Search for:
  • Home/
  • Month: July 2024

ଶୋଷିତ, ଦଳିତ, ଅବହେଳିତ, ବଂଚିତ ବର୍ଗକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ : ମନମୋହନ ସାମଲ

  ଶୋଷିତ, ଦଳିତ, ଅବହେଳିତ, ବଂଚିତ ବର୍ଗକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ : ମନମୋହନ ସାମଲ  ରାଜ୍ୟ ସଭାପତି ସୁଇଟି ସାହୁଙ୍କ ନେତୃତ୍ୱରେ ଓଡ଼ିଶା କିନ୍ନର ସମାଜର ସମସ୍ତ ଜିଲ୍ଲାର ସଭାପତି ଓ ସାଥୀ ବିଜେପିରେ ଯୋଗ ଦେଲେ  ଭାରତୀୟ ଜନତା ପାର୍ଟୀ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ ରାଜ୍ୟ କିନ୍ନର ସମାଜର ହଜାର ହଜାର [...]

ଦିବ୍ୟଦିଗନ୍ତ ସାମାଜିକ ଅନୁଷ୍ଠାନ ତରଫରୁ ବନ ମହୋତ୍ସବ ସପ୍ତାହ ପାଳିତ

ଦିବ୍ୟଦିଗନ୍ତ ସାମାଜିକ ଅନୁଷ୍ଠାନ ର ବନ ମହୋତ୍ସବ  ପାଳିତ ଭୁବନେଶ୍ୱର,୦୨.୦୭.୨୦୨୪, ଆଜି ଥିଲା ବନ ମହୋତ୍ସବ ସପ୍ତାହ ଆରମ୍ଭ । ବୃକ୍ଷ ହେଉଛି ଜୀବନ, ବୃକ୍ଷ ହେଉଛି ପ୍ରାଣ, ବୃକ୍ଷ ହେଉଛି ସମସ୍ତ ପ୍ରାଣୀ ବଞ୍ଚିବାର ମୁଖ୍ୟ ଆଧାର, ଏହି ବନ ମହୋତ୍ସବ ସବୁଠାରେ ପାଳନ କରାଯାଉଥିବା ବେଳେ, ଆଜି ଭୁବନେଶ୍ୱରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ- ଦିବ୍ୟଦିଗନ୍ତ ତରଫରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କଠାରେ ଔଷଧୀୟ ବୃକ୍ଷ ଯଥା-ଜାମୁକୋଳି, ବଉଳ, ବେଲ, [...]

ଆଇନଗୁଡ଼ିକୁ ପୀଡ଼ିତ କେନ୍ଦ୍ରିତ ଏବଂ ନ୍ୟାୟଭିତ୍ତିକ ବୋଲି କହିଲେ କେନ୍ଦ୍ର ଗୃହ ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ

ନୂଆଦିଲ୍ଲୀରେ ତିନୋଟି ନୂଆ ଅପରାଧିକ ଆଇନ ଉପରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଆଇନଗୁଡ଼ିକୁ ପୀଡ଼ିତ କେନ୍ଦ୍ରିତ ଏବଂ ନ୍ୟାୟଭିତ୍ତିକ ବୋଲି କହିଲେ କେନ୍ଦ୍ର ଗୃହ ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ୪ ବର୍ଷ ଧରି ବିଭିନ୍ନ ଅଂଶୀଦାରଙ୍କ ସହ ନୂଆ ଆଇନର ସମସ୍ତ ଦିଗ ଉପରେ ବ୍ୟାପକ ଆଲୋଚନା ହୋଇଛି, ସ୍ୱାଧୀନ ଭାରତର କୌଣସି ଆଇନ ଉପରେ ଏତେ ବିସ୍ତୃତ ଆଲୋଚନା ହୋଇନାହିଁ [...]

ନୂତନ ଫୈ।ଜଦାରୀ ଆଇନ୍ ର କାର୍ଯ୍ୟକାରିତା ସ୍ଥଗିତ ରଖିବାକୁ ଦାବିରେ ନାଗରିକ ପ୍ରତିବାଦ

ନୂତନ ଫୈ।ଜଦାରୀ ଆଇନ୍ ର କାର୍ଯ୍ୟକାରିତା ସ୍ଥଗିତ ରଖିବାକୁ ଦାବିରେ ନାଗରିକ ପ୍ରତିବାଦ ଭୁବନେଶ୍ୱର, ତା ୦୧/୦୭/୨୪: ଆଜି ଠାରୁ ଅର୍ଥାତ ୧ ଜୁଲାଇ,୨୦୨୪ ଠାରୁ ଭାରତ ସରକାର ସାରା ଦେଶରେ ନୂତନ ଅପରାଧିକ ଆଇନ୍ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି, ଯାହା ମାନବିକ ଅଧିକାର ଉଲ୍ଲଙ୍ଘନ ପାଇଁ ସରକାରଙ୍କ ହାତରେ ଏକ ଅସ୍ତ୍ର ବୋଲି ଅଭିଯୋଗ କରି ଏହି ଆଇନ୍ ଲାଗୁ କରିବା ପୂର୍ବରୁ ପାର୍ଲିଆମେଣ୍ଟର ଉଭୟ [...]

