Search for:
  • Home/
  • Month: August 2024

ନିରାପଦ ଟ୍ରେନ୍ ଚଳାଚଳ ପାଇଁ ସହାୟକ।

ଭୁବନେଶ୍ୱର ଏବଂ ପଲାସା ନିକଟରେ ଏବଂ ବ୍ରହ୍ମପୁର-ଗୋଳନ୍ଥରା ମଧ୍ୟରେ ନିରାପତ୍ତା ଜନିତ ବାଡ଼ ଦେବା (ଫେନସିଂ) କାର୍ଯ୍ୟ ପ୍ରାରମ୍ଭ | • ନିରାପତ୍ତା ପାଇଁ ଉଭୟ ଫିକ୍ସୱେଡ ନଟ ଫେନସିଂ ଏବଂ ଡବଲ ଡବ୍ଲୁ ମେଟାଲ ବିମ କ୍ରାସ ବ୍ୟାରିୟର୍ସ ସଂସ୍ଥାପନ | • ଭଦ୍ରକ-ପଲାସା ଓ ଖୋର୍ଦ୍ଧା ରୋଡ଼-ପୁରୀ ରେଳ ସେକ୍ସନରେ 130 କି.ମି. ବେଗରେ ଟ୍ରେନ ଚଳାଚଳ ପାଇଁ ଟ୍ରାକ ନିରାପତ୍ତା ଜନିତ ବାଡ଼ ଦେବା କାର୍ଯ୍ୟ [...]

ବିଶିଷ୍ଟ ସମାଜସେବୀ ଶ୍ରୀ ଗୋପାଳଚରଣ ସାମନ୍ତରାୟଙ୍କ ପରଲୋକ

ବିଶିଷ୍ଟ ସମାଜସେବୀ ଶ୍ରୀ ଗୋପାଳଚରଣ ସାମନ୍ତରାୟଙ୍କ ପରଲୋକ ଭୁବନେଶ୍ୱର-୮.୮.୨୪-ଭୁବନେଶ୍ଵର : ଜଗସିଂହପୁର ଜିଲ୍ଲାର ହଂସୁରା ଗ୍ରାମ ପଞ୍ଚାୟତର ବିଶିଷ୍ଟ ସମାଜସେବୀ ଅବସରପ୍ରାପ୍ତ ଅଧୂକାରୀ (ପରିସଂଖ୍ୟାନ ନିର୍ଦ୍ଦେଶାଳୟ ) ଗୋପାଳ ଚରଣ ସାମନ୍ତରାୟଙ୍କର ତା.୦୫.୦୮.୨୦୨୪ ରିଖରେ ଭୁବନେଶ୍ଵରସ୍ଥିତ ଶାସ୍ତ୍ରୀ ନଗରର ବାସଭବନ ଠାରେ  ପରଲୋକ ହୋଇଯାଇଛି।ଚାକିରୀ ଜୀବନରେ ଏବଂ ଅବସର ପରେ ମଧ୍ୟ ହଂସୁରା ଗ୍ରାମ ପଞ୍ଚାୟତ ସାମୁହିକ ହିତ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ ରଖୁଥୁଲେ। ଗାନ୍ଧିବାଦୀ ଚିନ୍ତାଧାରାରେ ପରିପୃଷ୍ଠ [...]

ଅକ୍ଟୋବର ମାସରେ ଲୋକଙ୍କୁ ମିଳିବ ନୂଆ ଗୋପବନ୍ଧୁ ସ୍ୱାସ୍ଥ୍ୟକାର୍ଡ

ଓଡିଶାରେ ଅକ୍ଟୋବର ମାସରେ ଲୋକଙ୍କୁ ମିଳିବ ନୂଆ ଗୋପବନ୍ଧୁ ହେଲତ କାର୍ଡ ଭୁବନେଶ୍ୱର:ଅକ୍ଟୋବରରୁ ଗୋପବନ୍ଧୁ ସ୍ୱାସ୍ଥ୍ୟ କଲ୍ଯାଣ କାର୍ଡ ପାଇବେ ଓଡିଶାବାସୀ l ଯେଉଁ ହିତାଧିକାରୀମାନେ ମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁ ଯେଉଁ ସୁବିଧା ପାଉଥିଲେ, ନୂଆ ସ୍ୱାସ୍ଥ୍ୟ କାର୍ଡରେ ମଧ୍ୟ ସେମାନେ ସେହି ସୁବିଧା ସହିତ ଅତିରିକ୍ତ ସୁବିଧା ପାଇବେ l ସାରା ଭାରତ ବର୍ଷରେ ଏହି କାର୍ଡ ବ୍ୟବହାର ଉପଯୋଗୀ ହେବ l ଓଡିଶାରେ [...]

