Search for:
  • Home/
  • Month: July 2024

ବିଜେଡିର ଅବହେଳାରୁ ବଢ଼ିଛି ଦରଦାମ୍ : କସ୍ତୁରୀ ମିଶ୍ର

ବିଜେଡିର ଅବହେଳାରୁ ବଢ଼ିଛି ଦରଦାମ୍ : କସ୍ତୁରୀ ମିଶ୍ର  ବିଜେଡି ଗତ ୨୪ ବର୍ଷରେ ଦରଦାମ ନିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେପ ନେଇ ନାହିଁ  ମୁଦ୍ରାସ୍ପିତି ଗତ ୬ ମାସ ହେବ ୭%ରୁ ଅଧିକ ରହିଛି  ଗତ ୨୪ ବର୍ଷ ମଧ୍ୟରେ ଗୋଟିଏ ହେଲେ ବି ଶୀତଳଭଣ୍ଡାର ଖୋଲିପାରିନାହିଁ  ବିଜେଡି ସରକାରରେ କଳାବଜାରୀ ବଢ଼ିଥିଲା  ଚାଉଳ ଓ ଡାଲି ସବୁ ଚଳୁ କରିଦେଇଛି [...]

ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ନିଧନରେ ରାଜ୍ୟ ବିଜେପିର ଶୋକ

ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ନିଧନରେ ରାଜ୍ୟ ବିଜେପିର ଶୋକ *ଆଦିତ୍ୟ ଭାଇଙ୍କ ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ ଏବଂ ବିଜେପି ପରିବାର ପାଇଁ ଅପୂରଣୀୟ କ୍ଷତି: ମନମୋହନ ସାମଲ*  ରାଜ୍ୟ କାର୍ଯ୍ୟାଳୟରେ ଶେଷଦର୍ଶନ ସହ ଶ୍ରଦ୍ଧାଞ୍ଜଳୀ ଜଣାଇଲେ କାର୍ଯ୍ୟକର୍ତା ଭୁବନେଶ୍ୱର, ତା.୦୩/୦୭: ମାଲକାନଗିରିର ପୂର୍ବତନ ବିଧାୟକ ତଥା ରାଜ୍ୟ ରାଜନୀତିର ଜଣେ ପରିଚିତ ଚେହେରା ଶ୍ରୀ ଆଦିତ୍ୟ ମାଢ଼ିଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର [...]

ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ : କଂଗ୍ରେସ

ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ : କଂଗ୍ରେସ * ବିଜେପିର ଅସଲ ଚରିତ୍ର ଆଜି ପଦାରେ ପଡିଛି * ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଓଡ଼ିଶା ବିଜେପି ଯୁବମୋର୍ଚ୍ଚାର ଏଭଳି ବ୍ୟବହାର ଓ ହିଂସାକାଣ୍ଡକୁ ଓଡ଼ିଶା କଂଗ୍ରେସ ଦୃଢ଼ ଭାବରେ ନିନ୍ଦା କରୁଛି ଭୁବନେଶ୍ବର – ଆଜି ଯେଭଳି ଭାବେ ଭାରତୀୟ ଜନତା ପାର୍ଟୀର କାର୍ଯ୍ୟକର୍ତା ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ବ୍ୟବହାର ପ୍ରଦର୍ଶନ କଲେ ଏବଂ [...]

