କାର୍ଗିଲ ବିଜୟ ଦିବସ ପାଳନ, ଚାରା ରୋପଣ
କାର୍ଗିଲ ବିଜୟ ଦିବସ ପାଳନ, ଚାରା ରୋପଣ ଭୁବନେଶ୍ୱର, ୨୬/୭ : କାରଗିଲ ବିଜୟ ଦିବସ ଭୁବନେଶ୍ୱର ଟାଉନ କ୍ଳବ ଖେଳ ପଡ଼ିଆ ନିକଟରେ ପାଳନ ହୋଇଯାଇଛି । ଏହି ଉପଲକ୍ଷେ କାର୍ଗିଲ ଯୁଦ୍ଧରେ ସହୀଦ ହୋଇଥିବା ବୀର ସହିଦଙ୍କ ଶ୍ରଦ୍ଧାଞ୍ଜଳି ଅପକ୍ଷ୍ଣଚ୍ଚ କରାଯିବା ସହ ସହିଦମାନଙ୍କୁ ସ୍ମୃତିରେ ଚାରା ରୋପଣ କରାଯାଇଛି । ସାହାଯ୍ୟ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଲିଙ୍ଗରାଜ ସାହୁ । [...]