ଆଭା” ଓଡ଼ିଆ ଚଳଚ୍ଚିତ୍ରର ସ୍ୱତନ୍ତ୍ର ସ୍କ୍ରିନିଂ ସହିତ ଅଡିଓ ଲୋକାର୍ପଣ ଓ ପୋଷ୍ଟର ଉନ୍ମୋଚନ

ଆଭା” ଓଡ଼ିଆ ଚଳଚ୍ଚିତ୍ରର ସ୍ୱତନ୍ତ୍ର ସ୍କ୍ରିନିଂ ସହିତ ଅଡିଓ ଲୋକାର୍ପଣ ଓ ପୋଷ୍ଟର ଉନ୍ମୋଚନ ଭୁବନେଶ୍ୱର:ଓମ ବାବା ପ୍ରଡ଼କସନ୍ସ ଦ୍ୱାରା ପ୍ରସ୍ତୁତ ଏକ ଭିନ୍ନ ସ୍ୱାଦର ଓଡ଼ିଆ ଚଳଚ୍ଚିତ୍ର “ଆଭା” ଜଣେ ଭିନ୍ନକ୍ଷମ ନାରୀର ସଂଘର୍ଷ ର କାହାଣୀ, ଆଜି ଜୟଦେବ ଭବନ ଠାରେ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଥିଲା l ଏହି ସ୍ୱତନ୍ତ୍ର ସ୍କ୍ରିନିଂ ସହିତ ଅଡିଓ ଲୋକାର୍ପଣ ଏବଂ ପୋଷ୍ଟର ଉନ୍ମୋଚନ ରେ ଏକାମ୍ର, ଭୁବନେଶ୍ୱରର ମାନ୍ୟବର [...]

ପରିବେଶ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ|

ପରିବେଶ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ ଭୁବନେଶ୍ୱର,୭/୮ : ରାଜଧାନୀ ଉପକଣ୍ଠ ଟିକରପଡ଼ା ପଂଚାୟତ ଅଧିନ କଲ୍ୟାଣପୁର ଶ୍ରୀ ନୃସିଂହନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୀରସେନ ଜେନା ସ୍ମୃତି କମିଟି ଓ ସାହିତ୍ୟଘର ପକ୍ଷରୁ ବୃକ୍ଷ ଚାରା ରୋପଣ କରାଯାଇଥିଲା । ଏଥିରେ ଅତିଥି ଭାବେ ଡ଼ ଚିନ୍ମୟାନନ୍ଦ ବଡ଼ଜେନା ଯୋଗଦେଇଥିଲେ । ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଶ୍ରୀ ବଡ଼ଜେନା ମତବ୍ୟକ୍ତ କରିଥିଲେ । ଏହାକୁ [...]

ଅଗଷ୍ଟ ୯ରେ ସଂଭାବନାର “ଜୟହିନ୍ଦ୍’ କାର୍ଯ୍ୟକ୍ରମ*

*ଅଗଷ୍ଟ ୯ରେ ସଂଭାବନାର “ଜୟହିନ୍ଦ୍’ କାର୍ଯ୍ୟକ୍ରମ* ଭୁବନେଶ୍ୱର ତା ୭/୮-ଅଗଷ୍ଟ ମାସ ହେଉଛି ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ମାସ।ଦେଶ ସ୍ବାଧୀନତାର ମାସ।ଐତିହାସିକ ଅଗଷ୍ଟ କ୍ରାନ୍ତି ଦିବସ,ଅଗଷ୍ଟ ୯ ହେଉଛି ମଧ୍ୟ ସଂଭାବନାର ସ୍ବନକ୍ଷତ୍ର ଦିବସ। ଉକ୍ତ ଦିନ ସଂଧ୍ୟା ୬ଘଟିକାରେ ଜୟଦେବ ଭବନ ଠାରେ ସୁନାମଧନ୍ୟ ଶିଳ୍ପୀଙ୍କ ସ୍ବରରେ ଦେଶଭକ୍ତି ସଂଗୀତର କାର୍ଯ୍ୟକ୍ରମ, “ଜୟହିନ୍ଦ୍” ଅନୁଷ୍ଠିତ ହେବ। ଏହା ସହ ସ୍ବନକ୍ଷତ୍ର ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରାଯିବ। ଅବିଶ୍ରାନ୍ତ [...]

