Search for:
  • Home/
  • Month: June 2024

ସାମ୍ବିଧାନିକ ଅଧିକାର ଶିକ୍ଷା କର୍ମଶାଳା ଉଦଘାଟିତ

ସାମ୍ବିଧାନିକ ଅଧିକାର ଶିକ୍ଷା କର୍ମଶାଳା ଉଦଘାଟିତ ଭୁବନେଶ୍ୱର:ଭାରତ ସମ୍ବିଧାନ ଏବଂ ଏଥିରେ ଥିବା ନାଗରିକ ଅଧିକାର ଶିକ୍ଷା ବିଦ୍ୟାଳୟ ସ୍ତରରୁ ଶିଶୁ ମାନଙ୍କୁ ପ୍ରଦାନ କରାଗଲେ ତାହା ସେମାନଙ୍କ କର୍ମ ମୟ ଜୀବନ ରେ ପ୍ରତିଫଳିତ ହେବ । ସମାଜରେ ଅବହେଳିତ ବର୍ଗଙ୍କ ଏଵଂ ମହିଳା, ଜାତି ଧର୍ମ ଭେଦ ରେ ଲୋକ ମାନଙ୍କ ଉପରେ ହେଉଥିବା ଭେଦଭାବ ଆପଣା ଛାଏଁ ଦୂରେଇ ଯିବ। ସଂବିଧାନ ତଥା ଗଣତନ୍ତ୍ର ର [...]

ନଦୀ ପାଇଁ ଚିନ୍ତନ ସଭା ଅନୁଷ୍ଠିତ

ନଦୀ ପାଇଁ ଚିନ୍ତନ ସଭା ଅନୁଷ୍ଠିତ * ଟ୍ରିବୁନାଲ ବାହାରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ପ୍ରୟାସ ହେଉ l * ଓଡ଼ିଶା ପାଇଁ ଏକ ନଦୀ ନୀତି ପ୍ରସ୍ତୁତ ହେଉ l * ନଦୀର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ନଦୀ ମିଶନ ଗଠିତ ହେଉ l * ରାଜ୍ୟର ମୁଖ୍ୟ ନଦୀ, ଉପ ଓ ଶାଖା ନଦୀ ଗୁଡ଼ିକର ଗଣନା କରି ଏକ ସାରଣୀ ପ୍ରସ୍ତୁତ [...]

10th Anniversary of International Day of Yoga celebrated at KIIT & KISS

10th Anniversary of International Day of Yoga celebrated at KIIT & KISS New Yoga Centre at KIIT The 10th anniversary of the International Day of Yoga was celebrated with great fervour at the Biju Patnaik Multi-Purpose Indoor Stadium, KIIT University, Bhubaneswar. Over 4000 students and staff from KIIT & KISS Deemed Universities enthusiastically participated in this [...]

ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ୟରେ ହେବା ଜରୁରୀ,

କେମିତି କରିବେ ଆବେଦନ, କେଉଁ ସବୁ ଡକ୍ୟୁମେଂଟର ପଡ଼ିବ ଆବଶ୍ୟକ ? ଭୁବନେଶ୍ୱର:ସୁଭଦ୍ରା ଯୋଜନାକୁ ନେଇ ସବୁଠି ଚର୍ଚ୍ଚା । ଏଯାବତ ଏହାର ରୂପରେଖ କିଭଳି ହେବ ସେ ନେଇ ସ୍ପଷ୍ଟ ସୂଚନା ଆସିନି । କିନ୍ତୁ କେମିତି ଆବେଦନ କରିବେ ସେନେଇ କିଛି ତଥୃ ସାମ୍ନାକୁ ଆସିଛି । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର ଭାଉଚର । ଯାହାକୁ ରାଜ୍ୟର ମହିଳାଙ୍କ ପାଇଁ କରାଯାଉଛି [...]

ଜୁନ ୨୫ ତାରିଖ ଯାଏଁ ବଡ଼ ବର୍ଷା ସମ୍ଭାବନା କ୍ଷୀଣ କିନ୍ତୁ ଜୁନ ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ତତ

ଭୁବନେଶ୍ୱର:ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ସାରା ଓଡ଼ିଶାରେ ବଢିବ ବର୍ଷାର ପରିମାଣ*ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହାରି ପ୍ରଭାବରେ ସାରା ଓଡିଶାରେ ବଢିବ ବର୍ଷାର ପରିମାଣ । ମୌସୁମୀକୁ ସକ୍ରିୟ କରାଇବ ସାମ୍ଭାବ୍ୟ ଲଘୁଚାପ । ସେପଟେ ପ୍ରାକ୍ ମୌସୁମୀ ବର୍ଷା ପ୍ରଭାବରେ ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର ଆଉ କିଛି ଜିଲ୍ଲାକୁ ପ୍ରବେଶ କରିଛି। ଗତ ଜୁନ ୮ରେ ମୌସୁମୀ ବାୟୁ [...]

