Search for:
  • Home/
  • Month: June 2024

ମନୋଜ ଆହୁଜା ଦାୟିତ୍ୱ ନେଲେ।

ଦାୟିତ୍ୱ ନେଲେ ମନୋଜ ଆହୁଜା ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ମନୋଜ ଆହୁଜା । ଲୋକସେବା ଭବନରେ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାପୂର୍ବରୁ ଆଜି ସକାଳେ ଶ୍ରୀ ଆହୁଜା ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ । ବିମାନବନ୍ଦରଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।୧୯୯୦ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇଏଏସ୍ ମନୋଜ [...]

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନରେ ରଥ ଯାତ୍ରା ପ୍ରସ୍ତୁତିର ନିରୀକ୍ଷଣ

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନରେ ରଥ ଯାତ୍ରା ପ୍ରସ୍ତୁତିର ନିରୀକ୍ଷଣ : • ଏଆଇ ଆଧାରିତ ଡାଇନାମିକ ସିଡୁଲିଙ୍ଗ ମାଧ୍ୟମରେ ଅଧିକ ସ୍ୱତନ୍ତ୍ର ଟ୍ରେନ ପାଇଁ ଯୋଜନା | • ୧୫ ଲକ୍ଷ ଯାତ୍ରୀଙ୍କୁ ଯାତାୟାତ ସୁବିଧା ପ୍ରଦାନ ଲକ୍ଷ୍ୟ | • ଯାତ୍ରୀମାନଙ୍କ ବିଶ୍ରାମ ପାଇଁ ଉଭୟ ମେଳା ସେଡ ଓ ତୀର୍ଥଯାତ୍ରୀ ସେଡରେ ୨୫ ହଜାର ଯାତ୍ରୀ ବିଶ୍ରାମ ନେଇ ପାରିବେ [...]

ବିଜେପି ଭୁବନେଶ୍ୱର ଯୁବ ମୋର୍ଚ୍ଚା ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ।

ବିଜେପି ଭୁବନେଶ୍ୱର ଯୁବ ମୋର୍ଚ୍ଚା ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ। ଭୁବନେଶ୍ୱର, :ଉତ୍ତର ଭୁବନେଶ୍ୱର ଅନ୍ତର୍ଗତ ଦାଢ଼ ପଂଚାୟତ ଠାରେ ବିଜେପି ଯୁବମୋର୍ଚ୍ଚା ଭୁବନେଶ୍ୱର ସଭାପତି ସ୍ୱୟଂ ସେବକ ରାୟ ଙ୍କ ନିର୍ଦେଶ କ୍ରମେ ଡ଼ଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ସ୍ମୃତି ରେ ଉତ୍ତରଗ୍ରାମୀଣ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସନାତ କୁମାର ସାହୁ ଙ୍କ ନେତୃତ୍ୱ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି [...]

ଫାଇନାଲରେ ଜିତିଲା ଟିମ୍‌ ଇଣ୍ଡିଆ.

୧୩ ବର୍ଷ ପ୍ରତିକ୍ଷାର ହେଲା ଅନ୍ତ : ଆକ୍ସନ-ଥ୍ରୀଲର-ସସ୍‌ପେନ୍ସ ଭରା ଫାଇନାଲରେ ଜିତିଲା ଟିମ୍‌ ଇଣ୍ଡିଆ ନୂଆଦିଲ୍ଲୀ : ୧୩ ବର୍ଷ ଧରି ଆଇସିସି ଟ୍ରଫିକୁ ଭାରତ କରିଥିବା ପ୍ରତିକ୍ଷାର ଅନ୍ତ ହୋଇଛି। ଶେଷରେ ଭାରତ ୨୦୧୧ ପରେ ପୁଣି ଥରେ ଆଇସିସି ଟ୍ରଫି ଜିତିଛି। ବାର୍ବାଡୋସ ବ୍ରିଜ୍‌ଟାଉନ୍‌ସ୍ଥିତ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍‌ ୯ମ ସଂସ୍କରଣର ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ [...]

ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ ସୁଭଦ୍ରା ଯୋଜନା

ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ ଭୁବନେଶ୍ବର : ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଆଗାମୀ ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସୁଭଦ୍ରା [...]

ଟ୍ରାଫିକ୍‌ କର୍ମଚାରୀଙ୍କ ମୃତ୍ୟୁ

କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରାଫିକ୍‌ କର୍ମଚାରୀଙ୍କ ମୃତ୍ୟୁ ଭୁବନେଶ୍ବର : ନୟାପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। କୌଣସି ଗୋଟିଏ ଗାଡି ଦ୍ରୁତ ଗତିରେ ଆଜି ଡ୍ୟୁଟିରୁ ଫେରୁଥିବା ଜଣେ ଟ୍ରାଫିକ କର୍ମଚାରୀଙ୍କୁ ଧକ୍କା ଦେଇଛି। ଯାହା ଫଳରେ ଉକ୍ତ ଟ୍ରାଫିକ କର୍ମଚାରୀଙ୍କର ମୃତ୍ୟୁ ହୋଇଛି।ମିଳିଥିବା ସୂଚନା ଅନୁସାରେ ରାତି ପ୍ରାୟ ୧୦ ଟା ୩୦ ବେଳେ ଏହି ଦୁର୍ଘଟଣା [...]

