Search for:
  • Home/
  • Month: June 2024

ଟିମ ଇଣ୍ଡିଆକୁ ମିଳିବ ୧୨୫ କୋଟି, ଘୋଷଣା

ଟିମ ଇଣ୍ଡିଆକୁ ମିଳିବ ୧୨୫ କୋଟି, ଘୋଷଣା କଲା ବିସିସିଆଇ ଭୁବନେଶ୍ୱର:ମୁମ୍ବାଇ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଟି-୨୦ ବିଶ୍ବକପ୍ ୨୦୨୪ର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳକୁ ୭ ରନରେ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଟାଇଟଲ୍ ଜିତିବାରେ ସଫଳ ହୋଇଛି। ଏହାକୁ ନେଇ ସାରା ଦେଶରେ ଉତ୍ସବ ପାଳନ କରାଯାଉଛି! ସେପଟେ ଦଳର ଏହି ଚମତ୍କାର ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ [...]

ଅବସର ଗ୍ରହଣ କରିଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ସମ୍ବର୍ଦ୍ଧନା l

ଆଇଏଏସ ଅଧିକାରୀମାନେ ପ୍ରଶାସନିକ ବ୍ୟବସ୍ଥାର ଆତ୍ମା ସଦୃଶ l ଅବସର ଗ୍ରହଣ କରିଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ସମ୍ବର୍ଦ୍ଧନା l ଭୁବନେଶ୍ୱର ତା-30/06/2024 ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି l ଆଜି ରବିବାର ଥିବାରୁ ତାଙ୍କର ଅବସର ଗ୍ରହଣ ପରିପ୍ରେକ୍ଷୀରେ ଗତକାଲି ଶନିବାର ଅପରାହ୍ଣରେ ଲୋକସେବା ଭବନ କାର୍ଯ୍ୟାଳୟରେ ବିଦାୟୀ ମୁଖ୍ୟ ଶାସନ ସଚିବ [...]

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହେଲେ ନିକୁଞ୍ଜ ବିହାରୀ ଧଳ

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହେଲେ ନିକୁଞ୍ଜ ବିହାରୀ ଧଳ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହେଲେ ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ। ସେ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। [...]

ସାଇବର ଠକେଇ ଅଭିଯୋଗ ରେ ଭଦ୍ରକ ରୁ ୬ ଗିରଫ

ସାଇବର ଠକେଇ ଅଭିଯୋଗ ରେ ଭଦ୍ରକ ରୁ ୬ ଗିରଫ ଭୁବନେଶ୍ୱର: ଭଦ୍ରକ ଜିଲ୍ଲାରେ 5 ଜଣିଆ ମୁମ୍ବାଇ ପୋଲିସ ଟିମ , ସାଇବର ଠକେଇ ଅଭିଯୋଗ କୁ ନେଇ ଭଦ୍ରକ ଆସିଛନ୍ତି ମୁମ୍ବାଇ ପୋଲିସ |ଭଦ୍ରକ ଟାଉନ ପୋଲିସ ସହାୟତାରେ 6 ଜଣ ସାଇବର ଠକ ଙ୍କୁ ଧରିଛି ମୁମ୍ବାଇ ପୋଲିସ | ସୂଚନାମୁତାବକ ଲୋନ କରାଇଦେବା କୁ କହି ଲୋକଙ୍କ ପାଖରୁ ଦସ୍ତାବିଜ ନେଇ ବ୍ୟାଙ୍କ ଆକାଉଣ୍ଟ [...]

କାର ଧକ୍କାରେ ବାପା ପୁଅ ମ୍ରୁତ୍ୟୁ ଝିଅ ଗୁରୁତ୍ୱର।

କାର ଧକ୍କାରେ ବାପା ପୁଅ ମ୍ରୁତ୍ୟୁ ଝିଅ ଗୁରୁତ୍ୱର। ଭୁବନେଶ୍ୱର:ସିନାପାଲି, ସିନାପାଲି ବ୍ଲକ ସଦର କାପସି ରୁ ବରଗାଁ ଯିବା ରାସ୍ତା ଅନ୍ଧାରି ବରି ପାଖରେ ଏକ ଷଡକ ଦୁର୍ଘଟଣା ଘଟିଛି।ଏହି ଦୁର୍ଘଟଣାରେ ବାପା ପୁଅ ଙ୍କ ମ୍ରୁତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତ୍ୱର ଥିବା ଜଣାପଡିଛି। ମ୍ରୁତ ବ୍ଯକ୍ତି ହେଲେ ଚଚରାଭଟା ଗ୍ରାମର ବାପା ଆତ୍ମାରାମ ତାଣ୍ତି (୬୦) ଓ ପୁଅ ଲିଙ୍ଗରାଜ ତାଣ୍ତି (୨୫) ବୋଲି ଜଣାପଡିଥିବା [...]

