Search for:
  • Home/
  • Month: August 2024

BMC’s Mega Tiranga Yatra

BMC’s Mega Tiranga Yatra Bhubaneswar, 14-08-2024: This morning, at 8.30 a.m.; more than one thousand citizens of the city carried a one km long Tiranga under the” Har Ghar Tiranga(Ghare Ghare Triranga)” campaign. Bhubaneswar Municipal Corporation (BMC) organised the event to commemorate the freedom struggle and to imbibe the spirit [...]

ଆସନ୍ତା ୧୫ ତାରିଖ ଦିନ ପାଳନ ହେବାକୁ ଥିବା ସ୍ବାଧିନତା ଦିବସକୁ ଆଖି ଆଗରେ ରଖି ଭୁବନେଶ୍ଵର କମିଶନରେଟ ପୁଲିସ ତରଫରୁ ଗତ କାଲି “ସେଫ ସିଟି ଡ୍ରାଇଭ“ ଅଧୀନରେ ନୟପଲ୍ଲୀ ଥାନା, ମୈତ୍ରୀବିହାର ଥାନା, ଚନ୍ଦ୍ରଶେଖରପୁର ଥାନା, ଇନ୍ଫୋସିଟି ଥାନା ଏବଂ ନନ୍ଦନକାନନ ଥାନା ଆଦି ଅଞ୍ଚଳ ମଧ୍ୟରେ ଥିବା ସମସ୍ତ ହୋଟେଲ ଗୁଡ଼ିକୁ କଡାକଡି ଭାବେ ଯାଞ୍ଚ କରାଯାଇଥିଲା । ଏହି ଯାଞ୍ଚ ସମୟରେ ହୋଟେଲ ମାଲିକ ମାନଙ୍କୁ “ସରାଇ ଆପ” ବ୍ୟବହାର କରିବା ସହିତ ଉକ୍ତ ଆପ ମାଧ୍ୟମରେ ହୋଟେଲରେ ରହୁଥିବା ସମସ୍ତ ବ୍ୟକ୍ତି ବିଶେଷ ମାନଙ୍କର ତଥ୍ୟ ପ୍ରତ୍ୟେକ ଦିନ ଅପଲୋଡ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା । ଉକ୍ତ ଆପକୁ ସେମାନେ ଡାଉନଲୋଡ କରିବା ସହ ସେଥିରେ ଗ୍ରାହକ ମାନଙ୍କ ସମସ୍ତ ବିବରଣୀ ପଞ୍ଜୀକୃତ କରିବାଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । କେଉଁ ହୋଟେଲରେ କେତେ ଗ୍ରାହକ ଅଛନ୍ତି, କାହାର ଅପରାଧିକ ସମ୍ପର୍କ କାହା ସହ ଅଛିକି ନାହିଁ ଏହିସବୁ ବିଷୟରେ ପୁଙ୍ଖାନୁ ପୁଙ୍ଖ ଭାବେ ଯାଞ୍ଚ କରାଯାଇଥିଲା । ଭୁବନେଶ୍ବର ସହର ମଧ୍ୟରେ ଅପରାଧିକ କାର୍ଯକ୍ରମକୁ ନିୟନ୍ତ୍ରଣ କରିବା ସହ ହୋଟେଲରେ ଗ୍ରାହକ ମାନଙ୍କ ଦ୍ବାରା ଦିଆଯାଇଥିବା ପରିଚୟ ତଥା ଠିକଣା ସଠିକ ଅଛି କି ନାହିଁ ତାହା ଯାଞ୍ଚ କରାଯାଇଥିଲା । ଏ କ୍ଷେତ୍ରରେ ବ୍ୟତିକ୍ରମ ହେଲେ ହୋଟେଲ ମାଲିକ ମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ମଧ୍ୟ ସୂଚିତ କରାଯାଇଥିଲା ।

ଭୁବନେଶ୍ୱର:ଆସନ୍ତା ୧୫ ତାରିଖ ଦିନ ପାଳନ ହେବାକୁ ଥିବା ସ୍ବାଧିନତା ଦିବସକୁ ଆଖି ଆଗରେ ରଖି ଭୁବନେଶ୍ଵର କମିଶନରେଟ ପୁଲିସ ତରଫରୁ ଗତ କାଲି “ସେଫ ସିଟି ଡ୍ରାଇଭ“ ଅଧୀନରେ ନୟପଲ୍ଲୀ ଥାନା, ମୈତ୍ରୀବିହାର ଥାନା, ଚନ୍ଦ୍ରଶେଖରପୁର ଥାନା, ଇନ୍ଫୋସିଟି ଥାନା ଏବଂ ନନ୍ଦନକାନନ ଥାନା ଆଦି ଅଞ୍ଚଳ ମଧ୍ୟରେ ଥିବା ସମସ୍ତ ହୋଟେଲ ଗୁଡ଼ିକୁ କଡାକଡି ଭାବେ ଯାଞ୍ଚ କରାଯାଇଥିଲା । ଏହି ଯାଞ୍ଚ ସମୟରେ ହୋଟେଲ ମାଲିକ [...]