ମେଧା ପାଟେକରଙ୍କୁ ଦଣ୍ଡାଦେଶ।

ମେଧା ପାଟେକରଙ୍କୁ ଦଣ୍ଡାଦେଶ: ଅଭିବ୍ୟକ୍ତିର ଅଧିକାରକୁ ନୀରବ କରିପାରିବ ନାହିଁ: ରାଷ୍ଟ୍ରୀୟ ଜନ ଆନ୍ଦୋଳନ ମାନଙ୍କର ସମନ୍ବୟ (ଏନ୍.ଏ.ପି.ଏମ୍) ଭୁବନେଶ୍ୱର, ତା ୦୨/୦୭/୨୪: ଦୀର୍ଘ ୨୪ ବର୍ଷ ତଳେ ତତ୍କାଳୀନ ନ୍ୟାସନାଲ କାଉନସିଲ ଫର୍ ସିଭିଲ ସୋସାଇଟି ର ଅଧ୍ୟକ୍ଷ ତଥା ବର୍ତ୍ତମାନର ଦିଲ୍ଲୀ ରାଜ୍ୟପାଳ ଭି.କେ. ସାକ୍ସେନା ଙ୍କ ବିରୋଧରେ ମନ୍ତବ୍ୟ ପାଇଁ ନର୍ମଦା ବଞ୍ଚାଅ ଆନ୍ଦୋଳନ ତଥା ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ ( ଏନ୍.ଏ.ପି.ଏମ୍) [...]

ମୁଖ୍ୟମନ୍ତ୍ରୀ ବସ୍ ସେବା ଭାବେ ପରିବର୍ତ୍ତନ।

ଭୁବନେଶ୍ୱର:ଲକ୍ଷ୍ମୀ ବସର ହେଲା ରୂପାନ୍ତରୀକଣ । ସବୁଜରୁ ଗେରୁଆ ହୋଇଛି ବସର ରଙ୍ଗ । କାହା ନିର୍ଦ୍ଦେଶରେ ବଦଳି ହୋଇଛି କିନ୍ତୁ ଜଣାନାହିଁ । ଢେଙ୍କାନାଳରେ ବସଷ୍ଚାଣ୍ଡରେ ଥିବା ୨୮ଟି ବସର ରଙ୍ଗ ବଦଳିଛି । ଏହାପରେ ଗେରୁଆ ରଙ୍ଗ କାହା ନିର୍ଦ୍ଦେଶରେ ହୋଇଛି ତାକୁ ନେଇ ଚର୍ଚ୍ଚା।ସରକାର ବଦଳିବା ପରେ ଏହି ବସ ସେବାର ଭବିଷ୍ୟତକୁ ନେଇ ଚର୍ଚ୍ଚା ହେଉଥିଲା । ଏହାରି ଭିତରେ କିନ୍ତୁ ସେବା ଚାଲୁ [...]

ହଟିଲା ତ୍ରୁଟିପୂର୍ଣ୍ଣ ବ୍ରିଟିଶ୍ ଅମଳର ଆଇପିସି- ସିଆର୍‌ପିିସି- ଆଇଇଏ ଆଇନ

ଆଜିଠାରୁ ଆରମ୍ଭ ହେଲା ଭାରତୀୟ ନ୍ୟାୟ ସଂହିତା ତ୍ୱରିତ ନ୍ୟାୟିକ ପ୍ରକ୍ରିୟା ପାଇଁ ଯୁଗାନ୍ତକାରୀ ପଦକ୍ଷେପ: ମନମୋହନ ସାମଲ  ହଟିଲା ତ୍ରୁଟିପୂର୍ଣ୍ଣ ବ୍ରିଟିଶ୍ ଅମଳର ଆଇପିସି- ସିଆର୍‌ପିିସି- ଆଇଇଏ ଆଇନ ଭୁବନେଶ୍ୱର, ତା.୦୧/୦୭: ଭାରତର ନ୍ୟାୟିକ ଓ ଦଣ୍ଡ ବିଧାନ ପ୍ରକ୍ରିିୟାରେ ଏବେ ନୂଆ ଯୁଗ ଆରମ୍ଭ ହୋଇଛି । ବ୍ରିିଟିଶ ଅମଳରୁ ପ୍ରଚଳିତ ହୋଇ ଆସୁଥିବା ଇଣ୍ଡିଆନ ପେନାଲ କୋଡ୍‌(ଆଇପିସି), କ୍ରିମିନାଲ ପ୍ରୋସିଡିୟର କୋଡ୍‌(ସିଆର୍‌ପିସି) ଏବଂ ଇଣ୍ଡିଆନ [...]

