Search for:
  • Home/
  • Month: July 2024

କିଟ୍‍ ବିଶ୍ୱବିଦ୍ୟାଳୟକୁ ଜାତିସଂଘର ସ୍ୱତନ୍ତ୍ର ମାନ୍ୟତା

କିଟ୍‍ ବିଶ୍ୱବିଦ୍ୟାଳୟକୁ ଜାତିସଂଘର ସ୍ୱତନ୍ତ୍ର ମାନ୍ୟତା ଭୁବନେଶ୍ୱର୨୯ ।୭: କିଟ୍‍ ବିଶ୍ୱବିଦ୍ୟାଳୟକୁ ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦ (ୟୁଏନ୍‍ ଇକୋସୋକ୍‍)ଦ୍ୱାରା ସ୍ୱତନ୍ତ୍ର ପରାମର୍ଶଦାତା (ସ୍ପେସିଆଲ୍‍ କନ୍‍ସଲ୍‍ଟେଟିଭ୍‍) ମାନ୍ୟତା ପ୍ରଦାନ କରାଯାଇଛି। ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ମହତ୍ୱପୂର୍ଣ୍ଣ ଯୋଗଦାନକୁ ଦୃଷ୍ଟିରେ ରଖି କିଟ୍‍କୁ ଏହି ସମ୍ମାନଜନକ ମାନ୍ୟତା ପ୍ରଦାନ କରାଯାଇଛି। ଏହି ସମ୍ମାନଜନକ ମାନ୍ୟତା ପାଇବାରେ ସମଗ୍ର ଭାରତରେ କିଟ୍‍ ହେଉଛି ଏକମାତ୍ର ବିଶ୍ୱବିଦ୍ୟାଳୟ। [...]

୨ ଶିଳ୍ପୀଙ୍କୁ ଅଧିର ଜେନା ସ୍ମୃତି ସମ୍ମାନ ଓ ୨୨ ଜଣ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ

ଶାନ୍ତି ସ୍ତୁପଠାରେ ଉଦଯାପିତ ହେଲା ୩ ଦିନିଆ ଚିତ୍ର ଓ ଭାସ୍କର‌୍ୟ୍ୟ କଳା ଶିବିର ୨ ଶିଳ୍ପୀଙ୍କୁ ଅଧିର ଜେନା ସ୍ମୃତି ସମ୍ମାନ ଓ ୨୨ ଜଣ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ ଭୁବନେଶ୍ୱର,୩୦/୦୭/୨୪-ଶାନ୍ତିସ୍ତୁପ ପାଦଦେଶରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟର ୩୦ ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଐତିହ୍ୟ ଶୀର୍ଷକ ୩ ଦିନିଆ ଚିତ୍ର ପ୍ରଦର୍ଶନୀ ଏବଂ ଚିତ୍ର ଓ ଭାସ୍କର‌୍ୟ୍ୟ କଳା ଶିବିର ଉଦଯାପିତ ହୋଇଯାଇଛି। ଉତ୍ସବ ଅବସରରେ [...]

ବିଜୁ ଜନତା ଦଳ ଆଇନଜୀଵୀ ସାମୁଖ୍ୟ ର ବୁକ୍ଷ ରୋପଣ

ଭୁବନେଶ୍ୱର:ସବୁ ବର୍ଷ ଭଳି ବିଜୁ ଜନତା ଦଳ ଆଇନଜୀଵୀ ସାମୁଖ୍ୟ ଭୁବନେଶ୍ୱର ଶାଖା ର ଜିଲ୍ଲା ସଭାପତି ଡ଼ ସୁରେଶ କୁମାର ବାରିକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ “Green world” ର ଅଧକ୍ଷ ଶ୍ରୀ ନୃପେଶ କୁମାର ନାୟକ ଙ୍କ ମିଳିତ ସହଯୋଗ ସହିତ ମାନ୍ୟବର ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ପୌରହିତ ରେ ମାନ୍ୟବର ମେୟର ଶ୍ରୀମତୀ ସୁଲୋଚନା ଦାସ, ପୂର୍ବତନ ଡେପୁଟି [...]