୧୮୦ ମିଟର ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ଶତାଧିକ ହେଶଭକ୍ତ

ଉର ନିର୍ବାଚନ ମଣ୍ଡଳୀରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ୧୮୦ ମିଟର ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ଶତାଧିକ ହେଶଭକ୍ତ ଭୁବନେଶ୍ୱର,  ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସ୍ୱାଧୀନତାର ୭୭ ବର୍ଷ ପରେ ରାଷ୍ଟ୍ର ଭକ୍ତି, ଜାତୀୟତାବାଦ, ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ବଜାୟ ରଖିବା ସହିତ ଏକ ଶକ୍ତିଶାଳୀ ରାଷ୍ଟ୍ର ନିର୍ମାଣରେ ଜନସାଧାରାଣଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ଜାରି ରହିଥିବା ହର ଘର ତ୍ରିରଙ୍ଗା [...]

କବିତା ପାଠ ଓ ପ୍ରତିଭା ସମ୍ମାନ

କବିତା ପାଠ ଓ ପ୍ରତିଭା ସମ୍ମାନ ସମାରୋହ ଭୁବନେଶ୍ୱର, ୧୪.୮ : ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ତୁଷାର ଚାରିଟେବୁଲ ଟ୍ରଷ୍ଟ ଏବଂ ମା’ ସୁନାଦେଈ ପ୍ରଡକ୍ସନର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ପରିସରରେ କବିତା ପାଠ ଓ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ କ୍ଷେତ୍ରରେ ଶ୍ରୀ ବିମ୍ବାଧର ବାରିକ, ଶ୍ରୀ ଆର୍ବନ୍ଧୁ ଦାସ, ଶ୍ରୀ ସତ୍ୟନାରାୟଣ ସିଂ, ଶ୍ରୀମତୀ ଗୀତାଞ୍ଜଳି ମହାନ୍ତି, [...]

ସୁଭଦ୍ରା ଯୋଜନା ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ଫିଡ୍‌ବ୍ୟାକ ସଂଗ୍ରହ କରିବା ଏକ ପ୍ରହସନ: ବିଜେଡି

ସୁଭଦ୍ରା ଯୋଜନା ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ଫିଡ୍‌ବ୍ୟାକ ସଂଗ୍ରହ କରିବା ଏକ ପ୍ରହସନ: ବିଜେଡି ରାଜ୍ୟର ଅଧିକାଂଶ ମହିଳା ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ଆୟ ପ୍ରମାଣପତ୍ର ଓ ଜାତିଗତ ପ୍ରମାଣପତ୍ର ପାଇଁ ଖର୍ଚ୍ଚାନ୍ତ ହୋଇଥିଲେ ରାଜ୍ୟର ଅଧିକାଂଶ ମହିଳା ଭୁବନେଶ୍ୱର, ୧୩/୦୮/୨୦୨୪: ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ [...]

ଦେଶର ସ୍ଵଚ୍ଛତମ ରାଜ୍ୟ କରିବାକୁ ଆହ୍ଵାନ

ଓଡିଶାକୁ ଦେଶର ସ୍ଵଚ୍ଛତମ ରାଜ୍ୟ କରିବାକୁ ଆହ୍ଵାନ ଭୁବନେଶ୍ୱରତା ୧୩ । ୦୮ ରିଖ ; ଓଡ଼ିଶାକୁ ଦେଶର ସବୁଠାରୁ ପରିଷ୍କାର ରାଜ୍ୟ କରିବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାର ସମୟ ଆସିଛି । ଏହି ମାଇଲଖୁଣ୍ଟ ହାସଲ କରିବାକୁ ସମସ୍ତ ପୌରପାଳିକା ଗୁଡିକୁ ଯଥା ସମ୍ଭବ ଉଦ୍ୟମ କରିବାକୁ ପଡିବ | ଏହି ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ପୌରପାଳିକା ମାନଙ୍କୁ ସମସ୍ତ ପ୍ରକାରର [...]