ନିଜ ବୁଦ୍ଧି, ବିବେକର ଆତ୍ମସମୀକ୍ଷା କରୁ କଂଗ୍ରେସ : ମନମୋହନ ସାମଲ

ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଶବାସୀଙ୍କୁ ଆଘାତ ଦେଇଛି ନିଜ ବୁଦ୍ଧି, ବିବେକର ଆତ୍ମସମୀକ୍ଷା କରୁ କଂଗ୍ରେସ : ମନମୋହନ ସାମଲ  ହିନ୍ଦୁ କେବଳ ଏକ ଧର୍ମ ନୁହେଁ ଏହା ବିଚାରଧାରା ଓ ଜୀବନଧାରା  କଂଗ୍ରେସ ହାରିବା ପରେ ନିଜର ମାନସିକ ଭାରସାମ୍ୟ ହରାଇ ବସିଛି  ଏକଛତ୍ରବାଦୀ, ଲୋକଙ୍କୁ ତୁଚ୍ଛ ମଣୁଥିବା ଓ ପରିବାର ବାଦକୁ ଉତ୍ସାହିତ କରିବା ବନ୍ଦ କରନ୍ତୁ ରାହୁଲ ଗାନ୍ଧୀ [...]

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଆନନ୍ଦବନ ଓ ସହରର ପ୍ରମୁଖ ପାର୍କ ପରିଦର୍ଶନ

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଆନନ୍ଦବନ ଓ ସହରର ପ୍ରମୁଖ ପାର୍କ ପରିଦର୍ଶନ ସହରାଞ୍ଚଳ ସବୁଜିମାର ଆବଶ୍ୟକତା ଉପରେ ଗୁରୁତ୍ଵ ଭୁବନେଶ୍ବର, ୨।୭:ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ପାର୍କ ଓ ଉଦ୍ୟାନ ପରିଦର୍ଶନ କରିଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟକ୍ଷ ବଲୱନ୍ତ ସିଂହ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ମନ୍ତ୍ରୀ ଆନନ୍ଦବନ, [...]

ଲୋକଙ୍କ କଥା ଶୁଣିଲେ ମୁଖ୍ୟମନ୍ତ୍ରୀ

୫ ହଜାର ଲୋକଙ୍କୁ ଶୁଣିଲେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ଷମ ହେଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଭୁବନେଶ୍ୱର: ବର୍ଷ ବର୍ଷ ଧରି ଅଚଳ ହୋଇ ପଡ଼ିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପୁଣି ଚଳଚଞ୍ଚଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟି ନିଜର ଦୁଃଖ ଜଣାଇବାର ସୁଯୋଗକୁ ଲୋକେ ଫେରି ପାଇଛନ୍ତି । ମୋହନ ମାଝୀ ସରକାରଙ୍କ ଆଗ୍ରହକ୍ରମେ ପ୍ରତି ସୋମବାର ଏହି ବ୍ୟବସ୍ଥା ପୁଣି ଆରମ୍ଭ ହୋଇଛି । ଆଜି ଜୁଲାଇ ମାସର [...]

ମୁଖ୍ୟମନ୍ତ୍ରୀ ଘୋଷଣା କଲେ ରଥଯାତ୍ରା ପାଇଁ ଦୁଇଦିନ ଛୁଟି

ରଥଯାତ୍ରା ପାଇଁ ଦୁଇଦିନ ଛୁଟି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଆଗାମୀ ରଥଯାତ୍ରା ପ୍ରସ୍ତୁତିର ଆଜି ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପୁରୀ ଟାଉନ ହଲଠାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଧ୍ୟକ୍ଷତା କରିଥିଲେ । ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତ, ପ୍ରଶାସନ, ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ ଲୋକମାନଙ୍କର ମୁଖ୍ୟମନ୍ତ୍ରୀ ସହଯୋଗ କାମନା କରିଛନ୍ତି । ଏ [...]