ବିଜେପି ସରକାର ଲୋକଙ୍କ ସରକାର, ଏହି ବଜେଟ୍ ଜନତାଙ୍କ ବଜେଟ୍ : ସମୀର ମହାନ୍ତି
ବଜେଟ୍ ୨୦୨୪-୨୫ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ ବିଜେପି ସରକାର ଲୋକଙ୍କ ସରକାର, ଏହି ବଜେଟ୍ ଜନତାଙ୍କ ବଜେଟ୍ : ସମୀର ମହାନ୍ତି ୨୪ବର୍ଷ ବିଜେଡି ଶାସନ କରିବା ପରେ ମଧ୍ୟ “ଆତ୍ମନିର୍ଭରଶୀଳ ଓଡ଼ିଶା” କରିବାରେ ବିଫଳ ହୋଇଛି ମହିଳାଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲା ବିଜେଡି କେନ୍ଦ୍ର ଓ ରାଜ୍ୟ ବଜେଟ୍ ଓଡ଼ିଶାର ଲୋକଙ୍କୁ ଆଶ୍ୱସ୍ତି ଦେଇଛି ସଂକଳ୍ପପତ୍ରର ପ୍ରତିଶ୍ରୁତି ପୂରଣ କରିବା [...]