ଦୁଇଟି ନୂତନ ନିର୍ମିତ ରେଳ ଲାଇନରେ ଟ୍ରେନ୍ ଟ୍ରାଫିକ୍ ଚଳାଚଳ ପାଇଁ ରେଳ ନିରାପତ୍ତା ଆୟୁକ୍ତଙ୍କ ସ୍ୱୀକୃତି:|

ଦୁଇଟି ନୂତନ ନିର୍ମିତ ରେଳ ଲାଇନରେ ଟ୍ରେନ୍ ଟ୍ରାଫିକ୍ ଚଳାଚଳ ପାଇଁ ରେଳ ନିରାପତ୍ତା ଆୟୁକ୍ତଙ୍କ ସ୍ୱୀକୃତି:| • ଶାଳଗାଁ-ବୁଢାପଙ୍କ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ ପ୍ରକଳ୍ପର ଢେଙ୍କାନାଳ-ହିନ୍ଦୋଳ ରୋଡ଼ ସେକ୍ସନ ମଧ୍ୟରେ 20.467 କି.ମି.ଦୈର୍ଘ୍ୟ ନୂତନ ଲାଇନ କାର୍ଯ୍ୟକ୍ଷମ | • କୋଟାଭାଲାସା- କିରନ୍ଦୁଲ ଦୋହରୀକରଣ ପ୍ରକଳ୍ପର ଦାନ୍ତେୱାଡା- କାମଲୁର ମଧ୍ୟରେ 12.353 କି.ମି.ଦୈର୍ଘ୍ୟ ନୂତନ ରେଳ ସେକ୍ସନ କାର୍ଯ୍ୟକ୍ଷମ | ଶାଳଗାଁ-ବୁଢାପଙ୍କ ତୃତୀୟ ଏବଂ ଚତୁର୍ଥ [...]

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ପିସିିସି ସଭାପତିଙ୍କ କୁଶପୁଳିକା ଦାହ

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ପିସିିସି ସଭାପତିଙ୍କ କୁଶପୁଳିକା ଦାହ ଭୁବନେଶ୍ୱର, ୧.୭ : ସୋମବାର ଦିବା ୧୨ ଘଟିକା ସମୟରେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ତଥା ବହିଷ୍କୃତ କଂଗ୍ରେସ ନେତା ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ପିସିିସି ସଭାପତି ଶରତ ପଟ୍ଟନାୟକଙ୍କ କୁଶପୁଳିକା ଦାହ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀ ମିଶ୍ର କହିଛନ୍ତି ଯେ, ଦଳ ବିକ୍ରିକୁ ବିରୋଧ [...]

କଂଗ୍ରେସ ଭବନ ମୁଖ୍ୟ ଫାଟକ ପାଖରୁ ଅନଶନ ଭାଙ୍ଗିଲେ ଶ୍ରେୟାସ୍ମିତା ପଣ୍ଡା

କଂଗ୍ରେସ ଭବନ ମୁଖ୍ୟ ଫାଟକ ପାଖରୁ ଅନଶନ ଭାଙ୍ଗିଲେ ଶ୍ରେୟାସ୍ମିତା ପଣ୍ଡା ଭୁବନେଶ୍ୱର, ୧.୭ : ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୯ ଦିନ ଧରି ଧାରଣାରେ ବସିଥିବା ପ୍ରଦେଶ ମହିଳା କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦିକା ଶ୍ରେୟାସ୍ମିତା ପଣ୍ଡା ସୋମବାର ଦିନ କଂଗ୍ରେସ ଭବନ ସମ୍ମୁଖରୁ ତାଙ୍କର ଅନଶନ ଭଙ୍ଗ କରିଛନ୍ତି । କ୍ୟାପିଟାଲ ଥାନାର ଅଧିକାରୀ, ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ୟାସିର ନୱାଜ, ପ୍ରଦେଶ [...]

ଓ ୟୁ ଏ ଟି ରେ ସମସ୍ତ ଶ୍ରମିକ କର୍ମଚାରୀଙ୍କୁ ଇ ପି ଏଫ ଦାବିରେ ସି ଆଇ ଟି ୟୁ ର ଇ ପି ଏଫ ଅଫିସ ଘେରାଉ

ଓ ୟୁ ଏ ଟି ରେ ସମସ୍ତ ଶ୍ରମିକ କର୍ମଚାରୀଙ୍କୁ ଇ ପି ଏଫ ଦାବିରେ ସି ଆଇ ଟି ୟୁ ର ଇ ପି ଏଫ ଅଫିସ ଘେରାଉ ଭୁବନେଶ୍ୱର:ଓଡିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ ର ଗବେଷଣା ଗାର ରେ ନିଯୁକ୍ତ ଶହ ଶହ ଶ୍ରମିକ କର୍ମଚାରୀଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ Don’t କର୍ତୃପକ୍ଷ କୌଣସି ସାମାଜିକ ନିରାପତ୍ତା ଦେଉ ନାହାନ୍ତି l ଓ ୟୁ [...]

ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ଅଧିଷ୍ଠାନ ଦିବସ

ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ଅଧିଷ୍ଠାନ ଦିବସ ଭୁବନେଶ୍ୱର, ୧.୭ : ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ୨୦୨୪-୨୫ ବର୍ଷ ପାଇଁ ଅଧିଷ୍ଠାନ ଦିବସ ସ୍ଥାନୀୟ ହୋଟେଲ ଆର୍ଯ୍ୟ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଲାୟନ୍ସ କ୍ଲବ ୩୨୨-ସି-୪ର ଗଭର୍ଣ୍ଣର ଲାୟନ୍ସ ଇଂ ଦିଲିପ କୁମାର ଦାସ ଯୋଗଦେଇ ୨୦୨୪-୨୫ ବର୍ଷର ନୂତନ କର୍ମର୍କା ଭାବେ ବିଶିଷ୍ଟ ସମାଜସେବୀ ଲାୟନ ଡଃ ବିପିନ ବିହାରୀ ମିଶ୍ରଙ୍କୁ ସଭାପତି, ଲାୟନ [...]