Vision Document ୨୦୪୭ ପ୍ରସ୍ତୁତ କରାଯିବ ୨୦୩୬ ସୁଦ୍ଧା ଓଡିଶା ଅର୍ଥନୀତି ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫୦ ଟ୍ରିଲିଅନ୍ ଡଲାରରେ ପହଞ୍ଚିବା ଆମର ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ ମୁଖ୍ୟଶାସନ ସଚିବଙ୍କ ଅଧିନରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ ଭୁବନେଶ୍ୱର ୬ ଅଗଷ୍ଟ [...]

ସବୁ ଯୁବଗୋଷ୍ଠୀଙ୍କ ମନରେ ସ୍ୱେଚ୍ଛାସେବୀର ଭାବନା ଆସୁ

ସବୁ ଯୁବଗୋଷ୍ଠୀଙ୍କ ମନରେ ସ୍ୱେଚ୍ଛାସେବୀର ଭାବନା ଆସୁ ଭୁବନେଶ୍ୱର,  : ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସ୍ୱେଚ୍ଛାସେବୀ ସେବାକେନ୍ଦ୍ର ଭୁବନେଶ୍ୱରର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଆକ୍ସନ ଏଡ୍‌ର ଜାତୀୟ ମ୍ୟାନେଜର ଶ୍ରୀ ଘାସିରାମ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ସମାଜରେ ଘଟୁଥିବା ଛୋଟବଡ଼ ଅସୁବିଧାର ସମାଧାନ କରିବାରେ ସ୍ୱେଚ୍ଛାସେବୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । [...]

ସାବାସ କମିଶନରେଟ ପୋଲିସ।

ସାବାସ କମିଶନରେଟ ପୋଲିସ ଭୁବନେଶ୍ୱର”ଉଇ କେୟାର, ଉଇ ଡେ଼ୟାର” କମିଶନରେଟ ପୋଲିସ ର ଏହି ସ୍ଲୋଗାନ କୁ ସୋମବାର ଦିନ ସନ୍ଧ୍ୟାରେ ମାଷ୍ଟର କ୍ୟାଣ୍ଟିନ ସ୍ଥିତ “ଆରକ୍ଷୀ ସହାୟତା କେନ୍ଦ୍ର”ଅଧିକାରୀ ଓ କର୍ମଚାରି ମାନେ ସତ ରେ ପରିଣତ କରି ଦେଖାଇ ଛନ୍ତି। ମିଳିଥିବା ଖବର ରୁ ଜଣାପଡିଛି ଯେ, ସୁନ୍ଦରଗଡ ରୁ ଜଣେ ବ୍ୟକ୍ତି ସପତ୍ନୀକ ନିଜ ଝିଅର ନାମଲେଖା ପାଇଁ kiss ଆସିଥିଲେ। କାମସାରି “ଯୋଗମାୟା “ନାମକ [...]

କାର କୁ ଧକ୍କା ମାରି “ମୋ ବସ ” ଚମ୍ପଟ :

ଭୁବନେଶ୍ୱର:କାର କୁ ଧକ୍କା ମାରି “ମୋ ବସ ” ଚମ୍ପଟ :-ବର୍ତ୍ତମାନ କିଛି ସମୟ ପୂର୍ବେ ରାତି ପ୍ରାୟ ଏଗାରଟା ସମୟରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ହୋଟେଲ “କେଶରୀ” ସମ୍ମୁଖରେ OD 02CC 3968 ନମ୍ବର ବିଶିଷ୍ଠ ଏକ ଟ୍ୟାକ୍ସି କୁ ସମ୍ମୁଖ ରୁ ମୁଁହା ମୁହିଁ ଧକ୍କା ମାରି ଏକ “ମୋ ବସ ” ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ସୂଚନା ମିଳିଛି।ବସ ଟି ମାଷ୍ଟର କ୍ୟାଣ୍ଟିନ [...]

