Search for:
  • Home/
  • Month: July 2024

ଲାଞ୍ଚ ନେଇ ମହିଳା ଯନ୍ତ୍ରୀ ଧରାପଡିଲେ।

ଲାଞ୍ଚ ନେଇ ମହିଳା ଯନ୍ତ୍ରୀ ଧରାପଡିଲେ କଟକ, ଜୁଲାଇ ୩୧ ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଲାଞ୍ଚ ନେବା ବେଳେ ଜଣେ ମହିଳା ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି୤ ।ମଙ୍ଗଳବାର ରାତିରେ ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଟଣୀ ବ୍ଳକର ସହକାରୀ ଯନ୍ତ୍ରୀ ଶ୍ରୀମତୀ ନିବେଦିତା ମହାନ୍ତିଙ୍କୁ ଭିଜିଲାନ୍ସ ପୋଲିସ କାବୁ କରି ନେଇଛି । ସେ ତାଙ୍କ ଖଣ୍ଡଗିରିସ୍ଥ଄ତ ବାସଭବନରେ [...]

୨୦୧୬ ରୁ ୨୦୨୪ ମଧ୍ୟରେ ଫେରିଯାଇଛି ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର : ପଞ୍ଚାୟତିରାଜ ମନ୍ତ୍ରୀ

୨୦୧୬ ରୁ ୨୦୨୪ ମଧ୍ୟରେ ଫେରିଯାଇଛି ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର : ପଞ୍ଚାୟତିରାଜ ମନ୍ତ୍ରୀ ଭୁବନେଶ୍ୱର:୨୦୧୬ ରୁ ୨୦୨୪ ମଧ୍ୟରେ ଫେରିଯାଇଛି ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର। ତତ୍କାଳୀନ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନଦେଇ ପାରିବାରୁ ପକ୍କା ଘର ଫେରିଯାଇଛି। ବିଧାନସଭାରେ ଉତ୍ତର ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ।ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ମନ୍ତ୍ରୀ [...]

ଦୁର୍ଘଟଣାରେ ନିଶା ବେପାରିର ମୃତ୍ୟୁ।

ପୋଲିସ ଗୋଡାଇବାରୁ ଦୁର୍ଘଟଣାରେ ନିଶା ବେପାରିର ମୃତ୍ୟୁ ଭୁବନେଶ୍ୱର: ପୋଲିସ ନିଶା ବେପାରିକୁ ଧରିବାକୁ ଯାଇଥିବ ବେଳେ ଏକ ଅଘଟଣ ଘଟିିିଛି । ପୋଲିସ ହାବୁଡିରୁ ଖସିବା ଲାଗି ଦୌଡି ପଳାଉଥିବା ବେଳେ ଟ୍ରକ୍ ଧକ୍କାରେ ଜଣେ ନିଶା ମାଫିଆର ମୃତ୍ୟୁ ଘଟିଛି । ମୃତ ନିଶା ମାଫିଆ ଜଣକ ଜୋହନ ରହିତା । ଏନେଇ ଇନଫୋଭ୍ୟାଲି ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରଛି । [...]

ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ଼ ନଂ ୫୨ ଅଞ୍ଚଳରେ ବୃକ୍ଷ ରୋପଣ କଲେ ବିଧାୟକ ବାବୁ ସିଂ।

ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ଼ ନଂ ୫୨ ଅଞ୍ଚଳରେ ବୃକ୍ଷ ରୋପଣ କଲେ ବିଧାୟକ ବାବୁ ସିଂ। ଭୁବନେଶ୍ୱର,ତା.୩୧/୦୭:ବୃକ୍ଷ ହିଁ ଜୀବନ। ଭବିଷ୍ୟତକୁ ଆଖି ଆଗରେ ରଖି ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ବୃକ୍ଷର ଆବଶ୍ୟକତା ରହିଥିବା ବେଳେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବାବୁ ସିଂ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଦିନ ଏକାମ୍ର ନିର୍ବାଚନ ମଣ୍ଡଳୀର ଗୋଟିଏ ଅଞ୍ଚଳରେ ବୃକ୍ଷ ରୋପଣ କରୁଛନ୍ତି। ଆଜି [...]

କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ସମ୍ପାଦକ ସଂଘର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ସମ୍ପାଦକ ସଂଘର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ଭୁବନେଶ୍ୱର, ୩୧.୭ : ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ସଂଘର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂଘର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ରର ସମ୍ପାଦକମାନଙ୍କୁ ସାଧୁବାଦ ଜ୍ଞାପନ କରିବା ସହିତ [...]

