Search for:
  • Home/
  • Month: August 2024

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ

  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ କରିବାକୁ ଅନୁରୋଧ ପଦକ୍ଷେପ ନେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଭୁବନେଶ୍ୱର ୧୧.୮.୨୦୨୪ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଟେଲିଫୋନ ଯୋଗେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ସହିତ ଆଲେଚନା କରି ଆଳୁ ଯୋଗାଣ ସମସ୍ୟା ଦୂର କରିବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ ଯେ ଦିଲ୍ଲୀରେ ଆପଣଙ୍କ [...]

ଓଡିଶା ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ କେନ୍ଦ୍ରମନ୍ତ୍ରୀ ମାନଙ୍କ ସହ ଆଲୋଚନା

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ଓଡିଶା ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ କେନ୍ଦ୍ରମନ୍ତ୍ରୀ ମାନଙ୍କ ସହ ଆଲୋଚନା ଭୁବନେଶ୍ୱର-ତା. ୧୦.୦୮.୨୦୨୪-ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଚାରି ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି । ସେଠାରେ ମନ୍ତ୍ରୀ ଶ୍ରୀ ପାତ୍ର କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ସାକ୍ଷାତ [...]

ରାଜ୍ୟବ୍ୟାପୀ ସଂଗଠନ ଖସଡ଼ା ପ୍ରସ୍ତୁତ କରିବ ଯୁବ ଓ ଛାତ୍ର ବିଜେଡ଼ି ସଭାପତି

ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ତୃଣମୂଳ ସ୍ତରରୁ ସଙ୍ଗଠନକୁ ସୃଦୃଢ଼ କରିବା ନିମନ୍ତେ ରାଜ୍ୟ ଗ୍ରସ୍ତରେ ଯୁବ ଓ ଛାତ୍ର ବିଜେଡ଼ି ସଭାପତି। ରାଜ୍ୟବ୍ୟାପୀ ସଂଗଠନ ଖସଡ଼ା ପ୍ରସ୍ତୁତ କରିବ ଯୁବ ଓ ଛାତ୍ର ବିଜେଡ଼ି ସଭାପତି। ଭୁବନେଶ୍ୱର:ଆଜି ତୃଣମୂଳ ସ୍ତରରୁ ସଙ୍ଗଠନକୁ ସୃଦୃଢ଼ କରିବା ନିମନ୍ତେ ରାଜ୍ୟ ଯୁବ ବିଜେଡ଼ି ସଭାପତି ଶ୍ରୀ ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳ ସଭାପତି ଶ୍ରୀ [...]

୧୯ ବର୍ଷରେ ପ୍ୟାଶନ କ୍ଲବ, ୟୁନିଟ-4 ପକ୍ଷରୁ ସ୍ୱତନ୍ତ୍ର ରଥରେ ଶ୍ରୀଗଣେଶଙ୍କ ଶ୍ରୀଜଗନ୍ନାଥ ବେଶରେ ପୁଜା

୧୯ ବର୍ଷରେ ପ୍ୟାଶନ କ୍ଲବ, ୟୁନିଟ-4 ପକ୍ଷରୁ ସ୍ୱତନ୍ତ୍ର ରଥରେ ଶ୍ରୀଗଣେଶଙ୍କ ଶ୍ରୀଜଗନ୍ନାଥ ବେଶରେ ପୁଜା ଭୁବନେଶ୍ୱର:ଆସନ୍ତା ମାସ ୭ ତାରିଖରେ ହବାକୁ ଯାଉଥ‌ିବା ଗଣେଶ ପୂଜା ପାଇଁ ୟୁନିଟ-୪ ଏମ.ଏଲ.ଏ କଲୋନୀ ସ୍ଥିତ ଯୁବ ଅନୁଷ୍ଠାନ ଫ୍ୟାଶନ କ୍ଲବ ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା | ୨୦୦୫ ମସିହାରେ ପ୍ରତିଷ୍ଠିତ ଏହି ସଂଗଠନ ଭୁବନେଶ୍ବର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ସରକାରୀ ଏବଂ ବେସରକାରୀ [...]

Traffic congestion two hours in Bhubaneswar

Traffic congestion in Bhubaneswar Bhubaneswar (11/08/2024): A massive traffic congestion occurred in Bhubaneswar on Saturday night. Hundreds of vehicles remained stranded from the stretch between Rasulgarh to Vani Vihar. According to information, two wheelers and four wheelers were stuck for over an hour on the road from Rasulgarh Square to [...]