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ନୂଆଦିଲ୍ଲୀର ଲୋଧି ଗାର୍ଡେନ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ନୂଆଦିଲ୍ଲୀର ଲୋଧି ଗାର୍ଡେନ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ପୋଷ୍ଟ ହୋଇଛି : ୨୧ ଜୁନ୍ ୨୦୨୪ , ସନ୍ଧ୍ୟା ୬:୩୮, ପିଆଇବି , ଦିଲ୍ଲୀ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ଆଜି ନୂଆଦିଲ୍ଲୀର ଲୋଧି ଗାର୍ଡେନ ଠାରେ ‘ସ୍ୱୟଂ ଏବଂ ସମାଜ ପାଇଁ ଯୋଗ’ ଶୀର୍ଷକ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ [...]

ଯୋଗ କେବଳ ଏକ ଶାସ୍ତ୍ର ନୁହେଁ ବରଂ ଏକ ବିଜ୍ଞାନ ମଧ୍ୟ

ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୪ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ “ସମଗ୍ର ବିଶ୍ୱରେ ଯୋଗ ଅଭ୍ୟାସ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି” ଆଜି ଜମ୍ମୁ-କଶ୍ମୀରରେ ଯୋଗର ବାତାବରଣ, ଶକ୍ତି ଏବଂ ଅନୁଭୂତି ଅନୁଭବ କରାଯାଇପାରିବ “ଆଜି ବିଶ୍ୱ ଏକ ନୂତନ ଯୋଗ ଅର୍ଥନୀତି ଉଭା ହେଉଥିବା ଦେଖୁଛି” “ବିଶ୍ୱ ଯୋଗକୁ ବିଶ୍ୱ କଲ୍ୟାଣର ଏକ ଶକ୍ତିଶାଳୀ ଏଜେଣ୍ଟ ଭାବରେ ଦେଖୁଛି” “ଯୋଗ ଆମକୁ ଅତୀତର [...]

୨୦୨୪ ଅବସରରେ ଡାଲ ହ୍ରଦଠାରେ ଯୋଗ ଅଭ୍ୟାସକାରୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ ଅନ୍ତର୍ଜାତୀୟ ଯୋଗ ଦିବସ, ୨୦୨୪ ଅବସରରେ ଡାଲ ହ୍ରଦଠାରେ ଯୋଗ ଅଭ୍ୟାସକାରୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ‘‘ଜମ୍ମୁ-କଶ୍ମୀରବାସୀ ଯୋଗ ପ୍ରତି ଯେଉଁ ଉତ୍ସାହ ଓ ପ୍ରତିବଦ୍ଧତା ଦେଖାଇଛନ୍ତି, ତାହା ଜୀବନ୍ତ ହୋଇ ରହିବ’’ \”ଯୋଗ ସ୍ୱାଭାବିକ ଭାବରେ ଜୀବନର ଏକ ସହଜ ଅଂଶ ହେବା ଉଚିତ\” \”ଧ୍ୟାନ ଆତ୍ମ-ଉନ୍ନତି ପାଇଁ ଏକ ଉତ୍ତମ ଉପକରଣ\” \”ଯୋଗ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ, ପ୍ରଯୁଜ୍ୟ ଓ ଶକ୍ତିଶାଳୀ\” [...]

ମେୟର ଶ୍ରୀମତୀ ଦାସ, ବିରଂଚି ନାରାୟଣ ମହାସୂପକାରଙ୍କୁ ବିଜୟୀ ଘୋଷଣା

ଚଳିତବର୍ଷ ପାଇଁ ବିଏମ୍‌ସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ ଶେଷ ବିଭିନ୍ନ ଷ୍ଟାଣ୍ଡିଂ କମିଟି ପାଇଁ ହେଲା ଶୃଙ୍ଖଳିତ ନିର୍ବାଚନ ଭୁବନେଶ୍ୱର;ତା ୨୧-୬-୨୪ରିଖ:ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବିଭିନ୍ନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ/ଅଧ୍ୟକ୍ଷା ପଦପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିର୍ବାଚନ ପ୍ରକ୍ରିୟାରେ ଅତିରିକ୍ତ କମିଶନର ଶ୍ରୀ ଘାସିରାମ ମାଝୀ, ସସ୍ମିତା ସାହୁ, ଡେପୁଟି କମିଶନର କର୍ପୋରେସନ [...]