ସ୍କୁଲ ପିଲା ଗାଡିକୁ ଫାଇନ।

ସ୍କୁଲ ପିଲା ଗାଡିକୁ ଫାଇନ! ଆଗ ବ୍ୟାପକ ସଚେତନତା ପରେ କାର୍ଯ୍ୟାନୁଷ୍ଠାନ,ସ୍କୁଲ ବି ଦାୟୀ : ଓଡିଶା ଅଭିଭାବକ ମହାସଂଘ ଭୁବନେଶ୍ୱର ତା 31ରିଖ l ବର୍ତମାନ ବ୍ୟାପକ ଭାବେ ରାଜ୍ୟ ସାରା ସ୍କୁଲ ପିଲାଙ୍କ ଗାଡି ଜବତ ଓ ଫାଇନ କାଟି ପରିବହନ ବିଭାଗ ଚଢ଼ାଉ ଜୋରଦାର କରିଛି l ରାଜ୍ୟ ସାରା ପାଖାପାଖି 334 ଟି ଗାଡିକୁ ଫାଇନ ସହ 83.50 କୋଟି ଟଙ୍କା ଆଦାୟ ହୋଇଛି [...]

ଓଡିଶା କୋଠାଵାଡି ଓ ଅନ୍ଯାନ୍ଯ ନିର୍ମାଣ ଶ୍ରମିକ କଲ୍ଯାଣ ଵୋର୍ଡ ର ନିସ୍କ୍ରିୟତା ଵିରୋଧରେ ତୀଵ୍ର ପ୍ରତିଵାଦ।

ନିର୍ମାଣ ଶ୍ରମିକ ୟୁନିୟନ ସମନ୍ଵୟ କମିଟି,ଓଡିଶାର ଵୈଠକ ଅନୁଷ୍ଠିତ: ଶ୍ରମିକ ଵିରୋଧୀ ଶ୍ରମ କୋଡ୍, ଗଣତାନ୍ତ୍ରୀକ ଆନ୍ଦୋଳନ ଵିରୋଧୀ ନୂତନ ଫଉଜଦାରୀ ଆଇନ ପ୍ରତ୍ଯାହାର ଏଵଂ ଓଡିଶା କୋଠାଵାଡି ଓ ଅନ୍ଯାନ୍ଯ ନିର୍ମାଣ ଶ୍ରମିକ କଲ୍ଯାଣ ଵୋର୍ଡ ର ନିସ୍କ୍ରିୟତା ଵିରୋଧରେ ତୀଵ୍ର ପ୍ରତିଵାଦ। ଭୁଵନେଶ୍ଵର: ତା ୩୧/୭/୨୦୨୪: ଆଜି ନିର୍ମାଣ ଶ୍ରମିକ ୟୁନିୟନ ସମନ୍ଵୟ କମିଟି, ଓଡିଶାର ଏକ ଵୈଠକ ଆଜି ଭୁଵନେଶ୍ଵରରେ ଅନୁଷ୍ଠିତ ହୋଇ ଯାଇଛି। ଚଳିତ [...]

ତୋ ପାଇଁ ମୁଁ ଗାଉଛି ଗୀତ ର ଶୁଭ ମହୁରତ

ତୋ ପାଇଁ ମୁଁ ଗାଉଛି ଗୀତ ର ଶୁଭ ମହୁରତ ଭୁବନେଶ୍ୱର:ଆରୋହୀ ମିଡ଼ିଆ ହାଉସ ପ୍ରସ୍ତୁତ ଏକ ପାରିବାରିକ ତଥା ସଙ୍ଗୀତ ଭିତ୍ତିକ ଓଡ଼ିଆ ଚଳଚ୍ଚିତ୍ର ତୋ ପାଇଁ ମୁଁ ଗାଉଛି ଗୀତ ର ଶୁଭ ମହୁରତ ରାଜଧାନୀ ର ଏକ ତାରକା ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଶୁଭ ମହୁରତ ଅବସରରେ ଅତିଥି ଭାବେ ସିନେ ଜଗତର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, [...]

ପାଚିକାକୁ ବହିଷ୍କାର ଦାବିରେ ସ୍କୁଲରେ ତାଲା

-ଛାତ୍ରଛାତ୍ରୀଙ୍କୁ ପାଚିକାଙ୍କ ଦୁର୍ବ୍ୟବହାର ଅଭିଯୋଗ ଭୁବନେଶ୍ୱର:ପାଚିକାକୁ ବହିଷ୍କାର ଦାବିରେ ସ୍କୁଲରେ ତାଲା ଛାତ୍ରଛାତ୍ରୀ ମାନଙ୍କୁ ପାଚିକାଙ୍କ ଦୁର୍ବ୍ୟବହାରକୁ ନେଇ ଅଭିଭାବକ ମାନେ ତାତିଛନ୍ତି। ଯାହାକୁ ନେଇ ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଆମ୍ବଡୁଭି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଆନ୍ଦୋଳନ କରିଛନ୍ତି। ପାଚିକା ଛାତ୍ରଛାତ୍ରୀଙ୍କୁ ଦ୍ୟୁର୍ବ୍ୟବହାର କରିବା ସହ ମଧ୍ୟାହ୍ନ ଭୋଜନରେ ଅନିୟମିତତା ନେଇ ପୂର୍ବରୁ ଅଭିଯୋଗ ହେଉଥିଲା। ସ୍କୁଲର ପାଚିକା [...]