Search for:
  • Home/
  • Month: July 2024

ଓଡ଼ିଆ ଅଫିସର ଙ୍କ ଆକ୍ରମଣକାରୀ ରାଜ୍ୟ ପାଳ ଙ୍କ ପୁଅ ଓ ଅନ୍ୟ ଗୁଣ୍ଡାଙ୍କୁ ଗିରଫ ଦାବିରେ ସି ପି ଏମ ର ବିକ୍ଷୋଭ

ଓଡ଼ିଆ ଅଫିସର ଙ୍କ ଆକ୍ରମଣକାରୀ ରାଜ୍ୟ ପାଳ ଙ୍କ ପୁଅ ଓ ଅନ୍ୟ ଗୁଣ୍ଡାଙ୍କୁ ଗିରଫ ଦାବିରେ ସି ପି ଏମ ର ବିକ୍ଷୋଭ ଭୁବନେଶ୍ୱର:ପୁରୀ ରାଜ ଭବନରେ ଗତ ଜୁଲାଇ ସାତ ତାରିଖ ଦିନ ରାତିରେଓଡ଼ିଆ ଅଧିକାରୀଙ୍କୁ କିଛି ଗୁଣ୍ଡା ଏବଂ ରାଜ୍ୟପାଳ ଙ୍କ ପୁତ୍ର ମାରଣନ୍ତକ ଆକ୍ରମଣ ଘଟଣାର ତଦନ୍ତ ଓ ଦୋଷୀଙ୍କୁ ତୁରନ୍ତ ଫୌଜଦାରୀ ମାମଲାରେ ଗିରଫ ଦାବିରେ ସି ପିଏମ ଭୁବନେଶ୍ୱର ଲୋକାଲ କମିଟି [...]

ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୭୬ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ

୭୬ ତମ ସଂସ୍କୃତି ଚର୍ଚ୍ଚା ସମାରୋହ ଭୁବନେଶ୍ୱର:ତା୨୫.୦୭.୨୦୨୪ରିଖ ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଭୁବନେଶ୍ୱର । ବିଷୟ- ଲୟର ମାଦକତା:ଓଡ଼ିଶାର ଆଦିବାସୀ ଐତିହ୍ୟ ଭୁବନେଶ୍ୱର- ତା୨୫.୦୭.୨୦୨୪ରିଖ । ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୭୬ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ଶ୍ରୀଯୁକ୍ତ ଜିତୁ ମିଶ୍ର, ବିଶିଷ୍ଟ ଶିକ୍ଷାବିତ୍‌, ଲେଖକ ଓ ଐତିହ୍ୟବିତ୍ । ମୁଖ୍ୟ ଅତିଥି ଭାବରେ [...]

ଭୁବନେଶ୍ୱର ୧୧ଟି ଉତମ ବାସୋପଯୋଗୀ ସହର ମଧ୍ୟରେ ଭୁବନେଶ୍ୱର ପାଇଲଟିଂ କରିବ ୟୁଏନ୍ ହାବିଟାଟ୍‌

ଭୁବନେଶ୍ୱର ୧୧ଟି ଉତମ ବାସୋପଯୋଗୀ ସହର ମଧ୍ୟରେ ଭୁବନେଶ୍ୱର ପାଇଲଟିଂ କରିବ ୟୁଏନ୍ ହାବିଟାଟ୍‌  ସାଉଥ୍ ଏସିଆର ଏକମାତ୍ର ସହର ଭାବେ ୟୁଏନ୍ ହାବିଟାଟ୍ ତାଲିକାରେ ଭୁବନେଶ୍ୱର  ଗୁଣାତ୍ମକ ସହରୀ ଜୀବନ ଧାରଣମାନ ନିର୍ଦ୍ଧାରଣ ନେଇ ଆରମ୍ଭ ହେଲା ସର୍ଭେ ଭୁବନେଶ୍ୱର; ତା ୨୫ । ୦୭ ।୨୦୨୪ ରିଖ : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ସହାୟତାରେ ୟୁଏନ୍ ହାବିଟାଟର ୨ ଦିନିଆ କର୍ମଶାଳା ଆଜି [...]

ବିିଧାନସଭାରେ ଅସତ୍ୟ ତଥ୍ୟ ଦେଇ ସରକାର ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ: ବିଜେଡି

ବିିଧାନସଭାରେ ଅସତ୍ୟ ତଥ୍ୟ ଦେଇ ସରକାର ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ: ବିଜେଡି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉତ୍ତର ଅନୁଯାୟୀ ରାଜ୍ୟରେ ୮୦.୭୯ ପ୍ରତିଶତ ଜମି ଜଳସେଚିତ ସଂସଦୀୟ ବ୍ୟପାର ମନ୍ତ୍ରୀ କହୁଛନ୍ତି ୩୫ ପ୍ରତିଶତ ଜମି ଜଳସେଚିତ ହୋଇନାହିଁ ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ମଧ୍ୟରେ ପରସ୍ପର ବିରୋଧୀ ମତ ଭୁୁବନେଶ୍ୱର, ୨୫/୦୭/୨୦୨୪: ବିଧାନସଭାରେ ରାଜ୍ୟର ଜଳସେଚନ ସ୍ଥିତିକୁ ନେଇ ଆଜି ଦିଆଯାଇଥିବା [...]

