ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ସାମୂହିକ ରଜପର୍ବ ଓ ପ୍ରତିଭା ସମ୍ମାନ ଉତ୍ସବ ପାଳନ
ସାମୂହିକ ମିଳନର ପର୍ବ ରଜପର୍ବ ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ସାମୂହିକ ରଜପର୍ବ ଓ ପ୍ରତିଭା ସମ୍ମାନ ଉତ୍ସବ ପାଳନ ଭୁବନେଶ୍ୱର, : ରାଜ୍ୟସ୍ତରୀୟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ରାଜ୍ୟସ୍ତରୀୟ ସାମୂହିକ ରଜ ପର୍ବ ଓ ପ୍ରତିଭା ସମ୍ମାନ ଉତ୍ସବ ଗତକାଲି ଭୁବନେଶ୍ୱରସ୍ଥିତ ବ୍ଲାଇଣ୍ଡ ଆସୋସିଏସନ ହଲ୍ରେ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବରିଷ୍ଠ ପୁଲିସ୍ [...]