ବିଜେପି ସରକାର ଓଡିଶା ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖିବ।

ବିଜେପି ସରକାର ଓଡିଶା ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖିବ : ମନମୋହନ ସାମଲ ରାଜ୍ୟବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ବିଜୟ ପଛରେ ଅନେକ ପିଢୀର ବଳିଦାନ ଓ ବର୍ତମାନ କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ରହିଛି : ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ବିଜେପି ସରକାରର ଶ୍ରେୟ ମହାପ୍ରଭୁ ଶ୍ରୀଜଗନ୍ନାଥ, ସାଢେ ୪ କୋଟି ଓଡ଼ିଆ ଏବଂ ବିଜେପି [...]

ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଚାଲୁରହିଥିବା ରେଳ ପ୍ରକଳ୍ପ ସମୀକ୍ଷା

ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଚାଲୁରହିଥିବା ରେଳ ପ୍ରକଳ୍ପ ସମୀକ୍ଷା : • ରେଳ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ଏବଂ ଏହାର ସମାଧାନ ଉପରେ ଗୁରୁତ୍ୱାରୋପ | • ଚାଲୁରହିଥିବା ରେଳ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଅଳ୍ପଦିନ ମଧ୍ୟରେ ମିଳିତ ସମୀକ୍ଷା କରାଯିବ | • ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନରେ ଟନେଲ ଗୁଡିକର ନିର୍ମାଣ କାର୍ଯ୍ୟ ଉଭୟ ପାର୍ଶ୍ୱରୁ [...]

ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର:ଭୁବନେଶ୍ଵରସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ, ସମସ୍ତ ସାଂସଦ ତଥା ବିଧାୟକମାନଙ୍କ ନିମନ୍ତେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଛି । [...]

ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ସର୍ବଦା ଗୁରୁତ୍ୱ ଦିଅନ୍ତି ପ୍ରଧାନମନ୍ତ୍ରୀ: ମନମୋହନ ସାମଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୧୧ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ସର୍ବଦା ଗୁରୁତ୍ୱ ଦିଅନ୍ତି ପ୍ରଧାନମନ୍ତ୍ରୀ: ମନମୋହନ ସାମଲ  ରଥଯାତ୍ରାର ମହାନ୍ ସଂସ୍କୃତିକୁ ମନେ ପକାଇ କୋଟି ଓଡ଼ିଆଙ୍କ ହୃଦୟ ଜିଣିଛନ୍ତି ପ୍ରଧାନମନ୍ତ୍ରୀ  ମହାନ ବ୍ୟକ୍ତିତ୍ୱଙ୍କୁ ଲୋକଲୋଚନକୁ ଆଣିବାରେ “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଏକ ବଡ ମାଧ୍ୟମ  “ମନ କି ବାତ୍‌”କାର୍ଯ୍ୟକ୍ରମର ଲୋକପ୍ରିୟତା ସାରା ବିଶ୍ୱରେ [...]

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ୍ -୩, ଭୁବନେଶ୍ୱର ରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସଵ

ଅବସରକାଳୀନ ସମ୍ବର୍ଦ୍ଧନା ଭୁବନେଶ୍ୱର:ତା.୩୦.୦୬.୨୦୨୪ ରିଖ ରବିବାର, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ୍ -୩, ଭୁବନେଶ୍ୱର ରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି ବିଦ୍ୟାଳୟର ତିନିଜଣ ଗୁରୁଜୀ ଗୁରୁମା ଅବସର ଗ୍ରହଣ କରିଛନ୍ତି। ସେମାନେ ହେଲେ ଶ୍ରୀଯୁକ୍ତ ନିରଞ୍ଜନ ସାହୁ, ଶ୍ରୀମତୀ ଶକୁନ୍ତଳା ଦେବୀ, ଶ୍ରୀମତୀ ମମତା ରଥ । ଉକ୍ତ ଗୁରୁଜୀ ଗୁରୁମା ପ୍ରତ୍ୟେକ ଦୀର୍ଘ ୩୫ ବର୍ଷ ରୁ ଅଧିକ ସମୟ ଧରି ଶିକ୍ଷାଦାନ ଭଳି [...]