Search for:
  • Home/
  • Month: July 2024

ଜୁଲାଇ ୨ରେ ‘କାଦମ୍ବିନୀ’ର ରୌପ୍ୟଜୟନ୍ତୀ ସମାରୋହ

ଜୁଲାଇ ୨ରେ ‘କାଦମ୍ବିନୀ’ର ରୌପ୍ୟଜୟନ୍ତୀ ସମାରୋହ ଭୁବନେଶ୍ୱର: ଓଡ଼ିଆ ଭାଷା-ସାହିତ୍ୟ, କଳା-ସଂସ୍କୃତି, ସର୍ବୋପରି ଓଡ଼ିଆ ଅସ୍ମିତା ପ୍ରତି ପୂର୍ଣ୍ଣ ସମର୍ପିତ ରହି ପ୍ରତି ମାସରେ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଥିବା ସର୍ବଜନାଦୃତ ମାସିକ ଓଡ଼ିଆ ପତ୍ରିକା ‘କାଦମ୍ବିନୀ’ର ରୌପ୍ୟଜୟନ୍ତୀ ସମାରୋହ ଜୁଲାଇ ୨ ତାରିଖରେ ସ୍ଥାନୀୟ ମେ ଫେୟାର୍‍ କନ୍‍ଭେନସନ ହଲ୍‍ରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ‘କାଦମ୍ବିନୀ’ ପକ୍ଷରୁ ଭବ୍ୟ ସମାରୋହର ଆୟୋଜନ କରାଯାଇଛି । [...]

ମନ୍ କି ବାତ୍’

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ର ଏହି ଅଧ୍ୟାୟରେ ଆପଣମାନଙ୍କ ସହିତ ଯୋଗଦେଇ ବହୁତ ଭଲ ଲାଗିଲା । ଏବେ ଏହା ଆଗଭଳି ଲଗାତାର ଜାରି ରହିବ । ଆଜିଠାରୁ ଗୋଟିଏ ସପ୍ତାହ ପରେ ପବିତ୍ର ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି । ମହାପ୍ରଭୁ ଜଗନ୍ନାଥଙ୍କ କୃପା ସମସ୍ତ ଦେଶବାସୀମାନଙ୍କ ଉପରେ ସଦାସର୍ବଦା ଥାଉ – ମୁଁ ଏହି କାମନା କରୁଛି । ଅମରନାଥ ଯାତ୍ରା ମଧ୍ୟ ଆରମ୍ଭ [...]

ଓଡ଼ିଆ ଅସ୍ମିତାକୁ ପୂରଣ କରିବା ସହ ଲୋକସେବାରେ ସମର୍ପିତ ହେବା – ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ଅସ୍ମିତାକୁ ପୂରଣ କରିବା ସହ ଲୋକସେବାରେ ସମର୍ପିତ ହେବା – ଧର୍ମେନ୍ଦ୍ର ପ୍ରଧାନ • ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ, ସ୍ୱାଧୀନତା ସଂଗ୍ରାମୀ, ସାଢେ ୪ କୋଟି ଓଡ଼ିଆ ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଦେଲେ ଶ୍ରେୟ   • ହଜାର ହଜାର ବର୍ଷ ପୂର୍ବେ ଲଢେଇ କରିଥିବା କଳିଙ୍ଗ ଯୁଦ୍ଧର ସଂଗ୍ରାମୀଗଣ, ସଂଗ୍ରାମୀ ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ବାଜି ରାଉତ, ହରେକୃଷ୍ଣ [...]

ଦଳବିରୋଧୀ କାର୍ଯ୍ୟ କାରଣରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଦଳବିରୋଧୀ କାର୍ଯ୍ୟ କାରଣରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର, ତା.୦୧/୦୭: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ର୍ନିେଶକ୍ରମେ ଉତର-ଭୁବନେଶ୍ୱର ବିଧାନସଭା ନିର୍ବାଚନମଳୀର ତଥା ଭୁବନେଶ୍ୱର ମହାନଗର ନିଗମ ଓ୍‌ôାର୍ଡ ନଂ-୪ କର୍ପୋରେଟର ଶ୍ରୀ ସୁକୁମାର ସାହୁଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । [...]