Search for:
  • Home/
  • Month: June 2024

Specializing In Advanced Gynaecological Care For Endometriosis And Complex Laparoscopic Surgeries

Ankura Hospital, Bhubaneswar Launches A State-Of-The-Art Facility Specializing In Advanced Gynaecological Care For Endometriosis And Complex Laparoscopic Surgeries Bhubaneswar, 20 June 2024 Ankura Hospital In Bhubaneswar Led By Dr. GSS Mohapatra, Director, Advanced Laparoscopy & Endometriosis, Ankoira Women & Child Care Hospital Bhubaneswar has recently unveiled a state-of-the-art Centre of [...]

ଜାନକୀ ମୁଣ୍ଡା ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ

ଭୁବନେଶ୍ୱର:ଜାନକୀ ମୁଣ୍ଡା (ବୟସ ୨୦ ବର୍ଷ), ଏକ ବଞ୍ଚିତ ବର୍ଗ ର ଝିଅ, ଛୋଟ ବେଳୁ ପଲ୍ଲୀ ଉନ୍ନୟନ ସେବା ସମିତି, ନହରକଣ୍ଟା ରେ ରହି ଦଶମ ଶ୍ରେଣୀ ଯାଏଁ ପାଠ ପଢୁଥିଲେ l ଚାରିମାସ ତଳେ ଓଡିଶାରୁ ଯାଇ ବାଙ୍ଗାଲୋରରେ ଏକ ଘରେଇ କମ୍ପାନୀ ରେ ଚାକିରି କରୁଥିଲେ l ଦୁଇ ଦିନ ତଳେ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ବୋଲି ତାଙ୍କ ଜଣେ ବନ୍ଧୁ ଲିଭିଂ [...]

_ଦାୟୀତ୍ୱ ଗ୍ରହଣ ପରେ ପ୍ରଥମ ଥର ପାଇଁ ରାଜ୍ୟ କାର୍ଯ୍ୟାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ_

_ଦାୟୀତ୍ୱ ଗ୍ରହଣ ପରେ ପ୍ରଥମ ଥର ପାଇଁ ରାଜ୍ୟ କାର୍ଯ୍ୟାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ_ ଓଡିଶାବାସୀଙ୍କ ଆଶା ଓ ଆକାଂକ୍ଷା ପୁରଣ କରିବା ମୋର ପ୍ରାଥମିକତା: ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ* ଭୁବନେଶ୍ୱର, ତା.୧୯/୦୬: ଓଡିଶାବାସିଙ୍କ ପୂର୍ଣ୍ଣ ଜନମତ ହାସଲ କରି ପ୍ରଥମ ଥର ପାଇଁ ଏକାକୀ ବିଜେପି ରାଜ୍ୟରେ ସରକାର ଗଠନ କରିଛି । ଶପଥ ଗ୍ରହଣ ଦିନଠାରୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କ ସହ [...]

ବାଲେଶ୍ବରରେ କର୍ଫ୍ୟୁ କଟକଣା ଭାଙ୍ଗିବାମୁଖ୍ୟ ନାୟକ କିଏ :ଶ୍ରୀକାନ୍ତଜେନା

ବାଲେଶ୍ଵର ସହରରେ ଭାଇଚାରା, ଶାଜି ଓ ସଦଭାବ ଫେରାଇ ଆଣିବା ପାଇଁ ଜନସାଧାରଣଙ୍କୁ ନିବେଦନ । ଓଡ଼ିଶାରେ ବିଜେପି ସରକାରକୁ ଆସିବା ପରେ ସଂଘ ପରିବାର ପକ୍ଷରୁ ଅଭିସନ୍ଧି ରଖ୍ ସାଂପ୍ରଦାୟିକ ବିବାଦ ରାଜ୍ୟରେ ସୂତ୍ରପାତ କରାଯାଉଛି । ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏଅନିମନ୍ତେ ଯୋଗ ଉଦ୍‌ବେଗ ପ୍ରକାଶ କରିଛନ୍ତି । ପ୍ରଥମେ କଟକରେ ଓ ଏବେ ବକ୍ରି ଇଦ୍ ପର୍ବ ପାଳନ ଅବସରରେ ବାଲେଶ୍ଵରରେ ସାଂପ୍ରଦାୟିକ [...]

ନବୀନ ବିରୋଧୀ ଦଳ ନେତା

ପ୍ରସନ୍ନ ଆଚାର୍ଯ୍ୟ ଉପନେତା, ପ୍ରମିଳା ମଲ୍ଲିକ ମୁଖ୍ୟ ସଚେତକ ଭୁବନେଶ୍ୱର: ଲଗାତର ପାଞ୍ଚ ଥର ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ଏଣିକି ବିଧାନସଭାରେ ବିରୋଧୀ ଦଳର ନେତା ଆସନରେ ଦେଖିବାକୁ ମିଳିବ । ଆଜି ବିଜେଡି ବିଧାୟକ ଦଳ ବୈଠକରେ ତାଙ୍କୁ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ କରାଯାଇଛି । ସେ ହୋଇଛନ୍ତି ବିରୋଧୀ ଦଳର ନେତା । ଦଳର ବରିଷ୍ଠ ନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ [...]

ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ସୁରମା ପାଢ଼ୀ ।

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେବେ ସୁରମା ପାଢ଼ୀ । ବିଜେପି ପକ୍ଷରୁ ବିଧିବଦ୍ଧ ଭାବେ ତାଙ୍କ ନାମ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅନେକ ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୁରମା । ଆସନ୍ତାକାଲି ବାଚସ୍ପତି ନିର୍ବାଚନ ହେବ । ସୁରମା ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ [...]

ଆଜି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବିଜେଡି ବିଧାୟକ ଦଳ ବୈଠକ

ଆଜି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବିଜେଡି ବିଧାୟକ ଦଳ ବୈଠକ ଭୁବନେଶ୍ବର : ଆଜି ବିଜେଡି ବିଧାୟକ ଦଳ ବୈଠକ ବସିବ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଶଙ୍ଖ ଭବନରେ ବୈଠକ ଅନୁଷ୍ଠିତ ହେବ । ଅପରାହ୍ନରେ ବସିବାକୁ ଥିବା ବୈଠକରେ ବିଜେଡି ବିଧାୟକ ଦଳ ନେତା ବଛାଯିବା ସହ ଆଗାମୀ ଦିନର ରାଜନୈତିକ ଏଜେଣ୍ତା ପ୍ରସ୍ତୁତ କରାଯିବ । ପ୍ରଥମ ଥର ବିଜେଡି ୫୧ ଜଣ [...]

ବାଳକର ମୃତ୍ୟୁ ଘଟଣା ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ବରରେ ମୁକୁଳା ଡ୍ରେନ୍‌ରେ ପଡି ବାଳକର ମୃତ୍ୟୁ ଘଟଣା ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା ଆଜି ଭୁବନେଶ୍ବରର ୟୁନିଟ୍‌-୩ ଅଞ୍ଚଳର ମସ୍‌ଜିଦ କଲୋନୀରେ ମୁକୁଳା ଡ୍ରେନ୍‌ରେ ପଡ଼ି ଆବୁ ବକର ସାହା ନାମକ ଏକ ବାଳକର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବାଳକଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ [...]

ମୁଁ ସବୁବେଳେ ବାଘଙ୍କୁ ମନୁଷ୍ୟ ଭାବରେ ଦେଖିଛି: ନାଲ୍ଲାମୁଥୁ

ଏମଆଇଏଫଏଫ୍ ସାମ୍ବାଦିକ ସମ୍ମିଳନୀରେ ସୁବିୟା ନାଲ୍ଲାମୁଥୁ ତାଙ୍କର ପ୍ରଥମ ମହତ୍ୱାକାଂକ୍ଷୀ ଫିଚର ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି ମୁଁ ସବୁବେଳେ ବାଘଙ୍କୁ ମନୁଷ୍ୟ ଭାବରେ ଦେଖିଛି: ନାଲ୍ଲାମୁଥୁ ଫୁଟେଜ୍ ପାଇବା ସହଜ, କିନ୍ତୁ କାହାଣୀ ଚିହ୍ନଟ କରିବା କଷ୍ଟକର; ସମସ୍ତ ଫୁଟେଜ୍ ଗୋଟିଏ କାହାଣୀ କହିନଥାଏ ମୁମ୍ବାଇ, ୧୮ ଜୁନ ୨୦୨୪ ଅଷ୍ଟାଦଶ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଏମଆଇଏଫଏଫ୍) ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଖ୍ୟାତ ବନ୍ୟପ୍ରାଣୀ [...]

ମନ କୀ ବାତ୍ କାର‌୍ୟ୍ୟକ୍ରମର ଜୁନ୍ ୨୦୨୪ ଅଧ୍ୟାୟ ପାଇଁ ବିଚାର ଓ ମତାମତ ଆହ୍ବାନ

ମନ କୀ ବାତ୍ କାର‌୍ୟ୍ୟକ୍ରମର ଜୁନ୍ ୨୦୨୪ ଅଧ୍ୟାୟ ପାଇଁ ବିଚାର ଓ ମତାମତ ଆହ୍ବାନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପାଇଁ ବନ୍ଦ ରହିଥିବା ମନ୍ କୀ ବାତ୍ କାର‌୍ୟ୍ୟକ୍ରମର ଆଗାମୀ ଅଧ୍ୟାୟ ଖୁବ୍‌ଶୀଘ୍ର ପ୍ରସାରଣ ହେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟସ୍ତ କରିଛନ୍ତି । ଆକାଶବାଣୀରେ ଆସନ୍ତା ୩୦ ଜୁନ୍ ରବିବାର ଦିନ ମନ୍ କୀ ବାତ୍ କାର‌୍ୟ୍ୟକ୍ରମର ପ୍ରସାରଣ କରାଯିବ [...]