Search for:
  • Home/
  • Month: August 2024

କୃତୀ ବଣ୍ଡା ଛାତ୍ର ମଙ୍ଗଳା ଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ.

କୃତୀ ବଣ୍ଡା ଛାତ୍ର ମଙ୍ଗଳା ଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ. ସରକାରୀ ସ୍କୁଲ ପିଲା ଙ୍କ ପାଇଁ 15 ପ୍ରତିଶତ ସଂରକ୍ଷଣ ଆଜି ମୋ ଡାକ୍ତର ସ୍ବପ୍ନ ପୂରଣ କରି ପାରିଛି..ମଙ୍ଗଳା ଭୁବନେଶ୍ୱର 31/8/24ଚଳିତ ବର୍ଷ NEETପରୀକ୍ଷା ରେ କୃତକାର୍ଯ୍ୟ ହୋଇ ବ୍ରହ୍ମପୁର MKCG medical କଲେଜ ରେ ଡାକ୍ତରୀ ପାଠ୍ୟକ୍ରମ ରେ ନାମ ଲେଖାଇଥିବା ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲି ଆଜି ସନ୍ଧ୍ୟା ରେ ବିରୋଧୀ ଦଳ [...]

ଭୁବନେଶ୍ୱରକୁ ମଡେଲ ସିଟିରେ ପରିଣତ କରାଯିବ-ନଗର ଉନ୍ନୟନ ମନ୍ତ୍ରୀ

ସ୍ୱାୟତ ଶାସନ ଦିବସ-୨୦୨୪ରେ ବିଏମ୍‌ସିର ବ୍ୟାପକ କାର୍ଯ୍ୟକ୍ରମ ଭୁବନେଶ୍ୱରକୁ ମଡେଲ ସିଟିରେ ପରିଣତ କରାଯିବ-ନଗର ଉନ୍ନୟନ ମନ୍ତ୍ରୀ ଭୁବନେଶ୍ୱର;ତା ୩୧ । ୦୮ । ୨୦୨୪ : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆଜି ସ୍ୱାୟତ ଶାସନ ଦିବସ ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳ ସାଢେ ୭ଟାରେ ବିଏମ୍‌ସି ମୁଖ୍ୟାଳୟ ସମ୍ମୁଖରେ ଜାତୀୟ ପତାକା ଉତୋଳନ କରାଯାଇଥିଲା । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା [...]

କାର୍ଯ୍ୟରେ ଯୋଗଦେଲେ ବିଡିଏ ଉପାଧ୍ୟକ୍ଷ ଏନ୍ ତିରୁମାଲା ନାୟକ

କାର୍ଯ୍ୟରେ ଯୋଗଦେଲେ ବିଡିଏ ଉପାଧ୍ୟକ୍ଷ ଏନ୍ ତିରୁମାଲା ନାୟକ ଭୁବନେଶ୍ୱର, ୩୧/୮(): ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ) ଉପାଧ୍ୟକ୍ଷ ଭାବରେ ଏନ୍ ତିରୁୂମାଲା ନାୟକ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତିି । ପୂର୍ବାହ୍ନରେ ବିଡିଏରେ ପହଂଚିବା ପରେ ବିଡିଏର ସମସ୍ତ କର୍ମଚାରୀଙ୍କ ସହ ଅଧିକାରୀମାନେ ମୁଖ୍ୟ ଫାଟକ ନିକଟରୁ ପାଛୋଟୀ ଆଣିଥିଲେ । ପରେ କର୍ମଚାରୀ ୟୁନାଇଟେଡ୍ ଫୋରମ୍‌ର ସଂଯୋଜକ ଶୁଭ୍ରାଂଶୁ ଶେଖର ମହାନ୍ତିଙ୍କ ସମେତ ଅନ୍ୟ ସଂଘର କର୍ମକର୍ତାମାନେ [...]

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପର୍ବତାରୋହୀ ଲିପିକା ସେଠ୍

  ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପର୍ବତାରୋହୀ ଲିପିକା ସେଠ୍ ଅଷ୍ଟ୍ରେଲିଆ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋ ଆରୋହଣ ପାଇଁ ଆଶିର୍ବାଦ ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ   ଭୁବନେଶ୍ୱର୩୧ ଅଗଷ୍ଟ ୨୦୨୪ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ଲିପିକା ସେଠ୍ ଆଜି ଓଡ଼ିଶା ବିଧାନସଭା ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କର ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଆଗାମୀ ସେପ୍ଟେମ୍ବର ୨୦ ତାରିଖରେ [...]

ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

  ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମହିଳା ସୁରକ୍ଷା ଏଜେଣ୍ଡାକୁ ନେଇ ରାଜ୍ୟସ୍ତରୀୟ ପୋଲିସ ସମ୍ମିଳନୀ ଖୁବଶୀଘ୍ର ଭୁବନେଶ୍ଵର ୩୧ ଅଗଷ୍ଟ ୨୦୨୪ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ମହିଳାମାନଙ୍କ ଉପରେ ହେଉଥିବା ହିଂସା ଉପରେ ଭାରତର ମହାମହିମ ରାଷ୍ଟ୍ରପତି [...]