ଜୀ ସାର୍ଥକରେ ଅଗଷ୍ଟ ୧୦ ତାରିଖରୁ ଆରମ୍ଭ ହେଉଛି ‘ସାରେଗାମାପା

ଜୀ ସାର୍ଥକରେ ଅଗଷ୍ଟ ୧୦ ତାରିଖରୁ ଆରମ୍ଭ ହେଉଛି ‘ସାରେଗାମାପା – ଭୁବନେଶ୍ୱର:ଉସ୍ତାଦଙ୍କ ଉସ୍ତାଦ୍’, ପ୍ରତ୍ୟେକ ଶନି – ରବି ରାତି ୯:୩୦ ରେ ଓଡିଶାର ନମ୍ବର ୧ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ । [...]

ଉପ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁପତ୍ର ଉପରୁ ଜିଏସଟି ଉଛେଦ ପ୍ରସଙ୍ଗରେ ମନ୍ତବ୍ୟ, କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ବିରୋଧୀ: ବିଜେଡି

ଉପ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁପତ୍ର ଉପରୁ ଜିଏସଟି ଉଛେଦ ପ୍ରସଙ୍ଗରେ ମନ୍ତବ୍ୟ, କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ବିରୋଧୀ: ବିଜେଡି ଆଦିବାସୀ ସମ୍ପ୍ରଦାୟର ଜଣେ ନେତା ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉ ଥିଲା ବେଳେ ଉପ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଦିବାସୀ ବିରୋଧୀ ମନ୍ତବ୍ୟ ଗ୍ରହଣୀୟ ନୁହେଁ ଜିଏସଟି ଲାଗୁ ହେବା ପରେ କେନ୍ଦୁପତ୍ର ତୋଳାଳିଙ୍କ ବୋନସ କମିଛି ୨୦୧୯ ନିର୍ବାଚନରେ ବିଜେପିର କେନ୍ଦୁପତ୍ର ଉପରୁ ଜିଏସଟି ଉଛେଦ ପ୍ରତିଶ୍ରୁତି ବିଡି [...]

୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା

ଭୁବନେଶ୍ୱର:ଖାସ କରି ଆସନ୍ତା ୪ ଦିନ ଉତ୍ତର, ଉପକୂଳର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ ସକ୍ରିୟ ମୌସୁମୀ ପ୍ରଭାବରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିବ। ଆଜିଠୁ ସାରା ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ କାଚିବ । [...]

ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ।

-ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ଭୁବନେଶ୍ୱର:ଦଳକୁ ତୃଣମୂଳସ୍ତରରୁ ସଙ୍ଗଠିତ କରିବା ନେଇ ଆଲୋଚନା ମୟୁରଭଞ୍ଜ ଜିଲ୍ଲାରେ ବିଜୁ ଜନତା ଦଳକୁ ତୃଣମୂଳସ୍ତରରୁ ସଙ୍ଗଠିତ କରିବା ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ବିଜୁ ଭବନ ଠାରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ବୈଠକରେ ଜିଲ୍ଲା ନେତୃମଣ୍ଡଳୀ ସମେତ ଗତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ମାନେ ଯୋଗ ଦେଇଥିଲେ। ଗତ ନିର୍ବାଚନରେ ବିଜେପି ଯେଉଁ ସବୁ ମିଥ୍ୟା [...]

କେନ୍ଦୁଝରର ଯୋଡାରେ ସଡକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

  କେନ୍ଦୁଝରର ଯୋଡାରେ ସଡକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ ମୃତ ବ୍ୟକ୍ତିଙ୍କ ପରିବାରକୁ ୩୦ ହଜାର ଟଙ୍କା ଲେଖାଏଁ ତୁରନ୍ତ ସହାୟତା ପ୍ରଦାନ, ୨ ଲକ୍ଷ ଟଙ୍କାର ସୋଲାସିୟମ ସ୍କିମ୍‌ରେ ସହାୟତା ରାଶି ପ୍ରଦାନ ପାଇଁ ବ୍ୟବସ୍ଥା ମୃତ ଛାତ୍ରଙ୍କ ଭାଇମାନଙ୍କ ପାଇଁ ପାଠପଢାର ବ୍ୟବସ୍ଥା କରାଗଲା ଭୁବନେଶ୍ୱର  ଅଗଷ୍ଟ ୨୦୨୪ ଆଜି ସକାଳେ କେନ୍ଦୁଝର ଜିଲ୍ଲା ଯୋଡା ଡି.ଏ.ଭି. ସ୍କୁଲ ନିକଟରେ ଏକ [...]