ଚିତ୍ରକଳା ପ୍ରଦର୍ଶନୀ ଓ ୩ ଦିନିଆ ଶିଳ୍ପୀ ଶିବିର ଉଦ୍ଘାଟିତ
ଧଉଳିଠାରେ \”ଐତିହ୍ୟ\” ଶୀର୍ଷକ ଚିତ୍ରକଳା ପ୍ରଦର୍ଶନୀ ଓ ୩ ଦିନିଆ ଶିଳ୍ପୀ ଶିବିର ଉଦ୍ଘାଟିତ ଚନ୍ଦ୍ରଶେଖର,ହିମାଂଶୁ ଓ ଜୟଶ୍ରୀଙ୍କୁ ଶିଳ୍ପୀ ଶରତ ରଥ ସ୍ମୃତି ସମ୍ମାନ ପ୍ରଦାନ ଭୁବନେଶ୍ୱର,୨୭/୦୭/୨୪-ଶାନ୍ତିସ୍ତୁପ ପାଦଦେଶରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟର ୩୦ ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍ଘାଟିତ ହୋଇଯାଇଛି \”ଐତିହ୍ୟ \”ଶୀର୍ଷକ ଚିତ୍ରଶିଳ୍ପୀ ଶିବିର ଓ ପ୍ରଦର୍ଶନୀ।ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଏକାମ୍ର ବିଧାୟକ ବାବୁ ସିଂ ଉଦ୍ଘାଟନ କରି ଐତିହ୍ୟ ସ୍ଥାନ ଧଉଳିରେ [...]