ବିପୁଳ ବିସ୍ପୋରକ ଓ ମାଓସାମଗ୍ରୀ ଜବତ

କାଲିମେଳା ବଡ଼ିଗେଟା ଅଞ୍ଚଳ ରେ ବିଏସଏଫ ଯବାନ ଙ୍କ କୁମ୍ବି ଅରେସନ ସମୟରେ ମାଓବାଦୀ ଙ୍କ ଡମ୍ପ ଠାବ, ବିପୁଳ ବିସ୍ପୋରକ ଓ ମାଓସାମଗ୍ରୀ ଜବତ ମାଲକାନଗିରି, ମାଲକାନଗିରି ଜିଲ୍ଲା ସ୍ଥ କାଲିମେଳା ଥାନା ବଡ଼ିଗେଟା ଅଞ୍ଚଳ ରେ ବିଏସଏଫ ଯବାନ ଙ୍କ କୁମ୍ବି ଅରେସନ ସମୟରେ ମାଓ ଡମ୍ପ ଠାବ ସହ ବିପୁଳ ପରିମାଣ ର ବିସ୍ପୋରକ ଦ୍ରବ୍ୟ ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନ ମାନେ। ସୂଚନା [...]

‘କମିଟେଡ ଟୁ କେୟାର’ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର:ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ ପକ୍ଷରୁ ହସ୍ପିଟାଲଗୁଡିକୁ ୧୦ଟି ଅଟୋମାଟିକ ବ୍ଲଡପ୍ରେସର ମେଶିନ ବିତରଣ ସ୍ୱାସ୍ଥ୍ୟସେବା କ୍ଷେତ୍ରର କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ‘କମିଟେଡ ଟୁ କେୟାର’ ଅଭିଯାନର ଶୁଭାରମ୍ଭ ଭୁବନେଶ୍ୱର: ଅଗ୍ରଣୀ ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନକାରୀ ସଂସ୍ଥା ଓ ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବାର ପରିଚାଳକ, ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ ଏହାର ନୂଆ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ (ସିଏସ୍‌ଆର୍‌) ‘କମିଟେଡ ଟୁ କେୟାର୍‌’ର ଶୁଭାରମ୍ଭ କରିଛି । ଏହି [...]

ଅର୍ଥ ବିଭାଗ ସଚିବାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ

ଅର୍ଥ ବିଭାଗ ସଚିବାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ଅର୍ଥ ବିଭାଗର ଅଜିତ ଶ୍ରେଷ୍ଠ ଖେଳାଳି ଓ ଆଲୋକ ଆଲବର୍ଟ ଶ୍ରେଷ୍ଠ ଗୋଲ ରକ୍ଷକ ଭୁବନେଶ୍ୱର ୩୦.୦୮.୨୪ – ଓଡିଶା ସଚିବାଳୟ କର୍ମଚାରୀ କ୍ରୀଡା ସଂଘ ପକ୍ଷରୁ ସଚିବାଳୟ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ଅନ୍ତଃ ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚିତାକର୍ଷକ ଫାଇନାଲ ମ୍ୟାଚରେ ଅର୍ଥ ବିଭାଗ ସଡନ ଡେଥ ଗୋଲ ମାଧ୍ୟମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗକୁ ପରାସ୍ତ [...]

ମୁକ୍ତିଲାଭ କଲା ‘ବାବାଜୀ କା ଠୁଲ୍ଲୁ’

  ମୁକ୍ତିଲାଭ କଲା ‘ବାବାଜୀ କା ଠୁଲ୍ଲୁ’ ଭୁବନେଶ୍ୱର:ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ସିନେମା ‘ବାବାଜୀ କା ଠୁଲ୍ଲୁ’। ରସୁଲଗଡ଼ ସ୍ଥିତ ଏସପ୍ଲାନେଡ ମଲର ସିନେପଲିସଠାରେ ଏହାର ପ୍ରିମିୟର ସୋ’ ଅନୁଷ୍ଠିତ ହୋଇ ଯାଇଛି । ଇଣ୍ଡଷ୍ଟ୍ରିର ବହୁ ନିର୍ମାତା ନିର୍ଦ୍ଦେଶକଙ୍କ ସମେତ କଳାକାର ଓ ଟେକନିସିଆନ ଏଥିରେ ଯୋଗ ଦେଇଥିଲେ । ଲର୍ଡ଼ ଜଗନ୍ନାଥ ଫିଲ୍ମସ ବ୍ୟାନର ର ଏହା ଦ୍ଵିତୀୟ ଚଳଚ୍ଚିତ୍ର। ବାବୁ ସିଂଙ୍କ [...]

ଆରମ୍ଭ ହେଲା ଏବିଭିପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ l

ଆରମ୍ଭ ହେଲା ଏବିଭିପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ l * ଶିକ୍ଷା ସ୍ଥିତି, ସାମାଜିକ ସ୍ଥିତି ଓ ପର୍ଯ୍ୟାବରଣ ସୁରକ୍ଷା ଉପରେ ଆରମ୍ଭ ହେଲା ଚର୍ଚା : ଏବିଭିପି * ସଦସ୍ୟତା ଅଭିଯାନ, ଛାତ୍ର ସଂସଦ ନିର୍ବାଚନ, ଓ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ହେବ ଚର୍ଚ୍ଚା : ଅରିଜିତ ପଟ୍ଟନାୟକ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ୩୦,୩୧ ଅଗଷ୍ଟ ମନ୍ଦିର [...]