ଆଳୁ ଚାଷରେ ଆତ୍ମନିର୍ଭର ପାଇଁ ସରକାରୀ ଯୋଜନା ସରକାର ସ୍ପଷ୍ଟ କରନ୍ତୁ- ଶେଷଦେବ

ଆଳୁ ଚାଷରେ ଆତ୍ମନିର୍ଭର ପାଇଁ ସରକାରୀ ଯୋଜନା ସରକାର ସ୍ପଷ୍ଟ କରନ୍ତୁ- ଶେଷଦେବ ଭୁବନେଶ୍ବର,୨୮!୭ : ବର୍ଷ ବର୍ଷ ଧରି କ୍ରମାଗତ ଭାବରେ ରାଜ୍ୟରେ ଖାଉଟିଙ୍କ ପାଇଁ ଆଳୁ ସଂକଟ ଲାଗିରହିଥିବା ବେଳେ ବିଗତ ସରକାରର ବାବୁ ରାଜ୍ ଆମ ରାଜ୍ୟ ପାଇଁ ଦୁର୍ଦ୍ଦଶା ଡାକି ଆଣିଛି। ଆମର ଆବଶ୍ୟକ ଚାଷ ଜମି ଚାଷୀ ଓ ବଡ଼ ଖାଉଟି ବଜାର ଥିବା ବେଳେ ଆମେ କାହିଁକି ଆଳୁ ଚାଷୀଙ୍କ ପାଇଁ [...]

ଜାତୀୟ ବୃକ୍ଷ ଦିବସରେ ଗଙ୍ଗୁଆ କୂଳରେ ଚାରା ରୋପଣ

ଜାତୀୟ ବୃକ୍ଷ ଦିବସରେ ଗଙ୍ଗୁଆ କୂଳରେ ଚାରା ରୋପଣ ଭୁବନେଶ୍ୱର,୨୮/୭ : ଜାତୀୟ ବୃକ୍ଷ ଦିବସ ଉପଲକ୍ଷେ ସାମନ୍ତରାପୁର ଛକରୁ ଗଙ୍ଗୁଆ ସେତୁ ମଧ୍ୟ ଦେଇ ଶିଶୁପାଳଗଡ଼ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡ଼ରେ ଆଂଚଳିକ ବିକାଶ ପରିଷଦ(ଏବିପି) ପକ୍ଷରୁ ଚାରା ବୃକ୍ଷ ରୋପଣ କରାଯାଇଛି । ଏବିପି ସଦସ୍ୟ, ବୁଦ୍ଧିଜୀବୀ ତଥା ପ୍ରକୃତିପ୍ରେମୀଙ୍କ ଦ୍ୱାରା ଚାରା ରୋପଣ କରାଯାଇ ବାଉଁଶ ବତା ପୋତି ତାର ଜାଲି ବନ୍ଧା ଘେରାଯାଇଥିଲା । [...]

ନିୟମିତ ପାଇଁ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ

ନିୟମିତ ପାଇଁ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ଭୁବନେଶ୍ୱର, ୨୮.୭ : ରବିବାର ଭୁବନେଶ୍ୱରସ୍ଥିତ ଶ୍ରମିକ ଭବନଠାରେ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘର ଆହ୍ୱାନକ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶାର ସମସ୍ତ ବିଭାଗର ୨୦୨୨ ମସିହାରେ ଚୁକ୍ତିଭିିକ ଉଚ୍ଛେଦ ହେବା ସ୍େୱ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ଉପେକ୍ଷିତ କରାଗଲା । ଇତିମଧ୍ୟରେ ମାର୍ଚ୍ଚ ୨୦୧୮ [...]

