Search for:
  • Home/
  • Month: June 2024

ପୂର୍ବତଟ ରେଳପଥ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ପୂର୍ବତଟ ରେଳପଥ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ | ଭୁବନେଶ୍ୱର:ପୂର୍ବ ତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟାଳୟ ଭୁବନେଶ୍ୱର ଏବଂ ଏହାର ପରିସୀମା ମଧ୍ୟରେ ଥିବା ବିଭିନ୍ନ ରେଳ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଓ ୱାଲଟିୟର ସହିତ ବିଭିନ୍ନ ରେଳ ପ୍ରତିଷ୍ଠାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଅଛି | ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ କୋରାପୁଟରେ ଆୟୋଜିତ ଯୋଗ ଅଧିବେଶନରେ [...]

ନିର୍ବାଚନ ପରେ ସୁସ୍ଥ କେମିତି ବିଜେଡି ସୁପ୍ରିମୋ, ରହସ୍ୟ କ’ଣ ?

ନିର୍ବାଚନ ପରେ ସୁସ୍ଥ ଓ ସକ୍ରିୟ ଦେଖାଯାଉଛନ୍ତି ବିଜେଡି ସୁପ୍ରିମୋ, ରହସ୍ୟ କ’ଣ ? ଭୁବନେଶ୍ବର : ସରକାର ବଦଳିବା ସହ ବଦଳିଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ । ପୂର୍ବରୁ ଦୁର୍ବଳ ନଜର ଆସୁଥିବା ନବୀନ ଏବେ ପୂରା ସୁସ୍ଥ ଲାଗୁଛନ୍ତି । ସାମ୍ବାଦିକ ଯାହା ପ୍ରଶ୍ନ ପଚାରୁଛନ୍ତି ତା’ର ଉତ୍ତର ଦେଉଛନ୍ତି । ସଭାସମିତିରେ ଯୋଗ ଦେଉଛନ୍ତି । ନିକଟରେ ବିଧାନସଭାରେ ନିର୍ବାଚିତ ବିଧାୟକଙ୍କ ଶପଥ [...]

ନିୟମିତ ଯୋଗ ଦ୍ୱାରା ହିଁ ଜଣେ ମନୁଷ୍ୟ ଏକ ସୁସ୍ଥ ଶରୀର ଅଧିକାରୀ ହୋଇପାରିବ : ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ବାରିପଦାରେ ବିଶ୍ୱ ଯୋଗ ଦିବସ ପାଳିତ ନିୟମିତ ଯୋଗ ଦ୍ୱାରା ହିଁ ଜଣେ ମନୁଷ୍ୟ ଏକ ସୁସ୍ଥ ଶରୀର ଅଧିକାରୀ ହୋଇପାରିବ : ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଭୁବନେଶ୍ୱର , ୨୧ା୬ ଯୋଗ ଏବଂ ଧ୍ୟାନ କେନ୍ଦ୍ର ଓ ଯୋଗ ସମିତିର ମିଳିତ ଅନୁକୂଲ୍ୟରେ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ଆଜି ପ୍ରାତଃ ସମୟରେ ମାନ୍ୟବର ଗୃହ [...]

ମାନସିକ, ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ: ମନମୋହନ ସାମଲ

ଦଶମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ମାନସିକ, ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ: ମନମୋହନ ସାମଲ  ଚଳିତ ବର୍ଷ ଯୋଗ ଦିବସ ଶୀର୍ଷକ “ନିଜ ପାଇଁ ଓ ସମାଜ ଲାଗି ଯୋଗ  ଭାରତର ଏହି ପ୍ରାଚୀନ କଳାକୁ ସାରା ବିଶ୍ୱ ଆପଣାଇଛି  ନିରୋଗ ରହିବା ପାଇଁ ଯୋଗ ଜରୁରୀ ଭୁବନେଶ୍ୱର,ତା.୨୧/୦୬: ଆଜି ଦଶମ ଆନ୍ତର୍ଜାତିକ ଯୋଗ ଦିବସ । ମାନସିକ, ଶାରୀରିକ ସୁ୍‌ସ୍ଥତା ପାଇଁ [...]

ଶରତ ପଟ୍ଟନାୟକଙ୍କୁ କାଳିମାଡ଼.

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପଶି ଅସନ୍ତୁଷ୍ଟ ଗୋଷ୍ଠୀ କାଳିମାଡ଼ କରିଥିବା ଜଣାପଡ଼ିଛି। ଆଜି କଂଗ୍ରେସ ଭବନରେ ଚାମ୍ବରରେ ବସିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଏହି ସମୟରେ ତାଙ୍କୁ କାଳିମାଡ଼ ହୋଇଥିବା ସୂଚନା । କାଳିମାଡ଼ରେ ଦବିଯିବିନି ବୋଲି ଶରତ କହିଛନ୍ତି। ଏହା ମୋ ପାଇଁ ନୂଆ ନୁହେଁ । ପୂର୍ବଥର ପିସିସି [...]

