ଏକାମ୍ର କ୍ଷେତ୍ରରେ ୪କୋଟି ବେୟରେ ହେବ ୧୪ ଟି ମନ୍ଦିରର ନବୀକରଣ ଏବଂ ବିକାଶ:- ବାବୁ ସିଂ
ଏକାମ୍ର କ୍ଷେତ୍ରରେ ୪କୋଟି ବେୟରେ ହେବ ୧୪ ଟି ମନ୍ଦିରର ନବୀକରଣ ଏବଂ ବିକାଶ:- ବାବୁ ସିଂ •ଏକାମ୍ର ନିର୍ବାଚନ ମଣ୍ଡଳୀରେ ବାବୁ ସିଂ ଙ୍କ ବିଶାଳ ବାଇକ ଶୋଭାଯାତ୍ରା। •ଏଥର ଏକାମ୍ର ବାସୀ ବିଜେପିକୁ ସୁଯୋଗ ନିଶ୍ଚୟ ଦେବେ ବୋଲି ସଂକଳ୍ପ କଲେଣି ଭୁବନେଶ୍ୱର,୨୧/୦୫: ଏକାମ୍ର ନିର୍ବାଚନ ମଣ୍ଡଳୀ ରେ ବିଜେପି ତାର ପ୍ରଚାର କୁ ଆହୁରି ଜୋରଦାର କରିଛି।ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ଦିନତମାମ ବିଶାଳ ବାଇକ [...]