ମହିଳା ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ମନୁ ଭାକରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ମହିଳା ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ମନୁ ଭାକରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ମହିଳା ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ମନୁ ଭାକରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି : ‘‘ଏକ ଐତିହାସିକ ପଦକ! ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ ପ୍ରଥମ ପଦକ [...]

ମନ୍ କି ବାତ୍‌” କାର୍ଯ୍ୟକ୍ରମରେ ଉଠାଯାଇଥିବା ପ୍ରସଙ୍ଗ ଜନ ଆନ୍ଦୋଳନର ରୂପ ନେଇଛି: ମନମୋହନ ସାମଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୧୨ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ମନ୍ କି ବାତ୍‌” କାର୍ଯ୍ୟକ୍ରମରେ ଉଠାଯାଇଥିବା ପ୍ରସଙ୍ଗ ଜନ ଆନ୍ଦୋଳନର ରୂପ ନେଇଛି: ମନମୋହନ ସାମଲ  ସାରା ଦେଶରେ ସମ୍ବଲପୁରୀ ଶାଢ଼ୀର ପ୍ରଚାର ଓ ପ୍ରସାରରେ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ  ତ୍ରିରଙ୍ଗା ସହ ସେଲ୍‌ଫି ନେଇ ହରଘର ତ୍ରିରଙ୍ଗା. କମ୍‌ରେ ଅପଲୋଡ୍ କରିବାକୁ ଆହ୍ୱାନ  ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପ ପୂରଣ ପାଇଁ ସ୍ୱଦେଶୀ ଅଭିଯାନକୁ [...]

ଡବଲ ଇଂଜିନ ସରକାରରେ ଓଡିଶାର ବିିକାଶର ଗତି ଡବଲ ହେବ: ବୈଜୟନ୍ତ ପଣ୍ଡା

କେନ୍ଦ୍ରୀୟ ବଜେଟ୍ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ ଡବଲ ଇଂଜିନ ସରକାରରେ ଓଡିଶାର ବିିକାଶର ଗତି ଡବଲ ହେବ: ବୈଜୟନ୍ତ ପଣ୍ଡା  କଂଗ୍ରେସ ୧୦ବର୍ଷରେ କେବେ ବି ବାର୍ଷିକ ଅନୁଦାନ ହଜାରେ କୋଟି ଛୁଇଁନଥିଲା, ମୋଦି ସରକାରରେ ଚଳିତ ରେଳ ବଜେଟ୍‌ରେ ଓଡ଼ିଶାକୁ ୧୦ହଜାର ୫୮୬କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଛି  ବିଶ୍ୱ ବ୍ୟାଙ୍କ ଓ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସଂଗଠନ ମତ ରଖିଛନ୍ତି ଯେ, ଏପ୍ରିଲ-ମେ ମାସରେ [...]

ସମ୍ବଲପୁରରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରେସମିଟ୍

ସମ୍ବଲପୁରରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରେସମିଟ୍ *ସମ୍ବଲପୁର ସହ ଓଡ଼ିଶାରେ ଆର୍ଥିକ, ଶିଳ୍ପାୟନ ଓ ପର୍ଯ୍ୟଟନ କ୍ଷେତ୍ରରେ ହେବ ନୂତନ ସୂର୍ଯ୍ୟୋଦୟ – ସତୀଶ ଚନ୍ଦ୍ର ଦୁବେ*  ୨୦୨୪-୨୫ ବର୍ଷରେ ଓଡ଼ିଶାକୁ ମିଳିଛି ୧ ଲକ୍ଷ ୨୫ ହଜାର ୪୪୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କା  କେନ୍ଦ୍ର ବଜେଟରୁ ଓଡ଼ିଶାକୁ ମିଳିବାକୁ ଥିବା ଲାଭ ଉପରେ ଦେଲେ ବିସ୍ତୁତ ସୂଚନା  ଗରିବ, ଚାଷୀ, [...]