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବାର୍ତ୍ତା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବାର୍ତ୍ତା ୧୦ ଅଗଷ୍ଟ ୨୦୨୪   ନମସ୍କାର ଆମର ଜାତୀୟ ପତାକା, ଆମ ଏକତା, ସଂହତି ଓ ଭାତୃଭାବର ପ୍ରତୀକ ଅଟେ। ଆଗାମୀ ଅଗଷ୍ଟ ୧୫ ଦିନ ଆମେ ସ୍ବାଧୀନତାର ୭୭ତମ ବର୍ଷପୂର୍ତ୍ତି ପାଳନ କରିବା। ଏହି ଅବସରରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ସମସ୍ତଙ୍କୁ “ହର୍ ଘର୍ ତିରଙ୍ଗା” ଅଭିଯାନରେ ସାମିଲ ହୋଇ [...]

ଏଡିଆର ଓ ଭିଏଫଡି ରିପୋର୍ଟ ଦେଶରେ ନିର୍ବାଚନ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି: ବିଜେଡି

ଏଡିଆର ଓ ଭିଏଫଡି ରିପୋର୍ଟ ଦେଶରେ ନିର୍ବାଚନ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି: ବିଜେଡି ୫୪୧ ଲୋକସଭା ଆସନ ମଧ୍ୟରୁ ୫୩୮ ଆସନରେ ବ୍ୟତିକ୍ରମ ପରିଲକ୍ଷିତ ଭୋଟ ବ୍ୟତିକ୍ରମ ସୌଜନ୍ୟରୁ ୭୯ ଆସନରେ ବିଜେପିକୁ ଫାଇଦା ଓଡ଼ିଶାର ୨୧ ଲୋକସଭା ଆସନରୁ ୧୮ ଆସନରେ ବ୍ୟତିକ୍ରମ ଭୁବନେଶ୍ୱର, ୦୯/୦୮/୨୦୨୪: ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର [...]

ଗୋପ କଲେଜ ପରିସରରେ ମାରପିଟ୍ ; କଲେଜ ଛାତ୍ରଙ୍କୁ ଗୋଡାଇ ଗୋଡାଇ ପିଟିଲେ ଅଣଛାତ୍ର

ଭୁବନେଶ୍ୱର:ଗୋପ କଲେଜ ପରିସରରେ ମାରପିଟ୍ ; କଲେଜ ଛାତ୍ରଙ୍କୁ ଗୋଡାଇ ଗୋଡାଇ ପିଟିଲେ ଅଣଛାତ୍ର , ଅଣଛାତ୍ରଙ୍କୁ ବିଲରୁ କାବୁ କଲା ପୁଲିସ । କଲେଜ ପରିସରରେ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ। ଛାତ୍ରଙ୍କୁ ଗୋଡାଇ ଗୋଡାଇ ପିଟିଲେ ଅଣଛାତ୍ର । ଗୋପ ମହାବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ ଘଟଣା । ଅଣଛାତ୍ରଙ୍କ ମାଡ଼ରେ ଗୋପ ମହାବିଦ୍ୟାଳୟର ଛାତ୍ର ଆହତ ହୋଇଛନ୍ତି । ଯାହାକୁ ନେଇ କଲେଜ କ୍ୟାମ୍ପସରେ [...]

ଆସନ୍ତା କାଲି ମୋଟୁ ଅଂଚଳ ଅନୁଧ୍ୟାନ ପରେ ରିପୋର୍ଟ ପ୍ରଦାନ କରାଯିବ ଜିଲ୍ଲାପାଳଙ୍କୁ l

ପୋଲlଭରମ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ଲୋକଙ୍କ ସମ୍ପର୍କରେ ମାଲକାନଗିରି ଜିଲ୍ଲାପାଳଙ୍କ ସହ ୫ଜଣିଆ ପ୍ରତିନିଧି ଦଳର ଆଲୋଚନା ଆସନ୍ତା କାଲି ମୋଟୁ ଅଂଚଳ ଅନୁଧ୍ୟାନ ପରେ ରିପୋର୍ଟ ପ୍ରଦାନ କରାଯିବ ଜିଲ୍ଲାପାଳଙ୍କୁ l ଭୁବନେଶ୍ୱର:ମାଲକାନଗିରି ତା 3ରିଖ l ଆମ ଜନତା ଅଧିକାର ଫୋରମ ପକ୍ଷରୁ ଆୟୋଜିତ ସର୍ବଦଳୀୟ ବୈଠକର ନିଷ୍ପତି ଅନୁଯାଇ ଆଜି ପୋଲାଭରମ କ୍ଷତିଗ୍ରସ୍ତ ଅଂଚଳର ସ୍ଥିତି ଅନୁଧ୍ୟାନ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଓ [...]

HEROES IN ACTION! BAR GIRLS RESCUE OPERATION

Bhubaneswa..HEROES IN ACTION! BAR GIRLS RESCUE OPERATION In a bold and swift rescue operation, Commissionerate Police under DCP BBSR, the HER Team, led by ACP Anjana Tudu and Dhauli Police, saved 6 young girls forced to become bar dancers from a nightmare of Nasha Bar, Laxmisagar, Bhubaneswar. On August 7, [...]