ପଳାଶପଲ୍ଲୀ ଓ ଭୀମପୁର ଅଞ୍ଚଳ ପରିଦର୍ଶନ କରି ସମସ୍ୟା ବୁଝିଲେ ବିଧାୟକ ବାବୁ ସିଂ।

ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ହର ଘର ତ୍ରିିରଙ୍ଗା ଯାତ୍ରା । ପଳାଶପଲ୍ଲୀ ଓ ଭୀମପୁର ଅଞ୍ଚଳ ପରିଦର୍ଶନ କରି ସମସ୍ୟା ବୁଝିଲେ ବିଧାୟକ ବାବୁ ସିଂ। ଭୁବନେଶ୍ୱର, ତା.୧୩/୦୮:ଭାରତର ସ୍ଵାଧୀନତା ପ୍ରାପ୍ତିର ୭୭ ତମ ପୂର୍ତ୍ତି ଓ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଚଳିତବର୍ଷ ୭୮ ତମ ସ୍ଵାଧୀନତା ଦିବସ ପାଳନ କୁ ଆକର୍ଷଣୀୟ ଓ ସ୍ମରଣୀୟ କରି ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ବଜାୟୀ ରଖିବା,ଜାତି [...]

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବୈଧ ମାପ ଓ ଓଜନ ବିଭାଗ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବୈଧ ମାପ ଓ ଓଜନ ବିଭାଗ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ ଭୁବନେଶ୍ୱର-ତା. ୧୩.୦୮.୨୦୨୪- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବୈଧ ମାପ ଓ ଓଜନ ବିଭାଗ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱରର ଡମଣା, ନୀଳାଦ୍ରୀ ବିହାର ମାଛ ମାର୍କେଟ, ଲେବର କଲୋନୀ, ସୁନ୍ଦରପଦା ଓ ହାଇଟେକ ଛକ ଅଞ୍ଚଳର ବିଭିନ୍ନ [...]

ଚାଷୀଙ୍କ ଦୀର୍ଘସ୍ଥାୟୀ ଜୀବିକା ଓ ଭୂତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ ଲାଗି ବିଶେଷ ପଦକ୍ଷେପ

ସୁନ୍ଦରଗଡ଼ ଜିଲ୍ଲାରେ ଓମ୍ବାଡସି ସହାୟତାରେ କ୍ଷେତ ପୋଖରୀ ଚାଷୀଙ୍କ ଦୀର୍ଘସ୍ଥାୟୀ ଜୀବିକା ଓ ଭୂତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ ଲାଗି ବିଶେଷ ପଦକ୍ଷେପ ଭୁବନେଶ୍ୱର/ସୁନ୍ଦରଗଡ଼, ୧୩ ଅଗଷ୍ଟ ୨୦୨୪: ବଣ ପାହାଡ଼ଘେରା ତଥା ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଲୋକମାନେ ଧାନ ସହିତ ବିଭିନ୍ନ ପ୍ରକାରର ଋତୁକାଳୀନ ଫସଲ କରିଥାନ୍ତି। ତେଣୁ ଭଲ ଫସଲ ଅମଳ ପାଇଁ ଜଳସେଚନର ଆବଶ୍ୟକତା ରହିଥିବାରୁ ଚାଷୀଙ୍କ ଜମିରେ କ୍ଷେତ ପୋଖରୀ ଖୋଳାଯାଉଛି। ଏହି [...]

ବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ଶାନ୍ତି ଶୋଭାଯାତ୍ରା।

-ବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନ -ଗତ ଭୁବନେଶ୍ୱର:-ଜୁଲାଇ ଢେଙ୍କାନାଳ ଟାଉନ ଥାନା ଅଞ୍ଚଳ ରେ ହୋଇଥିବା ହିନ୍ଦୁ ବିରୋଧୀ ଆକ୍ରମଣ ଘଟଣା କୁ ନିନ୍ଦା କରିଛି ବିଶ୍ୱ ଗୋ ସୁରକ୍ଷା ବାହିନୀ -ଯେଉଁମାନେ ଓଡ଼ିଶା ହାଇକୋର୍ଟ ର ଆଇନଜୀବୀ ସୁରେଶ ପଣ୍ଡା ଏବଂ ତାଙ୍କର ସହ କର୍ମୀ ମାନଙ୍କୁ ରାଜ ରାସ୍ତାରେ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ମାରଣାତ୍ମକ ଆକ୍ରମଣ କରିବା ପାଇଁ [...]