ଛାତ୍ରଛାତ୍ରୀଙ୍କ ମହାକାଶ ପ୍ରୟୋଗ କେନ୍ଦ୍ର, ଅହମଦାବାଦ ଯାତ୍ରାର ଶୁଭାରମ୍ଭ

ଯୁବ ଜ୍ୟୋତିର୍ବିଜ୍ଞାନୀ ଛାତ୍ରଛାତ୍ରୀଙ୍କ ମହାକାଶ ପ୍ରୟୋଗ କେନ୍ଦ୍ର, ଅହମଦାବାଦ ଯାତ୍ରାର ଶୁଭାରମ୍ଭ ଭୁବନେଶ୍ୱର: ଯୁବ ଜ୍ୟୋତିର୍ବିଜ୍ଞାନୀ ମେଧା ଅନେ୍ୱଷଣ କାର୍ଯ୍ୟକ୍ରମରେ ସଫଳ ହୋଇଥିବା ୨୦ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ଏବଂ ସେମାନଙ୍କର ମହାକାଶ ପ୍ରୟୋଗ କେନ୍ଦ୍ର, ଅହମଦାବାଦକୁ ପରିଦର୍ଶନ ନିମନ୍ତେ ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମ ଆଜି ପଠାଣି ସାମନ୍ତ ପ୍ଲାନେଟାରିୟମ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ [...]

ଲକ୍ଷ୍ମୀ ବସର ନାଁ ବଦଳି ହେବ ମୁଖ୍ୟମନ୍ତ୍ରୀ ବସ୍

ଲକ୍ଷ୍ମୀ ବସର ନାଁ ବଦଳି ହେବ ମୁଖ୍ୟମନ୍ତ୍ରୀ ବସ୍ ଭୁବନେଶ୍ୱର:ଲକ୍ଷ୍ମୀ ବସ୍’ର ବଦଳିବ ନାଁ। ଏହାର ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ ବସ୍ ସେବା ହେବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ବିଜେଡ଼ି ସରକାର ବଦଳିବା ପରେ ‘ଲକ୍ଷ୍ମୀ ବସ୍’ର ଭବିଷ୍ୟତକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ । ବିଜେଡି ସରକାର ଏହି ଯୋଜନାକୁ ଗତବର୍ଷ ଆରମ୍ଭ କରିଥିଲେ । ଅଳ୍ପ ଟଙ୍କାରେ ପଂଚାୟତ [...]

ବିକଶିତ ଓଡିଶା ଗଠନ ଆମର ସଂକଳ୍ପ : ବିରଂଚି ତ୍ରିପାଠୀ

ବିକଶିତ ଓଡିଶା ଗଠନ ଆମର ସଂକଳ୍ପ : ବିରଂଚି ତ୍ରିପାଠୀ ଭୁବନେଶ୍ୱର:କେନ୍ଦ୍ରୀୟ ନେତୃବୃନ୍ଦ, ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ; ରାଷ୍ଟ୍ରୀୟ ଓ ରାଜ୍ୟର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀ; ରାଜ୍ୟ ଓ ଜିଲ୍ଲାର ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ; ମଣ୍ଡଳ ସଭାପତି ଓ ସାଧାରଣ ସଂପାଦକ; ମ୍ୟୁନିସିପାଲିଟି, ଏନଏସି, ବ୍ଲକର ନିର୍ବାଚିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ଓ୍‌ôାର୍ଡ ମେମ୍ବର ଏବଂ କାର୍ଯ୍ୟକର୍ତା ଯୋଗ ଦେବେ ପ୍ରଧାନମନ୍ତ୍ରୀ [...]

ସେବାଭାରତୀ ତରଫରୁ ସଂସ୍କାର କେନ୍ଦ୍ରରେ ପାଠ୍ୟ ପୁସ୍ତକ ବଂଟନ

ସେବାଭାରତୀ ତରଫରୁ ସଂସ୍କାର କେନ୍ଦ୍ରରେ ପାଠ୍ୟ ପୁସ୍ତକ ବଂଟନ ଭୁବନେଶ୍ୱର,୨୯/୬: ବିଜେତ୍ରୀ ଫାଉଣ୍ଡେସନ, ଭୁବନେଶ୍ୱର ତରଫରୁ, ସେବାଭାରତୀ ସହଯୋଗରେ ଭୁବନେଶ୍ୱରର ପାଣ୍ଡରା ସ୍ଥିତ, କୁମ୍ଭିରି ବସ୍ତି ରେ ପ୍ରତ୍ୟକ ଦିନ ମାଗଣା ସଂସ୍କାର କେନ୍ଦ୍ର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଠାରୁ ଚାଲୁ ଅଛି । ବିଜେତ୍ରୀ ଫାଉଣ୍ଡେସନର ଡାଇରେକ୍ଟର ପ୍ରେମାନନ୍ଦ ନାଥ ଓ ଡଃ ସୁଦର୍ଶନ ରାଜ ଏହି ସଂସ୍କାର କେନ୍ଦ୍ରରେ ଛୋଟ ଛୋଟ ପିଲାମାନଂକୁ [...]