ନ୍ୟୁ ବ୍ରିଜ୍ ଇଣ୍ଡିଆ ଆନୁକୁଲ୍ୟରେ ମାଲେସିଆ ଏବଂ ଦକ୍ଷିଣ-ପୂର୍ବ ଏସିଆ ସହିତ ଅଭିନବ ସାଂସ୍କୃତିକ ସମ୍ପର୍କ
ନ୍ୟୁ ବ୍ରିଜ୍ ଇଣ୍ଡିଆ ଆନୁକୁଲ୍ୟରେ ମାଲେସିଆ ଏବଂ ଦକ୍ଷିଣ-ପୂର୍ବ ଏସିଆ ସହିତ ଅଭିନବ ସାଂସ୍କୃତିକ ସମ୍ପର୍କ କୁଆଲାଲମ୍ପୁର (୨୮.୦୭.୨୦୨୪)* – କଳା ଐତିହାସିକ, କଳାକାର ତଥା କ୍ୟୁରେଟର ଡକ୍ଟର ରାଜଶ୍ରୀ ବିଶ୍ଵାଳଙ୍କ ଏବଂ ସମକାଳୀନ ଚିତ୍ରଶିଳ୍ପୀ ବିରେନ୍ଦ୍ର ପାଣିଙ୍କ ଦ୍ଵାରା ପ୍ରତିଷ୍ଠିତ ନ୍ୟୁ ବ୍ରିଜ୍ ଇଣ୍ଡିଆ ଭାରତ ତଥା ଆନ୍ତର୍ଜାତୀୟ ସ୍ଥରରେ ବିଭିନ୍ନ ସାଂସ୍କୃତିକ ଏବଂ କଳାତ୍ମକ ପ୍ରୟାସ ଜାରିରଖିଛି । ଡକ୍ଟର ରାଜଶ୍ରୀ ବିଶ୍ଵାଳ ୨୫ ଜୁଲାଇ ୨୦୨୪ରେ [...]