୧୪ରେ ସଂଭାବନାର“ରଜ ମଉଜ”

୧୪ରେ ସଂଭାବନାର“ରଜ ମଉଜ” ଜୀବନ ଦାସଙ୍କୁୁ “ବାଙ୍କବିହାରୀ ପରିବେଶ ସମ୍ମାନ ଭୁବନେଶ୍ୱର ତା ୧୧/୦୬-ଓଡିଶାର ପ୍ରମୁଖ ଓ ଆଦିପର୍ବ ରଜ ଉତ୍ସବ ଅବସରରେ ଆସନ୍ତା ଜୁନ-୧୪ ତାରିଖ ପହିଲି ରଜ ସଂଧ୍ୟାରେ ସଂଭାବନା ଓଡ଼ିଆଣୀ ସମିତି ପକ୍ଷରୁ ଜୟଦେବ ଭବନ ଠାରେ ଓଡ଼ିିଆଣୀମାନଙ୍କୁ ନେଇ ‘ରଜ ମଉଜ’ ଅନୁଷ୍ଠିତ ହେବ । ସଂଭାବନା ପକ୍ଷରୁ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମର ବିଶେଷତ୍ୱ ହେଉଛି ଯେ ଓଡ଼ିଆ ମାଟିର ମହକ ଥିବା [...]

ସଫାଈ କର୍ମଚାରି ଓ ଠିକା କର୍ମଚାରୀ ବିକ୍ଷୋଭ

ଛବିଶ ଦିନ କାର୍ଯ୍ୟ ଦିବସ ଦାବିରେ ଇଷ୍ଟକୋଷ୍ଠ ସଫାଈ କର୍ମଚାରି ଓ ଠିକା କର୍ମଚାରୀ ମାନଙ୍କ ରେଳ ସଦନ ସମ୍ମୁଖରେ ପ୍ରତିବାଦ ଭୁବନେଶ୍ୱର ତା ୭/୮ ଏଆଈସିସି ଟି ୟୁନିବନ୍ଧିତ ଇଷ୍ଟ କୋଷ୍ଟ ରେଳବାଇ ସଫାଈ କର୍ମଚାରୀ ସଂଘ ପକ୍ଷରୁ ୮ ଦଫା ଦାବିରେ ଚନ୍ଦ୍ରଶେଖର ପୁର ରେଳ ସଦନ ସମ୍ମୁଖରେ ପ୍ରତିବାଦ କରାଯାଇଛି ମାସକୁ ଛବିସ ଦିନର କାମ, ଇପିଫ, ବୋନସ ଓ ଇଏସଆଇ ପ୍ରଦାନ ସହ ଠିକାଦାର [...]

ଗଛ ସହିତ ବନ୍ଧୁତ୍ୱ ଦିବସ ପାଳିଲା ତୁଷାର ଚାରିଟେବୁଲ ଟ୍ରଷ୍ଟ

ଗଛ ସହିତ ବନ୍ଧୁତ୍ୱ ଦିବସ ପାଳିଲା ତୁଷାର ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ୱର, ୬.୮ : ବନ୍ଧୁତ୍ୱ ଦିବସ ଅବସରରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ବନ୍ଧୁମାନଙ୍କୁ ଭେଟି ବନ୍ଧୁତ୍ୱ ଦିବସର ଶୁଭେଚ୍ଛା ଜଣାଉଥିବା ବେଳେ ଆଉ କେହି କେହି ମିଠା ଓ ପତାରକା ହୋଟେଲରେ କେକ୍ କାଟି ବନ୍ଧୁତ୍ୱ ଦିବସ ପାଳନ କରୁଥିବା ବେଳେ ତୁଷାର ଚାରିଟେବୁଲ ଟ୍ରଷ୍ଟ ଓ ମା’ ସୁନାଦେଇ ପ୍ରଡକ୍ସନ ଏକ ନିଆରା ଢଙ୍ଗରେ ଗଛ [...]