ଦଶମ ଜାତୀୟ କମ୍ୟୁନିଟି ରେଡିଓ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କଲେ ଶ୍ରୀ ବୈଷ୍ଣବ

ଆଇଆଇଏମସି, ଆଇଜୋଲ ଠାରେ ଭାରତର ୫୦୦ତମ କମ୍ୟୁନିଟି ରେଡିଓ ଷ୍ଟେସନ- ଅପନା ରେଡିଓ ୯୦.୦ ଏଫ୍ ଏମ୍ କୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଦଶମ ଜାତୀୟ କମ୍ୟୁନିଟି ରେଡିଓ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କଲେ ଶ୍ରୀ ବୈଷ୍ଣବ ଆଇଆଇଏମସିର ଅପନା ରେଡିଓ ଷ୍ଟେସନ, ଭାରତର ଆକ୍ଟ ଇଷ୍ଟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ: ଶ୍ରୀ ବୈଷ୍ଣବ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ [...]

ରାସନ_କାର୍ଡ: ଖୁବ୍‌ ଶୀଘ୍ର ନୂଆ ତାଲିକା

ରାସନ_କାର୍ଡ: ଖୁବ୍‌ ଶୀଘ୍ର ନୂଆ ତାଲିକା -ମାସେ ଭିତରେ ନୂଆ ହିତାଧିକାରୀ ରାସନ କାର୍ଡ ପାଇବେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା-‘ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ପାଇପାରନ୍ତି’ ଏଥିସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ପ୍ରକ୍ରିୟା ବି ଆରମ୍ଭ ହୋଇଛି’ ‘ବର୍ତ୍ତମାନ KYC ଅପଡେଟ୍‌ କରିବା ପ୍ରକ୍ରିୟା ଜାରି ରହିଛି’ ମୋଟ ୬ ଲକ୍ଷ ୧୯ ହଜାର ୮୩୬ ପରିବାର [...]

ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବଲାଙ୍ଗୀର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗେର ବଲାଙ୍ଗୀରର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ କରାଯାଉଛି। ଏକକାଳୀନ ୯ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି। ଭୁବନେଶ୍ବର, ପୁରୀ, ଅନୁଗୁଳ, କଟକ, ବଲାଙ୍ଗିର ବାସଭବନ ଓ ଅଫିସରେ ଚଢ଼ାଉ ହୋଇଛି। ସୂଚନାଥାଉ [...]

ଖୁବ ଶୀଘ୍ର କୋଷ୍ଟାଲ ହାଇଓ୍ୱେ ଏବଂ କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍ କାମ ଆରମ୍ଭ – ଧର୍ମେନ୍ଦ୍ର ପ୍ରଧାନ

ଖୁବ ଶୀଘ୍ର କୋଷ୍ଟାଲ ହାଇଓ୍ୱେ ଏବଂ କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍ କାମ ଆରମ୍ଭ – ଧର୍ମେନ୍ଦ୍ର ପ୍ରଧାନ • ଦୁଇଟି ପ୍ରସ୍ତାବିତ ପ୍ରକଳ୍ପକୁ ତ୍ୱରାନ୍ୱିତ କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ଧନ୍ୟବାଦ • ମୋଦୀ ସରକାରରେ ସଡ଼କପଥ କ୍ଷେତ୍ରରେ ଓଡ଼ିଶାରେ ହେବ ନୂଆ ସୂର୍ଯ୍ୟୋଦୟ • ପ୍ରାୟ ୨୩, ୮୮୨ କୋଟି ଟଙ୍କା ବ୍ୟୟରେ ୪୧୩ କିମି ଲମ୍ବ ଚାରି ଲେନ୍ [...]

ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ ସହ ଯାତ୍ରୀ ସୁବିଧା ସହଜ ହେବ – ଧର୍ମେନ୍ଦ୍ର ପ୍ରଧାନ

୨୦୨୪-୨୫ କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେଳ କ୍ଷେତ୍ରରେ ୧୦,୫୮୬ କୋଟି ଅନୁଦାନ ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ ସହ ଯାତ୍ରୀ ସୁବିଧା ସହଜ ହେବ – ଧର୍ମେନ୍ଦ୍ର ପ୍ରଧାନ ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଲେ ଚା କଂଗ୍ରେସ ସରକାର ତୁଳନାରେ ଓଡ଼ିଶାର ରେଳ ବଜେଟରେ ହାରାହାରି ପ୍ରାୟ ୧୨ ଗୁଣା ବୃଦ୍ଧି ମୋଦୀ ସରକାରଙ୍କ ଓଡ଼ିଶା [...]

ରେଳ ବଜେଟରେ ଓଡିଶାକୁ ନ୍ୟାର୍ଯ୍ୟ ହକ୍ ମିଳିଛି : ମନମୋହନ ସାମଲ

ରେଳ ବଜେଟରେ ଓଡିଶାକୁ ନ୍ୟାର୍ଯ୍ୟ ହକ୍ ମିଳିଛି : ମନମୋହନ ସାମଲ ଓଡିଶାର ସାମୁହିକ ଓ ସନ୍ତୁଳିତ ବିକାଶ ପାଇଁ ରେଳପଥ ପ୍ରମୁଖ ଭୁମିକା ଗ୍ରହଣ କରିବ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ଦଶନ୍ଧି ଦଶନ୍ଧି ଧରି ବିଳମ୍ବିତ ହୋଇ ପଡି ରହିଥିବା ରେଳ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି ଡବଲ ଇଂଜିନ ସରକାରରେ ରେଳପଥ ନିର୍ମାଣ କାମ ବାଧାପ୍ରାପ୍ତ ହେବ ନାହିଁ ଭୂବନେଶ୍ୱର, [...]