ପ୍ରତିଦିନ ଅପରାହ୍ନ ୩ଟା ରୁ ୫ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବେ

  ଲୋକଙ୍କ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସରକାର ପ୍ରତିଦିନ ଅପରାହ୍ନ ୩ଟା ରୁ ୫ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବେ ଭୁବନେଶ୍ୱର ୨୧ ଜୁନ ୨୦୨୪ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଆଜିଠାରୁ ଏହି ଅଭିଯୋଗ ଶୁଣାଣୀ ଆରମ୍ଭ ହେବ। ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା [...]

ସମାଜର ସବୁ ସ୍ତରକୁ ଯୋଗକୁ ପ୍ରସାରିତ କରିବାର ଉଦ୍ୟମ ଜାରି ରହିବ – ମୁଖ୍ୟମନ୍ତ୍ରୀ

  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସର ଭବ୍ୟ ଓ ଦିବ୍ୟ ସମାରୋହ ନୂଆ ଓଡ଼ିଶା, ସୁସ୍ଥ ଓଡ଼ିଶା ଗଠନ ଦିଗରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଆଧୁନିକ ଚାପଗ୍ରସ୍ତ ଦୁନିଆରେ ଯୋଗ ଦ୍ୱାରା ଶରୀର ଓ ମନ ଭିତରେ ସନ୍ତୁଳନ ଏବଂ ସମନ୍ଵୟ ରଖି ଏକ ସୁସ୍ଥ ଜୀବନ ଯାପନ କରିବା ସହିତ ସୁସ୍ଥ ସମାଜ ଗଠନ କରାଯାଇ ପାରିବ ସମାଜର ସବୁ ସ୍ତରକୁ ଯୋଗକୁ [...]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲା ଆମେରିକୀୟ କଂଗ୍ରେସର ପ୍ରତିନିଧି ମଣ୍ଡଳୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲା ଆମେରିକୀୟ କଂଗ୍ରେସର ପ୍ରତିନିଧି ମଣ୍ଡଳୀ ଭାରତରେ ନିର୍ବାଚନ ଓ ଗଣତାନ୍ତ୍ରିକ ପ୍ରକ୍ରିୟାର ବ୍ୟାପକତା, ନିରପେକ୍ଷତା ଓ ପାରଦର୍ଶିତାକୁ ପ୍ରଶଂସା କଲା ଆମେରିକୀୟ ପ୍ରତିନିଧି ଦଳ ଭାରତ-ଆମେରିକା ସମ୍ପର୍କକୁ ଆଗକୁ ବଢ଼ାଇବାରେ ଆମେରିକୀୟ କଂଗ୍ରେସର ଲଗାତାର ଓ ଦ୍ୱିପାକ୍ଷିକ ସମର୍ଥନ ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ ଗତ ବର୍ଷ ଆମେରିକାକୁ ନିଜର ଐତିହାସିକ ସରକାରୀ ଗସ୍ତ ଏବଂ ଏହି ଅବସରରେ ଦ୍ୱିତୀୟ ଥର ଆମେରିକୀୟ [...]

ଆପଣଙ୍କ ସ୍ୱପ୍ନକୁ ଆଉ କେହି କେବେ ବି ପୂରଣ କରିପାରିବେ ନାହିଁ: ସମୀର ମୋଦୀ

କ୍ଷୁଦ୍ର ଚଳଚ୍ଚିତ୍ର ଏକ କବିତା ପରି, ପ୍ରତି ଥର ଦେଖିଲେ ଆପଣ ଏଥିରେ କିଛି ନୂଆ ଦେଖିବାକୁ ପାଆନ୍ତି: ଆନ୍ନା ହେନକେଲ-ଡୋନର୍ସମାର୍କ ଆପଣଙ୍କ ସ୍ୱପ୍ନକୁ ଆଉ କେହି କେବେ ବି ପୂରଣ କରିପାରିବେ ନାହିଁ: ସମୀର ମୋଦୀ ଏକ ଶକ୍ତିଶାଳୀ, ଅନନ୍ୟ ଏବଂ ରୋମାଞ୍ଚକର କାହାଣୀ ଦର୍ଶକଙ୍କ ପାଖରେ ପହଞ୍ଚିବ: ଟିସ୍କା ଚୋପ୍ରା ଅଷ୍ଟାଦଶ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ \”ସର୍ଟସର ପ୍ରସାର: ପ୍ରବେଶ, ପହଞ୍ଚ ଏବଂ ପ୍ରଦର୍ଶନ\” ଶୀର୍ଷକ [...]

ନିଟ୍ ପରୀକ୍ଷା ବିବାଦ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ନିଟ୍ ପରୀକ୍ଷା ବିବାଦ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ, ନିଟ୍ ମାମଲାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ -ଧର୍ମେନ୍ଦ୍ର ପ୍ରଧାନ • ତ୍ରୁଟିଶୂନ୍ୟ ପରୀକ୍ଷା କରାଇବା ହେଉଛି ଆମର ପ୍ରତିବଦ୍ଧତା • ଏନଟିଏରେ ସଂସ୍କାର ନେଇ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ଯାଉଛନ୍ତି • ଏନଟିଏ, ଏହାର ଢାଞ୍ଚା, କାର୍ଯ୍ୟକାରିତା, ପରୀକ୍ଷା ପ୍ରକ୍ରିୟା, ପାରଦର୍ଶୀତା ଏବଂ [...]